ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ ବିଜେପି ବିଧାୟକ । ଗୃହକାର୍ଯ୍ୟ ସ୍ଥଗିତ ହେବା ପରେ ଚାଲି ଚାଲି ଯାଇ ଦେଲେ ଦାବି ପତ୍ର ।

କନକ ବ୍ୟୁରୋ: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ଗୃହକାର୍ଯ୍ୟ । ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି । ଗତକାଲି ଭଳି ଆଜି ବି ସ୍ୱାଭାବିକ୍ ଭାବେ ଗୃହ ଚାଲି ପାରି ନାହିଁ । ଆଜି ବି ଗୃହ ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ପୁଣି ଆଜି ବି କମ୍ପିଛି ଗୃହContinue reading “ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ ବିଜେପି ବିଧାୟକ । ଗୃହକାର୍ଯ୍ୟ ସ୍ଥଗିତ ହେବା ପରେ ଚାଲି ଚାଲି ଯାଇ ଦେଲେ ଦାବି ପତ୍ର ।”

ସୁଡଙ୍ଗରେ ଫସିଥିବା ଶ୍ରମିକ ମାନଙ୍କୁ ବାହାର କରିବାକୁ ଯାଉଥିବା ଏହି ‘ଅଗର’ ଡ୍ରିଲ ମେସିନ କଣ ? କେମିତି କରେ କାମ ?

ଉତ୍ତରପ୍ରଦେଶର ସିଲ୍କିରା-ବାରକୋଟ ଟନେଲ ମଧ୍ୟରେ ୧୨ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକ ପ୍ରତ୍ଯେକ ମୁହୂର୍ତ୍ତରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ଲାଗୁଛି ଯେମିତି ପର୍ବତ ସେମାନଙ୍କୁ ନିଜ ଭିତରେ ଲୁଚାଇ ରଖିଛି । ତାଙ୍କୁ ଉଦ୍ଧାର କରିବାକୁ  ଦେଶ ତଥା ବିଦେଶରୁ ବହୁ ବିଶେଷଜ୍ଞ ମାନେ ଆସି ପହଁଚିଛନ୍ତି । ସେମାନଙ୍କୁ ବାହାର କରିବାକୁ ଅନେକ ଯୋଜନା ହେଇଛି । ଏହି ଉଦ୍ଧାର କାର୍ଯ୍ୟ ମଧ୍ୟରେ ସମସ୍ତେ ଏକ ମୂତନContinue reading “ସୁଡଙ୍ଗରେ ଫସିଥିବା ଶ୍ରମିକ ମାନଙ୍କୁ ବାହାର କରିବାକୁ ଯାଉଥିବା ଏହି ‘ଅଗର’ ଡ୍ରିଲ ମେସିନ କଣ ? କେମିତି କରେ କାମ ?”

ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ । ବସରେ ଯାତ୍ରା କରୁଥିବା ମହିଳାଙ୍କର ପ୍ରସବ କରାଇଲେ ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ଆସିଲେ ଆନ୍ଧ୍ରର ନର୍ସ।

କନକ ବ୍ୟୁରୋ: ଚଳନ୍ତା ବସରେ ପ୍ରସବ କରାଇଲେ ନର୍ସ । ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିବାବେଳେ ଚିକିଟିର ମହିଳାଙ୍କର ହୋଇଥିଲା ପ୍ରସବ ବେଦନା । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ଆସିଛନ୍ତି ଆନ୍ଧ୍ରର ନର୍ସ । ଚିକିଟି ବ୍ଲକ୍ ସୁରଳ ଗ୍ରାମର ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ଗତକାଲି ଆନ୍ଧ୍ରପ୍ରଦେଶ ସଡ଼କ ପରିବହନ ନିଗମର ଏକ ବସରେ ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିଲେ । ସନ୍ଧ୍ୟାରେ ବସ୍ ଶ୍ରୀକାକୁଲମ୍ ଅତିକ୍ରମ କରିବା ବେଳେ ହଠାତ୍ ତାଙ୍କର ପ୍ରସବContinue reading “ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ । ବସରେ ଯାତ୍ରା କରୁଥିବା ମହିଳାଙ୍କର ପ୍ରସବ କରାଇଲେ ଉପସ୍ଥିତ ବୁଦ୍ଧି ଖଟାଇ ଆଗକୁ ଆସିଲେ ଆନ୍ଧ୍ରର ନର୍ସ।”

ନିର୍ବାଚନ ପୂର୍ବରୁ ବିଜେଡିର ଜୋରଦାର ପ୍ରସ୍ତୁତି । ରାଜ୍ୟର ବିଭିନ୍ନ କଲେଜକୁ ଯାଇ ରିଲ୍ସ କରିବେ ଶାସକ ଦଳ ବିଧାୟକ ।

କନକ ବ୍ୟୁରୋ: ରାଜ୍ୟରେ ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ସରକାର । ଖେଳ, ସାଂସୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବେ ସରକାର । ଏହି ସମୟରେ ଛାତ୍ର ଛାତ୍ରୀଙ୍କ ସହ ମିଶି ଶାସକ ଦଳର ବିଧାୟକ ମାନେ ୟୁଟ୍ୟୁବ୍ ସର୍ଟସ୍, ଇନଷ୍ଟାରେ ରିଲ୍ସ କରିବେ । ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ନୂଆ ଓଡିଶା ଯୋଜନା ଜରିଆରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜରେ ଥିବା ୧୩ରୁ ୩୫ ବର୍ଷର ଯୁବକ ଯୁୁବତୀଙ୍କୁContinue reading “ନିର୍ବାଚନ ପୂର୍ବରୁ ବିଜେଡିର ଜୋରଦାର ପ୍ରସ୍ତୁତି । ରାଜ୍ୟର ବିଭିନ୍ନ କଲେଜକୁ ଯାଇ ରିଲ୍ସ କରିବେ ଶାସକ ଦଳ ବିଧାୟକ ।”

ମାତ୍ର ୧୬ ବର୍ଷ ବୟସରେ ଇଂରେଜ ଅଫିସରଙ୍କୁ କରିଥିଲେ ହତ୍ୟା । ନେଇଥିଲେ ସହିଦ ଭଗତ ସିଂଙ୍କ ଫାଶୀର ପ୍ରତିଶୋଧ

କନକ ବ୍ୟୁରୋ : ଆଜି ଆମେ ପାଇଥିବା ସ୍ୱାଧୀନତା ଓ ଅଧିକାର ପାଇଁ ଯେଉଁ ସ୍ୱାଧିନତା ସଂଗ୍ରାମ ହୋଇଥିଲା ସେଥିରେ କେତେ ଯେ ସଂଗ୍ରାମୀଙ୍କର ଜୀବନ ବାଜି ଲାଗିଛି ତାର ଗଣନା ନାହିଁ । ଏହି ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ନା ଏପରି ଅଛି ଯାହାର ଅବଦାନ ଏବେ ଯାଏ ଲୋକଲୋଚନକୁ ଆସି ପାରି ନାହିଁ ହେଲେ ତାଙ୍କର ବୀର ପଣିଆ ଅତୁଲ୍ୟ । ସ୍ୱାଧୀନତା ସଂଗ୍ରାମରେ କେବଳ ଗରମ ରକ୍ତର ତରୁଣ ନୁହେଁ ଅନେକContinue reading “ମାତ୍ର ୧୬ ବର୍ଷ ବୟସରେ ଇଂରେଜ ଅଫିସରଙ୍କୁ କରିଥିଲେ ହତ୍ୟା । ନେଇଥିଲେ ସହିଦ ଭଗତ ସିଂଙ୍କ ଫାଶୀର ପ୍ରତିଶୋଧ”

ଆରପାରିରେ ପୂର୍ବତନ ଶିକ୍ଷାବିତ୍ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର, ହୃଦଘାତ ଯୋଗୁଁ ୯୭ ବର୍ଷ ବୟସରେ ପରଲୋକ

କନକ ବ୍ୟୁରୋ : ପୂର୍ବତନ ଶିକ୍ଷାବିତ୍‌ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀନିବାସ ମିଶ୍ରଙ୍କ ତାଙ୍କ ସହିଦନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ସେ ଦୃଗଘାତରେ ମୃତ୍ୟୁବରଣ କରିଛନ୍ତି। ସ୍ଵର୍ଗତ ମିଶ୍ର ଏକାଧାରରେ ଜଣେ ଶିକ୍ଷକ, ଅନୁବାଦକ, ସାହିତ୍ୟ ସମୀକ୍ଷକ, ପ୍ରବନ୍ଧକ ଥିଲେ। ସେ ଅକ୍ଟୋବର ୨୬ ତାରିଖ ୧୯୨୭ ମସିହାରେ କେନ୍ଦ୍ରାପଡ଼ା ଗୋବିନ୍ଦପୁର ସ୍ଥିତ କଚେରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲାContinue reading “ଆରପାରିରେ ପୂର୍ବତନ ଶିକ୍ଷାବିତ୍ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡିଆ ପ୍ରଫେସର, ହୃଦଘାତ ଯୋଗୁଁ ୯୭ ବର୍ଷ ବୟସରେ ପରଲୋକ”

ଧରାପଡିଲେ ମୋଟୁ ପତଲୁ ଗ୍ୟାଙ୍ଗ । ରାଜଧାନୀରେ ଚଳାଇଥିଲେ ଗଂଜେଇ ବେପାର

କନକ ବ୍ୟୁରୋ: ଭୁବନେଶ୍ୱରରୁ ଧରା ହେଲେ ମୋଟୁ ପତଲୁ ଗ୍ୟାଙ୍ଗ । ମୋଟୁ ପତଲଙ୍କୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଗଂଜେଇ ଚାଲାଣ ବେଳେ ଭୁବନେଶ୍ୱର ୬ ନମ୍ବର ଖେଳ ପଡିଆ ପାଖରେ ଏହି ଗ୍ୟାଙ୍ଗକୁ ଧରିଲା ଟିମ୍ । ଏହି ଗ୍ୟାଙ୍ଗ ୧ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ବିକ୍ରି କରିବାକୁ ଯୋଜନା କରୁଥିଲେ । କନ୍ଧମାଳରୁ ଏହି ସବୁ ଗଂଜେଇ ଆଣି ଭୁବନେଶ୍ୱରରେ ବିକ୍ରିି କରୁଥିବା ଏହି ଦୁଇ ଜଣ ଧରାପଡିଛନ୍ତି ।Continue reading “ଧରାପଡିଲେ ମୋଟୁ ପତଲୁ ଗ୍ୟାଙ୍ଗ । ରାଜଧାନୀରେ ଚଳାଇଥିଲେ ଗଂଜେଇ ବେପାର”

ଓଡ଼ିଶାରେ ୬୭୯୯ ଗାଁରେ ନାହିଁ ମୋବାଇଲ ସେବା । ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁ ମୋବାଇଲ ସେବା ଉପଲବ୍ଧ କରିବାକୁ ରହିଛି ଲକ୍ଷ୍ୟ ।

କନକ ବ୍ୟୁରୋ : ଓଡ଼ିଶାର ୬୭୯୯ ଗାଁରେ ମୋବାଇଲ ସେବା, ଟେଲିକମ ସେବା ଓ ଇଣ୍ଟରନେଟ ସେବା ନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ନବଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ ସେବା ପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀContinue reading “ଓଡ଼ିଶାରେ ୬୭୯୯ ଗାଁରେ ନାହିଁ ମୋବାଇଲ ସେବା । ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁ ମୋବାଇଲ ସେବା ଉପଲବ୍ଧ କରିବାକୁ ରହିଛି ଲକ୍ଷ୍ୟ ।”

ଲୋୟର ପିଏମଜିରେ ଧାରଣାରେ ପ୍ରଯୋଜିକା ସନଲିସା । ଓଡିଆ ଚଳଚ୍ଚିତ୍ରର ସୁରକ୍ଷା ପାଇଁ ଦାବି ।

କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ଧାରଣାରେ ପ୍ରଯୋଜିକା । ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଛି । ଏହି ସମୟରେ ପ୍ରତିବାଦ କରୁଛନ୍ତି ପ୍ରଯୋଜିକା ସନଲିସା । ନିକଟରେ ତାଙ୍କ ପ୍ରଯୋଜିତ ଫିଲ୍ମ ପ୍ରଥା ହଲରେ ରିଲିଜ ହୋଇନପାରିବାରୁ ସେ ଏହାକୁ ପ୍ରତ୍ୟାହାର କରିଥିଲେ । ଆଉ ଏବେ ନ୍ୟାୟ ପାଇଁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଜଷ୍ଟିସ୍ ଫର ପ୍ରଥା, ଜଷ୍ଟିସ୍ ଫର ଓଡ଼ିଆ ଫିଲ୍ମ ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତିContinue reading “ଲୋୟର ପିଏମଜିରେ ଧାରଣାରେ ପ୍ରଯୋଜିକା ସନଲିସା । ଓଡିଆ ଚଳଚ୍ଚିତ୍ରର ସୁରକ୍ଷା ପାଇଁ ଦାବି ।”

ଡିପଫେକକୁ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଚେତାବନୀ । ଖୁବଶୀଘ୍ର ଆସିବାକୁ ଯାଉଛି ନିୟମ: ତଣ୍ଡ ଗଣିବେ ନିର୍ମାତା ।

କନକ ବ୍ୟୁରୋ: ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିତର୍କ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କମ୍ପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ଗଣତନ୍ତ୍ର ପାଇଁ ଡିପଫେକ୍ ଏକ ନୂଆ ବିପଦ । ଏବଂ ଏହାContinue reading “ଡିପଫେକକୁ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଚେତାବନୀ । ଖୁବଶୀଘ୍ର ଆସିବାକୁ ଯାଉଛି ନିୟମ: ତଣ୍ଡ ଗଣିବେ ନିର୍ମାତା ।”

Design a site like this with WordPress.com
Get started