ଡ୍ରେସ ନିଅ, ଶିକ୍ଷକ ଦିଅ: ସ୍କୁଲ ୟୁନିଫର୍ମ ପିଙ୍ଗି ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପଟ୍ଟାମୁଣ୍ଡାଇ ଦକ୍ଷିଣେଶ୍ୱର ହାଇସ୍କୁଲର ଘଟଣା ।

କନକ ବ୍ୟୁରୋ: ଡ୍ରେସ୍ ନିଅ, ଆମକୁ ଶିକ୍ଷକ ଦିଅ । ତୁମ ଖାଇବା ନିଅ, ଆମକୁ ଶିକ୍ଷକ ଓ ପିଅନ ଦିଅ । ଶିକ୍ଷକ ଅଭାବ ଓ ସ୍କୁଲର ଅନ୍ୟ ସମସ୍ୟାକୁ ନେଇ ଏପରି ଭାବେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏହି ଦୃଶ୍ୟ ହେଉଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ଥାନା ଅନ୍ତର୍ଗତ ଦକ୍ଷିଣଶ୍ୱର ହାଇସ୍କୁଲର । ପିନ୍ଧିଥିବା ୟୁନିଫର୍ମକୁ ସ୍କୁଲ ପରିସରରେ ପିଙ୍ଗିବା ସହ ସ୍କୁଲ ଅଫିସରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ ଓContinue reading “ଡ୍ରେସ ନିଅ, ଶିକ୍ଷକ ଦିଅ: ସ୍କୁଲ ୟୁନିଫର୍ମ ପିଙ୍ଗି ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପଟ୍ଟାମୁଣ୍ଡାଇ ଦକ୍ଷିଣେଶ୍ୱର ହାଇସ୍କୁଲର ଘଟଣା ।”

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଗୋଦାମରେ ଅଗ୍ନିକାଣ୍ଡ  । ପୋଡି ପାଉଁସ ହେଲା ମେଡିସିନ୍ ଓ ଆସବାବପତ୍ର  । 

କନକ ବ୍ୟୁରୋ: ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଗୋଦାମରେ ନିଆଁ ଲାଗି ବହୁ ମେଡିସିନ୍ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି । କେଉଁ କାରଣରୁ ଗୋଦାମରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଛି । The post ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଗୋଦାମରେ ଅଗ୍ନିକାଣ୍ଡ  । ପୋଡି ପାଉଁସ ହେଲା ମେଡିସିନ୍ ଓ ଆସବାବପତ୍ର  ।  first appearedContinue reading “ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଗୋଦାମରେ ଅଗ୍ନିକାଣ୍ଡ  । ପୋଡି ପାଉଁସ ହେଲା ମେଡିସିନ୍ ଓ ଆସବାବପତ୍ର  । “

ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ୫ ଟିକିଆ ଟି-୨୦ ସିରିଜ । ବିଶାଖାପାଟଣାରେ ମୁହାଁମୁହିଁ ହେବେ ଦୁଇ ଦଳ ।

କନକ ବ୍ୟୁରୋ: ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ଟି-୨୦ ସିରିଜ । ବିଶାଖାପାଟଣାରେ ମୁହାଁମୁହିଁ ହେବେ ଦୁଇ ଦଳ । ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବେ ଦୁଇ ଟିମ । ମ୍ୟାଚ୍ ଜିତି ବିଶ୍ୱକପ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ବିଶ୍ୱକପ ପରେ ଭାରତ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ମ୍ୟାଚ୍ ଖେଳିବ । ବିଶ୍ୱକପ ଟିମରେ ଥିବା ଈସାନContinue reading “ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ୫ ଟିକିଆ ଟି-୨୦ ସିରିଜ । ବିଶାଖାପାଟଣାରେ ମୁହାଁମୁହିଁ ହେବେ ଦୁଇ ଦଳ ।”

ଶୀତ ଭିତରେ ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ୨୬ରେ ଲଘୁଚାପ, ୨୭ରେ ଅବପାତ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନଥିବା ଭାରତୀୟ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ: ଶୀତ ଭିତରେ ବଙ୍ଗୋପସଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୬ ତାରିଖ ଆଡକୁ ଲଘୁଚାପର ରୂପ ନେବା ପରେ ୨୭ରେ ଅବପାତରେ ପରିଣତ ହୋଇପାରେ । କ୍ରମେ ଏହା ପଶ୍ଚିମ ଉତ୍ତର- ପଶ୍ଚିମ ଦୁଗରେ ଗତି କରିବା କରିପାରେ । ତେବେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ନଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । The post ଶୀତ ଭିତରେ ଆଉContinue reading “ଶୀତ ଭିତରେ ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ୨୬ରେ ଲଘୁଚାପ, ୨୭ରେ ଅବପାତ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନଥିବା ଭାରତୀୟ ପାଣିପାଗ ବିଭାଗର ସୂଚନା”

ବିପଦ ଆଣୁଛି ଜଳବାୟୁ ପରିବର୍ତ୍ତନ । ବିଗୁଡୁଛି ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ।

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଅନେକ ସମୟରେ ବିଭିନ୍ନ ରୋଗର କାରଣ ହେଉଥିବା ବେଳେ ଏବେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ପାଇଁ ବିପଦ ଆଣୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ବେଶି ପ୍ରଭାବିତ ହେଉଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲୁଏଚଓର ଏକ ତଥ୍ୟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ- – ଗର୍ଭଧାରଣ ଜନତି ସମସ୍ୟା – ସମୟ ପୂର୍ବରୁ ଶିଶୁର ଜନ୍ମ – ନବଜାତContinue reading “ବିପଦ ଆଣୁଛି ଜଳବାୟୁ ପରିବର୍ତ୍ତନ । ବିଗୁଡୁଛି ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ।”

ଆଜିଠୁ ଆରମ୍ଭ କାର୍ତ୍ତିକ ମାସର ପୁଣ୍ୟ ପର୍ବ ପଞ୍ଚୁକ । ୫ ଦିନିଆ ପର୍ବ ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ଆଜିଠୁ ଆରମ୍ଭ କାର୍ତ୍ତି ମାସର ପୁଣ୍ୟ ପର୍ବ ପଞ୍ଚୁକ । ୫ ଦିନିଆ ପର୍ବ ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର । ପଞ୍ଚୁକ ସମୟରେ ଦର୍ଶନରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ପଦକ୍ଷେପ ନିଆଯାଇଛି । ଦର୍ଶନ ପାଇଁ ଚାରିଧାଡିଆ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ମଧ୍ୟ ରହିଛି । ପଞ୍ଚୁକରେ ଅଧିକ ଭକ୍ତଙ୍କ ଭିଡ ହେବା ପୂର୍ବରୁ, ସିଂହଦ୍ୱାରରୁ ଶ୍ରୀନଅର ପର୍ଯ୍ୟନ୍ତ ଥିବାContinue reading “ଆଜିଠୁ ଆରମ୍ଭ କାର୍ତ୍ତିକ ମାସର ପୁଣ୍ୟ ପର୍ବ ପଞ୍ଚୁକ । ୫ ଦିନିଆ ପର୍ବ ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର ।”

ଉତ୍ତରକାଶୀ ଟନେଲ ଦୁର୍ଘଟଣା ପରେ ଚେତା ପଶିଲା । ଦେଶରେ ନିର୍ମାଣାଧୀନ ୨୯ ଟନେଲର ହେବ ଯାଞ୍ଚ । ଓଡ଼ିଶାରେ ଅଛି ଦୁଇଟି ଟନେଲ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲ ଦୁର୍ଘଟଣା ପରେ ପଶିଲା ଚେତା । ଦେଶରେ ନିର୍ମାଣାଧୀନ ୨୯ ଟନେଲର ହେବ ଯାଞ୍ଚ । ସୁରକ୍ଷା ଅଡିଟ୍ କରି ରିପୋର୍ଟ ଦେବ ଏନଏଚଆଇ । ନିର୍ମାଣ ସମୟରେ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପର ଗୁଣବତ୍ତା ଯାଞ୍ଚ କରାଯିବ । ଏହା ବିପଦମୁକ୍ତ ଅଛି କି ନାହିଁ ସେ ସମ୍ପର୍କରେ ରିପୋର୍ଟ ଦେବ ଏନଏଚଏଆଇ । ତେବେ ଏହି ୨୯ ନିର୍ମାଣାଧୀନ ଟନେଲ ମଧ୍ୟରେ ଓଡ଼ିଶାର ଦୁଇ ଟନେଟ୍ ରହିଛି ।Continue reading “ଉତ୍ତରକାଶୀ ଟନେଲ ଦୁର୍ଘଟଣା ପରେ ଚେତା ପଶିଲା । ଦେଶରେ ନିର୍ମାଣାଧୀନ ୨୯ ଟନେଲର ହେବ ଯାଞ୍ଚ । ଓଡ଼ିଶାରେ ଅଛି ଦୁଇଟି ଟନେଲ ।”

ଆଉ କିଛି ସମୟର ଅପେକ୍ଷା… ହଟିବ ଟନେଲର ଅନ୍ଧାର, ବଞ୍ଚିବ ଜୀବନ, ୧୨ ଦିନ ପରେ ଆଲୋକ ଦେଖିବେ ଶ୍ରମିକ ।

କନକ ବ୍ୟୁରୋ: ବାସ୍ ଆଉ କିଛି ସମୟର ଅପେକ୍ଷା । ଉଦ୍ଧାର ହେବେ ଶ୍ରମିକ । ଅନ୍ଧାରୀ ଜୀବନରୁ ମିଳିବ ମୁକ୍ତି, ଦେଖିବେ ଆଲୋକ । ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇସାରିଛି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୫ ମିଟର ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଫଶିରହିଥିବାContinue reading “ଆଉ କିଛି ସମୟର ଅପେକ୍ଷା… ହଟିବ ଟନେଲର ଅନ୍ଧାର, ବଞ୍ଚିବ ଜୀବନ, ୧୨ ଦିନ ପରେ ଆଲୋକ ଦେଖିବେ ଶ୍ରମିକ ।”

ସମୁଦ୍ରପଥରେ ବଢ଼ିବ ଭାରତୀୟ ସେନାର ଶକ୍ତି । ଗାଇଡେଡ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

କନକ ବ୍ୟୁରୋ : ସମୁଦ୍ର ମଧ୍ୟରେ ଆଇଏନଏସ ଇମ୍ପାଲରୁ ସୁପରସୋନିକ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ । ନୌସେନାର ଯୁଦ୍ଧପୋତରେ ସାମିଲ ହେବା ପୂର୍ବରୁ ଏହାର ପରୀକ୍ଷଣ ସଫଳ ହୋଇଛି । ସମୁଦ୍ର ମଧ୍ୟରେ ହିଁ ଏହି ସୁପରସୋନିକ ମିଶାଇଲ ନିଜର ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ଏଥିରୁ ଶତ୍ରୁରାଷ୍ଟ୍ର ବର୍ତିବା କଷ୍ଟକର ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଶେଷ ଆଡକୁ ଏହି ମିଶାଇଲ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛିContinue reading “ସମୁଦ୍ରପଥରେ ବଢ଼ିବ ଭାରତୀୟ ସେନାର ଶକ୍ତି । ଗାଇଡେଡ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ”

ଇସ୍ରାଏଲ ହମାସ୍ ଯୁଦ୍ଧ ମଧ୍ୟରେ ବଡ଼ ଖବର । ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା କଲା ଇସ୍ରାଏଲ

କନକ ବ୍ୟୁରୋ : ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ଭିତରେ ଆସିଲା ଶାନ୍ତିର ବାର୍ତା । ଅସ୍ତ୍ରବିରତି ପାଇଁ ରାଜି ହେଲେ ଉଭୟ ହମାସ ଓ ଇସ୍ରାଏଲ । । ଦୀର୍ଘ ଦେଢମାସରୁ ଉର୍ଦ୍ଧ ସମୟ ଧରି ଯୁଦ୍ଧ ହେବା ପରେ ଉଭୟ ପକ୍ଷ ରାଜି ହୋଇଥିବା ଜଣାପଡିଛି । ୪ଦିନ ପାଇଁ ଯୁଦ୍ଧ ବନ୍ଦ ରଖିବାକୁ ଇସ୍ରାଏଲ-ହମାସ ମଧ୍ୟରେ ଚୁକ୍ତି ହୋଇଛି । ଏହି ସମୟରେ ବନ୍ଧକ ରଖିଥିବା ୫୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତContinue reading “ଇସ୍ରାଏଲ ହମାସ୍ ଯୁଦ୍ଧ ମଧ୍ୟରେ ବଡ଼ ଖବର । ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା କଲା ଇସ୍ରାଏଲ”

Design a site like this with WordPress.com
Get started