କନକ ବ୍ୟୁରୋ: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓବାଦୀଙ୍କ ଡମ୍ପ ଠାବ କଲେ ଯବାନ । ୧୫୦ଟି ଜିଲୋଟିନ୍ ଷ୍ଟିକ୍, ୧୩ଟି ଲ୍ୟାଣ୍ଡମାଇନ୍, ଗୋଟିଏ ଦେଶୀ ବନ୍ଦୁକ ଜବତ ହୋଇଛି । କୁମ୍ବିଂ ବେଳେ ଏହି ସବୁ ସାମଗ୍ରୀ ଜବତ କରିଛନ୍ତି ଡିଭିଏଫ ଓ ଏସଓଜି ଯବାନ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଓ କିରିମିଟି ଜଙ୍ଗଲରୁ ଠାବ ହୋଇଛି ମାଓବାଦୀଙ୍କ ଡମ୍ପ । The post ମାଲକାନଗିରିରେ ଠାବ ହେଲା ମାଓବାଦୀଙ୍କ ଡମ୍ପContinue reading “ମାଲକାନଗିରିରେ ଠାବ ହେଲା ମାଓବାଦୀଙ୍କ ଡମ୍ପ । ବିପୁଳ ମାରଣାସ୍ତ୍ର ଜବତ । “
Author Archives: Raghaba
ଯୁଦ୍ଧ ଭିତରେ ବଡ ଖବର । ୩୦୦ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବ ଇସ୍ରାଏଲ , ଜାରି କଲା ତାଲିକା
କନକ ବ୍ୟୁରୋ : ଗତ ୬ ସପ୍ତାହ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହି କ୍ରମରେ ଏବେ ଉଭୟଙ୍କ ପକ୍ଷରୁ ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଚୁକ୍ତି ପରେ ହମାସ ତରଫରୁ ବନ୍ଧକ ରଖାଯାଇଥିବା ୨୪୦ ଜଣ ଇସ୍ରାଲଲ ନାଗରିକଙ୍କ ମଧ୍ୟରୁ ୫୦ ଜଣଙ୍କୁ ମୁକ୍ତ କରିବ ବୋଲି ଚୁକ୍ତି କରିଛି । ଏହି କ୍ରମରେ ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ମୁକ୍ତ କରିବାକୁContinue reading “ଯୁଦ୍ଧ ଭିତରେ ବଡ ଖବର । ୩୦୦ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବ ଇସ୍ରାଏଲ , ଜାରି କଲା ତାଲିକା”
ପେଟ୍ରୋଲ ପକାଉଥିଲେ ସାବଧାନ! ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର। ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।
କନକ ବ୍ୟୁରୋ: ପେଟ୍ରୋଲ ପକାଉଥିଲେ ସାବଧାନ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉତ୍ତରରୁ ସାମନାକୁ ଆସିଛି ଏହି ତଥ୍ୟ। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା କରିଥିବା ବେଳେ ୩ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ମୋଟ ୩ ବର୍ଷରେ ୮୩ ମାମଲାରେContinue reading “ପେଟ୍ରୋଲ ପକାଉଥିଲେ ସାବଧାନ! ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର। ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।”
୬ ବର୍ଷ ପରେ କୋଲକତା ନାଇଟ୍ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର । ଜାଣନ୍ତୁ ଟିମର କେଉଁ ପଦ ସମ୍ଭାଳିବେ ଏହି ପୂର୍ବତନ ଖେଳାଳୀ
କନକ ବ୍ୟୁରୋ : ୨୦୨୪ ଆଇପିଏଲ ପୂର୍ବରୁ ବଡ ପରିବର୍ତ୍ତନ ହୋଇଛି । ଗୌତମ ଗମ୍ଭୀର ୬ ବର୍ଷ ପରେ କୋଲକତା ନାଇଟ ରାଇଡର୍ସକୁ ଫେରୁଛନ୍ତି । ଗୌତମ ଗମ୍ଭୀର ଏବେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ଯୋଡି ହୋଇ ରହିଛନ୍ତି । ସେ ୨୦୨୨-୨୦୨୩ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମର ମେଣ୍ଟର ଭାବେ କାର୍ଯ୍ୟ କରିଛନ୍ତି । ଗମ୍ଭୀର କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଥିବା ବେଳେ ୨୦୧୨ ଓ ୨୦୧୪ ଆଇପିଏଲରେ ଦଳକୁContinue reading “୬ ବର୍ଷ ପରେ କୋଲକତା ନାଇଟ୍ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର । ଜାଣନ୍ତୁ ଟିମର କେଉଁ ପଦ ସମ୍ଭାଳିବେ ଏହି ପୂର୍ବତନ ଖେଳାଳୀ”
ଶ୍ରମିକଙ୍କୁ ଉଦ୍ଧାର କରିବ ରୋବଟ୍ ‘ଦକ୍ଷ’ । ୪୮ଘଣ୍ଟା ଭିତରେ ମିଳିପାରେ ଖୁସି ଖବର
କନକ ବ୍ୟୁରୋ : ଉତ୍ତରକାଶୀରେ ଟନେଲ ଦୁର୍ଘଟଣାରେ ଏବେ ବି ଫସି ରହିଛନ୍ତି ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରସୋରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଡ ବଡ ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ରୋବଟ୍ ଦ୍ୱାରା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଯୋଜନା କରାଯାଉଛି । କୁହାଯାଉଛି ୨୪ରୁ ୪୮ଘଣ୍ଟା ମଧ୍ୟରେ ଖୁସି ଖବର ମିଳିପାରେ । ଆଜକୁ ୧୧ଦିନ ହେବ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅହରହContinue reading “ଶ୍ରମିକଙ୍କୁ ଉଦ୍ଧାର କରିବ ରୋବଟ୍ ‘ଦକ୍ଷ’ । ୪୮ଘଣ୍ଟା ଭିତରେ ମିଳିପାରେ ଖୁସି ଖବର”
ପକ୍ଷାଘାତ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ୪ ତାଲା କୋଠାରୁ ଡେଇଁ ଜୀବନ ହାରିଲେ ହୃଦରୋଗୀ ସ୍ୱାମୀ ।
କନକ ବ୍ୟୁରୋ: ସୋମବାର ରାତିରେ ଜଣେ ହୃଦରୋଗୀ ଗୋଟାଏ ଧାରୁଆ ଅସ୍ତ୍ରରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ୪ ମହଲା କୋଠା ଛାତରୁ ଡେଇଁପଡ଼ି ଜୀବନ ହରାଇଥିବା କଥା ପୁଲିସ କହିଛି। ସୂଚନା ମୁତାବକ , ସୋମବାର ରାତି ପ୍ରାୟ ୯.୧୫ ସମୟରେ ପଶ୍ଚିମବଙ୍ଗର ଆନନ୍ଦପୁର ଥାନା ଅନ୍ତର୍ଗତ ନନଦନଗା ବାଲ୍ମିକୀ ଆମ୍ବେଦକର ଅବସାନ ଅଞ୍ଚଳରେ ଘଟଣାଟି ଘଟିଛି। ଛାତ ନିର୍ମାଣ କଣ୍ଟ୍ରାକ୍ଟର୍ ଭାବେ କାର୍ୟ୍ୟ କରୁଥିବା ୭୭ ବର୍ଷିୟ ଅମୂଲ୍ୟ ସମାଦ୍ଦାର୍ଙ୍କ ୬୧ ବର୍ଷିୟContinue reading “ପକ୍ଷାଘାତ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ୪ ତାଲା କୋଠାରୁ ଡେଇଁ ଜୀବନ ହାରିଲେ ହୃଦରୋଗୀ ସ୍ୱାମୀ ।”
କୂଟନୈତିକ ବିବାଦ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରୁଡୋ ଆଜି ପ୍ରଥମଥର ମୁହାଁମୁହିଁ ହେବେ ।
ଜି -20 ଭର୍ଚୁଆଲ୍ ମିଟିଂ: ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ପରେ ପ୍ରଥମଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଆମ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୁହାଁମୁହିଁ ହେବେ । ସେହିପରି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତି କମରେ ଦୁଇ ବର୍ଷ ପରେ ପ୍ରଥମଥର ପାଇଁ ଜି -20 ବୈଠକରେ ଯୋଗଦେବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଥିରେ ଯୋଗଦେଇପାରିବେ ନାହିଁ। ଆମେରିକାର ଟ୍ରେଜେରୀ ସଚିବ ଜାନେଟ ୟେଲେନଙ୍କ ତାଙ୍କରContinue reading “କୂଟନୈତିକ ବିବାଦ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରୁଡୋ ଆଜି ପ୍ରଥମଥର ମୁହାଁମୁହିଁ ହେବେ । “
ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ।
କନକ ବ୍ୟୁରୋ: ଅଷ୍ଟମ ଶ୍ରେଣୀର ଛାତ୍ରର ଛୁରାମାଡରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର କ୍ଷ ଏହିଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ପୋଲିସ ହାଇସ୍କୁଲରେ। ସୂଚନା ମୁତାବକ ପୂର୍ବରୁ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଜି ସ୍କୁଲ ଯିବା ସମୟରେ ଅଷ୍ଟମ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀର ଛାତ୍ର କୁ ଛୁରାଘାତ କରିଛନ୍ତି। ଛୁରା ଆଘାତ ଲାଗିଥିବା ଛାତ୍ର ହେଉଛନ୍ତି ମୁନା ସାହୁ କ୍ଷ ଛୁରାମାଡରେ ମୁନାର ହାତକୁ ଆଘାତ ଲାଗିଛି. ପ୍ରବଳ ରକ୍ତଶ୍ରାବContinue reading “ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ । “
କାମ ଦେଲାନି ସର୍ବଦଳୀୟ ବୈଠକ, ଗୃହରେ ପୁଣି ବିରୋଧୀଙ୍କ ହଙ୍ଗାମା । ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।
କନକ ବ୍ୟୁରୋ : ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା । ପୁଣିଥରେ ଗୃହକୁ ଦିନ ୪ଟା ମୁଲତବି କରିଛନ୍ତି ବାଚସ୍ପତି । ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ବାରମ୍ବାର ଗୃହ ମୁଲତବି । ପ୍ରଥମେ ପୋଡିୟମ ତଳେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହକାର୍ଯ୍ୟ ଆରମ୍ଭରୁ ପୁଣିଥରେ ବିରୋଧୀଙ୍କର ସମାନ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଫଳରେ ଗୃହକୁContinue reading “କାମ ଦେଲାନି ସର୍ବଦଳୀୟ ବୈଠକ, ଗୃହରେ ପୁଣି ବିରୋଧୀଙ୍କ ହଙ୍ଗାମା । ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।”
୨୬ରେ ଲଘୁଚାପ, ୨୭ରେ ଅବପାତ! ଆସନ୍ତା ୨୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
କନକ ବ୍ୟୁରୋ: ଆସନ୍ତା ୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଘୂର୍ଣ୍ଣିବଳୟ ୨୬ ତାରିଖ ଆଡକୁ ଲଘୁଚାପର ରୂପ ନେବା ପରେ ୨୭ରେ ଅବପାତରେ ପରିଣତ ହୋଇପାରେ । କ୍ରମେ ଏହା ପଶ୍ଚିମ ଉତ୍ତର- ପଶ୍ଚିମ ଦୁଗରେ ଗତି କରିବା ବୋଲି ଅନୁମାନ କରାଯାଉଛି । The post ୨୬ରେ ଲଘୁଚାପ, ୨୭ରେ ଅବପାତ! ଆସନ୍ତା ୨୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟContinue reading “୨୬ରେ ଲଘୁଚାପ, ୨୭ରେ ଅବପାତ! ଆସନ୍ତା ୨୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା”