ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ । 

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ୨ ଥର ମୁଲତବି କରି ସାରିଲେଣି ବାଚସ୍ପତି ।  ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରେ । ଏହାପୂର୍ବରୁ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମାContinue reading “ଗୃହରେ ବିରୋଧୀଙ୍କ ହଙ୍ଗାମା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ସ୍ୱାଭାବିକ ହୋଇପାରିବ ତ ବିଧାନସଭାର ଗୃହକାର୍ଯ୍ୟ । “

ଆଦିବାସୀଙ୍କ ଜମିକୁ ନେଇ କୌଣସି ବିଲ୍ ଲାଗୁ ହେବାର ନାହିଁ, ବିରୋଧୀ କେବଳ ରାଜନୀତି କରୁଛନ୍ତି । ଗୃହରେ ହଙ୍ଗାମା କରି ପ୍ରଶ୍ନକାଳକୁ ବନ୍ଦ କରିବା ଦୁଃଖଦାୟକ : ରାଜକିଶୋର ଦାସ 

କନକ ବ୍ୟୁରୋ : ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବିରୋଧୀ । ଗୃହରେ ବିରୋଧୀଙ୍କ ହଙ୍ଗାମା କାରଣରୁ ପ୍ରଶ୍ନକାଳ ଚାଲିପାରିନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଆଦିବାସୀ ବିରୋଧୀ ବୋଲି କହିଛି ବିଜେପି । ଯାହାର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ବିଧାନସଭା ଚାଲିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଧାନସଭାରେ ପ୍ରଶ୍ନକାଳ ସବୁଠାରୁContinue reading “ଆଦିବାସୀଙ୍କ ଜମିକୁ ନେଇ କୌଣସି ବିଲ୍ ଲାଗୁ ହେବାର ନାହିଁ, ବିରୋଧୀ କେବଳ ରାଜନୀତି କରୁଛନ୍ତି । ଗୃହରେ ହଙ୍ଗାମା କରି ପ୍ରଶ୍ନକାଳକୁ ବନ୍ଦ କରିବା ଦୁଃଖଦାୟକ : ରାଜକିଶୋର ଦାସ “

ପୁଣି ରାସ୍ତାକୁ ଓହ୍ଲାଇଲେ ସାହାରା ଜମାକାରୀ । ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଟଙ୍କା ଫେରସ୍ତ ପାଇବା ନେଇ ଦ୍ୱନ୍ଦ୍ୱରେ ଜମାକାରୀ ।

କନକ ବ୍ୟୁରୋ: ପୁଣି ରାଜରାସ୍ତାରେ ସାହାରା ଜମାକାରୀ । ନିକଟରେ ସାହାରା ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ସାହାରା ଜମାକାରୀ ନିଜର ଟଙ୍କା ଫେରି ପାଇବା ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । କିଛି ଜମାକାରୀ ୧୦ ହଜାର ଟଙ୍କା ଲେଖାଏଁ ପାଇଥିଲେ ମଧ୍ୟ ଅନେକ ଜମାକାରୀ ଟଙ୍କା ପାଇନାହାନ୍ତି । ତୁରନ୍ତ ଜମାକାରୀଙ୍କ ଟଙ୍କା ଫେରାଇବା ଦାବିରେ ଜମାକାରୀମାନେ ବ୍ରହ୍ମପୁର ଖଲିକୋଟ କଲେଜ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବି ପତ୍ର ପ୍ରଦାନContinue reading “ପୁଣି ରାସ୍ତାକୁ ଓହ୍ଲାଇଲେ ସାହାରା ଜମାକାରୀ । ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଟଙ୍କା ଫେରସ୍ତ ପାଇବା ନେଇ ଦ୍ୱନ୍ଦ୍ୱରେ ଜମାକାରୀ ।”

ମା’ ଓ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ । ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ।

କନକ ବ୍ୟୁରୋ: ଆଜି ସକାଳୁ ମହାମହିମ ଦ୍ରୌପଦୀ ମୁର୍ମୁ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ରାଷ୍ଟ୍ରିୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ସେ ମା’ ଓ ମାତୃଭାଷାର ଗୁରୁତ୍ୱକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ । The post ମା’ ଓ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ । ସମ୍ବଲପୁରରେContinue reading “ମା’ ଓ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ । ସମ୍ବଲପୁରରେ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ଦ୍ରୌପଦୀ ମୁର୍ମୁ।”

ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧବିରାମ । ୩୦  ଶିଶୁଙ୍କ ସମେତ ସମୁଦାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ

ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଆଜି ହମାସ କବଳରେ ବନ୍ଦୀ ଅବସ୍ଥାରେ ଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ପାଇଁ ଆଜି ଆଶ୍ଵସ୍ତି ଖବର ମିଳିଛି । ଇସ୍ରାଏଲ୍ କ୍ୟାବିନେଟ୍ ହମାସ ସହିତ ଏକ ୯୬ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାର ପ୍ରତିବଦଳରେ ହମାସ୍ ୫୦ ଜଣ  ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ। ଏଥିରେ ମହିଳା, ମା ଏବଂ ଶିଶୁ ଅନ୍ତର୍ଭୁକ୍ତ । ଇସ୍ରାଏଲ-ହମାସ ଯୁଦ୍ଧର ୪୬ ଦିନ ପରେ ଶେଷରେ ଆଜି ଅସ୍ତ୍ରବିରତି ଘୋଷଣାContinue reading “ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧବିରାମ । ୩୦  ଶିଶୁଙ୍କ ସମେତ ସମୁଦାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ”

ବିଜେପିର ସାଂଘାତିକ ଅଭିଯୋଗ । ଆଦିବାସୀଙ୍କ ଜମିକୁ ନେଇ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପଛରେ ଅଛି ସରକାରଙ୍କ ବଡ ଚକ୍ରାନ୍ତ ଓ ଷଡଯନ୍ତ୍ର ।

କନକ ବ୍ୟୁରୋ : ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ଓ ପରେ ଏହାକୁ ସ୍ଥଗିତ ପ୍ରସଙ୍ଗରେ ଗୃହରେ ଆଜି ହୋହଲ୍ଲା କରିଛନ୍ତି ବିରୋଧୀ । ଯାହାଫଳରେ ଗୃହକୁ ଅପରାହ୍ନ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ୱତନ୍ତ୍ର ଭାବେ ଆଲୋଚନା କରିବାକୁ ବିଜେପି ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନContinue reading “ବିଜେପିର ସାଂଘାତିକ ଅଭିଯୋଗ । ଆଦିବାସୀଙ୍କ ଜମିକୁ ନେଇ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପଛରେ ଅଛି ସରକାରଙ୍କ ବଡ ଚକ୍ରାନ୍ତ ଓ ଷଡଯନ୍ତ୍ର ।”

ଜମି ପଟ୍ଟା ପାଇଁ ବସ୍ତି ବାସିନ୍ଦା-ପୋଲିସ ଧସ୍ତାଧସ୍ତି । ଲୋୟର ପିଏମଜିରେ ସାଲିଆ ସାହି ବସ୍ତିବାସିନ୍ଦାଙ୍କ ବିକ୍ଷୋଭ । ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଲିଆ ସାହି ବସ୍ତିବାସିନ୍ଦାଙ୍କ ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ବିଧାନସଭା ଯିବା ବାଟରେ ଅଟକାଇଲା ପୁଲିସ । ଜମିପଟ୍ଟା ଦେବା ଦାବିରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି ସାଲିଆ ସାହି ବାସିନ୍ଦା । ଶୋଭାଯାତ୍ରାରେ ଲୋୟର ପିଏମଜି ବାହାରିଛନ୍ତି ଆନ୍ଦୋଳନକାରୀ । ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି । ସାଲିଆସାହି ବସ୍ତିକୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବିContinue reading “ଜମି ପଟ୍ଟା ପାଇଁ ବସ୍ତି ବାସିନ୍ଦା-ପୋଲିସ ଧସ୍ତାଧସ୍ତି । ଲୋୟର ପିଏମଜିରେ ସାଲିଆ ସାହି ବସ୍ତିବାସିନ୍ଦାଙ୍କ ବିକ୍ଷୋଭ । ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ ।”

ମା’ ସମଲେଶ୍ୱରୀଙ୍କ ଶରଣରେ ରାଷ୍ଟ୍ରପତି । ନୂଆ ରାଷ୍ଟ୍ରୀୟ ଅଭିଯାନରେ ହେଲେ ସାମିଲ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ବେଙ୍ଗାଳୁରୁ ଅଭିମୁଖେ ଯିବେ ।

କନକ ବ୍ୟୁରୋ: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ କିଲାସମା ମିନି ଷ୍ଟାଡିୟମ୍ରେ ପହଞ୍ଚିି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ବାହାରିବେ । ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ରାଷ୍ଟ୍ରପତି । ଗତକାଲି ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ରଘୁବରContinue reading “ମା’ ସମଲେଶ୍ୱରୀଙ୍କ ଶରଣରେ ରାଷ୍ଟ୍ରପତି । ନୂଆ ରାଷ୍ଟ୍ରୀୟ ଅଭିଯାନରେ ହେଲେ ସାମିଲ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ବେଙ୍ଗାଳୁରୁ ଅଭିମୁଖେ ଯିବେ ।”

ଆସନ୍ତା କାଲି ସୁଦ୍ଧା ଶେଷ ହୋଇପାରେ ଟନେଲ ରେସକ୍ୟୁ ଅପରେସନ୍ । ତିନି ଦିଗରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲ ଦୁର୍ଘଟଣା ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ସୁଦ୍ଧା ଶେଷ ହୋଇପାରେ ରେସ୍କ୍ୟୁ ଅପରେସନ୍ । ଗତକାଲି ରାତିରୁ କାମରେ ଲାଗିଛି ଆମେରିକାର ଅଗର ମେସିନ୍ । ସୁଡଙ୍ଗ ନିକଟରେ ୪୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ଏହା ସହ ଜରୁରୀକାଳୀନ ସେବା ୧୦୮କୁ ଆଲର୍ଟରେ ରଖାଯାଇଛି । ୧୧ ଦିନ ହେଲା ଉତ୍ତରକାଶୀର ନିର୍ମାଣାଧୀନ ଟନେଲରେ ୪୧ ଜଣ ଶ୍ରମିକ ଫସି ହୋଇ ରହିଛନ୍ତି ।Continue reading “ଆସନ୍ତା କାଲି ସୁଦ୍ଧା ଶେଷ ହୋଇପାରେ ଟନେଲ ରେସକ୍ୟୁ ଅପରେସନ୍ । ତିନି ଦିଗରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।”

ଦୁଇ ଚୋରଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର । ବରଗଡର ଘଟଣା ।

କନକ ବ୍ୟୁରୋ: ଚୋରି କରିବାକୁ ଯାଇଥିଲେ, ଆଉ ୨ ଜଣଙ୍କୁ ଗାଁବାସୀ ପିଟିପିଟି ମାରିଦେଲେ । ବରଗଡ ଗ୍ରାମାଞ୍ଚଳ ଥାନା ସାହୁଟ୍ରିକାରୁ ଏଭଳି ଅଭିଯୋଗ ଆସିଛି । ଚୋରି କରି ଧରାପଡିବା ପରେ ଦୁଇଜଣଙ୍କୁ ଗାଁ ଲୋକେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୪ ଜଣ ଯୁବକ ଚୋରି କରିବାକୁ ଆସିଥିବାବେଳେ ୩ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ । ଅନ୍ୟ ଜଣେ ଖସି ଯାଇଥିଲା । ଉତ୍ୟକ୍ତ ଲୋକଙ୍କContinue reading “ଦୁଇ ଚୋରଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର । ବରଗଡର ଘଟଣା ।”

Design a site like this with WordPress.com
Get started