ମନର ଦ୍ୱନ୍ଦ ଦୂର କଲା ଆଇସିଏମଆର । ସ୍ୱାସ୍ଥ୍ୟ ସଂଗଠନର ଦୃଢୋକ୍ତି, କୋଭିଡ ଟିକା ପାଇଁ ଯୁବବର୍ଗକଙ୍କୁ ହେଉନି ଆକସ୍ମିକ ହୃଦଘାତ

କନକ ବ୍ୟୁରୋ : କୋଭିଡ ଭ୍ୟାକସିନ୍ ଯୋଗୁଁ ଯୁବବର୍ଗଙ୍କ ମୃତ୍ୟୁ ବଢୁଥିବା ନେଇ ଚର୍ଚ୍ଚାକୁ ଖଣ୍ଡନ କଲା ଆଇସିଏମଆର । କୋଭିଡ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ । ଦେଶରେ ୨ ମିଲିୟନରୁ ଅଧିକ ଡୋଜ୍ ଟିକା କରଣ ହୋଇଥିଲା । କିନ୍ତୁ ଗତ ଦେଢ ବର୍ଷ ମଧ୍ୟରେ ଦେଶରେ ହୃଦଘାତ ହେତୁ ଯୁବକଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ତେବେContinue reading “ମନର ଦ୍ୱନ୍ଦ ଦୂର କଲା ଆଇସିଏମଆର । ସ୍ୱାସ୍ଥ୍ୟ ସଂଗଠନର ଦୃଢୋକ୍ତି, କୋଭିଡ ଟିକା ପାଇଁ ଯୁବବର୍ଗକଙ୍କୁ ହେଉନି ଆକସ୍ମିକ ହୃଦଘାତ”

ରାଜସ୍ଥାନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ୧୦ଲକ୍ଷ ଯୁବକଙ୍କୁ ଚାକିରି, ବ୍ୟବସାୟୀଙ୍କୁ ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ର୍ପୂବରୁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଏଥିରେ ପ୍ରତିଶୃତିର ବର୍ଷା କରିଛି କଂଗ୍ରେସ । ମାନିଫେଷ୍ଟୋରେ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଧ୍ୟାନ ଦିଆଯାଇଛି । ଇସ୍ତାହାରରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଓ ୪ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବା ନେଇ ଘୋଷଣା ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ଅର୍ଥନୀତି ୧୫ ଲକ୍ଷ କୋଟି ଟଙ୍କା ହେବ ଏବଂContinue reading “ରାଜସ୍ଥାନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ୧୦ଲକ୍ଷ ଯୁବକଙ୍କୁ ଚାକିରି, ବ୍ୟବସାୟୀଙ୍କୁ ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ”

ମଝି ସମୁଦ୍ରରେ ଜାହାଜ ହାଇଜାକ୍ । ‘ୟେମେନ ହୁତି’ର ଭିଡିଓ ଜାରି

କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଗ୍ୟାଲେକ୍ସି ଲିଡର । ହଠାତ ଏହା ଜାହଜ ଉପରେ ଉଡିବୁଲୁଛି ଏକ ହେଲିକପ୍ଟର । ଯେଉଁଥିରେ ମୁଖାପିନ୍ଧା ଭିତରେ ମିଲିଟାଂଟ ଗ୍ରୁପର କିଛି ସଦସ୍ୟଙ୍କୁ ଦେଖିବାକୁ ମିଳୁଛି । ଜାହଜ ଉପରେ ହେଲିକପ୍ଟର ଓହ୍ଲାଇବା ସହ ଜଣଙ୍କ ପରେ ଜଣେ ମିଲିଟାଂଟଙ୍କୁ ଦେଖିବାକୁ ମିଳୁଛି । ଆଖିବୁଜା ଗୁଳିମାଡ କରିବା ସହ ଜାହାଜରେ ଥିବା ଯାତ୍ରୀଙ୍କୁ ଧମମ ଚମକ ଦେଉଛନ୍ତି । ଜାହାଜର ମୁଖ୍ୟContinue reading “ମଝି ସମୁଦ୍ରରେ ଜାହାଜ ହାଇଜାକ୍ । ‘ୟେମେନ ହୁତି’ର ଭିଡିଓ ଜାରି”

ଆଶଙ୍କା ଭିତରେ ଆଶାର କିରଣ । ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଡିଓ, ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ୧୦ ଦିନ । ଚିନ୍ତା କଲେ ବି ଲୋମଟାଙ୍କୁରୀ ଉଠୁଛି । ଥରେ ଚିନ୍ତା କରନ୍ତୁ ସେହି ସମସ୍ତ ୪୧ଜଣ ଶ୍ରମିକଙ୍କ ବିଷୟରେ । ଯେଉଁମାନେ ୧୦ଦିନ ହେବ ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି । ଏକଥା କାହାକୁ ବି ଜଣାନାହିଁ ଏହି ସୁଡ଼ଙ୍ଗ ଭିତରୁ କେବେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବେ ? ତଥାପି ସମସ୍ତଙ୍କ ପ୍ରାର୍ଥନା କଳେବଳେ କୌଶଳେ ସମସ୍ତ ୪୧ ଶ୍ରମିକ ମୃତ୍ୟୁର ଫାଶରୁ ମୁକୁଳିବେ ।Continue reading “ଆଶଙ୍କା ଭିତରେ ଆଶାର କିରଣ । ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଡିଓ, ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ”

କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ । ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା

କନକ ବ୍ୟୁରୋ : ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି । ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି। ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମContinue reading “କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ । ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା”

ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ବାପା-ମାଆଙ୍କ ଚାପ ! ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦେଉଛନ୍ତି କି ଅଭିଭାବକ ?

କନକ ବ୍ୟୁରୋ: ମାନସୀ ମହାରଣା । କମ୍ପ୍ୟୁଟର ସାଇନ୍ସରେ ପାଠ ପଢ଼ୁଛନ୍ତି । ପାଠ ସିନା କମ୍ପ୍ୟୁଟର ସାଇନ୍ସରେ ପଢ଼ୁଛନ୍ତି, କିନ୍ତୁ ତାଙ୍କର ଇଚ୍ଛା ଥିଲା ସଙ୍ଗୀତ ଶିଖିବେ । ସଂଗୀତ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବେ । ହେଲେ ପରିବାର ଲୋକଙ୍କ ଚାପରେ, ଏବେ ସଂଗୀତକୁ ଛାଡ଼ି କମ୍ପ୍ୟୁଟର ଶିକ୍ଷାକୁ ବାଛି ନେଇଛନ୍ତି । ଏହି କାହାଣୀ କେବଳ ମାନସୀଙ୍କୁ ନୁହେଁ, ଉଣା ଅଧିକେ ଅନେକ ଛାତ୍ରଛାତ୍ରୀଙ୍କର । ପରିବାରର ଚାପରେ ନିଜ ଆଗ୍ରହରେContinue reading “ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ବାପା-ମାଆଙ୍କ ଚାପ ! ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦେଉଛନ୍ତି କି ଅଭିଭାବକ ?”

ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ପଞ୍ଚକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନ ଗରୁତ୍ୱାରୋପ କରିଛି । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରତ୍ୱପୂର୍ଣ୍ଣ ବୈଠକ କରି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପରିଚାଳନା ଅଧିକାରୀ ଓ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଥାଉକି ଶ୍ରୀମନ୍ଦିରରContinue reading “ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ”

ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାନ୍ଧବୀ ସୋମାଲିକା । କହିଲେ, କୋର୍ଟକୁ ଦେଇଛନ୍ତି ଭୁଲ୍ ତଥ୍ୟ

କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ସବ ରେଜଷ୍ଟ୍ରାର କୋର୍ଟରେ ଦାଖଲ କରିଛନ୍ତି ତଥ୍ୟ । ଆଉ ଏଥିରେ ବିଜୟଙ୍କ ବାନ୍ଧବୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋମାଲିକା । କୋର୍ଟରେ ସୋମାଲିକା ଦର୍ଶାଇଛନ୍ତି, ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତା ଓ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ହେଲେ କୋର୍ଟ ଆବେଦନରେ ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି ।Continue reading “ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାନ୍ଧବୀ ସୋମାଲିକା । କହିଲେ, କୋର୍ଟକୁ ଦେଇଛନ୍ତି ଭୁଲ୍ ତଥ୍ୟ”

କୁନି ବୈଜ୍ଞାନିକଙ୍କ “ହେଲମେଟରେ ଦ୍ୱିତୀୟ ମନ ତୃତୀୟ ନୟନ ”  ପ୍ରକଳ୍ପ ସାଜିଲା ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ :  ଅସ୍ତରଙ୍ଗ ବ୍ଲକ ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବ୍ଲକ ସହକାରୀ ଶିକ୍ଷାଅଧିକାରୀ ଏହି  କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୨୦ଟି ପ୍ରୋଜେକ୍ଟ ସ୍ଥାନ ପାଇଛି, ୧୦୯ ଟି ପ୍ରାଇମେରୀ ବିଦ୍ୟାଳୟ ଥିବା ବେଳେ  ୨୨ ଟି ହାଇସ୍କୁଲ ସାମିଲ ହୋଇଛନ୍ତି, କୁନି କୁନି ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ଗଣିତ ଓ ବିଜ୍ଞାନ ର ପ୍ରୋଜେକ୍ଟ କରିଥିଲେ, ଜଳବାୟୁ, ମୂର୍ତ୍ତିକା ସରଂକ୍ଷଣ,Continue reading “କୁନି ବୈଜ୍ଞାନିକଙ୍କ “ହେଲମେଟରେ ଦ୍ୱିତୀୟ ମନ ତୃତୀୟ ନୟନ ”  ପ୍ରକଳ୍ପ ସାଜିଲା ମୁଖ୍ୟ ଆକର୍ଷଣ”

ସୁଡଙ୍ଗ ଭିତରୁ ଆସିଲା ଶ୍ରମିକଙ୍କ ପ୍ରଥମ ଚିତ୍ର । ୧୦ଦିନ ପରେ ବି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଭିଡିଓରୁ ସ୍ପଷ୍ଟ । ପାଖରେ ପହଞ୍ଚିଲା ରନ୍ଧା ଖାଦ୍ୟ ଓ ପିଇବା ପାଣି

କନକ ବ୍ୟୁରୋ: ଉତ୍ତରାଖଣ୍ଡର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକ କେମିତି ଅଛନ୍ତି, ତାକୁ ନେଇ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଲାଗିରହିଛି । ଆଉ ଏତିକିବେଳେ ସୁଡଙ୍ଗ ଭିତରୁ ସାମ୍ନାକୁ ଆସିଛି ଶ୍ରମିକଙ୍କ ପ୍ରଥମ ଭିଡିଓ । ଟନେଲର ଭଗ୍ନାବେଶଷ ଦେଇ ୬ ଇଞ୍ଚ୍ ମୋଟେଇର ଏକ ପାଇପ, ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଛି । ଖାଦ୍ୟ ଓ ପାଣି ଯୋଗାଇଦେବା ପାଇଁ ବ୍ୟବହୃତ ହେଉଥିବା ଏହି ପାଇପ ଯୋଗେ ଟନେଲ ଭିତରେ ପହଞ୍ଚିଛିContinue reading “ସୁଡଙ୍ଗ ଭିତରୁ ଆସିଲା ଶ୍ରମିକଙ୍କ ପ୍ରଥମ ଚିତ୍ର । ୧୦ଦିନ ପରେ ବି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଭିଡିଓରୁ ସ୍ପଷ୍ଟ । ପାଖରେ ପହଞ୍ଚିଲା ରନ୍ଧା ଖାଦ୍ୟ ଓ ପିଇବା ପାଣି”

Design a site like this with WordPress.com
Get started