କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୟୁଜିସି କରିବାକୁ ଯାଉଛି ବଡ ପରିବର୍ତ୍ତନ । ପିଜି କୋର୍ସ ପାଇଁ ଏକ ପାଠ୍ୟକ୍ରମ ଓ କ୍ରେଡିଟ୍ ଫ୍ରେମୱାର୍କର ଡ୍ରାଫ୍ଟ ପ୍ରସ୍ତୁତି କରିଛନ୍ତି । ପିଜି ବିଷୟରେ ପରିବର୍ତ୍ତନ, ଅଫଲାଇନ୍, ଡିଷ୍ଟାନ୍ସ, ଅନଲାଇନ୍ ଓ ହାଇବ୍ରିଡ୍ ମଡେଲ ସମେତ ଶିକ୍ଷାଦାନର ବୈକଳ୍ପିକ ପଦ୍ଧତିକୁ ବାଛିବାର ସୁବିଧା ମିଳିବ । ୟୁଜିସି ଡ୍ରାଫ୍ଟ ଅନୁସାରେ, ଛାତ୍ରଛାତ୍ରୀ ନୂଆ ପୋଷ୍ଟଗ୍ରାଜୁଏଟ୍ ପ୍ରୋଗ୍ରାମ୍ ୩ଟି ଫର୍ମାଟରେ –ଏକ ବର୍ଷ, ଦୁଇ ବର୍ଷ କିମ୍ବାContinue reading “ବର୍ଷକରେ ପିଜି. ଏକକାଳୀନ ଦଇଟିି ଫୁଲ ଟାଇମ୍ କୋର୍ସ… ୟୁଜିସି କରିପାରେ ବଡ ପରିବର୍ତ୍ତନ ।”
Author Archives: Raghaba
ଆଇପିଏଲ ବେଳେ ମାର୍ଶ କରିଥିଲେ ଭବିଷ୍ୟବାଣୀ: ଅଷ୍ଟ୍ରେଲିଆ ଖେଳିବ ଫାଇନାଲ, ଅଲଆଉଟ ହେବ ଭାରତ
କନକ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେବ ବିଶ୍ୱକପ ଫଇନାଲ ମ୍ୟାଚ । ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଭାରତ । ତେବେ ଏହି କଡା ମୁକାବିଲା ପାଇଁ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି । ସେହିପରି ୫ମ ଥରର ଚାମ୍ପିୟନକୁ ହରାଇବାକୁ ଭାରତ ବି ପ୍ରସ୍ତୁତ ହୋଇସାରିଲାଣି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ପୂର୍ବ ବୟାନ ସୋସିଆଲ ମିଡିଆରେ ହଇଚଇContinue reading “ଆଇପିଏଲ ବେଳେ ମାର୍ଶ କରିଥିଲେ ଭବିଷ୍ୟବାଣୀ: ଅଷ୍ଟ୍ରେଲିଆ ଖେଳିବ ଫାଇନାଲ, ଅଲଆଉଟ ହେବ ଭାରତ”
ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ: କ୍ୟାବିନେଟ୍ ମଞ୍ଜୁରୀକୁ ରାଉରକେଲାରେ ବିରୋଧ
କମକ ବ୍ୟୁରୋ: ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିବାକୁ ରାଉରକେଲାରେ ବିରୋଧ । ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟି ପକ୍ଷରୁ ବିରୋଧ କରାଯାଇଛି । ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କମିଟିର କର୍ମକର୍ତାମାନେ ଉଦିତନଗର ପାର୍କ ନିକଟରୁ ବାହାରି ଶୋଭାଯାତ୍ରା କରିଛନ୍ତି । ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେContinue reading “ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ: କ୍ୟାବିନେଟ୍ ମଞ୍ଜୁରୀକୁ ରାଉରକେଲାରେ ବିରୋଧ”
ଭୁବନେଶ୍ୱର ସାଲିଆ ସାହିରେ ଚାଲିଥିଲା ମଦ ବେପାର: ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ୮ ହଜାର ୫ଶହ ଲିଟର ପୋଚ ଜବତ
କନକ ବ୍ୟୁରୋ: ରାଜଧାନୀ ସ୍ଥିତ ସାଲିଆ ସାହି ପାଲଟିଛି ମଦର ପେଣ୍ଠସ୍ଥଳୀ । ଫ୍ଲାଇଂ ସ୍କାର୍ଡ ପକ୍ଷରୁ ଚଢାଉ କରାଯାଇ ହଜାରେ ଲିଟର ଦେଶୀ ମଦ ସହ ୮ ହଜାର ୫ ଶହ ଲିଟର ପୋଚ ଜବତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଂଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଛି । ମଦ କାରବାରରେ ଲିପ୍ତ ଥିବା ୧୯ ଜଣଙ୍କୁ ଗିରଫ କରାଯାଇଛି । ପ୍ରଶ୍ନ ଉଠୁଛି ବାରମ୍ବାର ଏହି ସାଲିଆ ସାହି ଅଂଚଳରେContinue reading “ଭୁବନେଶ୍ୱର ସାଲିଆ ସାହିରେ ଚାଲିଥିଲା ମଦ ବେପାର: ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ୮ ହଜାର ୫ଶହ ଲିଟର ପୋଚ ଜବତ”
ପ୍ରଥମେ ଝିଅକୁ ଫାଶିରେ ଝୁଲାଇଲେ । ପରେ ନିଜେ ଦଉଡି ଲଗାଇ ଝୁଲିପଡିଲେ ଦମ୍ପତ୍ତି ।
କନକ ବ୍ୟୁରୋ: ଗୁରୁବାର ବିଳମ୍ବିତ ରାତ୍ରରେ ୱାର୍ସିଗୁଡ଼ାସ୍ଥିତ ବାସଭବନରେ ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ଏକ ବେକାର ଦମ୍ପତି ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ଶୁକ୍ରବାର ସକାଳେ ପୁଲିସ ଗଙ୍ଗାପୁତ୍ର କଲୋନିରେ ଥିବା ସେମାନଙ୍କ ଘର କବାଟ ଭାଙ୍ଗି ପଶିବାରୁ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ। ଗୁରୁବାରContinue reading “ପ୍ରଥମେ ଝିଅକୁ ଫାଶିରେ ଝୁଲାଇଲେ । ପରେ ନିଜେ ଦଉଡି ଲଗାଇ ଝୁଲିପଡିଲେ ଦମ୍ପତ୍ତି । “
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ: ପଦ୍ମକେଶରୀ ପୁରଠାରେ ଶାନ୍ତି ଫେରାଇ ଆଣିବାକୁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ
କନକ ବ୍ୟୁରୋ: ରାଜଧାନୀସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ସାଂସଦ ଅପରାଜିତା ଷଡଙ୍ଗୀ ଏହି ଚିଠି ଲେଖିଛନ୍ତି । ଏଥିସହ କେଉଁ କାରଣ ପାଇଁ ପଦ୍ମକେଶରୀପୁର ଅଶାନ୍ତ ହେଲା ତାର କାରଣ ଖୋଜିବା ସହ ଶାନ୍ତି କମିଟି ଗଠନ କରିବାକୁ ଅପିଲ କରିଛନ୍ତି । ଏହି ମାମଲାରେ ୧୫୦ ଲୋକଙ୍କୁ ଗିରଫ କରାଯାଇଛି । ଗାଁ ଏବେ ଖାଁ ଖାଁ । ଯେଉଁ କିଛି ଲୋକ ରହିଛନ୍ତି, ସେମାନେ ଏବେ ଭୟରେContinue reading “ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ: ପଦ୍ମକେଶରୀ ପୁରଠାରେ ଶାନ୍ତି ଫେରାଇ ଆଣିବାକୁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ”
ଚାଟଜିପିଟି କମ୍ପାନୀର ମାଲିକ ସାମ ଅଲ୍ଟମ୍ୟାନଙ୍କୁ ବହିଷ୍କାର କଲା କମ୍ପାନୀ ବୋର୍ଡ । ଭାରତୀୟ ବଂଶୋଦ୍ଭବ ଏହି ମହିଳାଙ୍କୁ ମିଳିଲା ଦାୟିତ୍ୱ
OpenAI ନିଜ ବ୍ଲଗରେ ଲେଖିଛି – ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ବ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି । ChatGPT ର ନିର୍ମାତା OpenAI ର ବୋର୍ଡ ଶୁକ୍ରବାର ବିଳମ୍ବିତ ରାତିରେ ସିଇଓ ସାମ ଅଲ୍ଟମ୍ୟାନଙ୍କୁContinue reading “ଚାଟଜିପିଟି କମ୍ପାନୀର ମାଲିକ ସାମ ଅଲ୍ଟମ୍ୟାନଙ୍କୁ ବହିଷ୍କାର କଲା କମ୍ପାନୀ ବୋର୍ଡ । ଭାରତୀୟ ବଂଶୋଦ୍ଭବ ଏହି ମହିଳାଙ୍କୁ ମିଳିଲା ଦାୟିତ୍ୱ”
କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଭାରତ –କାତାର ମଧ୍ୟରେ ହେବ ମୁକାବିଲା ।
କନକ ବ୍ୟୁରୋ: ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରହିଛି । ଭାରତ ଓ କାତାର ମଧ୍ୟରେ ହେବେ ମୁକାବିଲା । ତେଣୁ ଟିକେଟ୍ ପାଇଁ ଲମ୍ବା ଲାଇନ୍ ଲାଗିଛି । ଯେଉଁମାନେ ଟିକେଟ୍ କିଣିବେ ସେମାନେ ଆସି କଳିଙ୍ଗ ଷ୍ଟାଡିୟମକୁ ଆସି ଟିକେଟ୍ କିଣିପାରିବେ । The post କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଭାରତ –କାତାର ମଧ୍ୟରେ ହେବ ମୁକାବିଲାContinue reading “କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଭାରତ –କାତାର ମଧ୍ୟରେ ହେବ ମୁକାବିଲା ।”
ଉତ୍କେଲା କଲେଜ ଛାତ୍ରଙ୍କୁ ଅଣ ଛାତ୍ରଙ୍କ ମାଡ଼ ଓ ନିର୍ଯାତନା ଘଟଣା । ଭିଡ଼ିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଜଣେ ଅଟକ, ଅନ୍ୟ ଜଣଙ୍କୁ ଖୋଜୁଛି ପୁଲିସ ।
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଯୁକ୍ତ ୨ ମହାବିଦ୍ୟାଳୟ ଠାରେ ପଢୁଥିବା ପାଞ୍ଚ ଜଣ ଛାତ୍ର ଙ୍କୁ ଫିଲ୍ମ ଷ୍ଟାଇଲରେ ଭିଡିଓ ବନାଇ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ଉତ୍କେଲା ପୋଲିସ ଭିଡିଓ କରିଥିବା କୋକୋଡମାଳର ଜଣେ ଅଣଛାତ୍ର ଯୁବକଙ୍କୁ ଅଟକ ରଖିଥିବା ବେଳେ ମାଡ଼ ମାରିଥିବା ଆଉ ଏକ ଅଣଛାତ୍ର ଯୁବକContinue reading “ଉତ୍କେଲା କଲେଜ ଛାତ୍ରଙ୍କୁ ଅଣ ଛାତ୍ରଙ୍କ ମାଡ଼ ଓ ନିର୍ଯାତନା ଘଟଣା । ଭିଡ଼ିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଜଣେ ଅଟକ, ଅନ୍ୟ ଜଣଙ୍କୁ ଖୋଜୁଛି ପୁଲିସ ।”
ଏମକେସିଜିରେ କ୍ରିକେଟ ମ୍ୟାଚ ଯୋଗୁଁ ଚିକିତ୍ସା ଅବହେଳା ପ୍ରସଙ୍ଗ । କମିଟି ଗଠନ କଲେ ମେଡିକାଲ କର୍ତ୍ତୃପକ୍ଷ । ପ୍ରଶ୍ନ : କ୍ରିକେଟ ବେଳେ ଜରୁରୀକାଳୀନ ଚିକିତ୍ସା ମନା କି? ।
କନକ ବ୍ୟୁରୋ: ରୋଗୀଙ୍କୁ ଉଚିତ ଚିକିତ୍ସା କ୍ରିକେଟ ଦେଖିବାରେ ବ୍ୟସ୍ତ ରହିଥିଲେ ଏମକେସିଜିର ଡାକ୍ତର । ତେଣୁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି । ଯେଉଁ ଅଭିଯୋଗ ଆସିଛି, ସେଥିର ସତ୍ୟତା କେତେ ରହିଛି ତାର ତଦନ୍ତ କରିବ ଏହି ଟିମ୍ । ଏମକେସିଜି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ ହୋଇଛି । ତେବେ ଯେଉଁ ଅଭିଯୋଗ ଆସିଛି ଏହାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷContinue reading “ଏମକେସିଜିରେ କ୍ରିକେଟ ମ୍ୟାଚ ଯୋଗୁଁ ଚିକିତ୍ସା ଅବହେଳା ପ୍ରସଙ୍ଗ । କମିଟି ଗଠନ କଲେ ମେଡିକାଲ କର୍ତ୍ତୃପକ୍ଷ । ପ୍ରଶ୍ନ : କ୍ରିକେଟ ବେଳେ ଜରୁରୀକାଳୀନ ଚିକିତ୍ସା ମନା କି? ।”