ଜନ୍ମମାଟିକୁ ଆସୁଛନ୍ତି ମହାମହିମ: ସଜେଇ ହେଉଛି ରାସ୍ତାଘାଟ, ରେଲୱେ ଷ୍ଟେସନ ଏବଂ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଗାଁ

କନକ ବ୍ୟୁରୋ: ୨୦ ତାରିଖରେ ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ଯ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓContinue reading “ଜନ୍ମମାଟିକୁ ଆସୁଛନ୍ତି ମହାମହିମ: ସଜେଇ ହେଉଛି ରାସ୍ତାଘାଟ, ରେଲୱେ ଷ୍ଟେସନ ଏବଂ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଗାଁ”

ପରଲୋକରେ ହାସ୍ୟ ଅଭିନେତା ରବି ଶତପଥୀ: କୁଜଙ୍ଗ ସ୍ଥିତ ବାସଭବନରେ ଆଖି ବୁଜିଲେ ଭେଟେରାନ ଯାତ୍ରା କଳାକାର

କନକ ବ୍ୟୁରୋ: ପରଲୋକରେ ଯାତ୍ରା କଳାକାର ରବି ଶତପଥୀ । ୬୮ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ । କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ପଂଚାୟତ କଲଦୀପ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତା ଗଣନାଟ୍ୟ’ର ‘ଶାଗୁଣା ବସିଛି ଡେଲା ମେଲେଇ’ ରେ ସେ ହାସ୍ୟ ଅଭିନେତାContinue reading “ପରଲୋକରେ ହାସ୍ୟ ଅଭିନେତା ରବି ଶତପଥୀ: କୁଜଙ୍ଗ ସ୍ଥିତ ବାସଭବନରେ ଆଖି ବୁଜିଲେ ଭେଟେରାନ ଯାତ୍ରା କଳାକାର”

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ: ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଲା ନିଯୁକ୍ତି

କନକ ବ୍ୟୁରୋ: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ସୁରେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଛି ନିଯୁକ୍ତି । ନୂଆ ନିଯୁକ୍ତି ପରେ ଓଇଆରସି ଅଧ୍ୟକ୍ଷ ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ସୁରେଶ ମହାପାତ୍ର । ତେବେ ଏହି ପଦରୁ ଇସ୍ତଫା ଦେବାର କିଛି ଘଂଟା ଭିତରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କContinue reading “ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ: ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଲା ନିଯୁକ୍ତି”

କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା: ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ପାଇଁ ଅପିଲ କରିଛି କୋଶଳ କ୍ରିୟାନୁଷ୍ଠାନ କମିଟି

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁContinue reading “କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା: ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ପାଇଁ ଅପିଲ କରିଛି କୋଶଳ କ୍ରିୟାନୁଷ୍ଠାନ କମିଟି”

ଭୁବନେଶ୍ୱରରୁ ନିଖୋଜ, ଓଲଟପୁରରୁ ମୃତଦେହ ଠାବ: ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ବିଲରୁ ମିଳିଲା ଶବ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ରାଜଧାନୀରେ ଅଂଗ ଚୋରି ଅଭିଯୋଗ । ମର ଶରୀର ଦେହରୁ କିଡନୀ, ଆଖି ଆଦି କାଢି ନିଆଯାଇଥିବା ଅଭିଯୋଗ ରହିଛି । ଯୁବକ ଜଣଙ୍କ ଆମ୍ବୁଲାନ୍ସରେ ଭୁବନେଶ୍ୱରରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଯାଇଥିଲେ । ଆଉ ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲ ମଝିରୁ ଉଦ୍ଧାର ହୋଇଛି । ତାଙ୍କ ପେଟ ଚିରାହୋଇ ସିଲାଇ କରାଯାଇଥିବାରୁ ସେ ଅଙ୍ଗଚୋରି ରାକେଟ ହାବୁଡ଼ରେ ପଡ଼ିଯାଇଥିଲେ ବୋଲି ସନ୍ଦେହContinue reading “ଭୁବନେଶ୍ୱରରୁ ନିଖୋଜ, ଓଲଟପୁରରୁ ମୃତଦେହ ଠାବ: ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥିବା ବେଳେ କିଭଳି ବିଲରୁ ମିଳିଲା ଶବ ଉଠିଲା ପ୍ରଶ୍ନ”

ଦିନକ ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ରବିବାର ଭାରତ-ଅଷ୍ଟ୍ରେଲିଆ ବିଗ ଫାଇଟ

କନକ ବ୍ୟୁରୋ : ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ଟାଇଟଲ୍ ଲଢ଼େଇରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ରବିବାର ସୁପରଫାଇଟ୍ -୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଫାଇନାଲ ଖେଳିଥିଲା ଭାରତ -ପ୍ରଥମେContinue reading “ଦିନକ ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ରବିବାର ଭାରତ-ଅଷ୍ଟ୍ରେଲିଆ ବିଗ ଫାଇଟ”

ବିଦ୍ୟୁତ ଚୋରି ଅଭିଯୋଗ ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଗଣିଲେ ୬୮ହଜାର ୫୨୬ ଟଙ୍କା ତଣ୍ଡ

କନକ ବ୍ୟୁରୋ : ଦିପାବଳୀ ପାଇଁ ବିଜୁଳି ଚୋରି କରି ତଣ୍ଡ ଗଣିଲେ ଏଚ.ଡି କୁମାର ସ୍ୱାମୀ । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଜୁଳି ଚୋରୀ ଅଭିଯୋଗ ଆସିଛି । ଏହା ପରେ ତାଙ୍କୁ ଜରିମାନା ଦେବାକୁ ପଡିଛି । ଏହି ଅପରାଧ ପାଇଁ ସେ ୬୮ ହଜାର ୫ଶହ ୨୬ ଟଙ୍କାର ଜରିମାନା ଭରିଛନ୍ତି । ଦୀପାବଳୀରେ ଘର ସାଜ୍ଜସଜ୍ଜା ପାଇଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ସିଧସଳଖ ଷ୍ଟ୍ରିଟ୍Continue reading “ବିଦ୍ୟୁତ ଚୋରି ଅଭିଯୋଗ ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଗଣିଲେ ୬୮ହଜାର ୫୨୬ ଟଙ୍କା ତଣ୍ଡ”

ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ ଚିନ୍ତାଜନକ

କନକ ବ୍ୟୁରୋ : ଡିପଫେକ ଭିଡିଓକୁ ନେଇ ଆଜିକାଲି ବେଶ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି, ସେପଟେ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି । ଏହା ଉପରେ ଏବେ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତୀୟ ସମାଜ ପାଇଁ ଡିଫଫେକ ଏକ ବଡ ବିପଦ ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ ବୋଲି ମୋଦୀ କହିଛନ୍ତି । ଏଥିସହ ସେ କହିଛନ୍ତି ଆଟିଫିସିଆଲ ଇଂଟେଲିଜେନ୍ସର ଅପବ୍ୟହାରକୁ ନେଇContinue reading “ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ ଚିନ୍ତାଜନକ”

୫ଶହ ଟଙ୍କାରେ ମିଳିବ ସିଲିଣ୍ଡର, ମହିଳା ପାଇବେ ମାଗଣା ବସ ସେବା । ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ରାଶି

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପତ୍ର ଜାରି । ଶାସନକୁ ଆସିଲେ ୫୦୦ଟଙ୍କାରେ ସିଲିଣ୍ଡର ଯୋଗାଇବା ସହ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ସ୍କୁଲ କଲେଜ ଛାତ୍ରୀ ମାନଙ୍କୁ ମାଗଣାରେ ସ୍କୁଟି ଦେବାକୁ ଘୋଷଣା କରାଯାଇଛି । ସେହିପରି ମହିଳାଙ୍କୁ ମାଗଣାରେ ବସ ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ ପ୍ରତ୍ୟେକ ଦିନ ପ୍ରଜା ଦରବାର ଏବଂ ଇନ୍ଦିରାମ୍ମା ଯୋଜନାରେ ଝିଅ ମାନଙ୍କୁ ବିବାହ ସମୟରେ ସହାୟତା ଯୋଗାଇଦେବାକୁContinue reading “୫ଶହ ଟଙ୍କାରେ ମିଳିବ ସିଲିଣ୍ଡର, ମହିଳା ପାଇବେ ମାଗଣା ବସ ସେବା । ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ରାଶି”

ଇସ୍ରାଏଲ-ହମାସ ଯୁଦ୍ଧ ଯାଉଛି ନିରୀହ ନାଗରିକଙ୍କ ଜୀବନ, ଚିନ୍ତା ପ୍ରକାଶ କଲା ଭାରତ: ପ୍ରଧାନମନ୍ତ୍ରୀ କହିଲେ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନି ଦୁଖଦ ଓ ନିନ୍ଦନୀୟ

କନକ ବ୍ୟୁରୋ: ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫାର ବାହାର ଭିତରେ ମାଳ ମାଳ ଇସ୍ରାଏଲ ସେନା । କୋଣଅନୁକୋଣକୁ ଜଗି ରହିଛନ୍ତି ସେନା । ଯେବେଠୁ ହସ୍ପିଟାଲରେ ହମାସ ମୁଖ୍ୟାଳୟ ଥିବା ପ୍ରମାଣ ହାତରେ ଲାଗିଛି ସେବେଠୁ ଅଧିକ ଆକ୍ରାତ୍ମକ ହୋଇପଡିଛି ଆଇଡିଏଫ । ହମାସର ଆଡ୍ଡା ଓ ଏହା ଭିତରୁ ବିପୁଳମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯିବା ପରେ ଏବେ ଇସ୍ରାଏଲ ସେନା ହାତରେ ଲାଗିଛି ଆତଙ୍କୀ ସଂଗଠନର ସୁଡ଼ଙ୍ଗ । ଭିଡିଓ ପ୍ରମାଣ ଜାରିContinue reading “ଇସ୍ରାଏଲ-ହମାସ ଯୁଦ୍ଧ ଯାଉଛି ନିରୀହ ନାଗରିକଙ୍କ ଜୀବନ, ଚିନ୍ତା ପ୍ରକାଶ କଲା ଭାରତ: ପ୍ରଧାନମନ୍ତ୍ରୀ କହିଲେ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନି ଦୁଖଦ ଓ ନିନ୍ଦନୀୟ”

Design a site like this with WordPress.com
Get started