ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ସାଇଶା ବିଷୟରେ । ଯିଏ ମାତ୍ର ୨୨ ବର୍ଷ ବୟସରେ ଏବଂ ନିଜ ଗୀତ ବଳରେ ବ୍ରିଟେନର ଧୂମ ମଚେଇ ସାରିଲେଣି । ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଏବେ ବହୁତ ଅଧିକ । ହିନ୍ଦୀରେ ଗୋଟେ କଥା ଅଛି ଯେ । ‘ଏକ ବିହାରୀ, ସବପେ ଭାରୀ’ ଅର୍ଥ ହେଲା ଜଣେ ବିହାରୀ ସମସ୍ତଙ୍କଠୁ ଆଗୁଆ । ବର୍ତ୍ତମାନ ବିହାରର ସାଇଶା ବ୍ରିଟେନରେ ମଧ୍ୟ ଏହି କଥା ପ୍ରମାଣContinue reading “୨୨ ବର୍ଷୀୟା ଏହି ବିହାରର ଝିଅ ଏବେ ବ୍ରିଟେନରେ କରୁଛି ହଙ୍ଗାମା”
Author Archives: Raghaba
ଅମଳ ସମୟରେ ଖୋଲୁନି କପା ମଣ୍ଡି । କମ୍ ଦରରେ ବାହାର ରାଜ୍ୟ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ
କନକ ବ୍ୟୁରୋ : ଖୋଲୁନି କପା ମଣ୍ଡି । ଚିନ୍ତାରେ ରାୟଗଡ଼ା ଅଂଚଳର କପା ଚାଷୀ । ଗୋଟିଏ ପଟେ ନିଅଂଟିଆ ବର୍ଷା ଅନ୍ୟପଟେ ମଣ୍ଡି ନଖୋଲିବା କପା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଏବେ ଅମଳ ସମୟ ଚାଲିଥିବା ବେଳେ ଚାଷୀଙ୍କ ଘରେ ପଡ଼ିରହିଛି କ୍ୱିଂଟାଲ କ୍ୱିଂଟାଲ କପା । ଅମଳ ପରେ କିଏ ସୁଖାଇବାରେ ବ୍ୟସ୍ତ ତ ପୁଣି କିଏ ଘରେ ସାଇତି ରଖୁଛନ୍ତି । ମଣ୍ଡି ଖୋଲାଯାଇନଥିବାରୁ ଅସାଧୁ ବ୍ୟବସାୟୀଙ୍କ ନଜର ଏବେContinue reading “ଅମଳ ସମୟରେ ଖୋଲୁନି କପା ମଣ୍ଡି । କମ୍ ଦରରେ ବାହାର ରାଜ୍ୟ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ”
ସମୁଦ୍ର ଆଁରେ ଲିନ ହୋଇଯିବ କି କେନ୍ଦ୍ରାପଡ଼ାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହବାଳିଖଟି । ସାତଭାୟା ଠାରୁ ଏକକୂଳା ଯାଏଁ ତାଣ୍ଡବ ରଚୁଛି ସମୁଦ୍ର
କନକ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର, ବିପଦରେ ପର୍ଯ୍ୟଟନସ୍ଥଳୀ । ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକମାନେ ହବାଳିଖଟିରେ ରାତ୍ରିଯାପନ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସୁନ୍ଦର ସୁନ୍ଦର କଟେଜ ନିର୍ମାଣ କରାଯାଇଛି । ଜଳବାୟୁ ପରିବର୍ତନ ଯୋଗୁଁ ଗତ ୧୦ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଗଛ ସମୁଦ୍ର ଗର୍ଭରେ ଲିନ ହେଲାଣି । ଏହାସହ ପର୍ଯ୍ୟଟନସ୍ଥଳୀ ହବାଳିଖଟିର ଅନେକାଂଶContinue reading “ସମୁଦ୍ର ଆଁରେ ଲିନ ହୋଇଯିବ କି କେନ୍ଦ୍ରାପଡ଼ାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହବାଳିଖଟି । ସାତଭାୟା ଠାରୁ ଏକକୂଳା ଯାଏଁ ତାଣ୍ଡବ ରଚୁଛି ସମୁଦ୍ର”
ଛାଡ଼ଖାଇ ପୂର୍ବରୁ ମାତିଲେ ଛେଳି ଚୋର । ଗୁହାଳ ଘରେ ପଶି ୩୦ଟି ଛେଳି ଚୋରି କରି ନେଲେ ଦୁର୍ବୃତ
କନକ ବ୍ୟୁରୋ : ଛାଡ଼ଖାଇ ପୂର୍ବରୁ ମାତିଛନ୍ତି ଛେଳି ଚୋର । ବିଳମ୍ବିତ ରାତିରେ ଗୁହାଳ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାଙ୍ଗରୁଷ ଗାଁର ଛେଳି ଚାଷୀ ମନେଇ ମଲ୍ଲିକଙ୍କର ୩୦ରୁ ଅଧିକ ଛେଳି ହୋଇଛି । ଏନେଇ ବଳଙ୍ଗା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଆଉ ଦିନ କେଇଟା ପରେ ଛେଳି ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲେ ଏହି ବୁଢ଼ିContinue reading “ଛାଡ଼ଖାଇ ପୂର୍ବରୁ ମାତିଲେ ଛେଳି ଚୋର । ଗୁହାଳ ଘରେ ପଶି ୩୦ଟି ଛେଳି ଚୋରି କରି ନେଲେ ଦୁର୍ବୃତ”
କଳାହାଣ୍ଡିରେ ନିମ୍ନମାନର ରାସ୍ତାକାମକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିନା ସୂଚନା ଫଳକରେ ଚାଲିଥିବା ରାସ୍ତାକାମକୁ ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ: ସହର ହେଉ ଅବା ଗ୍ରାମାଂଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଭଖୋର ମନବୃତି ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା ସରିବା ପୂର୍ବରୁ ନଷ୍ଟ ହୋଇଯାଉଛି । ନିର୍ମାଣ କାମ ସରିବା ପୂର୍ବରୁ କେଉଁଠି ପିଚୁ ଉଠିଯାଉଛି । ତ ପୁଣି କେଉଁଠି ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡିରୁ ଆସିଛି ଏଭଳିContinue reading “କଳାହାଣ୍ଡିରେ ନିମ୍ନମାନର ରାସ୍ତାକାମକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିନା ସୂଚନା ଫଳକରେ ଚାଲିଥିବା ରାସ୍ତାକାମକୁ ନେଇ ଉଠିଲା ପ୍ରଶ୍ନ”
ସ୍ୱଳ୍ପ ବୃଷ୍ଟିପାତ ଓ ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଗାଇ ଓ ମଇଁଷି ଛାଡିଦେଲେ ଆସିକା ଓ ଧରାକୋଟର ଚାଷୀ
କନକ ବ୍ୟୁରୋ : ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଧାନ ଗଛ ଠିଆ ହୋଇଛି । ହେଲେ ଗଛରେ ନାହିଁ ଧାନ କେଣ୍ଡା । ପାଣି ଅଭାବରୁ ଧାନ ଗଛ ପୋଡ଼ି ଜଳି ନଷ୍ଟ ହୋଇଗଲାଣି । ଶେଷରେ ନିରାଶ ହୋଇ ଧାନ ବିଲରେ ଗାଇଗୋରୁ ଛାଡ଼ିଦେଇଛନ୍ତି ଚାଷୀ । ବର୍ଷସାରା ଅକ୍ଳାନ୍ତ ପରିଶ୍ରମ ପରେ ଅମଳ କରିବା ବଦଳରେ ଧାନ ବିଲରେ ଚରୁଛନ୍ତି ଗାଇ ଓ ମଇଁଷି ପଲ । ଗଂଜାମ ଜିଲ୍ଲାରContinue reading “ସ୍ୱଳ୍ପ ବୃଷ୍ଟିପାତ ଓ ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଗାଇ ଓ ମଇଁଷି ଛାଡିଦେଲେ ଆସିକା ଓ ଧରାକୋଟର ଚାଷୀ”
ପାଲେଷ୍ଟାଇନୀୟଙ୍କ ସ୍ଥାନରେ ଇସ୍ରାଏଲ ଚାହୁଁଛି ଏକ ଲକ୍ଷ ଭାରତୀୟ ଶ୍ରମିକ ନେବାପାଇଁ । କିଏ କରୁଛି ବିରୋଧ ?
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲ ହମାସର ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରୁଛି ଯେଉଁଥିପାଇଁ ଗାଜା ସିଟି ଏକ କବରସ୍ଥାନରେ ପରିଣତ ହୋଇଛି । ଏହି ସମୟ ମଧ୍ୟରେ ଇସ୍ରାଏଲ ପାଲେଷ୍ଟାଇନର ଶ୍ରମିକମାନଙ୍କୁ କାମରୁ ବାହାର କରିଦେଇଛି । ସେ ଚାହୁଁଛନ୍ତି ଯେ ଭାରତୀୟ ଶ୍ରମିକମାନେ ଇସ୍ରାଏଲକୁ ଆସନ୍ତୁ । ଇସ୍ରାଏଲ ଉପରେ ହମାସର ରକ୍ତାକ୍ତ ଆକ୍ରମଣ ପରେ ଗାଜାରେ ଯୁଦ୍ଧ ଜାରି ରହିଛି ।Continue reading “ପାଲେଷ୍ଟାଇନୀୟଙ୍କ ସ୍ଥାନରେ ଇସ୍ରାଏଲ ଚାହୁଁଛି ଏକ ଲକ୍ଷ ଭାରତୀୟ ଶ୍ରମିକ ନେବାପାଇଁ । କିଏ କରୁଛି ବିରୋଧ ?”
ଇସ୍ରାଏଲ ଓ ହମାସର ନୂଆ ରଣଭୁମି ପାଲଟିଛି ଗାଜାର ଅଲ-ସିଫା ହସ୍ପିଟାଲ । ଯୁଦ୍ଧର କୁପରିଣତି ଭୋଗୁଛନ୍ତି ରୋଗୀ ଓ ନବ ଜାତକ
କନକ ବ୍ୟୁରୋ : ଇସ୍ରାଏଲ ନଜରରୁ ବଂଚିବା ପାଇଁ ଗାଜାର ଅଲ-ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀ ମାନେ ନିଜର ନୂଆ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରିବା ସହ ସେଠାରେ ଭୂତଳ ସୁଡଙ୍ଗ କରି ପଣବନ୍ଦୀମାନଙ୍କୁ ଲୁଚାଇ ରଖୁଛନ୍ତି ବୋଲି ଉଭୟ ଇସ୍ରାଏଲ ଓ ଆମେରିକା ଦାବି କରୁଛନ୍ତି । ୨୦୦୭ରୁ ତଟବର୍ତୀ ଅଂଚଳ ଅଧିକାର ଜାରି କରିଆସୁଥିବା ହମାସ ସହର ତଳେ ପ୍ରାୟ ୧୦୦ କିଲୋମିଟର ଲମ୍ବର ଗୁପ୍ତ ସୁଡଙ୍ଗ ତିଆରି କରିଛି , ଯାହାକୁ ସେContinue reading “ଇସ୍ରାଏଲ ଓ ହମାସର ନୂଆ ରଣଭୁମି ପାଲଟିଛି ଗାଜାର ଅଲ-ସିଫା ହସ୍ପିଟାଲ । ଯୁଦ୍ଧର କୁପରିଣତି ଭୋଗୁଛନ୍ତି ରୋଗୀ ଓ ନବ ଜାତକ”
ଫେରିଲେ ଶବ, ଆଖିର ଲୁହ ଶୁଖିବ । କୋଲକାତାରେ ମାଆର ମୃତଦେହ, କେନ୍ଦ୍ରାପଡାରେ କାନ୍ଦିକାନ୍ଦି ଶବ ଅପେକ୍ଷାରେ ପୁଅଝିଅ…
କନକ ବ୍ୟୁରୋ: ବାସ୍ ଗୋଟିଏ ଥର… ଆମ ମାଆର ଶବକୁ ଫେରାଇଆଣ । ଆମେ ଶେଷ ଥର ପାଇଁ ତା ମୁହଁକୁ ଚାହିଁ ସାରା ଜୀବନ କାଟିଦେବୁ । ଭାଇଟା ମୋର ଜମା ବୁଝୁନି, ଜୀବନ ଥିବା ଆମ ଜନ୍ମଦାତ୍ରୀ ତ ଆଉ ଜମା ଫେରିବନି, ତେଣୁ ପ୍ରାଣହୀନ ତା ଶବକୁ ଦୟାକରି ଆମକୁ ଫେରେଇଦିଅ… ଆମକୁ ଫେରେଇଦିଅ… କ୍ୟାମେରା ଆଗରେ କାକୁତି ମିନତି ହୋଇ ଅସହାୟ କଣ୍ଠରେ ଗୁହାରୀ କରୁଥିବା ଏ ଝିଅର ଆଖିଯୋଡିକୁ ଦେଖନ୍ତୁContinue reading “ଫେରିଲେ ଶବ, ଆଖିର ଲୁହ ଶୁଖିବ । କୋଲକାତାରେ ମାଆର ମୃତଦେହ, କେନ୍ଦ୍ରାପଡାରେ କାନ୍ଦିକାନ୍ଦି ଶବ ଅପେକ୍ଷାରେ ପୁଅଝିଅ…”
ପାଲେଷ୍ଟାଇନ ନାଗରିକଙ୍କ ପ୍ରତିବାଦର ପ୍ରତୀକ ହେଉଛି ତରଭୂଜ । ଜାଣନ୍ତୁ ଏହା ପଛରେ ଥିବା କିଛି ଅଦ୍ଭୁତ କାରଣ
କନକ ବ୍ୟୁରୋ : ଲୋକମାନେ ଅନ୍ୟମାନଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏହାସହ ନିଜର ଦାବି ଓ ସରକାରଙ୍କ ନୀତିକୁ ବିରୋଧ କରିବା ଆଳରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାନ୍ତି । ବିରୋଧ ଆଳରେ କେଉଁଠି ହିଂସା ହେଉଛି ତ କେଉଁଠି ମଜାଳିଆ କାର୍ଯ୍ୟ କରି ଲୋକମାନେ ବିରୋଧ କରୁଛନ୍ତି । ହେଲେ ପାଲେଷ୍ଟାଇନ ନାଗରିକମାନଙ୍କ ପାଇଁ ବିରୋଧର ପ୍ରତୀକ ସାଜିଛି ତରଭୂଜ । ସେମିତି କିଛି ଦେଖିବାକୁContinue reading “ପାଲେଷ୍ଟାଇନ ନାଗରିକଙ୍କ ପ୍ରତିବାଦର ପ୍ରତୀକ ହେଉଛି ତରଭୂଜ । ଜାଣନ୍ତୁ ଏହା ପଛରେ ଥିବା କିଛି ଅଦ୍ଭୁତ କାରଣ”