କନକ ବ୍ୟୁରୋ: ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ସୀମା ସୁରକ୍ଷା ବାହିନୀ (ବିଏସଏଫ୍)ର ଓଡିଆ ଯବାନ ତ୍ରିପୁରାରେ ସହିଦ ହୋଇଛନ୍ତି । ତେହେ ସହିଦ ଯବାନଙ୍କ ନାମ ଇଶ୍ୱର ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ। ରାତିରେ ଡ୍ୟୁଟିରେ ଯାଇଥିବା ବେଳେContinue reading “ତ୍ରିପୁରାରେ ସହିଦ ହେଲେ ଓଡିଆ ଯବାନ । ଖବର ମିଳିବା ପରେ ଯବାନଙ୍କ ଗାଁରେ କାନ୍ଦବୋବାଳି ।”
Author Archives: Raghaba
ଫାଇନାଲ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ବୟାନ, ରୋହିତ କି ବିରାଟ ନୁହନ୍ତି ଗେମଚେଞ୍ଜର । ଟିମକୁ ଚାମ୍ପିୟନ କରାନ୍ତି ବୋଲର ।
କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ରୋହିତ, କୋହଲି ଓ ସାମି ଦମଦାର ଫର୍ମରେ ରହିଛନ୍ତି । ଭାରତକୁ ଫାଇନାଲରେ ପହଞ୍ଚାଇବା ପଛରେ ଏହି ୩ କ୍ରିକେଟରଙ୍କ ବଡ ଅବଦାନ ରହିଛି । କିନ୍ତୁ ପୂର୍ବତନ ବିଶ୍ୱକପ୍ ବିଜେତା କ୍ରିକେଟର ଗୌତମ ଗମ୍ଭୀରଙ୍କ ନଜରରେ ରୋହିତ, କୋହଲି କି ସାମି ନୁହଁନ୍ତି ବରଂ ଭାରତ ପାଇଁ ବଡ ଗେମଚେଞ୍ଜର ହେଉଛନ୍ତି ୨୮ ବର୍ଷୀୟ ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ଖାସକରି ମଧ୍ୟକ୍ରମ ବ୍ୟାଟର ଭାବେ ଶ୍ରେୟସContinue reading “ଫାଇନାଲ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ବୟାନ, ରୋହିତ କି ବିରାଟ ନୁହନ୍ତି ଗେମଚେଞ୍ଜର । ଟିମକୁ ଚାମ୍ପିୟନ କରାନ୍ତି ବୋଲର ।”
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି, ବାହାଘରରେ ସୁନା ଉପହାର …
କନକ ବ୍ୟୁରୋ : ତେଲେଙ୍ଗାନାରେ ଚଳିତମାସ ୩୦ ତାରିଖରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜି ରାଜ୍ୟର ମୁଖ୍ୟ ବିରୋଧୀଦଳ କଂଗ୍ରେସ ତରଫରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା ପତ୍ର ଜାରି କରିଛନ୍ତି । ତେଲେଙ୍ଗାନା ଭୋଟରଙ୍କ ପାଇଁ କଂଗ୍ରେସର କ’ଣ ରହିଛି ପ୍ରତିଶ୍ରୁତି ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମହିଳାଙ୍କ ପାଇଁ ମାଗଣା ବସ୍Continue reading “ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି, ବାହାଘରରେ ସୁନା ଉପହାର …”
ଭାରତପେ ଠକେଇ ମାମଲା, ଦିଲ୍ଲୀ ପୋଲିସର ବଡ ଖୁଲାସା
କନକ ବ୍ୟୁରୋ : ଭାରତପେର ସହପ୍ରତିଷ୍ଠାତା ଅଶ୍ନୀର ଗ୍ରୋଭରଙ୍କ ସମସ୍ୟା କମିବାର ନାଁ ନେଉନି । ଅଶ୍ନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜେନଙ୍କ ବିରୋଧରେ ଠକେଇ ଅଭିଯୋଗ ମାମଲା ଲାଗିଛି । ଏହି ମାମଲା ଉପରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ଓି୍ୱଙ୍ଗ ବା ଇଓଡବ୍ଲ୍ୟୁ ଅନୁସନ୍ଧାନ କରୁଛି । ଏହି ଅନୁସମନ୍ଧାନ ଆଧାରରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ନୂଆ ଖୁଲାସା କରାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଅଶ୍ନୀର ଗ୍ରୋଭର ଏବଂContinue reading “ଭାରତପେ ଠକେଇ ମାମଲା, ଦିଲ୍ଲୀ ପୋଲିସର ବଡ ଖୁଲାସା”
ଥାନା ଆଗରେ ଧାରଣାରେ ବସିଲେ ସୁନ୍ଦରଗଡ଼ ସାଂସଦ । ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ଥାନା ଘେରାଉରେ ସାମିଲ ହେଲେ ଜୁଏଲ୍ ଓରାମ
କନକ ବ୍ୟୁରୋ: ଥାନା ସମ୍ମୁଖରେ ଧାରଣାରେ ବସିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ଥାନା ସମ୍ମୁଖରେ ଦିଆଯାଇଥିବା ଧାରଣାରେ ସାମିଲ ହୋଇଛନ୍ତି ଜୁଏଲ । ଗତମାସ ସୁନ୍ଦରଗଡ କରମଡିହିଠାରେ କରମା ପୂଜାସ୍ଥଳୀ ଭଙ୍ଗାରୁଜା ଓ ଲୋକଙ୍କୁ ମାଡପିଟ୍ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ଘେରାଉ କରିଛନ୍ତି ଓରାମ ସମାଜ । ଧାରଣାରେ ଓରାମ ସମାଜର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲContinue reading “ଥାନା ଆଗରେ ଧାରଣାରେ ବସିଲେ ସୁନ୍ଦରଗଡ଼ ସାଂସଦ । ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ଥାନା ଘେରାଉରେ ସାମିଲ ହେଲେ ଜୁଏଲ୍ ଓରାମ”
ଅଭିବ୍ଯକ୍ତିର ସ୍ବାଧୀନତା : ଜଣେ ଆମେରିକୀୟ ଛାତ୍ରଙ୍କ ପାଇଁ ମସ୍କଙ୍କ ଖୋଲା ସମର୍ଥନ
ରାଇଟ୍ ଟୁ ଫ୍ରି ସ୍ପିଚ୍ ପ୍ରସଙ୍ଗରେ ଏକ୍ସ(ଟ୍ଵିଟର) ସିଇଓ ଏଲୋନ୍ ମସ୍କ କହିଥିଲେ ଯେ ସେ ତାଙ୍କ ବ୍ୟବହାରକାରୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବେ । ଆମେରିକାର ଇଲିନୋଇସ୍ ୟୁନିଭରସିଟିରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ସେ ରାଇଟ୍ ଟୁ ଫ୍ରି ସ୍ପିଚ୍ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି । X ର ସିଇଓ (ଟ୍ୱିଟର) ଏଲୋନ୍ ମସ୍କ ସବୁବେଳେ କିଛି ନା କିଛି ଗୋଟିଏContinue reading “ଅଭିବ୍ଯକ୍ତିର ସ୍ବାଧୀନତା : ଜଣେ ଆମେରିକୀୟ ଛାତ୍ରଙ୍କ ପାଇଁ ମସ୍କଙ୍କ ଖୋଲା ସମର୍ଥନ”
ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ଆଲୋଚନା କଲେ କଟକ ମେୟର ଏବଂ କମିଶନର ।
କନକ ବ୍ୟୁରୋ: ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ସିଏମସି କାର୍ଯ୍ୟାଳୟରେ ଆଲୋଚନା କଲେ ମେୟର ଓ କମିଶନର । ତେବେ ସମସ୍ତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ହଟିଛନ୍ତି ବିରୋଧୀ କର୍ପୋରେଟର । ଜାଣିରଖିବା ଉଚିତ୍ ଯେ, କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । ତେବେ ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର ହେଇପଡିଥିଲେ ।Continue reading “ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ଆଲୋଚନା କଲେ କଟକ ମେୟର ଏବଂ କମିଶନର ।”
ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ । ଜାଣନ୍ତୁ କିଏ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ?
କନକ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଏହି ସିରିଜରେ ରୋହିତ, ବିରାଟ ଓ ଯଶପ୍ରୀତଙ୍କ ଭଳି ବଡ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇପାରେ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ସିରିଜରେ ଅଧିନାୟକ ରେସରେ ଆଗରେ ରହିଥିଲେ । କିନ୍ତୁ ଆହତ ସମସ୍ୟା କାରଣରୁ ବିଶ୍ୱକପ ଟିମରୁ ବାଦ ପଡିଛନ୍ତି ହାର୍ଦ୍ଦିକ । ଏବେସୁଦ୍ଧା ଆହତ ସମସ୍ୟାରୁ ସୁସ୍ଥ ହୋଇନାହାନ୍ତି ହାର୍ଦ୍ଦିକContinue reading “ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ । ଜାଣନ୍ତୁ କିଏ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ?”
ସରକାରୀ ଅଧିକାରୀଙ୍କୁ କେଭି ସିଂ ଦେଓଙ୍କ ତାଗିଦ୍ । ଭତ୍ତା, ରାସନ କାର୍ଡରେ ଅନିୟମିତତା ହେଉଥିବା ଅଭିଯୋଗ ।
କନକ ବ୍ୟୁରୋ: ସରକାରୀ ଅଧିକାରୀଙ୍କୁ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓଙ୍କ ତାଗିଦ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଘେରାଉ ବେଳେ ଅଧିକାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହ ଚେତାବନୀ ଦେଇଛନ୍ତି କେଭି ସିଂଦେଓ । ଦୁର୍ନୀତି ଓ ଭଷ୍ଟାଚାର ଚାଲିଥିବା ଅଭିଯୋଗ ଆଣି ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି । ଭତ୍ତା ବଣ୍ଟନ, ଆବାସ ଯୋଜନା, ରାସନ କାର୍ଡରେ ଅନିୟମିତତା ହେଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ତେବେContinue reading “ସରକାରୀ ଅଧିକାରୀଙ୍କୁ କେଭି ସିଂ ଦେଓଙ୍କ ତାଗିଦ୍ । ଭତ୍ତା, ରାସନ କାର୍ଡରେ ଅନିୟମିତତା ହେଉଥିବା ଅଭିଯୋଗ ।”
ଜମ୍ମୁ କଶ୍ମୀରରେ ସେନା ଆକ୍ରମଣରେ ୫ ଆତଙ୍କୀ ନିହତ । ମୃତ ଆତଙ୍କୀ ଲସ୍କର- ଏ- ତୋଏବାର ସୂଚନା
କନକ ବ୍ୟୁରୋ: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ । ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି । ଆତଙ୍କବାଦୀ ବିରୋଧରେ ସେନା ଜୋରଦାର ଅପରେସନ ଚଳାଇଛି । ଆଜି ଦ୍ୱିତୀୟ ଦିନରେ ୫ ଆତଙ୍କୀ ନିପାତ ହୋଇଛନ୍ତି । ଆତଙ୍କବାଦୀ ଯେତେବେଳେ ସେନା ଉପରେ ଆକ୍ରମଣ କରିଥିଲେ । ଏହାପରେ ସ୍ଥିତି ବଦଳିଥିଲା । ଆଉ ସେନା ଜୋରଦାର ପାଲଟା ଆକ୍ରମଣ କରିଥିଲା । ଆତଙ୍କବାଦୀଙ୍କୁContinue reading “ଜମ୍ମୁ କଶ୍ମୀରରେ ସେନା ଆକ୍ରମଣରେ ୫ ଆତଙ୍କୀ ନିହତ । ମୃତ ଆତଙ୍କୀ ଲସ୍କର- ଏ- ତୋଏବାର ସୂଚନା”