ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ଯୁକୁ ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି, କହିଛନ୍ତି ବର୍ତ୍ତମାନ ସମୟ ଆସିଛି …

ଭାରତ ଦ୍ୱାରା ଆୟୋଜିତ ଦ୍ୱିତୀୟ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ’କୁ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ଆମେ ଦେଖୁଛୁ ଯେ ପଶ୍ଚିମ ଏସିଆର ଘଟୁଥିବା ଘଟଣାକ୍ରମରୁ ନୂଆ ନୂଆ ଆହ୍ବାନ ସୃଷ୍ଟି ହେଉଛି । ଇସ୍ରାଏଲ୍-ହମାସ୍ ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ପଶ୍ଚିମ ଏସିଆର ବିକାଶରୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେContinue reading “ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ଯୁକୁ ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି, କହିଛନ୍ତି ବର୍ତ୍ତମାନ ସମୟ ଆସିଛି …”

ମହମ୍ମଦ ସାମିଙ୍କ ପତ୍ନୀଙ୍କ ରିଲ୍ସକୁ ନେଇ ବଢିଲା ଚର୍ଚ୍ଚା । ବିଶ୍ୱକପରେ ଭଲ ପ୍ରଦର୍ଶନ କମାଇବ କି ତିକ୍ତତା?

କନକ ବ୍ୟୁରୋ: ବିଶ୍ୱକପରେ ଟିମ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଖେଳାଳି ମହମ୍ମଦ ସାମି ଏବେ ଚର୍ଚ୍ଚାରେ । ଯଦିଓ କ୍ରିକେଟରେ ଏବେ ସେ ଚମକୁଛନ୍ତି କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିବାଦୀୟ ରହିଛି । ଏବେ ସାମିଙ୍କ ବୋଲିଂକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସାମି ବିଶ୍ୱକପରେ ଲଗାତାର ଭଲ ବୋଲିଂ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି । ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଛି, ସାମିଙ୍କContinue reading “ମହମ୍ମଦ ସାମିଙ୍କ ପତ୍ନୀଙ୍କ ରିଲ୍ସକୁ ନେଇ ବଢିଲା ଚର୍ଚ୍ଚା । ବିଶ୍ୱକପରେ ଭଲ ପ୍ରଦର୍ଶନ କମାଇବ କି ତିକ୍ତତା?”

ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ । ଟିମ୍ ଇଣ୍ଡିଆ ଜିତିବ ବିଶ୍ୱକପ୍, କିନ୍ତୁ… ।

କନକ ବ୍ୟୁରୋ : ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଛି । ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହା ମୁକାବିଲା ଖେଳାଯିବ । ଯାହା ଉପରେ ପୂରା ବିଶ୍ୱର ନଜର ରହିବ । କିଏ ହେବ ବିଶ୍ୱକପ ବିଜେତା ତାହାକୁ ନେଇ ଏବେଠୁ ବଡ ବଡ କ୍ରିକେଟର ଭବିଷ୍ୟବାଣୀ କରିବା ଆରମ୍ଭ କଲେଣି । ଉଭୟContinue reading “ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ । ଟିମ୍ ଇଣ୍ଡିଆ ଜିତିବ ବିଶ୍ୱକପ୍, କିନ୍ତୁ… ।”

ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ଦେଇପାରିଲେନି ସରକାର: ନିଲାମ ହେଲା ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର

କନକ ବ୍ୟୁରୋ: ଠିକାଦାରଙ୍କ ଟଙ୍କା ଦେଇପାରିଲେନି ସରକାର । ନିଲାମ ହେଲା ସରକାରଙ୍କ ସମ୍ପତି । ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯାଳୟର ଆସବାବପତ୍ର ନିଲାମ ଚାଲିଛି । ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି । କୋର୍ଟ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିଛି ସମସ୍ତ କାର୍ଯ୍ୟ । କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି । କିନ୍ତୁ ନିର୍ଦ୍ଧାରିତContinue reading “ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ଦେଇପାରିଲେନି ସରକାର: ନିଲାମ ହେଲା ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର”

ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର ଅପରେସନ୍ ଜାରି :  ଡାକ୍ତରଖାନା ପାଖରେ ମିଳିଲା ଜଣେ ମହିଳା ବନ୍ଧକଙ୍କ ମୃତଦେହ

ଇସ୍ରାଏଲ ସେନା ୫୦ ଘଣ୍ଟାରୁ ଅଧିକ ସମୟ ଧରି ଗାଜାର ଅଲ-ଶିଫା ହସ୍ପିଟାଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ।  ସେପଟେ ଅକ୍ଟୋବର ୭ ରେ ବନ୍ଧକ ଥିବା ଜଣେ ମହିଳାଙ୍କ ମୃତଦେହ ଡାକ୍ତରଖାନା ପାଖରେ ଥିବା କୋଠାରୁ ଉଦ୍ଧାର କରାଯାଇଛି ବୋଲି ଆଇଡିଏଫ ଦାବି କରିଛି । ଇସ୍ରାଏଲର ସେନା ଗାଜାର ସବୁଠାରୁ ବଡ ଡାକ୍ତରଖାନା ଅଲ-ଶିଫାରେ ପ୍ରବେଶ କରିବାର ୫୦  ଘଣ୍ଟାରୁ ଅଧିକ ସମୟ ଅତିବାହିତ ହୋଇଛି। ଏହି ଅପରେସନରେ  ମଧ୍ୟରେ, ଆଇଡିଏଫ୍ ହମାସContinue reading “ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର ଅପରେସନ୍ ଜାରି :  ଡାକ୍ତରଖାନା ପାଖରେ ମିଳିଲା ଜଣେ ମହିଳା ବନ୍ଧକଙ୍କ ମୃତଦେହ”

ବେଦାନ୍ତ କମ୍ପାନୀ ମାଲିକ ଅନିଲ ଅଗ୍ରୱାଲଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଏବେ ବି ଛାଡ଼ି ନାହାଁନ୍ତି ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇଥିବା ଜମି ପ୍ରତି ମୋହ

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ନାଁରେ ଯେଉଁ ଚାଷ ଜମି ନେଇଛି ବେଦାନ୍ତ, ତାକୁ ଛାଡିବାକୁ ସହମତି ପ୍ରକାଶ କରିପାରୁନାହାନ୍ତି କମ୍ପାନୀର ମାଲିକ ଅନୀଲ ଅଗ୍ରୱାଲ । ଏହି ପ୍ରସଙ୍ଗରେ ନିକଟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହାପରେ ଚାଷ ଜମି ଚାଷୀ କେବେ ଫେରିପାଇବେ ସେ ନେଇ ପ୍ରଶ୍ନ ଉଠିଛି । ବିରୋଧୀ ଏହାକୁ ନେଇ ବାରମ୍ବାରଙ୍କ ଜବାବ ଲୋଡୁଛନ୍ତି । ଏହାରି ଭିତରେ ବେଦାନ୍ତର ମାଲିକ ଅନୀଲ ଅଗ୍ରୱାଲଙ୍କ ଏକ ଟ୍ୱିଟ୍Continue reading “ବେଦାନ୍ତ କମ୍ପାନୀ ମାଲିକ ଅନିଲ ଅଗ୍ରୱାଲଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଏବେ ବି ଛାଡ଼ି ନାହାଁନ୍ତି ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇଥିବା ଜମି ପ୍ରତି ମୋହ”

ଧାରଣାରେ ବସିଥିବା କର୍ପୋରେଟର ଗୁରୁତର । ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ 

କନକ ବ୍ୟୁରୋ: ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଛନ୍ତିି ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । କିନ୍ତୁ ଆଜି ପର୍ଯ୍ୟନ୍ତ ଧାରଣାରତ କର୍ପୋରେଟରଙ୍କ ନିକଟକୁ ମେୟର କିContinue reading “ଧାରଣାରେ ବସିଥିବା କର୍ପୋରେଟର ଗୁରୁତର । ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ “

ହଟ୍ଟହଟ୍ଟା ହେଲେ ବିଜେଡି ବିଧାୟକ । ଜବାବ ମାଗିଲେ ଲୋକ, ପାର୍କ ଉଦଘାଟନ ନକରି ଫେରିଆସିଲେ ବିଧାୟକ ।

କନକ ବ୍ୟୁରୋ: ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ପ୍ରଥମେ ରାସ୍ତା ତିଆରି କର, ଏହାପରେ ପାର୍କ ଓ ନୂଆ ପ୍ରକଳ୍ପ ଉଦଘାଟନ କରିବେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏପରି କହି ଜବାବ ଲୋଡିଲେ ସ୍ଥାନୀୟ ଲୋକେ । ଶେଷରେ ପାର୍କ ଉଦଘାଟନ କରିନପାରି ବିଧାୟକ ପ୍ରଦୀପ ଦିଶାରୀ ଫେରି ଆସିଛନ୍ତି । କଳାହାଣ୍ଡି ଜିଲ୍ଲା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁର ପଞ୍ଚାୟତରେ ରାସ୍ତା ଦୟନୀୟ ରହିଛି ।Continue reading “ହଟ୍ଟହଟ୍ଟା ହେଲେ ବିଜେଡି ବିଧାୟକ । ଜବାବ ମାଗିଲେ ଲୋକ, ପାର୍କ ଉଦଘାଟନ ନକରି ଫେରିଆସିଲେ ବିଧାୟକ ।”

କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ । ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ 

କନକ ବ୍ୟୁରୋ: କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ । ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ୱତନ୍ତ୍ର ରାଜ୍ୟ ଦାବି କରାଯାଇଛି ଏବଂ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ କାଲି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ । ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ କ୍ରିୟାନୁଷ୍ଠାନ କମିଟି ।Continue reading “କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ । ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ “

‘ମୋର ପ୍ରତ୍ୟର୍ପଣ ଏତେ ଶୀଘ୍ର ସମ୍ଭବ ନୁହେଁ, ମୁଁ ବର୍ଷ ବର୍ଷ ବ୍ରିଟେନରେ ରହିପାରେ…’ କୋର୍ଟରେ ଏଭଳି କହିଲେ ନୀରବ ମୋଦୀ ।

କନକ ବ୍ୟୁରୋ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଗୁରୁବାର ବ୍ରିଟେନର ଅଦାଲତରେ ହାଜର ହୋଇଥିଲେ । ‘ଏତେ ଶୀଘ୍ର ତାଙ୍କର ଭାରତକୁ ପ୍ରତ୍ୟାର୍ପଣ ହେଉନାହିଁ ବରଂ ସେ ବର୍ଷ ବ୍ରିଟେନରେ ରହିବେ’ ବୋଲି କୋର୍ଟରେ କହିଥିଲେ ନୀରବ । ତେବେ ଏଭଳି କହିବା ପଛର କାରଣ ମଧ୍ୟ ସେ କହିଥିଲେ । କହିରଖୁଁ , ନୀରବ ମୋଦୀ ୧୩ ହଜାର କୋଟି ଟଙ୍କା ଟିକସ୍ ଫାଙ୍କିବା ଅଭିଯୋଗରେ (ପିଏନବି ଦୁର୍ନୀତି)ରେ ତାଙ୍କ ବିରୋଧରେ ମାମଲା ରୁଜୁContinue reading “‘ମୋର ପ୍ରତ୍ୟର୍ପଣ ଏତେ ଶୀଘ୍ର ସମ୍ଭବ ନୁହେଁ, ମୁଁ ବର୍ଷ ବର୍ଷ ବ୍ରିଟେନରେ ରହିପାରେ…’ କୋର୍ଟରେ ଏଭଳି କହିଲେ ନୀରବ ମୋଦୀ ।”

Design a site like this with WordPress.com
Get started