ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା

କନକ ବ୍ୟୁରୋ : ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଂଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ପହଂଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେContinue reading “ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା”

ଅଷ୍ଟ୍ରେଲିଆ ନା’ ଦକ୍ଷିଣ ଆଫ୍ରିକା? ଫାଇନାଲରେ କାହାକୁ ଭେଟିବ ଭାରତ?

କନକ ବ୍ୟୁରୋ: ସାରା ଦେଶରେ ଏବେ କ୍ରିକେଟର ଫିବର । ଚାଖଟିଠୁ ଆରମ୍ଭ କରି ସବୁଠି ଏବେ କ୍ରିକେଟର ଚର୍ଚ୍ଚା । ବିଶ୍ୱକପର ଫାଇନାଲରେ ଟିମ ଇଣ୍ଡିଆ ସ୍ଥାନ ପକ୍କା କରିବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କମହଲରେ ଉତ୍ସାହ ଓ ଉକ୍ରଣ୍ଠା ବଢିଯାଇଛି । ଫାଇନାଲ ଭାରତ ସହ କିଏ କରିବ ମୁକାବିଲା । ଟାଇଟଲ ପାଇଁ ରୋହିତ ବାହିନୀ ସହ ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା ଲଢେଇ କରିବ । ହେଲେ ଭାରତ ସହ ଯିଏContinue reading “ଅଷ୍ଟ୍ରେଲିଆ ନା’ ଦକ୍ଷିଣ ଆଫ୍ରିକା? ଫାଇନାଲରେ କାହାକୁ ଭେଟିବ ଭାରତ?”

ରାଜଧାନୀ ଭୁବନେଶ୍ୱରରେ ଲଞ୍ଚ୍ ହେଲା ଡାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ପାର୍କିଂରେ ରଖି ଜାଣିପାରିବେ ଗାଡି ବାବଦରେ ସମସ୍ତ ତଥ୍ୟ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ଲଞ୍ଚ ହେଲା ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ଯେତେବେଳେ ଆପଣ ଆପଣଙ୍କ ଗାଡିକୁ ପାର୍କ କରି ଚାଲିଯାନ୍ତି, ଆପଣଙ୍କ ଗାଡି ସମ୍ବନ୍ଧରେ କିଛି ଜାଣି ପାରନ୍ତି ନାହିଁ କିମ୍ବା କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି, ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ ଏହି ସବୁ ଅସୁବିଧାର ସମାଧାନ ମିଳିବ ଅତି ସହଜରେ ଡ଼ାଡି’ସ୍ ରୋଡ କ୍ୟୁଆରContinue reading “ରାଜଧାନୀ ଭୁବନେଶ୍ୱରରେ ଲଞ୍ଚ୍ ହେଲା ଡାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ପାର୍କିଂରେ ରଖି ଜାଣିପାରିବେ ଗାଡି ବାବଦରେ ସମସ୍ତ ତଥ୍ୟ”

ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣା: ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ।

କନକ ବ୍ୟୁରୋ: ଶେଷରେ ସତ୍ୟର ଜୟ ହୋଇଛି । ଯାଜପୁରରୋଡର ସେ ଲୋମଟାଙ୍କୁରା ଘଟଣାରେ ରାୟ ପ୍ରକାଶ ପାଇଛି । ୨୦୨୦ ଯାଜପୁର ରୋଡ ଅଞ୍ଚଳରେ ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଗୁଣି ଗାରେଡି ସନ୍ଦେହରେContinue reading “ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣା: ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ।”

ପାଖରେ ନାହିଁ ଲାଇସେନ୍ସ କି ହେଲମେଟ । ବେଗୁନିଆ ବଜାର ଦେଇ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଛନ୍ତି ଛାତ୍ର

କନକ ବ୍ୟୁରୋ : ଟିକିଏ ଅବହେଳା ହୋଇପାରେ ମୃତ୍ୟୁର କାରଣ । ଏଭଳି କିଛି ଚିତ୍ର ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜରାସ୍ତାରେ ନାବାଳକଙ୍କ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବିନା ହେଲମେଟ ଓ ବିନା ଲାଇସେନ୍ସରେ ବେପରୁଆ ଗାଡ଼ିଚାଳନା ସେ ପୁଣି ସ୍କୁଲକୁ ନେଇ ଯାଉଥିବା ଘଟଣା । ଉଭୟ ଅଭିଭାବକ ଆଉ ସ୍କୁଲ କର୍ତୃପକ୍ଷଙ୍କ ଖାମଖିଆଲ ନିତିକୁ ପଦାରେ ପକାଇଛି ।Continue reading “ପାଖରେ ନାହିଁ ଲାଇସେନ୍ସ କି ହେଲମେଟ । ବେଗୁନିଆ ବଜାର ଦେଇ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଛନ୍ତି ଛାତ୍ର”

ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧ ସଦର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲେ ଶହ ଶହ ବିଜେପି କର୍ମୀ

କନକ ବ୍ୟୁରୋ : ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ସାରା ରାଜ୍ୟରେ ବ୍ଲକ , ମୁନସିପାଲିଟି ଓ ଏନଏସି ଘେରାଉ କରିଛି ବିଜେପି । ସଦର ବ୍ଲକ କାର୍ଯ୍ୟାଳୟକୁ ଆଜି ଘେରାଉ କରିଥିଲେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ । ନିର୍ବାଚନ ପୂର୍ବରୁ କୁସୁମ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ସମାବେଶ ଆୟୋଜନ କରାଯାଇଥିଲା ।Continue reading “ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧ ସଦର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲେ ଶହ ଶହ ବିଜେପି କର୍ମୀ”

ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି । ୨ ବର୍ଷ ହେଲାଣି ବିଛଣାରେ ପଡ଼ିଛନ୍ତି ସାନପୁଅ, ଚିକିତ୍ସା ପାଇଁ ସରିଆସିଲାଣି ସବୁ ଅର୍ଥ

କନକ ବ୍ୟୁରୋ : ଆଖିରୁ ଶୁଖୁନି ଲୁହ । ପୁଅର ଏଭଳି ଅବସ୍ଥା ଦେଖି ମା’ କୋହ ସମ୍ଭାଳି ପାରୁନି । ପୁଅ କେବେ ଠିକ୍ ହୋଇ ପୂର୍ବ ଭଳି କାମକୁ ଯିବ ସେ କଥା ଭାବି ଆଖିରୁ ସୁଖୁନି ଲୁହ । ବିଛଣାରେ ସଡ଼କ ଦୁର୍ଘଟଣାରେ ଶର୍ଯ୍ୟାସୟୀ ହୋଇ ପଡ଼ି ରହିଛି ସାନ ପୁଅ ସଂଜୟ । ପୁଅର ଯତ୍ନ ଏକା ନେବା ତାଙ୍କ ପାଖରେ ସମ୍ଭବ ହେଉନଥିବାରୁ ମଝିଆ ଭାଇ ସାଜିଛି ସାନ ଭାଈରContinue reading “ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି । ୨ ବର୍ଷ ହେଲାଣି ବିଛଣାରେ ପଡ଼ିଛନ୍ତି ସାନପୁଅ, ଚିକିତ୍ସା ପାଇଁ ସରିଆସିଲାଣି ସବୁ ଅର୍ଥ”

ଆସନ୍ତା ୨୦ ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି । ଜୋରସୋରରେ ଚାଲିଛି ପ୍ରସ୍ତୁତି

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜିଲ୍ଲାକୁ ଆସୁଛନ୍ତି । ଆଉ ରାଷ୍ଟ୍ରପତି ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି ଜନ୍ମମାଟି । ଏଥିପାଇଁ ସଜେଇ ହେଉଛି ସମଗ୍ର ଜିଲ୍ଲା । ମଝିରେ ମାତ୍ର ଦିନ କେଇଟା ଥିବାରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ଶହୀଦ ସ୍ମୃତି ଭବନ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଏହାକୁ ନୂଆ ରଂଗରେ ରଂଗା ଯାଉଛି । ରାସ୍ତାଘାଟର ମରାମତି ସହ ସଫେଇକୁ ଗୁରୁତ୍ୱ ଦିଆଯାଉଛିContinue reading “ଆସନ୍ତା ୨୦ ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି । ଜୋରସୋରରେ ଚାଲିଛି ପ୍ରସ୍ତୁତି”

ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

କନକ ବ୍ୟୁରୋ : ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇବା ଭଳି ଏହି ଚିତ୍ର, ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏଆଇ ସହାୟତାରେ ଯେତେବେଳେ ମଣିଷର ଚେହେରା ବଦଳି ଯାଉଛି, ସେତେବେଳେ ସାମାନ୍ୟ ଆଧାର କାର୍ଡ ସଂଯୋଗ କରିବା ପାଇଁ, ଜଣେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଯିବାକୁ କହିବା ଓ ତାପରେ ବୃଦ୍ଧା ଜଣଙ୍କ ଗୁରୁଣ୍ଡି ଗୁରୁଣ୍ଡି ଯିବା, ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁନ୍ଦରଗଡ କୁତ୍ରାContinue reading “ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ”

ନାସାରେ ଭାରତୀୟ ବଂଶୋଦ୍ଭବଙ୍କର ସଫଳତା , ପ୍ରସ୍ତୁତ କରିଛନ୍ତି ସାପ ସଦୃଶ୍ୟ ରୋବୋଟ

କନକ ବ୍ୟୁରୋ : ମହାକାଶ ବିଜ୍ଞାନ କ୍ଷେତ୍ରରେ ପୃଥିବୀର ସବୁ ରାଷ୍ଟ୍ର ପାଦେ ଆଗେଇବାକୁ ଚେଷ୍ଟା ଚଳେଇଛନ୍ତି । କିଛି ମିସନ ଫେଲ ହେଇଥିବା ବେଳେ କିଛି ଇତିହାସ ରଚୁଛି । ଦୁନିଆର ବିଭିନ୍ନ ଦେଶ ଟେକ୍ନୋଲୋଜିର ବ୍ୟବହାର କରି ଏପରି ନୂଆ ନୂଆ ଉପକରଣ ଉଦ୍ଭାବନ କରୁଛନ୍ତି ତାହା ଦେଖିବା ଓ ଶୁଣିବାକୁ ଯେତିକି ମଜାଳିଆ ସେତିକି ଉପଯୋଗୀ ମଧ୍ୟ । ଆମେରିକା ମହାକାଶ ସଂସ୍ଥା ‘ନାସା’ନିକଟରେ ଏକ ଭିନ୍ନ କିସମର ସାପ ସଦୃଶ୍ୟ ରୋବୋଟContinue reading “ନାସାରେ ଭାରତୀୟ ବଂଶୋଦ୍ଭବଙ୍କର ସଫଳତା , ପ୍ରସ୍ତୁତ କରିଛନ୍ତି ସାପ ସଦୃଶ୍ୟ ରୋବୋଟ”

Design a site like this with WordPress.com
Get started