କେଦାରନାଥ ମୌନୀ ବାବାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ପୂର୍ବରୁ ହିନ୍ଦୁଙ୍କ ମନ କିଣିବାକୁ ଚେଷ୍ଟା କରୁଥିବା ହେଉଛି ଚର୍ଚ୍ଚା ।

କନକ ବ୍ୟୁରୋ: ନିର୍ବାଚନ ଆସିଲେ ଜନତାଙ୍କୁ ନେତା ଦିଅନ୍ତି ଅନେକ ପ୍ରତିଶ୍ରୁତି । ଆମ ଦେଶର ରାଜନୀତିରେ ଏହା କିଛି ନୂଆ ନୁହେଁ । ଆଗକୁ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଅର୍ଥାତ ଏବେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଦୁଇଟି ଚିତ୍ର ଆମେ ଆପଣଙ୍କ ସାମ୍ନାରେ ରଖୁଛୁ । ଗୋଟିଏ ଛତିଶଗଡର ଚାଷContinue reading “କେଦାରନାଥ ମୌନୀ ବାବାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ପୂର୍ବରୁ ହିନ୍ଦୁଙ୍କ ମନ କିଣିବାକୁ ଚେଷ୍ଟା କରୁଥିବା ହେଉଛି ଚର୍ଚ୍ଚା ।”

ଚର୍ଚ୍ଚାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । କହିଲେ, ସାମ୍ବାଦିକତା ପେଶା ପାଇଁ ଲୋଡାନାହିଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତ

କନକ ବ୍ୟୁରୋ : ଭାରତର ପ୍ରମୁଖ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଆଇଆଇଏମସିର ମହା ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀଙ୍କ ଯୋଗ୍ୟତାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି, ସାମ୍ବାଦିକତାରେ କ୍ୟାରିଅର କରିବାକୁ ହେଲେ କୌଣସି ନିର୍ଦ୍ଧିଷ୍ଟ ଯୋଗ୍ୟତାର ଆବଶ୍ୟକତା ନାହିଁ। ଜୁଲାଇ ୨୦୨୦ରେ ସଞ୍ଜୟ ଦ୍ବିବେଦୀ ସରକାରଙ୍କ ଦ୍ୱାରା ଆଇଆଇଏମସି ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ହେଲେ ସେ ଏହି ପଦବୀ ପାଇଁ ସମସ୍ତ ଯୋଗ୍ୟତା ରଖୁContinue reading “ଚର୍ଚ୍ଚାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । କହିଲେ, ସାମ୍ବାଦିକତା ପେଶା ପାଇଁ ଲୋଡାନାହିଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତ”

ଶାମି ଯେବେ ୧୯ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ବାହାରିଥିଲେ !!! !!!!!!

ମହମ୍ମଦ ଶାମି: ମୁମ୍ବାଇରେ ଖେଳାଯାଇଥିବା ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୭ ୱିକେଟ୍ ନେଇ ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଶଂସକମାନଙ୍କ ମନରେ ଖୁସିର ଲହରୀ ଆଣିଦେଇଛନ୍ତି ।  ODI କ୍ରିକେଟରେ ଚତୁର୍ଥ ଥର ପାଇଁ ୫ ଟି  ୱିକେଟ୍ ନେଇ ଶାମି ପ୍ରଥମ ବୋଲର ଭାବେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ସେ ପ୍ରଥମ ଭାରତୀୟ ବୋଲର ଭାବେ ବିଶ୍ୱକପରେ ୫୦ ୱିକେଟ୍ ନେଇଛନ୍ତି । ଶାମି … ଶାମି … ଶାମି …Continue reading “ଶାମି ଯେବେ ୧୯ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ବାହାରିଥିଲେ !!! !!!!!!”

ରେଳ ଲାଇନରେ ପଡ଼ିଛି ୨ ଜଣଙ୍କ ମୃତଦେହ । ମିଳିନି ପରିଚୟ, ଦୁର୍ଘଟଣାରେ ମୃତ୍ୟୁ ନା ଆତ୍ମହତ୍ୟା ହୋଇନି ସ୍ପଷ୍ଟ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ଜରତି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ରେଳ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତନାଘନା ତଦନ୍ତ କରୁଛି । The post ରେଳ ଲାଇନରେ ପଡ଼ିଛି ୨ ଜଣଙ୍କ ମୃତଦେହ । ମିଳିନି ପରିଚୟ, ଦୁର୍ଘଟଣାରେ ମୃତ୍ୟୁ ନା ଆତ୍ମହତ୍ୟା ହୋଇନିContinue reading “ରେଳ ଲାଇନରେ ପଡ଼ିଛି ୨ ଜଣଙ୍କ ମୃତଦେହ । ମିଳିନି ପରିଚୟ, ଦୁର୍ଘଟଣାରେ ମୃତ୍ୟୁ ନା ଆତ୍ମହତ୍ୟା ହୋଇନି ସ୍ପଷ୍ଟ ।”

ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ଆଇଏମଡି ଡିଜି କହିଲେ, ଓଡ଼ିଶା ଉପରେ ପଡ଼ିବନି ସିଧାସଳଖ ପ୍ରଭାବ ।

କନକ ବ୍ୟୁରୋ: ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ୧୮ ତାରିଖ ସକାଳ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଓ ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ହେଲେ ଏହାର ପ୍ରଭାବରେ ଆଜିContinue reading “ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ଆଇଏମଡି ଡିଜି କହିଲେ, ଓଡ଼ିଶା ଉପରେ ପଡ଼ିବନି ସିଧାସଳଖ ପ୍ରଭାବ ।”

ରାଜସ୍ଥାନରେ ବିଜେପି ଜାରିକଲା ଘୋଷଣାପତ୍ର । ୪୫୦ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର, ୨.୫ ଲକ୍ଷ ନୂଆ ନିଯୁକ୍ତି

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ରାଜ୍ୟରେ ଘୋଷଣାପତ୍ର ଜାରି କରିଛି । ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଯେ, ରାଜ୍ୟର ୧ କୋଟି ଭୋଟରଙ୍କ ମତ ନେବା ପରେ ଦଳ ଏହି ଘୋଷଣାପତ୍ର ପ୍ରସ୍ତୁତ କରିଛି । କ’ଣ ରହିଛି ପ୍ରତିଶ୍ରୁତି ରାଜ୍ୟର ପ୍ରତି ଜିଲ୍ଲାରେ ମହିଳା ଥାନା ନିର୍ମାଣ ପ୍ରତି ଜିଲ୍ଲାରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ପିଲା ଜନ୍ମହେବା ପରେContinue reading “ରାଜସ୍ଥାନରେ ବିଜେପି ଜାରିକଲା ଘୋଷଣାପତ୍ର । ୪୫୦ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର, ୨.୫ ଲକ୍ଷ ନୂଆ ନିଯୁକ୍ତି”

‘ଓ’ ପଜିଟିଭ୍ ରୋଗୀଙ୍କୁ ଦେଇଦେଲେ ‘ବି’ ପଜିଟିଭ୍ ରକ୍ତ । ଗୁରୁତର ହେଲା ରୋଗୀଙ୍କ ଅବସ୍ଥା । ଯାଞ୍ଚ ପରେ ଜଣାପଡିଲା ସତ ।

କନକ ବ୍ୟୁରୋ: ‘ଓ’ ପଜିଟିଭ୍ ରୋଗୀଙ୍କୁ ଦିଆଗଲା ‘ବି’ ପଜିଟିଭ୍ ରକ୍ତ । ଭୁଲ ରକ୍ତ ଦେବା ଯୋଗୁ ଥରିଲା ରୋଗୀଙ୍କ ଦେହ । ଘଟଣା ଘଟିଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ । ଏମକେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟର ଭେଙ୍କେଟେଶ୍ୱର ବେହେରା ନାମକ ଜଣେ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରକ୍ତହୀନତା ଶିକାର ହୋଇଥିବାରୁ ତାଙ୍କୁ ତିନିଟି ରକ୍ତ ଆବଶ୍ୟକ ଥିଲା । ଦୁଇଟି ‘ଓ’ ପଜିଟିଭ୍ ରକ୍ତ ଦିଆଯିବା ପରେ ତୃତୀୟ ରକ୍ତ ‘ବି’ ପଜିଟିଭ୍Continue reading “‘ଓ’ ପଜିଟିଭ୍ ରୋଗୀଙ୍କୁ ଦେଇଦେଲେ ‘ବି’ ପଜିଟିଭ୍ ରକ୍ତ । ଗୁରୁତର ହେଲା ରୋଗୀଙ୍କ ଅବସ୍ଥା । ଯାଞ୍ଚ ପରେ ଜଣାପଡିଲା ସତ ।”

ଯୁଦ୍ଧ ଅପରାଧରେ ସମ୍ପୃକ୍ତି ପାଇଁ ସିରିଆ ରାଷ୍ଟ୍ରପତିଙ୍କ ବିରୋଧରେ ଫ୍ରାନ୍ସ ଗିରଫ ୱାରେଣ୍ଟ ଜାରି କରିଛି

ସିରିଆର ସାଧାରଣ ନାଗରିକଙ୍କ ଉପରେ ନିଷିଦ୍ଧ ରାସାୟନିକ ଅସ୍ତ୍ର ବ୍ୟବହାର ଉପରେ ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସଦ, ତାଙ୍କ ଭାଇ ମେହେର ଅଲ-ଅସଦ ଏବଂ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପାଇଁ ବୁଧବାର ଦିନ ୱାରେଣ୍ଟ ଜାରି କରାଯାଇଛି । ସେମାନଙ୍କ ବିରୋଧରେ ଜାରି ହେଇଥିବା ଗିରଫ ୱାରେଣ୍ଟ – ଯାହା ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧରେ ଜଟିଳତା ଏବଂ ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗକୁ ଦର୍ଶାଇଛି ।  ଅଗଷ୍ଟ ୨୦୧୩ ରେ ଡୁମାContinue reading “ଯୁଦ୍ଧ ଅପରାଧରେ ସମ୍ପୃକ୍ତି ପାଇଁ ସିରିଆ ରାଷ୍ଟ୍ରପତିଙ୍କ ବିରୋଧରେ ଫ୍ରାନ୍ସ ଗିରଫ ୱାରେଣ୍ଟ ଜାରି କରିଛି”

ଆଜି ହେବନି ଜଗମୋହନ ନାଟ ମଣ୍ଡପ ମରାମତି କାମ । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଯୋଗୁଁ ହେଲାନି କାମ । 

କନକ ବ୍ୟୁରୋ: ଆଜି ହେବନି ଜଗମୋହନ ନାଟ ମଣ୍ଡପ ମରାମତି କାମ । ଆଜି ହେବାକୁ ଥିବା ମରାମତି କାମକୁ ସ୍ଥଗିତ ରଖିଛି ଏଏସ୍ଆଇ । ଅପରାହ୍ନରେ ଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବ । ଏବେ କାର୍ତ୍ତିିକ ମାସ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ହେଉଛି । ତେଣୁ ଏହି ସମୟରେ ମରାମତି ହେବା ସମ୍ଭବପର ନୁହେଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ଲୋଡିଛି ଏଏସଆଇ । ଗରୁଡ଼ଙ୍କ ପାଖରୁ ଭିତରContinue reading “ଆଜି ହେବନି ଜଗମୋହନ ନାଟ ମଣ୍ଡପ ମରାମତି କାମ । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଯୋଗୁଁ ହେଲାନି କାମ । “

ବଢୁଛି ସିଏମସି ବିବାଦ । ୪ ଦିନ ହେଲା ଧାରଣାରେ ବିଜେପି, କଂଗ୍ରେସ କର୍ପୋରେଟର । ଆସୁନାହାଁନ୍ତି ମେୟର ଅବା କମିଶନର ।

କନକ ବ୍ୟୁରୋ: ବଢୁଛି ସିଏମସି ବିବାଦ । ୪ ଦିନ ହେଲା ଧାରଣା ବସିଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର । ସମାଧାନ ପାଇଁ ଆସୁନାହାଁନ୍ତି କଟକ ମେୟର ଅବା କମିଶନର । ଧାରଣାସ୍ଥଳରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତା । ବେଆଇନ ଜମି ହଡପ, ଶୌଚାଳୟ ବାବଦ ଖର୍ଚ୍ଚ ଓ ପିଣ୍ଡି ବଂଟନରେ ଅନିୟମିତତା ନେଇ କଟକ ମହାନଗର ନିଗମ ସମ୍ମୁଖରେ କଂଗ୍ରେସ-ବିଜେପି କର୍ପୋରେଟର ଏହି ଧାରଣା ଦେଇଛନ୍ତି । ପୂର୍ବତନContinue reading “ବଢୁଛି ସିଏମସି ବିବାଦ । ୪ ଦିନ ହେଲା ଧାରଣାରେ ବିଜେପି, କଂଗ୍ରେସ କର୍ପୋରେଟର । ଆସୁନାହାଁନ୍ତି ମେୟର ଅବା କମିଶନର ।”

Design a site like this with WordPress.com
Get started