କନକ ବ୍ୟୁରୋ: ରବିବାର ଭାରତ ସହ କିଏ ଖେଳିବ ଫାଇନାଲ୍ । ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା । କୋଲକାତାରେ ଇଡେନ୍ ଗାର୍ଡେନରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡ୍ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର । ୧୪ ଓଭରରେ ଦଳ ୪ ୱିକେଟ୍ ହରାଇ ୪୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ତେବେContinue reading “ଭାରତ ସହ କିଏ ଖେଳିବ ବିଶ୍ୱକପ୍ ଫାଇନାଲ୍? ଇଡେନ୍ ଗାର୍ଡେନରେ ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା”
Author Archives: Raghaba
ଗ୍ରୁପ ସଦସ୍ୟମାନେ ଆଉ ଭଏସ କଲ୍ ଦ୍ୱାରା ହେବେ ନାହିଁ ବିରକ୍ତି, ହ୍ୱାଟ୍ସଆପ ଆଣୁଛି ନୂଆ ଫିଚର୍ସ
କନକ ବ୍ୟୁରୋ : ହ୍ୱାଟ୍ସଆପରେ ଏବେ ଏକ ନୂଆ ଫିଚର୍ସ ଆସିବାକୁ ଯାଉଛି । ଯାହା ସାହାଯ୍ୟରେ ଉପଭୋକ୍ତାମାନଙ୍କ ବ୍ୟବହାର ଶୈଳିରେ ପରିବର୍ତ୍ତନ ହେବ । ଏହି ଫିଚର୍ସର ମୂଳ ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କର ଗୋପନୀୟତାକୁ ସୁରକ୍ଷିତ କରିବ । ଏହି ନୂତନ ହ୍ୱାଟ୍ସଆପ ଫିଚର୍ସ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ସୁବିଧା ମିଳିବ । ଏହା ହେଉଛି ହ୍ୱାଟ୍ସଅପର ନୂଆ ଭଏସ୍ ଚାଟ ଫିଚର୍ସ । ଏହି ନୂଆ ଫିଚର୍ସ ବଡ ବଡContinue reading “ଗ୍ରୁପ ସଦସ୍ୟମାନେ ଆଉ ଭଏସ କଲ୍ ଦ୍ୱାରା ହେବେ ନାହିଁ ବିରକ୍ତି, ହ୍ୱାଟ୍ସଆପ ଆଣୁଛି ନୂଆ ଫିଚର୍ସ”
ବିବାଦରେ ପୂର୍ବତନ ପାକିସ୍ତାନୀ କ୍ରିକେଟର: କହିଲେ ହରଭଜନ ନେବାକୁ ଚାହୁଁଥିଲେ ଇସଲାମ ଧର୍ମ, ଇଞ୍ଜିମାମଙ୍କ ବୟାନ ପରେ ରାଗିଗଲେ ଭଜି
କନକ ବ୍ୟୁରୋ: ଚଳିତ ବିଶ୍ୱକପରୁ ବିଦା ହୋଇ ସାରିଛି ପାକିସ୍ତାନ । ଖରାପ ପ୍ରଦର୍ଶନ ଯୋଗୁଁ ଗ୍ରୁପ ଷ୍ଟେଜରୁ ବାହାର ହେବାକୁ ପଡିଛି । ପାକିସ୍ତାନ ୯ ମ୍ୟାଚରୁ କେବଳ ୪ଟି ମ୍ୟାଚରେ ବିଜୟୀ ହୋଇ ୫ନମ୍ବର ସ୍ଥାନରେ ରହିଥିଲା । ତେବେ ପାକିସ୍ତାନର ଏଭଳି ପ୍ରଦର୍ଶନରେ ନିରାଶ ହୋଇଛନ୍ତି ପୂର୍ବତନ ପାକ୍ କ୍ରିକେଟରଙ୍କ ସମେତ ଫ୍ୟାନମାନେ । ଦଳର ଏଭଳି ପରାଜୟକୁ ହଜମ କରି ପାରୁନାହାନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ତେଣୁ ଏବେ ସେମାନେContinue reading “ବିବାଦରେ ପୂର୍ବତନ ପାକିସ୍ତାନୀ କ୍ରିକେଟର: କହିଲେ ହରଭଜନ ନେବାକୁ ଚାହୁଁଥିଲେ ଇସଲାମ ଧର୍ମ, ଇଞ୍ଜିମାମଙ୍କ ବୟାନ ପରେ ରାଗିଗଲେ ଭଜି”
୩ ଥର କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଏବେ ନାଁ ଶୁଣିଲେ ଭୟରେ ଥରୁଛନ୍ତି ବିରୋଧୀ । ଜାଣନ୍ତୁ ମହମ୍ମଦ ସାମିଙ୍କ ସହ ହୋଇଥିଲା କଣ?
କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ନିଜର ଘାତକ ବୋଲିଂ ବଳରେ ପ୍ରତିଟି ଭାରତୀୟଙ୍କ ନଜରରେ ଏବେ ହିରୋ ସାଜିଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ ହାସଲ କରି ଭାରତକୁ ଫାଇନାଲରେ ଏଣ୍ଟ୍ରି କରାଇଛନ୍ତି ସାମି । ଏହାସହ ଅନେକ ନୂଆ ରେକର୍ଡ ଓ ଇତିହାସ ନିଜ ନାଁରେ କରିଛନ୍ତି ଭାରତର ଏହି ଦ୍ରୁତ ବୋଲର । ବିଶ୍ୱକପରେ ନୂଆ ଇତିହାସ ରଚିବା ପୂର୍ବରୁ ସାମିଙ୍କୁ ଅନେକ ସଂଘର୍ଷର ସୀମା ପାର କରିବାକୁContinue reading “୩ ଥର କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଏବେ ନାଁ ଶୁଣିଲେ ଭୟରେ ଥରୁଛନ୍ତି ବିରୋଧୀ । ଜାଣନ୍ତୁ ମହମ୍ମଦ ସାମିଙ୍କ ସହ ହୋଇଥିଲା କଣ?”
ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ନିଯୁକ୍ତ ହେବେ ନିୟମିତ ନିର୍ଦ୍ଦେଶକ
କନକ ବ୍ୟୁରୋ: ହାଇକୋର୍ଟକୁ କ୍ଷମା ମାଗିଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ । ବ୍ୟକ୍ତିଗତ ହାଜର ହୋଇ ଅଦାଲତ ଅବମାନନା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ସରୋଜ କୁମାର ମିଶ୍ର । ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କେନ୍ଦ୍ରରେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ଦେବା ନେଇ କୋର୍ଟକୁ ଅବଗତ କରାଇଛନ୍ତି । ଆଇନଜୀବୀ ଚିତରଂଜନ ମହାନ୍ତିଙ୍କ ପକ୍ଷରୁ ଅଦାଲତ ଅବମାନନା ନେଇ ଆବେଦନ କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ରContinue reading “ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ନିଯୁକ୍ତ ହେବେ ନିୟମିତ ନିର୍ଦ୍ଦେଶକ”
ପ୍ଳିଜ ଆପଣ ଫାଇନାଲ ମ୍ଯାଚ ଦେଖିବେନି । କଣ ପାଇଁ ଫ୍ୟାନମାନେ ଏମିତି କହିଲେ ବିଗ ବି’ ଙ୍କୁ ?
ଅମିତାଭ ବଚ୍ଚନ ଏପରି ଏକ ଟୁଇଟ୍ କରିଛନ୍ତି ଯେ ଏହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା । ଏହି ଟୁଇଟରେ ଅମିତାଭ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ଫାଇନାଲ ମ୍ୟାଚ ନ ଦେଖିବା ପାଇଁ ନିବେଦନ କରୁଛନ୍ତି । ବିଗ୍ ବି’ ଙ୍କର ଏହି ଟ୍ୱିଟରେ କ’ଣ କହିଥିଲେ ? ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ସମଗ୍ର ଦେଶ ଉତ୍ସବ ପାଳନ କରିଥିଲାContinue reading “ପ୍ଳିଜ ଆପଣ ଫାଇନାଲ ମ୍ଯାଚ ଦେଖିବେନି । କଣ ପାଇଁ ଫ୍ୟାନମାନେ ଏମିତି କହିଲେ ବିଗ ବି’ ଙ୍କୁ ?”
ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ । ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଟେରସା ବାର୍ଲା ।
କନକ ବ୍ୟୁରୋ : ଖବର ବାଜିଲା ସହାୟତା ମିଳିଲା । ଗୁରୁଣ୍ଡି ଗୁରୁଣ୍ଡି ଆଧାର ଲିଙ୍କ କରିବାକୁ ଆସିଥିବା ବୃଦ୍ଧା ଟେରେସା ବାର୍ଲାଙ୍କୁ ମିଳିଲା ଟ୍ରାଇ-ସାଇକେଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ବୃଦ୍ଧାଙ୍କୁ ଟ୍ରାଇ-ସାଇକେଲ ପ୍ରଦାନ କରିଛି । ପୂର୍ବରୁ ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିନଥିଲେ ୬୮ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଅଧାବାଟରୁContinue reading “ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ । ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଟେରସା ବାର୍ଲା ।”
ଡାକ୍ତର ବିକୁଥିଲେ ଧଳାଜହର ।ଯାଜପୁରର ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ ।
କନକ ବ୍ୟୁରୋ : ଦାନ୍ତ ଡାକ୍ତର ବିକୁଥିଲେ ବ୍ରାଉନ୍ ସୁଗାର । ବିକ୍ରି ବେଳେ ମାଡି ବସିଲା ପୋଲିସ । ଯାଜପୁର ସହରର ଡାକ୍ତର ନିଗମାନନ୍ଦ ଖଟୁଆଙ୍କୁ ଗିରଫ କରିଛି ପୋଲିସ । ଡାକ୍ତରଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ୨୫ ଗ୍ରାମର ବ୍ରାଉନ ସୁଗର ଜବତ କରିଛି ଯାଜପୁର ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାର ମୂଲ୍ୟ ଅଢେଇ ଲକ୍ଷ୍ୟ ଟଙ୍କା ହେବ । ସୂଚନା ଅନୁସାରେ, ଦାନ୍ତ ଡାକ୍ତରContinue reading “ଡାକ୍ତର ବିକୁଥିଲେ ଧଳାଜହର ।ଯାଜପୁରର ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ ।”
ହସ୍ପିଟାଲ ଭିତରେ ହମାସର ଅସ୍ତ୍ରଶସ୍ତ୍ର ।ମେଡିକାଲ ଭିତରେ ଲୁଚି ରହି ଆକ୍ରମଣ କରୁଥିଲା ହମାସ । ପର୍ଦ୍ଦାଫାସ କଲା ଇସ୍ରାଏଲ ସେନା
କନକ ବ୍ୟୁରୋ: ଗାଜା ପଟିରେ ଥିବା ହମାସର ଅଲ ସିଫା ହସ୍ପିଟାଲରେ ଇସ୍ରାଏଲ ସେନା । ହସ୍ପିଟାଲରେ ହମାସର ମୁଖ୍ୟାଳୟ ଥିବା ଦାବି କରି ଆସୁଥିବା ଇସ୍ରାଏଲ ଏବେ ଭିଡିଓ ପ୍ରମାଣ ଜାରି କରିଛି । ସେନାଧିକାରୀ ହମାସର ଆଡ୍ଡା ଖୋଜି ବାହାର କରିବା ପରେ ଏହା ସ୍ଥିତି ସମ୍ବନ୍ଧରେ ଟିକିନିକି କରି ବୁଝାଉଛନ୍ତି । ଏପରିକି କିଛି ଭିଡିଓ ଜାରି କରି ଇସ୍ରାଏଲ କହିଛି ହସ୍ପିଟାଲ ଭିତରେ ହମାସ ସୁଡ଼ଙ୍ଗ ରହିଛି । ସୁଡ଼ଙ୍ଗରେ ଲାଗିଛିContinue reading “ହସ୍ପିଟାଲ ଭିତରେ ହମାସର ଅସ୍ତ୍ରଶସ୍ତ୍ର ।ମେଡିକାଲ ଭିତରେ ଲୁଚି ରହି ଆକ୍ରମଣ କରୁଥିଲା ହମାସ । ପର୍ଦ୍ଦାଫାସ କଲା ଇସ୍ରାଏଲ ସେନା”
୫୦୦ ବର୍ଷ ପରେ ଜାଗ୍ରତ ହେବ ଏହି ସୁପ୍ତ ଆଗ୍ନେୟଗିରି । ଘଟିବ ବିସ୍ଫୋରଣ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ
କନକ ବ୍ୟୁରୋ : ପୃଥିବୀ ପୃଷ୍ଠରେ ଅନେକ ଜ୍ୱାଳାମୁଖୀ ରହିଛି। କିଛି ଶାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜ୍ୱାଳାମୁଖୀର ଉଦ୍ଗିରଣ ସମୟ ନିକଟତର ହେଲାଣି ।ଅତୀତରେ ଇଟାଲୀର ପୋମ୍ପି ନାମକ ସହରକୁ ନଷ୍ଟ କରି ଦେଇଥବା ମାଉଣ୍ଟ ବେସୁବିୟସ ହେଉଛି ଇଟାଲୀର ପ୍ରମୁଖ ସକ୍ରିୟ ଜ୍ୱାଳାମୁଖୀ । ହେଲେ ବର୍ତ୍ତମାନ କେମ୍ପି ଫ୍ଲେଗ୍ରେରୀ ଅତି ଭୟଙ୍କର ହେବାରେ ଲାଗିଛି। ପ୍ରାୟ ୨୦୦ କିଲୋମିଟର ବିସ୍ତୃତ ଏହି ଜ୍ୱାଳାମୁଖୀ ଅଂଚଳରେ ଅନେକ ପୁରାତନ ସହର ଅବସ୍ଥାପିତContinue reading “୫୦୦ ବର୍ଷ ପରେ ଜାଗ୍ରତ ହେବ ଏହି ସୁପ୍ତ ଆଗ୍ନେୟଗିରି । ଘଟିବ ବିସ୍ଫୋରଣ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ”