କନକ ବ୍ୟୁରୋ:କନକ ନ୍ୟୁଜ ପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥାଇ ପର ଜମିରେ ମୂଲ ଲାଗୁଥିବା ଜାତୀୟ ସ୍ତରୀୟ ମେଡାଲ ହାସଲ କରି ଥିବା ଦୃଷ୍ଟି ବାଧିତ ପାରା ଆଥଲେଟ ନିକଟରେ ପହଚିଛି ନବରଙ୍ଗପୁର ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବାଣିଆ ଗ୍ରାମର ଦୃଷ୍ଟି ବାଧିତପାରା ଆଥେଲେଟ ଅର୍ଜୁନ ଭତ୍ରାଙ୍କ ବାଣିଆ ଗ୍ରାମ ସ୍ଥିତ ଘରେ ପହଞ୍ଚି ଅର୍ଜୁନଙ୍କ ବିଷୟରେ ସମସ୍ତContinue reading “କନକ ନ୍ୟୁଜ୍ ପ୍ରଭାବ । ଦୃଷ୍ଟି ବାଧିତ ପାରା ଆଥଲେଟ ନିକଟରେ ପହଚିଛି ନବରଙ୍ଗପୁର ପ୍ରଶାସନ । ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି ।”
Author Archives: Raghaba
କାର୍ଲିଫଣ୍ଣିଆରେ ଆମେରିକା ଓ ଚୀନ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ । ଶତ୍ରୁତା କମାଇ ମିତ୍ରତା ଅଭିମୁଖେ ବାଇଡେନ ଓ ଜିନପିଙ୍ଗ ।
କନକ ବ୍ୟୁରୋ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଶତ୍ରୁତା ଭୁଲି ଦୁଇ ଦେଶ ଗୋଟିଏ ଟେବୁଲରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ପରସ୍ପର ହାତ ମିଳାଇଛନ୍ତି । ବୁଧବାର କାଲିଫର୍ଣ୍ଣିିଆରେ ଆୟୋଜିତ ଉଚ୍ଚ ସ୍ତରୀୟ ବୈଠକରେ ଉଭୟ ନେତା ନିଜ ଦେଶକୁ ବିବାଦରୁ ଦୂରେଇ ରଖିବାକୁ ପ୍ରତିଶୃତି ଦେଇଛନ୍ତି । ନିକଟ ଅତୀତରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଅନେକContinue reading “କାର୍ଲିଫଣ୍ଣିଆରେ ଆମେରିକା ଓ ଚୀନ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ । ଶତ୍ରୁତା କମାଇ ମିତ୍ରତା ଅଭିମୁଖେ ବାଇଡେନ ଓ ଜିନପିଙ୍ଗ । “
ସମୟ ଗଡୁଛି, ବଢ଼ୁଛି ଆଶଙ୍କା । ୫ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ଅଧର୍ଯ୍ୟ ହେଲେ ଶ୍ରମିକଙ୍କ ସର୍ମ୍ପକୀୟ ।
କନକ ବ୍ୟୁରୋ: ୧୦୦ ଘଣ୍ଟ ବିତିଲାଣି । ଉତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ପହଞ୍ଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଜି ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଆଶା ଉଜ୍ଜୀବିତContinue reading “ସମୟ ଗଡୁଛି, ବଢ଼ୁଛି ଆଶଙ୍କା । ୫ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ଅଧର୍ଯ୍ୟ ହେଲେ ଶ୍ରମିକଙ୍କ ସର୍ମ୍ପକୀୟ ।”
ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପର ହେବ ମରାମତି । ସହଯୋଗ ଯୋଗାଇଦେବ ମନ୍ଦିର ପ୍ରଶାସନ, ୧୨୦ ଦିନରେ ଶେଷ ହେବ କାର୍ଯ୍ୟ ।
କନକ ବ୍ୟୁରୋ: ଆଜିଠୁ ପୁରୀ ଜଗମୋହନ ନାଟ ମଣ୍ଡପ ମରାମତି ଆରମ୍ଭ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୫ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲେ ଏଏସଆଇ । ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବରରେ ମାମଲାର ପରର୍ବତୀ ଶୁଣାଣୀ ହେବ । ପ୍ରତି ୧୫ ଦିନ ବ୍ୟବଧାନରେ ମରାମତି ଅଗ୍ରଗତି ରିପୋର୍ଟ ହାଇକୋର୍ଟକୁ ଜଣାଇବେ ଆମିକସ କ୍ୟୁରୀ । The post ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପରContinue reading “ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପର ହେବ ମରାମତି । ସହଯୋଗ ଯୋଗାଇଦେବ ମନ୍ଦିର ପ୍ରଶାସନ, ୧୨୦ ଦିନରେ ଶେଷ ହେବ କାର୍ଯ୍ୟ ।”
ବୈଶାଳୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ । ଇଟାୱା ନିକଟରେ ଲାଗିଲା ନିଆଁ । ଦିଲ୍ଲୀରୁ ସହରସା ଯାଉଥିଲା ଟ୍ରେନ୍ । ୧୯ ଯାତ୍ରୀ ଆହତ ।
କନକ ବ୍ୟୁରୋ: ୧୨ ଘଣ୍ଟା ଭିତରେ ଉତ୍ତରପ୍ରଦେଶର ଇଟାୱାର ଦୁଇଟି ଟ୍ରେନ୍ରେ ଅଗ୍ନିକାଣ୍ଡ । ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ । ଦିଲ୍ଲୀରୁ ସହରସା ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଏସ୍-୬ ବଗିରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିଯିବାରୁ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା କରିବା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବା ପରେ ଟ୍ରେନରୁ ଲୋକେ ଡେଇଁContinue reading “ବୈଶାଳୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ । ଇଟାୱା ନିକଟରେ ଲାଗିଲା ନିଆଁ । ଦିଲ୍ଲୀରୁ ସହରସା ଯାଉଥିଲା ଟ୍ରେନ୍ । ୧୯ ଯାତ୍ରୀ ଆହତ ।”
ଟିମ୍ ଇଣ୍ଡିଆ ପାଇଁ ପୁଣି ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେଲେ ସାମି । ପେଶ୍ ଓ ସୁଇଂ ବେଳରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ କଲେ ଘାଇଲା, ୫୭ ରନରେ ନେଲେ ୭ଟି ୱିକେଟ
କନକ ବ୍ୟୁରୋ: ପୁଣି ଟିମ୍ ଇଣ୍ଡିଆ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛନ୍ତି ମହମ୍ମଦ ସାମି । ସେମିଫାଇନାଲରେ କିୱି ବ୍ୟାଟରଙ୍କୁ ନିଜର ଜବରଦସ୍ତ ସୁଇଂ ଓ ପେସ୍ ଦ୍ୱାରା ଘାଇଲା କରିଛନ୍ତି ସାମି । କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ଭାରତକୁ ଦେଇଛନ୍ତି ଜବରଦସ୍ତ ବିଜୟ । ବିଜୟ ସହ ଫାଇନାଲରେ ପହଂଚିଛି ଭାରତ । ୫୭ ରନ୍ ଦେଇ ୭ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।Continue reading “ଟିମ୍ ଇଣ୍ଡିଆ ପାଇଁ ପୁଣି ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେଲେ ସାମି । ପେଶ୍ ଓ ସୁଇଂ ବେଳରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ କଲେ ଘାଇଲା, ୫୭ ରନରେ ନେଲେ ୭ଟି ୱିକେଟ”
ମାତ୍ର ପାଦେ ଦୂରରେ ଭାରତର ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ପରାଜୟର ପ୍ରତିଶୋଧ ସହ ବିଶ୍ୱକପ୍ ଫଇନାଲରେ ଭାରତ ।
କନକ ବ୍ୟୁରୋ: ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ମୁମ୍ବାଇରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଐତିହାସିକ ବିଜୟରେ ବିରାଟ କୋହଲି, ଶ୍ରେୟସ ଆୟାର ଓ ମହମ୍ମଦ ସାମିଙ୍କ ପ୍ରମୁଖ ଭୂମିକା ରହିଥିଲା । କୋହିଲ ଓ ଆୟାର ଶତକ ମାରିଥିବାବେଳେ ସାମି ୭ଟି ୱିକେଟ ନେଇଥିଲେ । ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା । ଆଉ ୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇ ବଦଲା ନେଇଛି ଭାରତ ।Continue reading “ମାତ୍ର ପାଦେ ଦୂରରେ ଭାରତର ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ପରାଜୟର ପ୍ରତିଶୋଧ ସହ ବିଶ୍ୱକପ୍ ଫଇନାଲରେ ଭାରତ ।”
ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ବହିବ ପବନ ।
କନକ ବ୍ୟୁରୋ: ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଦକ୍ଷିଣପୂର୍ବ ପାଶ୍ୱର୍ବର୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆଜି ୨୦ରୁ ଅଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପବନର ବେଗ ଘଂଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ । ସେଥିପାଇଁ ସମସ୍ତ ବନ୍ଦରContinue reading “ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ବହିବ ପବନ ।”
ସାମିଙ୍କ ଦୁର୍ଦ୍ଦଶ ବୋଲିଂ: ୭୦ ରନରେ ହାରିଲା ନ୍ୟୁଜିଲାଣ୍ଡ, ଫାଇନାଲ ଗଲା ଭାରତ
କନକ ବ୍ୟୁରୋ: ୨୦୨୩ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ଆଜି ୭୦ ରନରେ ହରାଇ ଭାରତ ଫାଇନାଲ ଟିକେଟ ହାସଲ କରିଛି । ମହମ୍ମଦ ସାମିଙ୍କ ଦୁର୍ଦ୍ଦଶ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଛି ନ୍ୟୁଜିଲାଣ୍ଡ ଦଳ । ସାମି ୭ ୱିକେଟର ସଫଳତା ହାସଲ କରିଛନ୍ତି । ତେବେ ଭାରତ ଏବେ ୧୯ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳିବ । ଏହି ମ୍ୟାାଚରେ ଭାରତ ଟସ ଜିତି ପ୍ରଥମେContinue reading “ସାମିଙ୍କ ଦୁର୍ଦ୍ଦଶ ବୋଲିଂ: ୭୦ ରନରେ ହାରିଲା ନ୍ୟୁଜିଲାଣ୍ଡ, ଫାଇନାଲ ଗଲା ଭାରତ”
ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ ମଧ୍ୟପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ପାଇଁ ୨ୟ ପର୍ଯ୍ୟାୟ ଭୋଟ
କନକ ବ୍ୟୁରୋ: ମଧ୍ୟପ୍ରଦେଶ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ଜୋରଦାର ହେଇଛି ନିର୍ବାଚନୀ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେବିୱେଟ୍ ଚେହେରା । ଶେଷଦିନରେ ଉଭୟ ଦଳ ନିଜ ସବୁ ଶକ୍ତି ଲଗାଇ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅଶୋକ ଗେହଲଟ ପ୍ରଚାର କରିଥିବାContinue reading “ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ ମଧ୍ୟପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ପାଇଁ ୨ୟ ପର୍ଯ୍ୟାୟ ଭୋଟ”