‘ସାହାରାଶ୍ରୀ’ ସୁବ୍ରତ ରୟ: ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ

କନକ ବ୍ୟୁରୋ: ବିଶିଷ୍ଟ ବ୍ୟବସାୟୀ ସୁବ୍ରତ ରୟଙ୍କ ୭୫ ବର୍ଷ ବୟସରେ ପରଲୋକ । ମଙ୍ଗଳବାର ରାତିରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ସାହାରା ଗ୍ରୁପ୍ର ମୁଖିଆ ସୁବ୍ରତ ରୟ ଗତ କିଛି ଦିନରୁ ରୋଗାଗ୍ରସ୍ତ ଥିଲେ । ମୁମ୍ବାଇର ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ମୃତ୍ୟୁ ପରେ ସୁବ୍ରତ ରୟଙ୍କ ବ୍ୟବସାୟିକ ଯାତ୍ରାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚର୍ଚ୍ଚା ହେବନି ବା କାହିଁ, ସାଇକେଲContinue reading “‘ସାହାରାଶ୍ରୀ’ ସୁବ୍ରତ ରୟ: ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ”

ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା: ଖୋଜିଖୋଜି ହମାସକୁ କରୁଛି ହତ୍ୟା

କନକ ବ୍ୟୁରୋ: ଯୁଦ୍ଧ ପହଁଚିଛି ୩୯ଦିନରେ । ଦୁର୍ବଳ ହେଉଛି ହମାସ, ଆଗେଇ ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲ ଅଲଶିଫାରେ ପଶିଛି ଆଇଡିଏଫ । ପଣବନ୍ଦୀଙ୍କୁ ମୁକୁଳାଇ ହମାସକୁ ନିପାତ କରିବାକୁ ଲକ୍ଷ୍ୟ ରଖିଛି । ଏବେ ସୁଦ୍ଧା ଯୁଦ୍ଧରେ ୧୨ହଜାର ନାଗରିକଙ୍କ ପ୍ରାଣହାନି ହୋଇଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛି ଶିଶୁ ଓ ମହିଳାଙ୍କ ସଂଖ୍ୟା । କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟContinue reading “ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା: ଖୋଜିଖୋଜି ହମାସକୁ କରୁଛି ହତ୍ୟା”

ସମୟ ଗଡୁଛି, ଆଶଙ୍କା ବଢ଼ୁଛି: ୪ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ

କନକ ବ୍ୟୁରୋ: ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ୪ଦିନ ହେବ ଟନେଲରେ ଫଶିରହିଥିବା ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ସବୁ ଚେଷ୍ଟା ଚାଲିଛି । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉତରାଖଣ୍ଡରେ ପହଁଚିଛି ଅତ୍ୟାଧୁନିକ ମେସିନ । କିଛି ଘଂଟା ଭିତରେ ମିସନ ସଫଳତାର ଶେଷ ହେବ ବୋଲି ଆଶା କରାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ଦେଖି ଧର୍ଯ୍ୟହରା ହୋଇପଡିଛନ୍ତି ଶ୍ରମିକଙ୍କ ପରିବାର । ଟନେଲContinue reading “ସମୟ ଗଡୁଛି, ଆଶଙ୍କା ବଢ଼ୁଛି: ୪ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ”

ପାକିସ୍ତାନ ଟିମକୁ ବଡ ଝଟକା । ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ ।

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ନୈରାଶଜନକ ପ୍ରଦର୍ଶନ ପରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବୁଧବାର ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ଟିମ୍ ଏଥର ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିବା ପରେ ବାବରଙ୍କ କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉଠିଥିଲା । ଏମିତି କି ବାବର ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ରନ୍ ସ୍କୋର କରିପାରିନଥିଲେ । ଯାହାପରେ ବାବର ଆଜମ୍ ଆଜି ଏହି ନିଷ୍ପତ୍ତିContinue reading “ପାକିସ୍ତାନ ଟିମକୁ ବଡ ଝଟକା । ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ ।”

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ । ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ରାଶି । କ୍ରୀଡା ବିଭାଗ କଲା ବଡ ଘୋଷଣା ।

କନକ ବ୍ୟୁରୋ: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ଭ । କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟସରକାର । ଏଥିସହ ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଦେବା ପାଇଁ ବିଜ୍ଞାପନ ଜରିଆରେ ଘୋଷଣା କରିଛି କ୍ରୀଡାବିଭାଗ । କ୍ରିକେଟ,ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ୍ ଭଳି ଖେଳରେ କମ୍ପିବ ଗାଁଠୁ ସହର । ଏଥିପାଇଁ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ,Continue reading “ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ । ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ରାଶି । କ୍ରୀଡା ବିଭାଗ କଲା ବଡ ଘୋଷଣା ।”

ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ବଢ଼ିଲା ବିବାଦ । ସେବାୟତ କହିଲେ, ଜଗନ୍ନାଥ ଖାଆନ୍ତି ପାନ । ଉଠିଲା ପ୍ରଶ୍ନ, ପାନ ଛାଡିବେ ତ ସେବାୟତ ?

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପାନ, ଗୁଟଖା ସେବନକୁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଥିବା ବେଳେ ପାନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଦଇତାପତି ନିଯୋଗର ସଭାପତି । ରାମକୃଷ୍ଣ ଦାସ ମହାପାତ୍ରଙ୍କ ଯୁକ୍ତି ହେଉଛି, ଠାକୁରଙ୍କ ନିକଟରେ ପାନ ଲାଗି ହେଉଛି । ତେଣୁ ପାନ ବନ୍ଦ କରିବା ବଦଳରେ ଛେପ ପକାଇବାର ବ୍ୟବସ୍ଥା କରାଯାଉ । ଯଦିଓ ଖୁଟଖା, ଜର୍ଦା ଭଳି ସମାଗ୍ରୀକୁ ସେ ମୁକ୍ତକଣ୍ଠରେ ବିରୋଧ କରିଛନ୍ତି ଏବଂ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଛନ୍ତି,Continue reading “ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ବଢ଼ିଲା ବିବାଦ । ସେବାୟତ କହିଲେ, ଜଗନ୍ନାଥ ଖାଆନ୍ତି ପାନ । ଉଠିଲା ପ୍ରଶ୍ନ, ପାନ ଛାଡିବେ ତ ସେବାୟତ ?”

ଜମି ବିକ୍ରି କରିପାରିବେ ଆଦିବାସୀ । କ୍ୟାବିନେଟର ନିଷ୍ପତି ପରେ ତେଜିଲା ରାଜନୀତି

କନକ ବ୍ୟୁରୋ: ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଣିକି ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ରାଜ୍ୟContinue reading “ଜମି ବିକ୍ରି କରିପାରିବେ ଆଦିବାସୀ । କ୍ୟାବିନେଟର ନିଷ୍ପତି ପରେ ତେଜିଲା ରାଜନୀତି”

କୋଶଳ ରାଜ୍ୟ ପ୍ରସଙ୍ଗରେ ନରସିଂହ-ଖାରବେଳ କଥା କଟାକଟି । ନରସିଂହଙ୍କ ଅଭିଯୋଗ ପରେ କଟାକ୍ଷ କଲେ ଖାରବେଳ

କନକ ବ୍ୟୁରୋ: କଳାକାରଙ୍କ କଳି ସମ୍ପୂର୍ଣ୍ଣ ଥମି ନଥିଲେ ବି ଯେତିକି ଜୋରରେ ଚାଲିଥିିଲା ସେତିକି ଜୋରରେ ଆଉ ଚାଲିନି । କିନ୍ତୁ କଳାକାରଙ୍କ କଳି ଭିତରେ ପଶିଥିବା ରାଜନୀତି ଥମିବାର ନାଁ ନେଉନି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୁଣି ଥରେ କୋଶଳ ରାଜ୍ୟ କଥା ଉଠାଇ ବିବାଦକୁ ଉଖାରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଥମି ଆସୁଥିବା କଳାକାରଙ୍କ କଳି ଭିତରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କContinue reading “କୋଶଳ ରାଜ୍ୟ ପ୍ରସଙ୍ଗରେ ନରସିଂହ-ଖାରବେଳ କଥା କଟାକଟି । ନରସିଂହଙ୍କ ଅଭିଯୋଗ ପରେ କଟାକ୍ଷ କଲେ ଖାରବେଳ”

ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ଜମାକାରୀ । କେମିିତି ଫେରିପାଇବେ ଜମା ଟଙ୍କା ବଢ଼ିଲା ଆଶଙ୍କା । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

କନକ ବ୍ୟୁରୋ: ସାହାରା ଜମାକାରୀ ଫେରିପାଇବେ ତ ଟଙ୍କା? ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ପରେ କିଛି ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସିରହିଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ପୋର୍ଟାଲ ଖୋଲି କ୍ଷୁଦ୍ର ଜମାକାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ଏବେ କମ୍ପାନୀ ମୁଖ୍ୟଙ୍କContinue reading “ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ଜମାକାରୀ । କେମିିତି ଫେରିପାଇବେ ଜମା ଟଙ୍କା ବଢ଼ିଲା ଆଶଙ୍କା । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ”

ସାରାଦେଶରେ କ୍ରିକେଟ ଫିଭର । ଟିଭି ପରଦାରେ ଅଟକିଛି ସମସ୍ତଙ୍କ ନଜର । ଚା ଖଟିଠୁ ହୋଟେଲ ପର୍ଯ୍ୟନ୍ତ ସବୁଠି ଚାଲିଛି ଚର୍ଚ୍ଚା

କନକ ବ୍ୟୁରୋ: ସାରାଦେଶରେ କ୍ରିକେଟର ଫିଭର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳିଥିଲା ଗୋଟିଏ ଦୃଶ୍ୟ । କ୍ରିକେଟ ଖେଳ ଦେଖିବା ପାଇଁ ଟିଭି ଆଗରେ ଲାଗିଥିଲା ଭିଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମେତ ଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କ ନଜର ଟିଭି ପରଦା ଉପରେ ଅଟକି ଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଆଗରେ ବିଶାଳ ରନର ଟାର୍ଗେଟ ଦେବା ପରେ ଖୁସିରେContinue reading “ସାରାଦେଶରେ କ୍ରିକେଟ ଫିଭର । ଟିଭି ପରଦାରେ ଅଟକିଛି ସମସ୍ତଙ୍କ ନଜର । ଚା ଖଟିଠୁ ହୋଟେଲ ପର୍ଯ୍ୟନ୍ତ ସବୁଠି ଚାଲିଛି ଚର୍ଚ୍ଚା”

Design a site like this with WordPress.com
Get started