କନକ ବ୍ୟୁରୋ: ଯାହାକୁ ନିଜର ଆଦର୍ଶ ମାନି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ, ସେହି ଖେଳାଳିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ବିରାଟ କୋହଲି । ଆଉ ତା’ ପୁଣି ସେହି ଖେଳାଳିଙ୍କ ସାମ୍ନାରେ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକକୁ ପଛରେ ପକାଇଛନ୍ତି ବିରାଟ୍ କୋହଲି । ହାସଲ କରିଛନ୍ତି କ୍ୟାରିୟରର ୫୦ତମ ଶତକ । ସବୁଠାରୁ ବଡ଼ କଥା ହେଉଛି, ଗ୍ରାଉଣ୍ଡରେ ସଚିନଙ୍କ ଉପସ୍ଥିତିରେ ହିଁ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲିContinue reading “‘କୋହଲି’ କମାଲ । ଭାଙ୍ଗିଲେ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ । ମାରିଲେ ୫୦ ଦିନିକିଆ ଶତକ”
Author Archives: Raghaba
ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ: ନିଆଁ ଲାଗିବା ଦେଖି ତଳକୁ ଡେଇଁଲେ ଲୋକେ
କନକ ବ୍ୟୁରୋ: ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନରେ ନିଆଁ । ଗୋଟିଏ ବଗି ଜଳିପୋଡି ପାଉଁଶ । ଏକ୍ସପ୍ରେସ ଟ୍ରେନର ଅନ୍ୟ ବଗିକୁ ବ୍ୟାପୁଛି ନିଆଁ । ନିଆଁ ଲାଗିବା ଦେଖି ତଳକୁ ଡେଇଁଲେ ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛି । ସେପଟେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଉତ୍ତରପ୍ରଦେଶର ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।Continue reading “ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ: ନିଆଁ ଲାଗିବା ଦେଖି ତଳକୁ ଡେଇଁଲେ ଲୋକେ”
ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ୩୯୭ ରନ କଲା ଭାରତ, ନ୍ୟୁଜିଲାଣ୍ଡକୁ ୩୯୮ ରନ ଟାର୍ଗେଟ
କନକ ବ୍ୟୁରୋ: ଆଜି ପ୍ରଥମ ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଶ୍ରେୟାସ ଆୟର ଆଉ ବିରାଟ କୋହଲି ଦମଦାର ଶତକ ହାସଲ କରିଥିଲେ । ଫଳରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ଏକ ବିଶାଳ ସ୍କୋର ଛିଡା କରିପାରିଛି । ଭାରତ ୩୯୭ ରନ କରିଛି । ଫଳରେ ନ୍ୟୁଜିଲାଣ୍ଡ ଆଗରେ ଏବେ ୩୯୮ ରନର ଟାର୍ଗେଟ ରହିଛି । ନ୍ୟୁଜିଲାଣ୍ଡକୁ ଏବେ ଜିତିବାକୁ ହେଲେ ଏହି ବିଶାଳ ବିଜୟ ଲକ୍ଷ୍ୟକୁContinue reading “ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ: ୩୯୭ ରନ କଲା ଭାରତ, ନ୍ୟୁଜିଲାଣ୍ଡକୁ ୩୯୮ ରନ ଟାର୍ଗେଟ”
ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ: ସେମିଫାଇନାଲରେ ଭାରତ ପାଇଁ ଦ୍ୱିତୀୟ ଶତକ ହାସଲ କଲେ ଆୟର
କନକ ବ୍ୟୁରୋ: ପ୍ରଥମ ସେମିଫାଇଲାନରେ ଭାରତର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଭାରତ ପକ୍ଷରୁ ଆଜି ଦୁଇ ଦୁଇଟି ଶତକ ଦେଖିବାକୁ ମିଳିଛି । ପ୍ରଥମେ ବିରାଟ କୋହଲି ଶତକ ହାସଲ କରିଥିବା ବେଳେ ଏବେ ଶ୍ରେୟାସ ଆୟର ୬୭ ବଲରୁ ବିସ୍ଫୋରକ ଶତକ ହାସଲ କରିଛନ୍ତି । ୮ ଛକା ୩ ଚୌକା ସହ ସେ ଏହି ଶତକ ପୂରଣ କରିଛନ୍ତି । ଏହାସହ ଭାରତ ଏବେ ଏକ ବଡ ସ୍କୋର ଅଭିମୁଖେ ରହିଛିContinue reading “ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ: ସେମିଫାଇନାଲରେ ଭାରତ ପାଇଁ ଦ୍ୱିତୀୟ ଶତକ ହାସଲ କଲେ ଆୟର”
ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । କେନ୍ଦ୍ରୀୟ ଯୋଜନାରେ ସ୍କୁଲ ଖୋଲିବା ପାଇଁ ଲେଖିଲେ ଚିଠି
କନକ ବ୍ୟୁରୋ: ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ପାଇଁ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମଓୟୁ କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ, ଅକ୍ଟୋବର ୯ ଓ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ବର୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପାଇଁContinue reading “ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । କେନ୍ଦ୍ରୀୟ ଯୋଜନାରେ ସ୍କୁଲ ଖୋଲିବା ପାଇଁ ଲେଖିଲେ ଚିଠି”
ଭାଙ୍ଗିଲା ସଚିନ ତେନ୍ଦୁଲକରଙ୍କ ରେକର୍ଡ । କୋହଲି ମାରିଲେ ୫୦ ତମ ଶତକ । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା
କନକ ବ୍ୟୁରୋ: କିଙ୍ଗ୍ କୋହଲିଙ୍କ ଆଉ ଏକ ରେକର୍ଡ । ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୫୦ତମ ଶତକ । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ କୋହଲି ପୁଣି ଏକ ଶତକ ମାରିବା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି । ଖାଲି ସେତିକିContinue reading “ଭାଙ୍ଗିଲା ସଚିନ ତେନ୍ଦୁଲକରଙ୍କ ରେକର୍ଡ । କୋହଲି ମାରିଲେ ୫୦ ତମ ଶତକ । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା”
ବିଜେପିର ଜନଆକ୍ରୋଶ ଆନ୍ଦୋଳନ । ବେତନଟୀ ବ୍ଲକ ଘେରାଉ କଲେ ବିଜେପି କର୍ମୀ । ଦୁର୍ନୀତି ବିରୋଧରେ କଲେ ସ୍ୱର ଉତ୍ତୋଳନ ।
କନକ ବ୍ୟୁରୋ: ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ସମଗ୍ର ରାଜ୍ୟରେ ହେଉଥିବା ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର ଆଦି ଅନୀତିକର ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହି ଆକ୍ରୋଶ ଆନ୍ଦୋଳନ ଜାରି ରଖିଛି ବିଜେପି । ସରକାରଙ୍କ ମିଛ ବିକାଶ ପ୍ରଚାର ଅଭିଯୋଗ କରି ବ୍ଲକ୍ ଓ ପଞ୍ଚାୟତସ୍ତରରେ ଗର୍ଜନ କରୁଛି ବିଜେପି । ବେକାରୀ ସମସ୍ୟାରୁ ପିସି କାରବାର, ଆଇନଶୃଙ୍ଖଳାରୁ ନେଇ ଆବାସ ଘୋଟଲା, ଦୁର୍ନୀତିର ଲମ୍ବା ଚିଠାContinue reading “ବିଜେପିର ଜନଆକ୍ରୋଶ ଆନ୍ଦୋଳନ । ବେତନଟୀ ବ୍ଲକ ଘେରାଉ କଲେ ବିଜେପି କର୍ମୀ । ଦୁର୍ନୀତି ବିରୋଧରେ କଲେ ସ୍ୱର ଉତ୍ତୋଳନ ।”
ହେମୋଗ୍ଲୋବିନର ଅଭାବ ହେତୁ ଦୁର୍ବଳ ଅନୁଭବ କରୁଛନ୍ତି କି ? ଏମିତି କରନ୍ତୁ , ମିଳିବ ଆରାମ
ହେମୋଗ୍ଲୋବିନ୍ ରକ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ । ଏଥି ସହିତ, ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଏହା ଅମ୍ଳଜାନ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ କହିବୁ ହେମୋଗ୍ଲୋବିନର ଅଭାବକୁ ଦୂର କରିବା ପାଇଁ କଣ କରିବା ଉଚିତ ? ସୁସ୍ଥ ଶରୀର ବଜାୟ ରଖିବା ପାଇଁ ରକ୍ତରେ ହେମୋଗ୍ଲୋବିନର ମାତ୍ରା ଠିକ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣContinue reading “ହେମୋଗ୍ଲୋବିନର ଅଭାବ ହେତୁ ଦୁର୍ବଳ ଅନୁଭବ କରୁଛନ୍ତି କି ? ଏମିତି କରନ୍ତୁ , ମିଳିବ ଆରାମ”
କୋହଲିଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୨ଶହ ପାର୍ । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୨୧୭ ତମ ଅର୍ଦ୍ଧଶତକ ।
କନକ ବ୍ୟୁରୋ: ବିଶ୍ୱକପ୍ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ୍ କୋହଲି । ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୨୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯାହାକି ଏକ ରେକର୍ଡ । ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦମଦାର ଆରମ୍ଭ କରିଥିଲେ ଦୁଇContinue reading “କୋହଲିଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୨ଶହ ପାର୍ । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୨୧୭ ତମ ଅର୍ଦ୍ଧଶତକ ।”
ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବି । ଛତ୍ରପୁରରେ ଏକାଠି ହେଲେ ହଜାର ହଜାର ଚାଷୀ । ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର ।
କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା ଦାବି ତେଜିବାରେ ଲାଗିିଛି । ଜିଲ୍ଲାର କମ୍ ବର୍ଷା ଯୋଗୁଁ ବିଭିନ୍ନ ବ୍ଲକରେ ଚାଷ ଜମି ଫାଟି ଆଁ କରିଛି । ଧାନ ଗଛ ପୋଡି ଗଲାଣି, ତେଣୁ ତୁରନ୍ତ ମରୁଡି ଘୋଷଣା କରିବା ଦାବିରେ ଆଜି ଛତ୍ରପୁରରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ଶୋଭାଯାତ୍ରା କରି ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ସହ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତିContinue reading “ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବି । ଛତ୍ରପୁରରେ ଏକାଠି ହେଲେ ହଜାର ହଜାର ଚାଷୀ । ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର ।”