କନକ ବ୍ୟୁରୋ : ମ୍ୟାଚ୍ ମଝିରେ ଭାରତକୁ ଝଟକା । କ୍ରିଜରେ ଜମି ଆସୁଥିବା ବେଳେ ରିଟାୟର୍ଡ ହର୍ଟ ହେଲେ ଭାରତୀୟ ବ୍ୟାଟର ଶୁଭମନ ଗିଲ । ୭୯ ରନ୍ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ କ୍ରିଜ୍ ଛାଡିଛନ୍ତି ଶୁଭମନ । ଶତକରୁ ମାତ୍ର ୨୧ ରନ ଦୂରରେ ଥିବା ବେଳେ ଜଂଘରେ ଯନ୍ତ୍ରଣା ଅନୁଭବ କରିଥିଲେ ଗିଲ । ଏଭଳି ଅବସ୍ଥାରେ କ୍ରିଜରେ ରହିବା ଉଚିତ୍ ମଣିନଥିଲେ ଗିଲ୍ । ଯନ୍ତ୍ରଣା ଯେପରି ଅଧିକContinue reading “ମ୍ୟାଚ୍ ମଝିରେ ଭାରତକୁ ଝଟକା । ରିଟାୟର୍ଡ ହଟ୍ ହୋଇ ପ୍ୟାଭିଲିୟନ ଫେରିଲେ ଶୁଭମନ ଗିଲ୍ ।”
Author Archives: Raghaba
କାଲିଠୁ ଶ୍ରୀମନ୍ଦିର ଜଗମୋହନ ନାଟ ମଣ୍ଡପ ମରାମତି । ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କନକ ବ୍ୟୁରୋ: ଆସନ୍ତକାଲିଠାରୁ ପୁରୀ ଜଗମୋହନ ନାଟ ମଣ୍ଡପର ହେବ ମରାମତି ଆରମ୍ଭ । ଏନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୨୫ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲେ ଏଏସଆଇ । ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରତି ୧୫ ଦିନ ବ୍ୟବଧାନରେ ମରାମତି ଅଗ୍ରଗତି ରିପୋର୍ଟ ହାଇକୋର୍ଟକୁ ଜଣାଇବେ ଆମିକସ କ୍ୟୁରୀ । The post କାଲିଠୁ ଶ୍ରୀମନ୍ଦିରContinue reading “କାଲିଠୁ ଶ୍ରୀମନ୍ଦିର ଜଗମୋହନ ନାଟ ମଣ୍ଡପ ମରାମତି । ନିର୍ଦ୍ଦେଶ ଦେଲେ ହାଇକୋର୍ଟ”
ବିଶ୍ୱକପରେ ରୋହିତ ଶର୍ମାଙ୍କ ଛକା ରେକର୍ଡ । ଧୂଆଁଧାର ବ୍ୟାଟିଂ କରି ରୋହିତ ଭାଙ୍ଗିଲେ କ୍ରିସ୍ ଗେଲଙ୍କ ୪୯ ଛକାର ରେକର୍ଡ
କନକ ବ୍ୟୁରୋ: ଛକାରେ ରୋହିତ୍ ଶର୍ମାଙ୍କ ଆଉ ଏକ ରେକର୍ଡ । ବିଶ୍ୱକପ୍ରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ଏହି ବଡ଼ ରେକର୍ଡ କରିଛନ୍ତି ରୋହିତ । ବିଶ୍ୱକପରେ ରୋହିତଙ୍କ ନାଁରେ ୫୧ ଛକାର କୀର୍ତିମାନ ରହିଛି । ଏହି ମାମଲାରେ ସେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କୁ ପଛରେ ପକାଇଛନ୍ତି । ଗେଲଙ୍କ ନାଁରେ ରହିଥିଲା ୪୯ ଛକା । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ୍Continue reading “ବିଶ୍ୱକପରେ ରୋହିତ ଶର୍ମାଙ୍କ ଛକା ରେକର୍ଡ । ଧୂଆଁଧାର ବ୍ୟାଟିଂ କରି ରୋହିତ ଭାଙ୍ଗିଲେ କ୍ରିସ୍ ଗେଲଙ୍କ ୪୯ ଛକାର ରେକର୍ଡ”
ସେଲଫି ନେବାକୁ ଯାଇଥିବା ଫ୍ୟାନଙ୍କୁ ଥାପଡ ମାରିଲେ ନାନା ପାଟେକର
ନିକଟରେ ବଲିଉଡ ଅଭିନେତା ନାନା ପାଟେକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତା ସେଲଫି ନେବାକୁ ଆସିଥିବା ଜଣେ ପ୍ରଶଂସକଙ୍କୁ ଜୋରଦାର ଚାପୁଡ଼ା ମାରିଥିବାର ଦେଖାଯାଉଛି । ବଲିଉଡ ଅଭିନେତା ନାନା ପାଟେକର ତାଙ୍କର ଶକ୍ତିଶାଳୀ ଅଭିନୟ ଏବଂ ଡାଇଲଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ନିକଟରେ ଅଭିନେତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ତାଙ୍କର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଜ୍ଞା ହଁ … ସେହିContinue reading “ସେଲଫି ନେବାକୁ ଯାଇଥିବା ଫ୍ୟାନଙ୍କୁ ଥାପଡ ମାରିଲେ ନାନା ପାଟେକର”
ବିଶ୍ୱକପରେ ରୋହିତଙ୍କ ନୂଆ ରେକର୍ଡ । ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କର ଭାଙ୍ଗିଲେ ରେକର୍ଡ ।
କନକ ବ୍ୟୁରୋ : ସେମିଫାଇନାଲରେ ନୂଆ ରେକର୍ଡ ହାସଲ କଲେ ହିଟମ୍ୟାନ୍ ରୋହିତ ଶର୍ମା । ବିଶ୍ୱକପରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଏବେସୁଦ୍ଧା ବିଶ୍ୱକପରେ ରୋହିତ ଶର୍ମା ୫୧ ଛକା ମାରିଛନ୍ତି । Milestone Alert Captain Rohit Sharma has now hit the most sixes in Men’s ODI World Cup #TeamIndia | #CWC23 | #MenInBlue | #INDvNZ pic.twitter.com/rapyuF0Ueg —Continue reading “ବିଶ୍ୱକପରେ ରୋହିତଙ୍କ ନୂଆ ରେକର୍ଡ । ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କର ଭାଙ୍ଗିଲେ ରେକର୍ଡ ।”
ଉତ୍ତରକାଶୀ ଟନେଲରେ ୮୧ ଘଣ୍ଟା ଧରି ଫସିରହିଛନ୍ତି ୪୦ ଶ୍ରମିକ । ଉଦ୍ଧାର ପାଇଁ ଦିଲ୍ଲୀ ମେଟ୍ରୋ ଓ ଥାଇଲାଣ୍ଡ ବିଶେଷଜ୍ଞଙ୍କ ନିଆଗଲା ସହାୟତା ।
କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଏବେ ବି ଫସି ରହିଛନ୍ତି ଶ୍ରମିକ । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଯନ୍ତ୍ରପାତିରେ ବୈଷୟିକ ସମସ୍ୟା ଆସିଛି । ଡିଲ କରିବା ସହ ପାଇପ ଖଞ୍ଜିବା ପାଇଁ ଆଉ ଏକ ମେସିନକୁ ଅପେକ୍ଷା କରିଛନ୍ତି ଉଦ୍ଧାରକାରୀ ଦଳ । ବିମାନଯୋଗେ ଦିଲ୍ଲୀରୁ ମେସିନ ଆସୁଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ପ୍ରଶାସନ । ଉଦ୍ଧାର କରିବା ପାଇଁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ଆଇଟିବିପି, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁ ପ୍ରକାରContinue reading “ଉତ୍ତରକାଶୀ ଟନେଲରେ ୮୧ ଘଣ୍ଟା ଧରି ଫସିରହିଛନ୍ତି ୪୦ ଶ୍ରମିକ । ଉଦ୍ଧାର ପାଇଁ ଦିଲ୍ଲୀ ମେଟ୍ରୋ ଓ ଥାଇଲାଣ୍ଡ ବିଶେଷଜ୍ଞଙ୍କ ନିଆଗଲା ସହାୟତା ।”
ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ଠାରୁ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଡିସେମ୍ବରରେ ହେବ ପରବର୍ତ୍ତୀ ଶୁଣାଣି ।
କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଆରମ୍ଭ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଆଇକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏଏସଆଇ । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ନାଟମଣ୍ଡପ ମରାମତି ଲାଗି ସମସ୍ତ ପ୍ରକାର ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ । ସେହିଭଳି ମରାମତି କାମର ଅନୁଧ୍ୟାନ କରିContinue reading “ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ଠାରୁ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଡିସେମ୍ବରରେ ହେବ ପରବର୍ତ୍ତୀ ଶୁଣାଣି ।”
ଫାଇଭ୍-ଟି ପରେ ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ଫାଇଭ-ସି । ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସୁସମ୍ପର୍କକୁ ଗୁରୁତ୍ୱ ।
କନକ ବ୍ୟୁରୋ: ଫାଇଭ୍-ଟି ପରେ ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ଫାଇଭ-ସି । ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସୁସମ୍ପର୍କକୁ ଗୁରୁତ୍ୱ । ଶିକ୍ଷା ସଚିବ କହିଲେ, ନୂଆ ସ୍କିମ୍ ନୁହେଁ ଏହା ଏକ ନୂଆ ଚିନ୍ତାଧାରା । ଏହି ଚିନ୍ତାଧାରା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମୋଟିଭେଟ୍ କରାଯିବ । ମୋ-ସ୍କୁଲ କାର୍ଯ୍ୟକ୍ରମରେ ଏହା ଏକ ଅଂଶ । ବର୍ତ୍ତମାନ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଫାଇଭ-ସି ଅଧିନରେ କାମ ଚାଲୁଛି । ଆସନ୍ତା ବର୍ଷକୁ ଏହାକୁ ଅଧିକContinue reading “ଫାଇଭ୍-ଟି ପରେ ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ଫାଇଭ-ସି । ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସୁସମ୍ପର୍କକୁ ଗୁରୁତ୍ୱ । “
ମାଞ୍ଚେଷ୍ଟରର ପ୍ରତିଶୋଧରେ ମୁମ୍ବାଇରେ ନେବ ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ରୋହିତ ବାହିନୀ ।
କନକ ବ୍ୟୁରୋ : ୱାଙ୍ଖଡେରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଇ ମୁକାବିଲା । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅପରିବର୍ତ୍ତିତ ଦଳ ସହ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ବିଜୟ ସହ ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଏହାସହ ୨୦୧୯ ବିଶ୍ୱକପ ସେମିଫାଇନାଲର ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି ମେନ୍ ଇନ୍ ବ୍ଲୁ । Toss Update from MumbaiContinue reading “ମାଞ୍ଚେଷ୍ଟରର ପ୍ରତିଶୋଧରେ ମୁମ୍ବାଇରେ ନେବ ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ରୋହିତ ବାହିନୀ ।”
ସାହାରା ଗୃପ ମୁଖ୍ୟ ସୁବ୍ରତ ରାୟଙ୍କ ମୃତ୍ଯୁ ପରେ ଜମାକାରୀ କେମିତି ଫେରି ପାଇବେ ପଇସା ?
ସାହାରାର ନିବେଶକଙ୍କ ମନରେ ଉଠିଥିବା ପ୍ରଶ୍ନ ହେଉଛି ବର୍ତ୍ତମାନ ସେମାନଙ୍କ ଟଙ୍କା ବୁଡିଯିବ କି ? ଯଦି ନୁହେଁ, ଅଟକି ରହିଥିବା ଟଙ୍କା କିପରି ଫେରି ପାଇବେ ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକମାନେ ଟଙ୍କା ପାଇବାକୁ ଆଶା ରଖିଥିଲେ। ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ସାହାରାର କୋଟି କୋଟି ନିବେଶକଙ୍କ ମଧ୍ୟରେ ଚିନ୍ତାର ଲହରୀ ଖେଳିଯାଇଛି । ନିବେଶକଙ୍କ ମନରେ ଉଠିଥିବା ପ୍ରଶ୍ନ ହେଉଛି ସେମାନଙ୍କରContinue reading “ସାହାରା ଗୃପ ମୁଖ୍ୟ ସୁବ୍ରତ ରାୟଙ୍କ ମୃତ୍ଯୁ ପରେ ଜମାକାରୀ କେମିତି ଫେରି ପାଇବେ ପଇସା ?”