ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ସେବାୟତଙ୍କ ପ୍ରତିକ୍ରିୟା । କହିଲେ, ଜଗନ୍ନାଥ ଖାଆନ୍ତି ପାନ…

କନକ ବ୍ୟୁରୋ: ନୂଆବର୍ଷରୁ ଶ୍ରୀମନ୍ଦିରରେ ବନ୍ଦ ହେବ ପାନ, ଗୁଟ୍କା । ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ, ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧଳୁଙ୍କ ଉପରେ ଏହି କଟକଣା ଲାଗିବ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ । ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁକାକୁ ସମ୍ପୂର୍ଣ୍ଣର୍ ବ୍ୟାନ୍ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁକା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁContinue reading “ଶ୍ରୀମନ୍ଦିରରେ ପାନ ବନ୍ଦ ନେଇ ପ୍ରଶାସନର କଟକଣା ପରେ ସେବାୟତଙ୍କ ପ୍ରତିକ୍ରିୟା । କହିଲେ, ଜଗନ୍ନାଥ ଖାଆନ୍ତି ପାନ…”

ସବଇନ୍ସପେକ୍ଟରଙ୍କ ଉପରେ ଟ୍ରାକ୍ଟର ଚଢାଇଦେଲେ ବାଲି ମାଫିଆ । ଗାଡି ଯାଞ୍ଚ କରୁଥିବା ସମୟରେ ଅଘଟଣ ।

କନକ ବ୍ୟୁରୋ: ବାଲି ଚୋରା ଚାଲାଣକାରୀଙ୍କର ଟ୍ରାକ୍ଟର୍‌ ଚଢ଼ିଯିବାରୁ ମଙ୍ଗଳବାର ଦିନ ଗାଡ଼ି ଯାଞ୍ଚ କରୁଥିବା ବିହାରର ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଜାମୁଇ ଜିଲ୍ଲାରେ ବେଆଇନ ଖନନ କରି ବାଲି ମାଫିଆମାନେ ଉକ୍ତ ଟ୍ରକ୍ଟରରେ ବାଲି ଚୋରା ଚାଲାଣ କରୁଥିଲେ। ଏଭଳି ସମୟରେ ସବଇନ୍ସପେକ୍ଟର ଯାଞ୍ଚ ପାଇଁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମୃତ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେ‌ଉଛନ୍ତି ୨୮ ବର୍ଷିୟ ପ୍ରଭାତରଞ୍ଜନ। ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତାଙ୍କୁContinue reading “ସବଇନ୍ସପେକ୍ଟରଙ୍କ ଉପରେ ଟ୍ରାକ୍ଟର ଚଢାଇଦେଲେ ବାଲି ମାଫିଆ । ଗାଡି ଯାଞ୍ଚ କରୁଥିବା ସମୟରେ ଅଘଟଣ ।”

କୁଚିଣ୍ଡାରେ ବିଜେଡି଼ରେ ଫାଟ । ବୈଠକରେ ବିଧାୟକଙ୍କୁ ବିରୋଧ କରି ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ।

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ବିଜେଡି ବୈଠକରେ ବିଧାୟକଙ୍କୁ ବିରୋଧ । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଧାୟକ କିଶୋର ନାଏକଙ୍କୁ ଘେରିବା ପରେ ତୁମୁଳକାଣ୍ଡ ଘଟିଛି । ଯାହାକୁ ନେଇ ପୁଣି ଥରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାକୁ ଆସିଛି । ଏପରିକି ବିଧାୟକଙ୍କ ସାମ୍ନାରେ ହୋଇଥିବା ଏହି ଗଣ୍ଡଗୋଳର ଭିଡିଓ ଭାଇରାଲ ହେବାରେ ଲାଗିଛି ।Continue reading “କୁଚିଣ୍ଡାରେ ବିଜେଡି଼ରେ ଫାଟ । ବୈଠକରେ ବିଧାୟକଙ୍କୁ ବିରୋଧ କରି ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ।”

ପଶ୍ଚିମ ଓଡ଼ିଶାକୁ ଅବହେଳା କଥା  ଉଠାଇଲେ ନରସିଂହ ମିଶ୍ର । କହିଲେ, ଗୁରୁତ୍ୱ ନେଦେଲେ ପୁଣି ତେଜିପାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଆନ୍ଦୋଳନ ।

କନକ ବ୍ୟୁରୋ: କଳାକାର କଳି ଭିତରେ ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ । ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ  ଏଭଳି କହିଛନ୍ତି କଂଗ୍ରେସ ବିଧାୟକ । ନରସିଂହ କହିଛନ୍ତି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରାଯାଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ,Continue reading “ପଶ୍ଚିମ ଓଡ଼ିଶାକୁ ଅବହେଳା କଥା  ଉଠାଇଲେ ନରସିଂହ ମିଶ୍ର । କହିଲେ, ଗୁରୁତ୍ୱ ନେଦେଲେ ପୁଣି ତେଜିପାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଆନ୍ଦୋଳନ ।”

ଘାଟିରୁ ଖସିଲା କାର  । କାରରେ ଥିବା ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର  । ସେପଟେ ସୁନ୍ଦରଗଡ଼ରେ ରାସ୍ତା ପାର ବେଳେ ଚଢ଼ିଗଲା କାର, ୨ ମୃତ ।

କନକ ବ୍ୟୁରୋ: ସୁନ୍ଦରଗଡ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସୱେର ଝାରମୁଣ୍ଡ ନିକଟରେ ଦୁର୍ଘଟଣା ।  ଶୌଚ ପାଇଁ ଯାଇ ରାସ୍ତା ପାରି କରୁଥିବା ସମୟରେ ଚଢ଼ିଗଲା କାର, ଘଟଣା ସ୍ଥଳ ରେ ୨ ମୃତ । ଅଞ୍ଚଳ ରେ ଉତ୍ତେଜନା, କାରକୁ ଗୋଡ଼ାଇ ଧରିଲେ ସ୍ଥାନୀୟ ଅଞ୍ଚଳ ବାସୀ । ସେପଟେ ପଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟି ତଳକୁ କାର ଖସି ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେContinue reading “ଘାଟିରୁ ଖସିଲା କାର  । କାରରେ ଥିବା ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର  । ସେପଟେ ସୁନ୍ଦରଗଡ଼ରେ ରାସ୍ତା ପାର ବେଳେ ଚଢ଼ିଗଲା କାର, ୨ ମୃତ ।”

ଦିଲ୍ଲୀରେ ଓଡ଼ିଶା ନୌବାଣିଜ୍ୟର ଝଲକ । ବିଶ୍ୱ ଦେଖିଲା ଓଡ଼ିଶା ନୌବାଣିଜ୍ୟର ପରମ୍ପରା ।

କନକ ବ୍ୟୁରୋ: ବିଶ୍ୱ ଦେଖିଲା ଓଡ଼ିଶା ନୌବାଣିଜ୍ୟର ପରମ୍ପରା । ଭାରତ ଆର୍ନ୍ତଜାତୀୟ ମେଳା-୨୦୨୩ରେ ଓଡ଼ିଶା ପ୍ୟାଭିଲିୟନରେ ଚିତ୍ରିତ ହୋଇଛି ଓଡ଼ିଶା ନୌବାଣିଜ୍ୟର ଝଲକ । ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ନୁଆଦିଲ୍ଲୀର ପ୍ରଗତି ମଇଦାନରେ ୪୨ ତମ ଭାରତ ଆର୍ନ୍ତଜାତୀୟ ମେଳା-୨୦୨୩ର ଆୟୋଜନ କରାଯାଇଛି । ସେଠାରେ ଓଡ଼ିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ଓଡ଼ିଶା ମନ୍ତ୍ରୀ ଅଶୋକ ପଣ୍ଡା । ବସୁଧୈବ କୁଟୁମ୍ବକମ, ୟୁନାଇଟେଡ ବାଇ ଟ୍ରେଡ୍ ବିଷୟବସ୍ତୁ ଆଧରରେ ଓଡ଼ିଶା ପ୍ୟାଭିଲୟନ ପ୍ରସ୍ତୁତ କରାଯାଇଛିContinue reading “ଦିଲ୍ଲୀରେ ଓଡ଼ିଶା ନୌବାଣିଜ୍ୟର ଝଲକ । ବିଶ୍ୱ ଦେଖିଲା ଓଡ଼ିଶା ନୌବାଣିଜ୍ୟର ପରମ୍ପରା ।”

ଘାଟିରୁ ଖସିଲା କାର । କୋରାପୁଟ ପଟାଙ୍ଗି ଯୋଡ଼ିମାଦେଲି ଘାଟିରେ ଦୁର୍ଘଟଣା । କାରରେ ଥିବା ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

କନକ ବ୍ୟୁରୋ: ଘାଟିରୁ ଖସିଲା କାର । ପଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟି ତଳକୁ କାର ଖସି ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ଛତିଶଗଡ଼ରୁ ଆନ୍ଧ୍ର ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ପଟାଙ୍ଗି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । The post ଘାଟିରୁ ଖସିଲା କାର । କୋରାପୁଟContinue reading “ଘାଟିରୁ ଖସିଲା କାର । କୋରାପୁଟ ପଟାଙ୍ଗି ଯୋଡ଼ିମାଦେଲି ଘାଟିରେ ଦୁର୍ଘଟଣା । କାରରେ ଥିବା ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର”

ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଜମିଲାଣି କାନ୍ଥବାଡରେ ପ୍ରଚାର । ଘରେ ଘରେ ଶଙ୍ଖ ବନାମ  ପଦ୍ମ । ପୁଣି ଛିଡାହେବା ଲକ୍ଷ୍ୟରେ ପ୍ରଚାର ଆରମ୍ଭ କଲେଣି ଅପରାଜିତା 

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ କାନ୍ଥବାଡରେ ଜମିଲାଣି ଜୋରଦାର ଲଢେଇ ।  ଆଉ ଲଢେଇ ଆରମ୍ଭ ହୋଇଛି ବିଜେପି ବନାମ  ବିଜେଡି ମଧ୍ୟରେ  ।  ରାଜଧାନୀରେ କାନ୍ଥରେ ହେଲାଣି  ନିର୍ବାଚନ ପ୍ରଚାର ।  ନିର୍ବାଚନକୁ ଆଖି ଆଗରେ ରଖି ଅପରାଜିତା ଷଡଙ୍ଗୀ  ପ୍ରଚାର ଆରମ୍ଭ କରିଦେଇଛନ୍ତି  । ସେ କାନ୍ଥବାଡରେ ଲେଖିବା ଆରମ୍ଭ କରିଦେଇଛନ୍ତି ଦଳୀୟ ଚିହ୍ନ ସହ ଆଉ ଥରେ ଅପରାଜିତା ସ୍ଲୋଗାନ ।  ସେହିଭଳି ବିଜେଡି ଦଳୀୟ ଚିହ୍ନ ସହ ବିଭିନ୍ନ ସ୍ଲୋଗାନକୁContinue reading “ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଜମିଲାଣି କାନ୍ଥବାଡରେ ପ୍ରଚାର । ଘରେ ଘରେ ଶଙ୍ଖ ବନାମ  ପଦ୍ମ । ପୁଣି ଛିଡାହେବା ଲକ୍ଷ୍ୟରେ ପ୍ରଚାର ଆରମ୍ଭ କଲେଣି ଅପରାଜିତା “

ତାମିଲନାଡୁରେ ୩୬ରୁ ୧୦ ମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କ ରାଡାରରେ

କନକ ବ୍ୟୁରୋ: ତାମିଲନାଡୁର ୩୬ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଅତି କମ୍‌ରେ ୧୦ ଜଣ ବର୍ତ୍ତମାନ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ରାଡାରରେ ଅଛନ୍ତି ଏବଂ ଶାସକ ଡିଏମ୍‌କେ ଏହାକୁ ଐତିହାସିକ ଭାବରେ ପ୍ରଭାବ ନଗଣ୍ୟ ଥିବା ରାଜ୍ୟରେ ନିଜର ପ୍ରଭାବକୁ ସୁଦୃଢ଼ କରିବା ପାଇଁ ବିଜେପିର ପ୍ରୟାସ ସହିତ ଯୋଡିଛି। ନଭେମ୍ବର ୩ରେ ପିଡବ୍ଲ୍ୟୁଡି ଓ ରାଜପଥ ମନ୍ତ୍ରୀ ଇଭି ଭେଲୁଙ୍କୁ ଟାର୍ଗେଟ କରି ଚେନ୍ନାଇ ଓ କୋଏମ୍ବାଟୁର ଭଳି ଜିଲ୍ଲାର ୪୦ରୁ ଅଧିକ ସ୍ଥାନରେ ଚଢ଼ଉContinue reading “ତାମିଲନାଡୁରେ ୩୬ରୁ ୧୦ ମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କ ରାଡାରରେ”

ଯୁଦ୍ଧରେ ଇସ୍ରାଏଲକୁ ବଡ ସଫଳତା । ହମାସ ସଂସଦକୁ କବଜା କଲା ଇସ୍ରାଏଲ ସେନା । ହମାସକୁ ମୂଳପୋଛ କରିବାକୁ ସଙ୍କଳ୍ପ ।

କନକ ବ୍ୟୁରୋ: ଯୁଦ୍ଧରେ ଇସ୍ରାଏଲକୁ ମିଳିଛି ବଡ ସଫଳତା । ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ପୋଷ୍ଟ କରି ସେନାର ବଡ ଜିତ ବୋଲି କହିଛି । ସେପଟେ ଉତ୍ତରଗାଜାରେ ଥିବା ସମସ୍ତ ହମାସ ଶିବିର ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି । ଏଥିସହ ହମାସକୁ ମୂଳପୋଛ କରିବା ଯାଏଁ ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।Continue reading “ଯୁଦ୍ଧରେ ଇସ୍ରାଏଲକୁ ବଡ ସଫଳତା । ହମାସ ସଂସଦକୁ କବଜା କଲା ଇସ୍ରାଏଲ ସେନା । ହମାସକୁ ମୂଳପୋଛ କରିବାକୁ ସଙ୍କଳ୍ପ ।”

Design a site like this with WordPress.com
Get started