ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ, ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

କନକ ବ୍ୟୁରୋ: ଦୀପାବଳିରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଅକାଳରେ ସ୍ୱାମୀଙ୍କ ମୃତ୍ୟୁ, ସହି ନପାରି ସ୍ତ୍ରୀ କଲେ ଆତ୍ମହତ୍ୟା । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବେଣାଗାଡିଆ ଗାଁରୁ । ଆଉ ବାପା-ମାଆ ଚାଲିଯିବା ପରେ ଅନାଥ ହୋଇ ଯାଇଛନ୍ତି ଦୁଇ ଝିଅ । ଏହି ଘଟଣା ଏବେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ଝିଅଙ୍କ ଭବିଷ୍ୟତ କଣ ହେବContinue reading “ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ, ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା”

ଇଣ୍ଡିଆ ମେଣ୍ଟ: ମିଶୁନି କି ମନ ? ୨୦୨୪ ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ ! କଂଗ୍ରେସକୁ ଟାର୍ଗେଟ କଲେ ସପା ମୁଖ୍ୟ ।

କନକ ବ୍ୟୁରୋ: କଂଗ୍ରେସକୁ ଅଖିଳେଶଙ୍କ ଜୋରଦାର ଟାର୍ଗେଟ । ଜାତିଗଣନା ପ୍ରସଙ୍ଗ ବାହାନାରେ ବର୍ଷିଲେ ଅଖିଳେଶ ଯାଦବ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତାନ୍ତର, ମନାନ୍ତର ଦିନକୁ ଦିନ ବଢି ଚାଲିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଖିଳେଶ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯେଉଁ ସମୟରେContinue reading “ଇଣ୍ଡିଆ ମେଣ୍ଟ: ମିଶୁନି କି ମନ ? ୨୦୨୪ ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ ! କଂଗ୍ରେସକୁ ଟାର୍ଗେଟ କଲେ ସପା ମୁଖ୍ୟ ।”

ଡାକ୍ତରଙ୍କୁ ଚୁନା ଲଗାଇଲା ଦଲାଲ! ଭୁବନେଶ୍ୱରରୁ କୋଟିଏ! ଗର୍ଲଫ୍ରେଣ୍ଡଠୁ ଲୁଟିଛି ୪୦ ଲକ୍ଷ !

କନକ ବ୍ୟୁରୋ: ଚୋରି କରିବାକୁ ଚୋରର ଅଭିନବ ତରିକା ସାମ୍ନାକୁ ଆସିଛି । ଚିକ୍କଣ କଥା କହି , ଟଙ୍କାକୁ ଦୁଇଗଣା କରିବାର ଲୋଭ ଦେଖାଇ ଡାକ୍ତରଙ୍କୁ ଚୁନା ଲଗାଇଛି ଦଲାଲ । ଏଭଳି ଠକ ଯାଜପୁରର ସଂଗ୍ରାମ କେଶରୀ ଦାସଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏହି ଠକ ଭୁବନେଶ୍ୱରର ଜଣେ ଡାକ୍ତର ଓ ତାଙ୍କ ଗାର୍ଲାଫ୍ରେଣ୍ଡଙ୍କୁ ଚୁନା ଲଗାଇଛି । ସଂଗ୍ରାମ କେଶରୀ ଦାସ । ଘର ହାଟସାହି ଯାଜପୁର । ପାଦରେContinue reading “ଡାକ୍ତରଙ୍କୁ ଚୁନା ଲଗାଇଲା ଦଲାଲ! ଭୁବନେଶ୍ୱରରୁ କୋଟିଏ! ଗର୍ଲଫ୍ରେଣ୍ଡଠୁ ଲୁଟିଛି ୪୦ ଲକ୍ଷ !”

ଭୁବନେଶ୍ୱରରେ କାନ୍ଥବାଡରେ ପ୍ରଚାର: ‘ଘରେ ଘରେ ଶଙ୍ଖ’ ବନାମ ‘ଆଉ ଥରେ ଅପରାଜିତା’

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ଆଉ ଭୁବନେଶ୍ୱରରେ କାନ୍ଥରେ ଲାଗିଛି ରାଜନୀତିର ରଙ୍ଗ । ଜୋର ଧରିଲାଣି କାନ୍ଥବାଡରେ ପ୍ରଚାର । ରାଜଧାନୀର ଗଳିକନ୍ଦିରେ ୱାଲପେଣ୍ଟିଂ ଚର୍ଚ୍ଚାର ବିଷୟ ହୋଇଛି । ଘରେ ଘରେ ଶଙ୍ଖକୁ ଟକ୍କର ଦେଉଛି ଆଉ ଥରେ ଅପରାଜିତା ୱାଲପେଣ୍ଟିଂ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ କାନ୍ଥବାଡରେ ଜମିଲାଣି ଜୋରଦାର ଲଢେଇ । ଆଉ ଲଢେଇ ଆରମ୍ଭ ହୋଇଛି ବିଜେପି ବନାମ ବିଜେଡି ମଧ୍ୟରେ । ରାଜଧାନୀରେContinue reading “ଭୁବନେଶ୍ୱରରେ କାନ୍ଥବାଡରେ ପ୍ରଚାର: ‘ଘରେ ଘରେ ଶଙ୍ଖ’ ବନାମ ‘ଆଉ ଥରେ ଅପରାଜିତା’”

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି: ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୫୯୨୯.୩୮ କୋଟି

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ । ସେହିପରି ବ୍ରହ୍ମପୁର ସହରରେ ରିଂ ରୋଡ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ଯାତାୟତ ସୁଗମ ହେବ । ରାଜ୍ୟ କ୍ୟାବିନେଟ ଉକ୍ତ କାର୍ୟ୍ୟContinue reading “ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି: ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୫୯୨୯.୩୮ କୋଟି”

ଶ୍ରମିକ ଉଦ୍ଧାରକୁ ଆଉ ୨୬ରୁ ୩୦ ଘଂଟା! ସିଲକ୍ୟାରା ସୁଡ଼ଙ୍ଗରେ ଲାଗିଲା ‘ଆର୍ଥ ଅଗର’ ମେସିନ୍

କନକ ବ୍ୟୁରୋ: ଉତରାଖଣ୍ଡ, ଉତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଉଦ୍ଧାର କାମ ଜାରି ରହିଛି । ୪୮ ଘଂଟାରୁ ଅଧିକ ସମୟ ଧରି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଏଥି ମଧ୍ୟରେ ରହିଛନ୍ତି ୫ଜଣ ଓଡିଆ ଶ୍ରମିକ । ୨୬ରୁ ୩୦ ଘଂଟା ଭିତରେ ଫଶିଥିବା ଶ୍ରମିକ ଉଦ୍ଧାର ହେବେ ବୋଲି କୁହାଯାଉଛି । ଟନେଲ ଭୁଶୁଡ଼ିବା କାରଣ ଅନୁସନ୍ଧାନ ପାଇଁ ଉତରାଖଣ୍ଡ ସରକାର ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତିContinue reading “ଶ୍ରମିକ ଉଦ୍ଧାରକୁ ଆଉ ୨୬ରୁ ୩୦ ଘଂଟା! ସିଲକ୍ୟାରା ସୁଡ଼ଙ୍ଗରେ ଲାଗିଲା ‘ଆର୍ଥ ଅଗର’ ମେସିନ୍”

ଡିଜିଟାଲ୍ ହେଲା ସ୍ୱର୍ଗଦ୍ୱାର ବ୍ୟବସ୍ଥା: ଏଣିକି ହାତପାଆନ୍ତାରେ ରହିବ ସୁବିଧା, ଅନଲାଇନରେ ହୋଇପାରିବ ‘ଶବଦାହ’ ବୁକିଂ

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଆଉ ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଘରେ ବସି ଶବଦାହ ପାଇଁ ଅନ୍ଲାଇନରେ କରିପାରିବେ ପଂଜିକରଣ । ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଡଟ୍ କମ୍ ନାଁରେ ଏକ ନୂଆ ୱେବସାଇଟ୍ର ଲୋକାର୍ପଣ କରାଯାଇଛି । ଏହି ୱେବସାଇଟ୍କୁ ଯାଇ ସ୍ୱର୍ଗଦ୍ୱାରରେ ଉପଲବ୍ଧ ଥିବା ସମସ୍ତ ସେବା ସମ୍ପର୍କରେ ଜାଣି ପାରିବେ । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ତିନୋଟି ଭାଷାରେ ଅନ୍ଲାଇନ୍ରେ ଏସମ୍ପର୍କିତ ସବୁ ତଥ୍ୟ ଜାଣିପାରିବେContinue reading “ଡିଜିଟାଲ୍ ହେଲା ସ୍ୱର୍ଗଦ୍ୱାର ବ୍ୟବସ୍ଥା: ଏଣିକି ହାତପାଆନ୍ତାରେ ରହିବ ସୁବିଧା, ଅନଲାଇନରେ ହୋଇପାରିବ ‘ଶବଦାହ’ ବୁକିଂ”

ସିଏମସି ଅଫିସରେ ସାରାରାତି ଧାରଣା: ଅନିୟମିିତତା ଅଭିଯୋଗରେ କର୍ପୋରେଟରଙ୍କ ପ୍ରତିବାଦ

କନକ ବ୍ୟୁରୋ: ଅନିୟମିତତା ଅଭିଯୋଗରେ କଟକ ମହାନଗର ନିଗମ ଅଫିସରେ ସାରାରାତି ଧାରଣା ଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟର । ଏହି ଧାରଣା ଜାରି ରହିଥିବାବେଳେ ବିରୋଧୀ କର୍ପୋରେଟରଙ୍କୁ ସମର୍ଥନ ଜଣାଇ ସେମାନଙ୍କ ସହ ସାମିଲ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଏମସି ମେୟର । କଟକ ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ରାତିରେ ଦେଖିବାକୁ ମିଳିଛି ଏମିତିContinue reading “ସିଏମସି ଅଫିସରେ ସାରାରାତି ଧାରଣା: ଅନିୟମିିତତା ଅଭିଯୋଗରେ କର୍ପୋରେଟରଙ୍କ ପ୍ରତିବାଦ”

ବୋରୱେଲ ଭିତରେ କଟିଥିଲା ରାତି: ବଂଚାଇବା ହେଲାନି ସମ୍ଭବ

କନକ ବ୍ୟୁରୋ: ଗଭୀର ବୋରୱେଲରେ ଖସି ଯାଇଛି ବୃଦ୍ଧାଙ୍କ ଜୀବନ । ସୁବର୍ଣ୍ଣପୁରରୁ ଆସିଛି ଏଭଳି ଦୁଃଖଦ ଖବର । ବୃଦ୍ଧ ମହିଳା ଜଣଙ୍କ ଗତକାଲି ଘାସ କାଟିବାକୁ ଯାଇ ବୋରୱେଲରେ ଖସିପଡିଥିଲେ । ଆଜି ସକାଳ ଏହା ଜଣାପଡିବା ପରେ ଉଦ୍ଧାର କାମ ବି ଆରମ୍ଭ ହୋଇଥିଲା । ପ୍ରାୟ ୪ଘଂଟାର ଅପରେସନ ପରେ ବୃଦ୍ଧାଙ୍କ ନିକଟରେ ପହଁଚିଥିଲା ଉଦ୍ଧାରକାରୀ ଟିମ । କିନ୍ତୁ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନାହିଁ । ବୋରୱେଲଟି ଉଠାଜଳସେଚନ ବିଭାଗContinue reading “ବୋରୱେଲ ଭିତରେ କଟିଥିଲା ରାତି: ବଂଚାଇବା ହେଲାନି ସମ୍ଭବ”

ଦୁର୍ନୀତି ବିରୋଧରେ ବିଜେପିର ବିକ୍ଷୋଭ: ଭୁବନେଶ୍ୱରରେ ଗୋବର ମାରି ପ୍ରତିବାଦ

କନକ ବ୍ୟୁରୋ: ଦୁର୍ନୀତି ପ୍ରତିବାଦରେ ବିଜେପି ସାରା ରାଜ୍ୟରେ ପ୍ରତିବାଦ କରିଛି । ଭୁବନେଶ୍ୱର ଜିଲ୍ଲା ବିଜେପି ନେତା ଓ କର୍ମୀ ମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ବେଳେ ପୁଲିସ ଉପରକୁ ଗୋବର ମାଡ ହୋଇଛି । ବିଜେପି ନେତା ଓ କର୍ମୀ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ମହାନଗର ଅଫିସ ଆଗରେ ଅଳିଆ ଢ଼ାଳି ପ୍ରତିବାଦ କରିଥିଲେ । ଆଉ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ସେମାନେ ଗୋବର ମାଡ କରିଛନ୍ତି । ବେଶ୍ କିଛିContinue reading “ଦୁର୍ନୀତି ବିରୋଧରେ ବିଜେପିର ବିକ୍ଷୋଭ: ଭୁବନେଶ୍ୱରରେ ଗୋବର ମାରି ପ୍ରତିବାଦ”

Design a site like this with WordPress.com
Get started