କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଶ୍ୱକପ ମହାସମର । ଲିଗ ମ୍ୟାଚ ପରେ ଏବେ ଆରମ୍ଭ ହେବ ସେମିଫାଇନାଲ୍ । ଚଳିତ ବିଶ୍ୱକପରେ ଭାରତ ଲିଗ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚରେ ପରାଜିତ ନହୋଇ ସେମିରେ ପ୍ରବେଶ କରିଛି । ଏବେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ସେହିପରି ଶେଷ ଲିଗ ମ୍ୟାଚରେ ଭାରତ ନେଦରଲାଣ୍ଡକୁ ୧୬୦ ରନର ବଡ ବ୍ୟବଧାନରେ ପରାଜିତ କରିଛି । ଏହି ମ୍ୟାଚରେ ଭାରତର ୨ ଖେଳାଳିଙ୍କୁ ଛାଡିContinue reading “ଚର୍ଚ୍ଚାରେ ସେହୱାଗଙ୍କ ଟ୍ୱିଟ୍: କହିଲେ, ଦିପାବଳୀରେ ଦେଶବାସୀଙ୍କୁ ମିଳିଲା ବେଷ୍ଟ ଗିଫ୍ଟ”
Author Archives: Raghaba
ଉତ୍ତରକାଶୀ ନିର୍ମାଣଧୀନ ଟନେଲର ମାଟି ଅତଡ଼ା କେମିତି ଧସିଲା: ଦୁର୍ଘଟଣାର ତଦନ୍ତ ପାଇଁ ଗଠନ ହେଲା ୬ଜଣିଆ ବିଶେଷଜ୍ଞ କମିଟି
କନକ ବ୍ୟୁରୋ: ଉତରାଖଣ୍ଡ, ଉତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଆରମ୍ଭ ହେଲା ଅନୁସନ୍ଧାନ । ଭୁଶୁଡ଼ିବା କାରଣ ଅନୁସନ୍ଧାନ ପାଇଁ ଉତରାଖଣ୍ଡ ସରକାର ଗଠନ କଲେ ୬ ଜଣିଆ ବିଶେଷଜ୍ଞ କମିଟି । ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଯାଂଚ କରିବ । ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ । କନକ ନ୍ୟୁଜକୁ ସୂଚନା ଦେଲେ ଉତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି, ୨୬ରୁContinue reading “ଉତ୍ତରକାଶୀ ନିର୍ମାଣଧୀନ ଟନେଲର ମାଟି ଅତଡ଼ା କେମିତି ଧସିଲା: ଦୁର୍ଘଟଣାର ତଦନ୍ତ ପାଇଁ ଗଠନ ହେଲା ୬ଜଣିଆ ବିଶେଷଜ୍ଞ କମିଟି”
ଭୁବନେଶ୍ୱର ସାଂସଦ ବିଏମସିରେ ଥିବା ବେଳେ ଦାରୁଠେଙ୍ଗରେ ଅଳିଆ ଗଦା କରିଥିଲେ, ଆମେ ବନ୍ଦ କରିଛୁ । ଦିନ କେଇଟାରେ ରାଜଧାନୀ ଅଳିଆ ମୁକ୍ତ ହେବ । ବିଜେପିକୁ ଟାର୍ଗେଟ କଲେ ସୁଲୋଚନା ।
କନକ ବ୍ୟୁରୋ : ବିଜେଡି ସରକାରରେ ଚାଲିଥିବା ଦୁର୍ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଭୁବନେଶ୍ୱରରେ ଆନ୍ଦୋଳନ ସମୟରେ ପୋଲିସ କର୍ମୀଙ୍କୁ ଗୋବର ମାଡ କରିଛନ୍ତି ବିଜେପି କର୍ମୀ । ଏହାସହ ବିଏମସି କାର୍ଯ୍ୟାଳୟ ସାମ୍ନାରେ ଅଳିଆ ଢାଳିଛି ବିଜେପି । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସୁଲୋଚନା କହିଛନ୍ତି, ବିଜେପି କେବଳ ଲୋକଙ୍କ ପାଖକୁ ଯିବାକୁ ବାହାନା କରୁଛି । ବିଜେପି ପାଖରେ କୌଣସିContinue reading “ଭୁବନେଶ୍ୱର ସାଂସଦ ବିଏମସିରେ ଥିବା ବେଳେ ଦାରୁଠେଙ୍ଗରେ ଅଳିଆ ଗଦା କରିଥିଲେ, ଆମେ ବନ୍ଦ କରିଛୁ । ଦିନ କେଇଟାରେ ରାଜଧାନୀ ଅଳିଆ ମୁକ୍ତ ହେବ । ବିଜେପିକୁ ଟାର୍ଗେଟ କଲେ ସୁଲୋଚନା । “
ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ: ହୁତୁ ହୁତୁ ହୋଇ ଜଳିଗଲା ଏସି କୋଚ: ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ
କନକ ବ୍ୟୁରୋ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଏସି କୋଚ । ଅଗ୍ନିଶମ ବାହିନୀର ଟିମ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ସୂଚନା ମଳିପାରି ନାହିଁ । ଆଜି ସାଢେ ୧୨ଟା ପରେ ହଠାତ୍ କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ପୁରା ଷ୍ଟେସନContinue reading “ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ: ହୁତୁ ହୁତୁ ହୋଇ ଜଳିଗଲା ଏସି କୋଚ: ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ”
ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ପତ୍ନୀ: ସୋମବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ ଅନିନ୍ଦିତା
କନକ ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଅକାଳରେ ସ୍ୱାମୀଙ୍କ ମୃତ୍ୟୁ, ସହି ନପାରି ସ୍ତ୍ରୀ କଲେ ଆତ୍ମହତ୍ୟା । ଆଉ ବାପା-ମାଆ ଚାଲିଯିବା ପରେ ଅନାଥ ହୋଇ ଯାଇଛନ୍ତି ଦୁଇ ପିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବେଣାଗାଡିଆ ଗାଁରୁ । ଗୋକୁଳ କୁମାର ସାହୁ ଜଣେ ବ୍ୟବସାୟୀ ହୋଇଥିବାବେଳେ ରାଜସୁନାଖଳା ଗାଁରେ ଥିଲା ତାଙ୍କର ଏକ ଇଲେକ୍ଟ୍ରୋନିକ୍ସ ଦୋକାନ । ଦୀପାବଳି ଦିନContinue reading “ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ପତ୍ନୀ: ସୋମବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ ଅନିନ୍ଦିତା”
ଦୁର୍ନୀତି ବିରୋଧରେ ବିଜେପିର ବିରୋଧ: ରାଜ୍ୟବ୍ୟାପି ମୁନିସିପାଲିଟି. ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ପ୍ରତିବାଦ
କନକ ବ୍ୟୁରୋ: ଦୁର୍ନୀତିକୁ ନେଇ ବିଜେପିର ସାରା ରାଜ୍ୟରେ ପ୍ରତିବାଦ । ବ୍ଲକ୍ ସ୍ତରରେ ବିରୋଧ, ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜିଠାରୁ ୧୮ ତାରିଖ ଯାଏଁ ମୁନସିପାଲଟି, ପୌରପରିଷଦ ଓ ବ୍ଲକ୍ ଘେରାଉ କରିବ ଦଳ । ଭାରତୀୟ ଜନତା ପାର୍ଟିର ଅଭିଯୋଗ, ରାଜ୍ୟରେ ବଢିଛି ପିସି କାରବାର । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜେପି ।Continue reading “ଦୁର୍ନୀତି ବିରୋଧରେ ବିଜେପିର ବିରୋଧ: ରାଜ୍ୟବ୍ୟାପି ମୁନିସିପାଲିଟି. ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ପ୍ରତିବାଦ”
ଶ୍ରୀମନ୍ଦିରରେ ପାନ, ଗୁଟଖା ବ୍ୟାନ: ଜାନୁଆରୀ ୧ରୁ ଲାଗୁ ହେବ ନିୟମ, ବରାହ ପୁରାଣ ଆଧାରରେ କଟକଣା
କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପାନଗୁଟୁକା ଉପରେ କଟକଣା । ପାନଗୁଟୁକାକୁ ବ୍ୟାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ । ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନଗୁଟୁକାକୁ ସଂପୂର୍ଣ୍ଣ ବ୍ୟାନ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁକା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । କେବଳ ଭକ୍ତ ନୁହେଁ ସେବାୟତଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବContinue reading “ଶ୍ରୀମନ୍ଦିରରେ ପାନ, ଗୁଟଖା ବ୍ୟାନ: ଜାନୁଆରୀ ୧ରୁ ଲାଗୁ ହେବ ନିୟମ, ବରାହ ପୁରାଣ ଆଧାରରେ କଟକଣା”
ଆସନ୍ତା ୨୧ ତାରିଖରେ ହେବ ଉପ-ବାଚସ୍ପତି ନିର୍ବାଚନ । ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ ।
କନକ ବ୍ୟୁରୋ : ଆସନ୍ତା ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ ମିନିଟ୍ ସମୟରେ ଏହି ନିର୍ବାଚନ ହେବ । ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ସଚିବ । ଉପ-ବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଏହି ପଦବୀ ଫାଙ୍କା ପଡିଛି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ । ଦଳୀୟ ସଙ୍ଗଠନକୁContinue reading “ଆସନ୍ତା ୨୧ ତାରିଖରେ ହେବ ଉପ-ବାଚସ୍ପତି ନିର୍ବାଚନ । ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ ।”
ମୋସାଦ-ସିଆଇଏ ପ୍ଲାନିଂ , କତାରର ମଧ୍ୟସ୍ଥତା … ଇସ୍ରାଏଲ୍ ୧୦୦ ବନ୍ଧକ ପାଇଁ ହମାସର କେଉଁ କେଉଁ ସର୍ତ୍ତ ମାନିବ ?
ଇସ୍ରାଏଲ୍ ଚାହୁଁଛି ଏହାର ସମସ୍ତ ୧୦୦ ମହିଳା ଏବଂ ଶିଶୁମାନଙ୍କୁ ହମାସ ମୁକ୍ତ କରୁ । ପ୍ରାରମ୍ଭରେ ଏହି ସଂଖ୍ୟା କମ୍ ହୋଇପାରେ । ୭୦ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ହମାସ ସୂଚନା ଦେଇସାରିଛି । ଅନ୍ୟପକ୍ଷରେ ଏହା ବଦଳରେ ଇସ୍ରାଏଲରୁ ମୁକ୍ତ ହେବାକୁ ଥିବା ପାଲେଷ୍ଟାଇନ ମହିଳା ଏବଂ ଯୁବକଙ୍କ ସଂଖ୍ୟା ୧୨୦ ପର୍ଯ୍ୟନ୍ତ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ । ଇସ୍ରାଏଲ-ହମାସ ଯୁଦ୍ଧକୁ ୩୯ ଦିନ ପୁରିଗଲାଣି ।Continue reading “ମୋସାଦ-ସିଆଇଏ ପ୍ଲାନିଂ , କତାରର ମଧ୍ୟସ୍ଥତା … ଇସ୍ରାଏଲ୍ ୧୦୦ ବନ୍ଧକ ପାଇଁ ହମାସର କେଉଁ କେଉଁ ସର୍ତ୍ତ ମାନିବ ?”
ସେମିଫାଇନାଲ ପୂର୍ବରୁ ଆଇସିସି ଦେଲା ଖୁସି ଖବର, ପ୍ରଂଶସକ କହିଲେ ଟିମ୍ ଇଣ୍ଡିଆର ଫାଇନାଲ ଯିବା ପକ୍କା । ଜାଣନ୍ତୁ ପୂରା ଘଟଣା କଣ?
କନକ ବ୍ୟୁରୋ : ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଖୁସିଖବର । ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ଅମ୍ପାୟାର ଘୋଷଣା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସି କରିଛି । ସେମିଫାଇନାଲରେ ଭାରତର ବିଜୟ ନିଶ୍ଚିତ ବୋଲି ସୋସିଆଲ ମିଡ଼ିଆରେ କହୁଛନ୍ତି ଭାରତୀୟ କ୍ରିକେଟପ୍ରେମୀ । କାରଣ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ଅମ୍ପାୟାର ଦାୟିତ୍ୱରେ ରହିବେନି ରିଚାର୍ଡ କେଟଲବରୋ । ତେବେ କେଟଲବରୋଙ୍କ ଅମ୍ପାୟରିଂ ସହ ଟିମ୍ ଇଣ୍ଡିଆର ସମ୍ପର୍କ କଣ, ସେନେଇ ଅନେକଙ୍କContinue reading “ସେମିଫାଇନାଲ ପୂର୍ବରୁ ଆଇସିସି ଦେଲା ଖୁସି ଖବର, ପ୍ରଂଶସକ କହିଲେ ଟିମ୍ ଇଣ୍ଡିଆର ଫାଇନାଲ ଯିବା ପକ୍କା । ଜାଣନ୍ତୁ ପୂରା ଘଟଣା କଣ?”