କନକ ବ୍ୟୁରୋ: ଭଦ୍ରକରେ ଜମୁଛି କାଳୀପୂଜା । ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ । ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଜମୁଛି । ବିଶ୍ୱଶାନ୍ତି ମହାଯଜ୍ଞ ସହ ଆହୁତି ଓ ପୂଜା ରୀତିନୀତି ଚାଲିଛି । ଗୀତାପାଠ, ଚଣ୍ଡୀପାଠ, ବେଦ ପାଠ ସହ ନମ ସଂକିତନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଚତୁର୍ଥ ଦିନରେ ସିଂହବାହିନୀ ବେଶରେ ଦର୍ଶନ ଦେବେContinue reading “ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଜମୁଛି ଗହଳି”
Author Archives: Raghaba
ସ୍ୱାମୀ ଚାଲିଯିବା ପରେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ବଂଚିବା ପାଇଁ ସଂଘର୍ଷ କରୁଛି ମା’: ଭଙ୍ଗାଘରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଯାଜପୁରର ଅସହାୟ ବୃଦ୍ଧା
କନକ ବ୍ୟୁରୋ: ସବୁ ବାପା ମା’ଙ୍କର ଆଶା ଥାଏ ବୃଦ୍ଧ ବୟସରେ ଆଶାବାଡ଼ି ପାଲଟିବେ ତାଙ୍କ ପୁଅ-ଝିଅ । କିନ୍ତୁ ଅପଣମାନେ ଦେଖୁଥିବା ଏ ଦୃଶ୍ୟରେ କିଛି ଅଲଗା ଦେଖିବାକୁ ମିଳିଛି । ଯେଉଁ ବୟସରେ ପୁଅ ମାନେ ବୃଦ୍ଧାଙ୍କ ସାହାରା ପାଲଟିବା କଥା ସେହି ବୟସରେ ବୃଦ୍ଧା ମା’ ପାଲଟିଛନ୍ତି ଦୁଇ ପୁଅଙ୍କ ସାହାରା । କାରଣ ଦୁଇ ପୁଅ ଦିବ୍ୟାଙ୍ଗ । ସେମାନଙ୍କୁ ଖୁଆଇଦେବା ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ୱ ନେଉଛନ୍ତି ବୃଦ୍ଧାContinue reading “ସ୍ୱାମୀ ଚାଲିଯିବା ପରେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ବଂଚିବା ପାଇଁ ସଂଘର୍ଷ କରୁଛି ମା’: ଭଙ୍ଗାଘରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଯାଜପୁରର ଅସହାୟ ବୃଦ୍ଧା”
ପାଣି ଅଭାବରୁ ଫସଲ ନଷ୍ଟ: ଧାନ ଗଛ ଜଳିଯାଉଥିବା ବେଳେ ବିଲ ଫାଟି ଆଁ
କନକ ବ୍ୟୁରୋ: ନିଅଂଟିଆ ବର୍ଷା ଯୋଗୁଁ ଉଜୁଡ଼ି ଗଲା ଧାନ ଫସଲ । କେଉଁଠି ଚାଷ ଜମି ଫାଟି ଆଁ କରିଛି ତ ପୁଣି କେଉଁଠି ପାଣି ଅଭାବରୁ ଖରାରେ ପୋଡ଼ି ଜଳିଗଲାଣି ଧାନ ଗଛ । ରୁଣ କରି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି । କେମିତି ସୁଝିବ ରୁଣ ଏବଂ କିପରି ପରିବାର ପ୍ରତିପୋଷଣ କରିବ ଚାଷୀ ସେନେଇ ମୁଣ୍ଡରେ ହାତ ଦେଇ ବସିଛି । ଫସଲ ଉଜୁଡ଼ିଯିବାରୁ ଶେଷରେ ଚାଷContinue reading “ପାଣି ଅଭାବରୁ ଫସଲ ନଷ୍ଟ: ଧାନ ଗଛ ଜଳିଯାଉଥିବା ବେଳେ ବିଲ ଫାଟି ଆଁ”
ଜଣେ କଏଦୀଙ୍କ କାହାଣୀ: ପାରୋଲରେ ଆସି ବନିଲେ ଦର୍ଜି, ସିଲାଇ ଶିକ୍ଷା ପରେ ତିଆରି କରୁଛନ୍ତି ପୋଷାକ
କନକ ବ୍ୟୁରୋ: ଜେଲରେ ବନ୍ଦୀ ଜୀବନ କାଟିବା କେତେ ଯେ କଷ୍ଟକର ଯିଏ ଅଂଗେ ନିଭାଇଛି ସେ ହିଁ ଜାଣିଛି । କିନ୍ତୁ ସେହି ବନ୍ଦୀ ଜୀବନ ଯେ ଅନେକଙ୍କୁ ଭଲ ବାଟକୁ ନେଇ ଆସିଥାଏ ତାର ନଜିର ରହିଛି । ସେମିତି ଏକ ଉଦାହରଣ ଆସିଛି ଗଞ୍ଜାମ ଜିଲ୍ଲାରୁ । ନିଜର ଭୁଲ ପାଇଁ ଜେଲ ଯାଇଥିବା ଯୁବକ, ଏବେ ଅନ୍ୟମାନଙ୍କ ଭଳି ସମାଜରେ ଭଲରେ ବଂଚିବା ପାଇଁ ଦିନରାତି କସରତ କରୁଛନ୍ତି । ବେକରେContinue reading “ଜଣେ କଏଦୀଙ୍କ କାହାଣୀ: ପାରୋଲରେ ଆସି ବନିଲେ ଦର୍ଜି, ସିଲାଇ ଶିକ୍ଷା ପରେ ତିଆରି କରୁଛନ୍ତି ପୋଷାକ”
କୋରାପୁଟରେ ଦଳ ଡିଆଁ ରାଜନୀତି: ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ନେତା
କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବଚନ, ଏବେଠୁ ଆରମ୍ଭ ହେଲାଣି ନେତାଙ୍କ ଦଳ ଡିଆଁ । ନେତା ସିନା ଗୋଟିଏ ଦଳକୁ ଛାଡ଼ି ଆଉ ଏକ ଦଳକୁ ଆପଣାଉଛନ୍ତି । ହେଲେ ଭୋଟର ନେତାକୁ କେତେ ଗ୍ରହଣ କରିବେ ତାକୁ ନେଇ କୋରାପୁଟ ରାଜନୀତି ସରଗରମ ହୋଇଛି । ନିର୍ବାଚନ ଆସିଲେ ନେତାମାନେ ଦଳ ଡେଇଁଥାନ୍ତି । ଗୋଟିଏ ଦଳ ଛାଡି ଆଉ ଗୋଟିଏ ଦଳରେ ଯୋଗ ଦେଇଥାନ୍ତିି । କୋରାପୁଟ ରାଜନୀତିରେ ଏବେ ସେମିତି ପର୍ବContinue reading “କୋରାପୁଟରେ ଦଳ ଡିଆଁ ରାଜନୀତି: ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ନେତା”
ଦି କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଏକ ବଡ଼ଖବର । ବର୍ତ୍ତମାନ ଶୋ ଆଉ ଟିଭିରେ ଆସିବ ନାହିଁ
ଦି କପିଲ ଶର୍ମା ସୋ ବିଷୟରେ ଏକ ବଡ଼ ଖବର । ଏହି ଶୋ ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଏହି ସୋ ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ବିଶେଷ କଥା ହେଉଛି ଏହି ସୋ ବର୍ତ୍ତମାନ ଟିଭିରେ ନୁହେଁ ବରଂ OTT ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ । ‘କପିଲ ଶର୍ମା ଶୋ’ ଦୀର୍ଘ ଦିନ ଧରି ପରଦାରେ ଆସୁନହିଁ । ଯେଉଁଥିପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁContinue reading “ଦି କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଏକ ବଡ଼ଖବର । ବର୍ତ୍ତମାନ ଶୋ ଆଉ ଟିଭିରେ ଆସିବ ନାହିଁ”
କୋରାପୁଟ: ଯେଉଁଠି ଶୀତକୁ ଆଖିମାରେ ଅଳସୀ, ହଳଦିଆ କ୍ଷେତକୁ ଦେଖି ପର୍ଯ୍ୟଟକ ଯାଆନ୍ତି ଫସି…
କନକ ବ୍ୟୁରୋ: ଶୀତ କଣ କେବଳ କୋରାପୁଟର? ନା ଶୀତର ଠିକଣା କହିଲେ କେବଳ କୋରାପୁଟକୁ ହିଁ ବୁଝାଏ । ଶୀତକୁ କୋରାପୁଟରେ ଭୋଗିବାକୁ ଭଲଲାଗେ ସତ କିନ୍ତୁ ଶୀତ ସାରା ଓଡିଶାର । ଶୀତକୁ ସିନା ସ୍ୱେଟର ଦେଖାଇ, ଚାଦରର ଚେତାବନୀ ଦେଇ ଆଉ ନିଆଁପୁଆଁର ଭୟ ଦେଖାଇ କୋରାପୁଟଠୁ ଛଡେଇ ଆଣି ହେବ । କିନ୍ତୁ ଅଳସୀକୁ କୋରାପୁଟ ଛାତିରୁ କେହି ଛଡାଇ ଆଣିପାରିବେନି କି ତା ସୌନ୍ଦର୍ଯ୍ୟକୁ କେହି କୋରାପୁଟଠୁ ଅଲଗା କରିପାରିବେନିContinue reading “କୋରାପୁଟ: ଯେଉଁଠି ଶୀତକୁ ଆଖିମାରେ ଅଳସୀ, ହଳଦିଆ କ୍ଷେତକୁ ଦେଖି ପର୍ଯ୍ୟଟକ ଯାଆନ୍ତି ଫସି…”
ବିଶ୍ୱକପ୍ ସେମିଫାଇନାଲ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ
କନକ ବ୍ୟୁରୋ: ଆସନ୍ତାକାଲି ମହାଲଢ଼େଇ । ୧୪୦ କୋଟି ଭାରତୀୟଙ୍କ ନଜରରେ ରହିଛି ଭାରତ-ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ମ୍ୟାଚ୍ । ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ଦୁଇ ପାୱାର ହାଉସ । ୧୨ ବର୍ଷ ପରେ ପୁଣି ଟାଇଟଲ୍ ଅପେକ୍ଷାରେ ମେନ୍ ଇନ୍ ବ୍ଲୁ । ମ୍ୟାଚ୍କୁ ନେଇ ଆରମ୍ଭ ହୋଇଗଲାଣି କାଉଂଟଡାଉନ୍ । କ୍ରୀଡ଼ାପ୍ରେମୀ ଅନେକ ଉତ୍ସାହ ଓ ଉକ୍ରଣ୍ଠା ସହ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି । ରାଉଣ୍ଡ ରବିନ୍ରେ ଲଗାତର ୯ଟି ମ୍ୟାଚ୍ ଜିତିContinue reading “ବିଶ୍ୱକପ୍ ସେମିଫାଇନାଲ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ”
ଶ୍ରୀଲଙ୍କା ସହିତ ମିଶି ବାଂଲାଦେଶ କାନାଡାକୁ ଏପରି ପରାମର୍ଶ ଦେଲେ , କ’ଣ କହିଲା ଭାରତ ?
ନିକଟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଟାର୍ଗେଟ କରି କହିଛନ୍ତି ଯେ ଯଦି ବଡ଼ ଦେଶ କୌଣସି ପରିଣାମ ବିଷୟରେ ଚିନ୍ତା ନକରି ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରନ୍ତି ତେବେ ବିଶ୍ୱ ଅଧିକ ବିପଜ୍ଜନକ ହେବ । ତାଙ୍କର ଏହି ବିବୃତ୍ତି ପରେ ବାଂଲାଦେଶ ସହିତ ଭାରତ ସଂଖ୍ୟାଲଘୁ ପ୍ରସଙ୍ଗରେ ମିଳିତ ଜାତିସଂଘରେ କାନାଡାକୁ ଘେରିଛି । ଭାରତ ଉପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସଦ୍ୟତମ ବୟାନ ପରେ ଭାରତ ମିଳିତ ଜାତିସଂଘ ମାନବContinue reading “ଶ୍ରୀଲଙ୍କା ସହିତ ମିଶି ବାଂଲାଦେଶ କାନାଡାକୁ ଏପରି ପରାମର୍ଶ ଦେଲେ , କ’ଣ କହିଲା ଭାରତ ?”
ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ । ଜାଣନ୍ତୁ କେଉଁ ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ହେବ ପ୍ରବଳ ବର୍ଷା । ୩ ଜିଲ୍ଲାରେ ନିର୍ଦ୍ଧୁମ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ଏହା ଲାଗିଛି । ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ପହଞ୍ଚିବ । ୧୬ରେ ଏହା ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥContinue reading “ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ । ଜାଣନ୍ତୁ କେଉଁ ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।”