କନକ ବ୍ୟୁରୋ : ଗାଜାପଟିରୁ ନିୟନ୍ତ୍ରଣ ହରାଇଲା ହମାସ ଆତଙ୍କୀ । ଦୀର୍ଘ ୧୬ ବର୍ଷ ପରେ ହମାସ ନିୟନ୍ତ୍ରଣ ହରାଇଛି ବୋଲି ଦାବି କରିଛି ଇସ୍ରାଏଲ ସେନା । ଏବେ ହମାସର ଶିଫା ହସ୍ପିଟାଲ ଆଗରେ ଇସ୍ରାଏସ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବଜାତ ଶିଶୁ ଓ ସାଧାରଣ ଲୋକ । ଇନ୍ଧନ ଯୋଗାଣ ବନ୍ଦ ହେତୁ ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲContinue reading “ଗାଜା ସ୍ଥିତ ଶିଫା ହସ୍ପିଟାଲ ଆଗରେ ଚାଲିଛି ଘମାଘୋଟ ଯୁଦ୍ଧ । ଦୀର୍ଘ ୧୬ ବର୍ଷ ପରେ ଗାଜାପଟି ଉପରୁ ହମାସ ନିୟନ୍ତ୍ରଣ ହରାଇଥିବା ଇସ୍ରାଏଲ ଦାବି”
Author Archives: Raghaba
ସୁଡଙ୍ଗରେ ଏବେ ବି ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ୱାକିଟକିରେ ଶ୍ରମିକଙ୍କ ସହ ଚାଲିଛି ଯୋଗାଯୋଗ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କଥା ହେଲେ ଧର୍ମେନ୍ଦ୍ର
କନକ ବ୍ୟୁରୋ : ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଉଦ୍ଧାର କାମ ଜାରି ରହିଛି । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରାଯାଉଛି । ରବିବାର ମାଟି ଅତଡା ଭୁଷୁଡି ପଡିବାରୁ ନିର୍ମାଣଧିନ ଟନେଲରେ ଫସି ଯାଇଥିଲେ ଶ୍ରମିକମାନେ । ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଉତରାଖଣ୍ଡ ସରକାର । ଆଉContinue reading “ସୁଡଙ୍ଗରେ ଏବେ ବି ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ୱାକିଟକିରେ ଶ୍ରମିକଙ୍କ ସହ ଚାଲିଛି ଯୋଗାଯୋଗ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କଥା ହେଲେ ଧର୍ମେନ୍ଦ୍ର”
ଗାଜାର ଶିଫା ହସ୍ପିଟାଲ ଆଗରେ ଗୋଳାବାରୁଦ ଧରି ଇସ୍ରାଏଲ ସେନା । ହସ୍ପିଟାଲରେ ଲୁଚି ରହିଛନ୍ତି ହମାସ ଆତଙ୍କୀ
କନକ ବ୍ୟୁରୋ : ଗାଜାପଟିରୁ ନିୟନ୍ତ୍ରଣ ହରାଇଲା ହମାସ ଆତଙ୍କୀ । ଦୀର୍ଘ ୧୬ ବର୍ଷ ପରେ ହମାସ ନିୟନ୍ତ୍ରଣ ହରାଇଛି ବୋଲି ଦାବି କରିଛି ଇସ୍ରାଏଲ ସେନା । ଏବେ ହମାସର ଶିଫା ହସ୍ପିଟାଲ ଆଗରେ ଇସ୍ରାଏସ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବଜାତ ଶିଶୁ ଓ ସାଧାରଣ ଲୋକ । ଇନ୍ଧନ ଯୋଗାଣ ବନ୍ଦ ହେତୁ ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲContinue reading “ଗାଜାର ଶିଫା ହସ୍ପିଟାଲ ଆଗରେ ଗୋଳାବାରୁଦ ଧରି ଇସ୍ରାଏଲ ସେନା । ହସ୍ପିଟାଲରେ ଲୁଚି ରହିଛନ୍ତି ହମାସ ଆତଙ୍କୀ”
ବୈପାରିଗୁଡାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର । ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
କନକ ବ୍ୟୁରୋ : କୋରାପୁଟର ବୈପାରିଗୁଡାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୪୫ । ପୋଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଚିହ୍ନଟ କରିଛି । ଅଭିଯୁକ୍ତ ଜଣଙ୍କ ବୈପାରିଗୁଡ଼ା ବ୍ଳକର ଦୋରାଗୁଡ଼ା ଗ୍ରାମର ୨୬ ବର୍ଷୟ ଧୋବା ଖରା ବୋଲି ଜଣାପଡିଛି । ମହିଳା ଜଣଙ୍କ ବିବାହ କରିଥିଲେ ମଧ୍ୟ ସ୍ୱାମୀଙ୍କ ସହ ତିକ୍ତତା ଥିବାରୁ ଅଲଗା ରହୁଥିଲେ । ଏହି ସମୟରେ ୨୬ ବର୍ଷୟ ଧୋବାContinue reading “ବୈପାରିଗୁଡାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର । ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ”
ଥିଲେ ପ୍ରଧାନମନ୍ତ୍ରୀ ହେଲେ ବୈଦେଶିକ ମନ୍ତ୍ରୀ । ବ୍ରିଟେନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ କାମେରୁନ
କନକ ବ୍ୟୁରୋ : ବ୍ରିଟେନ୍ ରାଜନୀତିରେ ଏକ ବଡ଼ ଧରଣର ପରିର୍ବତନ ଦେଖିବାକୁ ମିିଳିଛି । ପ୍ରାୟ ୬ ବର୍ଷ ଧରି ବିଟ୍ରେନର ପ୍ରଧାନମନ୍ତ୍ରୀ ଥିବା ଡେଭିଡ୍ କାମେରନଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ମିଳିଛି । ପ୍ରଧାନମନ୍ତ୍ରୀ ରୁଷି ସୁନାକ୍, ଡେଭିଡ୍ କାମେରନ୍ଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ନୂଆ ନିଯୁକ୍ତ ମିଳିବା ପରେ କାମେରନ୍ ଯାହା କହିଛନ୍ତି, ତାହା ଭାରତର କୌଣସି ନେତାଙ୍କ ମୁହଁରୁ ହୁଏତ ଶୁଶିବାକୁ ମିଳିନପାରେ ।Continue reading “ଥିଲେ ପ୍ରଧାନମନ୍ତ୍ରୀ ହେଲେ ବୈଦେଶିକ ମନ୍ତ୍ରୀ । ବ୍ରିଟେନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ କାମେରୁନ”
ନିର୍ବାଚନ ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ମାଡ ! ଚାବୁକ ମାଡ ଖାଉଥିବାର ଭିଡିଓ ସେୟାର କଲେ ଭୂପେଶ ବାଘେଲ
କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ପାହାର । ଦୁର୍ଭାଗ୍ୟ ଦୂର ହେବ ଏବଂ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରଖି ଚାବୁକ ମାଡ ଖାଇଛନ୍ତି ଭୂପେଶ ବାଘେଲ । ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ତେବେ କୌଣସି ଦୋଷ କରିବା ଅଭିଯୋଗରେ ନୁହେଁ ବରଂ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଯାଇ ପରମ୍ପରା ଅନୁଯାୟୀ ଭୂପେଶ ବାଘେଲ ଚାବୁକ ପାହାର ଖାଇଛନ୍ତି ।Continue reading “ନିର୍ବାଚନ ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ମାଡ ! ଚାବୁକ ମାଡ ଖାଉଥିବାର ଭିଡିଓ ସେୟାର କଲେ ଭୂପେଶ ବାଘେଲ”
କଟକରେ ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ହଡପ ଅଭିଯୋଗ । ରାତିରେ ଧାରଣା ଦେଲେ ବିଜେପି ଓ କଂଗ୍ରେସ କର୍ପୋରେଟର
କନକ ବ୍ୟୁରୋ : ରାତିରେ ଧାରଣା ଦେଲେ କର୍ପୋରେଟର । ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ହଡପ, ଶୌଚାଳୟ ବାବଦ ଖର୍ଚ୍ଚ ଓ ପିଣ୍ଡି ବଣ୍ଟନରେ ଅନିୟମିତତା ନେଇ କଟକ ମହାନଗର ନିଗମର କଂଗ୍ରେସ-ବିଜେପି କର୍ପୋରେଟର ଏହି ଧାରଣା ଦେଇଛନ୍ତି । ଏ ନେଇ କାଉନସିଲ ବୈଠକରେ କଂଗ୍ରେସ-ବିଜେପି କର୍ପୋରେଟର ମହାନଗର ନିଗମ କମିଶନରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କମିଶନର କୌଣସି ଉତର ନ ରଖି ଚାଲିଯାଇଥିବାରୁ ଅସନ୍ତୋଷ ପ୍ରକାଶ ଏହିContinue reading “କଟକରେ ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ହଡପ ଅଭିଯୋଗ । ରାତିରେ ଧାରଣା ଦେଲେ ବିଜେପି ଓ କଂଗ୍ରେସ କର୍ପୋରେଟର”
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ଶୀତୁଆ ପାଗ ଭିତରେ ଆଜିଠୁ ବଦଳିବ ପାଣିପାଗର ମିଜାଜ । କାରଣ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛିି । ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରିବା ସହ ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହା କୁହାଯାଇଛି । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁContinue reading “ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା”
ଓଡିଶାର ଖୁଚୁରା ମୁଦ୍ରାସ୍ପୀତି ଜାତୀୟ ହାରଠୁ ଅଧିକ । ଦେଶରେ ୪.୮୭ ମୁଦ୍ରାସ୍ପୀତି ବେଳେ ଓଡିଶାରେ ରହିଛି ୬.୪୭ ପ୍ରତିଶତ
କନକ ବ୍ୟୁରୋ : ଦିଲ୍ଲୀ, ଗୁଜରାଟ ତୁଳନାରେ ଓଡିଶାବାସୀଙ୍କ ପକେଟ ଉପରେ ଅଧିକ ବୋଝ । କାରଣ ଏଠାରେ ରହୁଥିବା ଲୋକେ ଯେଉଁ ଦରରେ ପରିବା କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣୁଛନ୍ତି ତାହା ଦେଶରେ ସର୍ବାଧିକ ଦର ରହିଛି । କେନ୍ଦ୍ର ସରକାର ଅକ୍ଟୋବର ମାସର ମୁଦ୍ରାସ୍ପୀତି ଦର ପ୍ରକାଶ କରିଛନ୍ତି । ଯେଉଁଥିରେ ଜାତୀୟ ହାର ୪.୮୭ ପ୍ରତିଶତ ରହିଛି । ହେଲେ ଓଡିଶାରେ ଏହି ହାର ୬.୪୭ ପ୍ରତିଶତ ରହିଛି । ସହରାଞ୍ଚଳରେContinue reading “ଓଡିଶାର ଖୁଚୁରା ମୁଦ୍ରାସ୍ପୀତି ଜାତୀୟ ହାରଠୁ ଅଧିକ । ଦେଶରେ ୪.୮୭ ମୁଦ୍ରାସ୍ପୀତି ବେଳେ ଓଡିଶାରେ ରହିଛି ୬.୪୭ ପ୍ରତିଶତ”
ମୁକ୍ତିଲାଭ କରିଛି ସିନେମା ‘ସାମ୍ ବାହାଦୂର’ର ନୂଆ ଗୀତ । ଗୀତର ଟାଇଟଲ ରହିଛି ବଢତେ ଚଲୋ ।
କନକ ବ୍ୟୁରୋ: ରିଲିଜ ଅପେକ୍ଷାରେ ଥିବା ଭିକି କୌଶଲଙ୍କ ଆଗମୀ ସିନେମା ସାମ୍ ବାହାଦୂରର ନୂଆ ଗୀତ ରିଲିଜ ହୋଇଛି । ଶଙ୍କର ମହାଦେବନ, ବିଶାଳ ଦଦଲାନୀ, ଦିବ୍ୟା କୁମାର ଏହି ଗୀତର କଣ୍ଠଦାନ କରିଛନ୍ତି । ସେନାଧିକାରୀଙ୍କ ଭୂମିକାରେ ଭିକିଙ୍କ ରୋଲ ବେଶ ଚ୍ୟାଲେଂଜି ରହିଛି । ମେଘନା ଗୁଜରାଲଙ୍କ ନିର୍ଦ୍ଦେଶିତ ସାମ ବାହାଦୂର ଡିସେମ୍ବର ୧ରେ ବଡ ପରଦାକୁ ଆସିବ । ଏହି ଗୀତରେ ଦେଶାତ୍ମବୋଧ ଭରି ରହିଥିବା ବେଳେ ଦର୍ଶକ ଏହି ଗୀତଟିକୁContinue reading “ମୁକ୍ତିଲାଭ କରିଛି ସିନେମା ‘ସାମ୍ ବାହାଦୂର’ର ନୂଆ ଗୀତ । ଗୀତର ଟାଇଟଲ ରହିଛି ବଢତେ ଚଲୋ ।”