ଜୀ-ସାର୍ଥକର ସୁପରହିଟ୍ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ଦେଖନ୍ତୁ ସଂଧ୍ୟା ୬ଟା ୩୦ମିନିଟରେ…

କନକ ବ୍ୟୁରୋ: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ । ସେହି ପରି ନାରୀ ସାହସର ଏକ ଅଦମ୍ୟ କାହାଣୀକୁ ନେଇ ଅକ୍ଟୋବର ୨ ରୁ ଜୀ-ସାର୍ଥକରେ ପ୍ରସାରିତ ‘ସନ୍ଧ୍ୟା ରାଗିଣୀ’ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ସମ୍ପୂର୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କContinue reading “ଜୀ-ସାର୍ଥକର ସୁପରହିଟ୍ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ଦେଖନ୍ତୁ ସଂଧ୍ୟା ୬ଟା ୩୦ମିନିଟରେ…”

ନିୟମକୁ ବେଖାତିର କରି ହଲ୍ ଭିତରେ ବାଣ ଫୁଟାଇଲେ ଭାଇଜାନଙ୍କ ପ୍ରଶଂସକ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ।

କନକ ବ୍ୟୁରୋ: ସିନେମା ଟାଇଗର ଥ୍ରୀ  ଓ ସଲମାନଙ୍କ ପ୍ରେମରେ ପଡି ଉପସ୍ଥିତ ବୁଦ୍ଧି-ଜ୍ଞାନ ହଜାଇଲେ ପ୍ରଂଶସକ । ନିକଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ଟାଇଗର ଥ୍ରୀ । ମହାରାଷ୍ଟ୍ର ମାଲେଗାଓଁର ଏକ ସିନେମାଘରେ ଫିଲ୍ମ ପ୍ରଦର୍ଶନ ସମୟରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁ ସମୟରେ ସିନେମାରେ ସଲମାନଙ୍କ ଏଣ୍ଟ୍ରି ସିନ ଆରମ୍ଭ ହୋଇଥିଲା ସେହି ସମୟରେ ସେଠାରେ ଥିବା ବହୁ ସଂଖ୍ୟକ ପ୍ରଶଂସକ ହଠାତ ବାଣ ଫୁଟାଇବା ଆରମ୍ଭ କରିଥିଲେContinue reading “ନିୟମକୁ ବେଖାତିର କରି ହଲ୍ ଭିତରେ ବାଣ ଫୁଟାଇଲେ ଭାଇଜାନଙ୍କ ପ୍ରଶଂସକ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ।”

ଯୁଦ୍ଧ ଭୂମି ଗାଜାରୁ ଆସିଲା ବିକଳ ଚିତ୍ର । ଇସ୍ରାଏଲର ଏୟାରଷ୍ଟାଇକରେ ଠପ୍ ପଡିଛି ସ୍ୱାସ୍ଥ୍ୟସେବା ।

କନକ ବ୍ୟୁରୋ: ୩୭ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ରୋଗୀ ଓ ଶରଣାର୍ଥୀଙ୍କୁ ଢ଼ାଲ କରି ଆତ୍ମରକ୍ଷା କରୁଥିବା ହମାସ ହସ୍ପିଟାଲକୁ ନିଜର ଆଡ୍ଡ ବନାଇଛି । ସେପଟେ ଆତଙ୍କୀଙ୍କୁ ନିପାତ କରିବାକୁ ଇସ୍ରାଏଲ ସେନା ସବୁ ମାନବିକତା ଭୁଲି ହସ୍ପିଟାଲ ଉପରେ ଘନଘନ ଆକ୍ରମଣ କରୁଛି । ସ୍ଥିତି ଏଭଳି ହେଲାଣି କି ମୋଟ ୩୭ରୁ ୨୦ଟି ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି । ମିଳୁନି ପାଣି, ବିଦ୍ୟୁତ । ପ୍ରତିକ୍ଷଣରେ ଯାଉଛି ଜୀବନ ।Continue reading “ଯୁଦ୍ଧ ଭୂମି ଗାଜାରୁ ଆସିଲା ବିକଳ ଚିତ୍ର । ଇସ୍ରାଏଲର ଏୟାରଷ୍ଟାଇକରେ ଠପ୍ ପଡିଛି ସ୍ୱାସ୍ଥ୍ୟସେବା ।”

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । ବାଣଫୁଟା ପ୍ରଦୂଷଣରେ ଅଣନିଶ୍ୱାସୀ ରାଜଧାନୀ ଦିଲ୍ଲୀ, ସତର୍କ ରହିବାକୁ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । 

କନକ ବ୍ୟୁରୋ: ଦୀପାବଳିରେ ଫୁଟିଲା ବାଣ, ବଢ଼ିଲା ଦିଲ୍ଲୀର ପ୍ରଦୂଷଣ ସମସ୍ୟା । ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ସତ୍ୱେ ରାଜଧାନୀରେ ଫୁଟିଛି ବାଣ । ରବିବାର ଉତ୍ସବ ପାଳନ ଦିଲ୍ଲୀ ପାଇଁ କାଳ ସାଜିଛି । ବାୟୁର ଗୁଣବତା ଆହୁରି ଅଧିକ ବିଗିଡିବାରେ ଲାଗିଛି । ଏକ ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ବାଣ ଫୁଟାଇବା, ବାଣ ବିକ୍ରି ଉପରେ କଟକଣା ଲଗାଇଥିଲେ । ଯେଉଁଠି ନଜର ପଡୁଛି ସେଠି କେବଳ ଫୁଟାବାଣ ପଡିି ରହିଛିContinue reading “ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । ବାଣଫୁଟା ପ୍ରଦୂଷଣରେ ଅଣନିଶ୍ୱାସୀ ରାଜଧାନୀ ଦିଲ୍ଲୀ, ସତର୍କ ରହିବାକୁ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । “

କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ହେଉଛନ୍ତି ମାଲାମାଲ ।

କନକ ବ୍ୟୁରୋ: କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି । ଅମଳ ଫସଲ ରଖିବାକୁ ଶୀତଳଭଣ୍ଡାର ନଥିବା ବେଳେ ବଜାର ବ୍ୟବସ୍ଥା ବି ନାହିଁ । ଯାହାର ସୁବିଧା ନେଇ ଦଲାଲ କମ୍ ଦରରେ ଅମଳ ପିଆଜ କିଣି ନେଉଛନ୍ତି । ଆଉ କ୍ଷତିରେ ପଡୁଛନ୍ତି ଏହି ଚାଷୀ ମାନେ । ଶୀତଳ ଭଣ୍ଡାର ନଥିବାରୁ ଅମଳ ଫସଲ ନଷ୍ଟ ।Continue reading “କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ହେଉଛନ୍ତି ମାଲାମାଲ ।”

ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା: ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପସି ଲୁଚି ରହିଥିଲେ ଚୋର

କନକ ବ୍ୟୁରୋ: ଦୀପାବଳୀରେ ବାଣ ଫୁଟା ଚାଲିଥିଲା ବେଳେ ଚାଲିଥିଲା ଲୁଟ୍ । ସ୍ୱାମୀ, ସ୍ତ୍ରୀ, ଓ ପୁଅ ଘର ବାହାରେ ବାଣ ଫୁଟାଉଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି କଳା କନା ବୁଲାଇଥିଲେ । ଏମିତି ଅଭିଯୋଗ ଆସିଛି ଭୁବନେଶ୍ୱର କଳିଙ୍ଗନଗର ଅଂଚଳରୁ । ଅଭିଯୋଗ ଅନୁସାରେ, ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି ଲୁଚି ଯାଇଥିଲେ । ଆଉ ଘର ଲୋକେContinue reading “ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା: ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପସି ଲୁଚି ରହିଥିଲେ ଚୋର”

ବାନ୍ଧବୀଙ୍କ ମଧ୍ୟରେ କଳି, ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ: ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ

କନକ ବ୍ୟୁରୋ: ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ମୌସୁମୀ ଓ ବନସ୍ମିତା ବାନ୍ଧବୀ ଥିଲେ । କିନ୍ତୁ ଟଙ୍କା କାରବାରକୁ ନେଇ ମନୋମାଳିନ୍ୟ ହେବା ପରେ ବିବାଦ ଉପୁଜି ମାମଲା ଥାନାକୁ ଯାଇଥିଲା । ତେବେ ଏହା ପଛରେ ଅନ୍ୟ କିଛି କାରଣ ଥିବା ଚର୍ଚ୍ଚା ହେଉଛି । ଫିଲ୍ମର କାହାଣୀ ଭଳି ଲାଗୁଥିବାContinue reading “ବାନ୍ଧବୀଙ୍କ ମଧ୍ୟରେ କଳି, ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ: ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ”

ବଡ଼ ବଡୁଆ ଡାକିବାକୁ ଆସିଥିଲେ, ଶବ ହୋଇ ଫେରିଲେ: ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କନକ ବ୍ୟୁରୋ: ଦୀପାବଳିରେ ବଡବଡୁଆ ଡାକିବାକୁ ଗଞ୍ଜାମରୁ ଲିଙ୍ଗରାଜ ଆସିଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ ମନ୍ଦିର ଆଗରେ ଚଢିଗଲା କାର । ଏହି ଦମ୍ପତି ଲିଙ୍ଗରାଜଙ୍କ ଦର୍ଶନ ସାରି କିଣାବିକା କରୁଥିଲାଲେ । ଆଉ ହାଠତ ପଛପଟୁ ଏକ କାର ଆସି ଚଢିଯାଇଥିଲା । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଛନ୍ତି । ଏହା ଏମିତି ଏକ ଘଟଣା, ଯେତିକି ଲୋମ ଟାଙ୍କୁରା,Continue reading “ବଡ଼ ବଡୁଆ ଡାକିବାକୁ ଆସିଥିଲେ, ଶବ ହୋଇ ଫେରିଲେ: ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ”

ପଡୋଶୀ ରାଜ୍ୟରେ ଭୋଟ୍, ଓଡିଶା ସୀମାନ୍ତରେ ତାତି: ଛତିଶଗଡରେ ଓଡିଆ ନେତାଙ୍କ ପ୍ରଚାର

କନକ ବ୍ୟୁରୋ: ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଆଉ ପଡୋଶୀ ରାଜ୍ୟରେ ଭୋଟ ପଡୁଥିବାବେଳେ ଏହାର ତାତି ଦେଖିବାକୁ ମିଳଛି ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ । ଏହି ବ୍ଲକର ଅନେକ ସୀମାନ୍ତ ଗାଁରେ ଓଡିଆ ନେତାଙ୍କୁ ଧରି ଜୋରଦାର ପ୍ରଚାର ଚଳାଇଛନ୍ତି କଂଗ୍ରେସ ଓ ବିଜେପି ନେତା । ନବରଙ୍ଗପୁରର ନେତା ଛତିଶଗଡ ଯାଇ ଓଡିଆରେ ପ୍ରଚାର କରୁଛନ୍ତି । ଆଉ ଛତିଶଗଡ ନେତା ବିContinue reading “ପଡୋଶୀ ରାଜ୍ୟରେ ଭୋଟ୍, ଓଡିଶା ସୀମାନ୍ତରେ ତାତି: ଛତିଶଗଡରେ ଓଡିଆ ନେତାଙ୍କ ପ୍ରଚାର”

ବଦଳିବ କି ପୁରୀ ରାଜନୀତିର ସମୀକରଣ? ମହେଶ୍ୱରଙ୍କ ପରେ କାହାକୁ ଭରସା କରିବେ ସୁପ୍ରିମୋ?

କନକ ବ୍ୟୁରୋ: ବଦଳିବ କି ପୁରୀ ରାଜନୀତିର ସମୀକରଣ ? ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପୁରୀ ବିଧାନସଭା ଆସନ ପାଇଁ ବିଜେଡିର ଅପ୍ରତିଦ୍ୱନ୍ଦୀ ନେତା ଥିଲେ ମହେଶ୍ୱର ମହାନ୍ତି । କିନ୍ତୁ ତାଙ୍କ ଅବର୍ତମାନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତି ଓ ସ୍ଥାନୀୟ ନେତା ଶୁଭାଶିଷ ଖୁଂଟିଆ ଏଥିପାଇଁ ଦାବିଦାର ବୋଲି କୁହାଯାଉଛିContinue reading “ବଦଳିବ କି ପୁରୀ ରାଜନୀତିର ସମୀକରଣ? ମହେଶ୍ୱରଙ୍କ ପରେ କାହାକୁ ଭରସା କରିବେ ସୁପ୍ରିମୋ?”

Design a site like this with WordPress.com
Get started