କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ମହିଳା ପ୍ରାର୍ଥିଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି । ଏସବୁ ଭିତରେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୩ ମହିଳା ପ୍ରାର୍ଥୀ ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପୁରୁଷଙ୍କୁ ପଛରେ ପକାଇ ବାଜି ମାରିନେବେ କି ମହିଳା ପ୍ରାର୍ଥୀ । ଚର୍ଚ୍ଚା ଯେତିକି ବଢ଼ୁଛି ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ସେତେ ଜୋରଦାର ହେଉଛି । ସବୁ ରାଜନୈତିକ ଦଳ ଏବେ ମହିଳା କାର୍ଡ଼ ଖେଳିବା ପାଇଁContinue reading “ମହିଳା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚାରେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ, ଟିକେଟ ଆଶାୟୀଙ୍କ ଜୋରଦାର ପ୍ରଚାର ।”
Author Archives: Raghaba
ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ହାମାସ ସହିତ ହେବ କି ଡିଲ୍ ? ଏ ନେଇ କଣ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ?
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବିବୃତ୍ତି ସୂଚାଇ ଦେଇଛି ଯେ ୨୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ସେ ହମାସ ସହ ଏକ ଡିଲ କରିପାରନ୍ତି । ନେତାନ୍ୟାହୁ କିନ୍ତୁ ପ୍ରତିଥର ଯୁଦ୍ଧବିରତି ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ନେତାନ୍ୟାହୁଙ୍କ କହିବା ଅନୁଯାୟୀ ସବୁକିଛି ହମାସ ଉପରେ ନିର୍ଭର କରେ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଏହା ସୂଚିତ କରୁଛିContinue reading “ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ହାମାସ ସହିତ ହେବ କି ଡିଲ୍ ? ଏ ନେଇ କଣ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ?”
ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ ।
କନକ ବ୍ୟୁରୋ: ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ । ଅନେକ ଲୋକଙ୍କୁ ବ୍ଲାକମେଲ କରି ଗତ ୧୦ ବର୍ଷ ହେଲା ଲୁଟୁଥିଲେ ଟଙ୍କା । ତେବେ ଏନେଇ ଯେତେବେଳେ ପୋଲିସ ପାଖରେ ଅଭିଯୋଗ ହେଲା । ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଆଉ ମୌସୁମୀ ଦୀର୍ଘଦିନ ହେବ ପୋଲିସ ଠାରୁ ଲୁଚୁଥିବା ନେଇ ଅଭିଯୋଗ ହୋଇଛି ।Continue reading “ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ । “
ବିଜେପିକୁ ଯିବେ କି ଗୋପାଳପୁର ବିଧାୟକ? ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ । କ’ଣ କହିଲେ ପଢ଼ନ୍ତୁ…
କନକ ବ୍ୟୁରୋ: ବିଜେପିକୁ ଯିବେ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ? ଗତ କିଛି ଦିନ ହେବ ରାଜ୍ୟ ରାଜନୀତିକୁ ଖୁବ୍ ସରଗରମ କରିଛି ଏହି ଖବର । ଏହାରି ଭିତରେ ଖୋଦ୍ ପ୍ରଦୀପ ପାଣିଗ୍ରାହୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କେଉଁ ଦଳକୁ ଯିବି କିଛି ନିଷ୍ପତ୍ତି ନେଇନାହିଁ । ସେହିପରି ରାଜଭବନରେ ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ବସିବାକୁ ସଂଯୋଗ ବୋଲି କହିଛନ୍ତି ପ୍ରଦୀପ । କାରଣ ମୋତେ ନିମନ୍ତ୍ରଣContinue reading “ବିଜେପିକୁ ଯିବେ କି ଗୋପାଳପୁର ବିଧାୟକ? ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ । କ’ଣ କହିଲେ ପଢ଼ନ୍ତୁ…”
ଦଣ୍ଡପ୍ରଣାମ କରି କରି ଆସିଲେ । କାନ୍ଦି କାନ୍ଦି କାଳିଆକୁ ମନକଥା ଜଣାଇ ଅଧିଆ ପଡ଼ିଗଲେ ଯୁବତୀ ।
କନକ ବ୍ୟୁରୋ: ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ପାଗଳ ଭକ୍ତ । ନିଜ ଅନ୍ତରର ବେଦନା ଜଣାଇବାକୁ କାହିଁ କେଉଁ ଅନନ୍ତ ଦୂରରୁ ଦୌଡି ଆସନ୍ତି ଶ୍ରୀକ୍ଷେତ୍ର । ଆଉ ବିଶ୍ୱାସ ରହିଛି ଜଗା ଦୁଆରୁ ଖାଲି ହାତରେ କେହି ଫେରନ୍ତି ନାହିଁ । ତେବେ ପବିତ୍ର ଦିପାବଳୀରେ ଜଣେ ଯୁବତୀ ନିଜର ମନସ୍କାମନା ନେଇ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ । ଦଣ୍ଡପ୍ରଣାମ ସହ ଦୀର୍ଘ ରାସ୍ତା ଅତିକ୍ରମ କରି ଶ୍ରୀମନ୍ଦିରରେ ପହଞ୍ଚିଥିଲେ ଯୁବତୀ । ତାଙ୍କContinue reading “ଦଣ୍ଡପ୍ରଣାମ କରି କରି ଆସିଲେ । କାନ୍ଦି କାନ୍ଦି କାଳିଆକୁ ମନକଥା ଜଣାଇ ଅଧିଆ ପଡ଼ିଗଲେ ଯୁବତୀ ।”
ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଲା କ୍ରିକେଟ ଅଷ୍ଟ୍ରେଲିଆ । ବାଦ୍ ପଡିଲେ ରୋହିତ, କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ।
କନକ ବ୍ୟୁରୋ : ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଭାରତ ୯ ମ୍ୟାଚରୁ ୯ ମ୍ୟାଚରେ ବିଜୟୀ ହୋଇ ଅପରାଜେୟ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଛି କ୍ରିକେଟ ଅଷ୍ଟ୍ରେଲିଆ । ଯାହା କ୍ରିକେଟପ୍ରେମୀଙ୍କୁ ଚକିତ କରିଛି । କାରଣ କ୍ରିକେଟ ଅଷ୍ଟ୍ରେଲିଆ ବାଛିଥିବା ଟିମରେ ବିରାଟ କୋହଲିଙ୍କୁContinue reading “ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଲା କ୍ରିକେଟ ଅଷ୍ଟ୍ରେଲିଆ । ବାଦ୍ ପଡିଲେ ରୋହିତ, କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ।”
ପୋଲିସ ନାଁରେ ପୋଲିସର ଏତଲା: ସମ୍ବଲପୁର ଧନୁପାଲିର ପୂର୍ବତନ ଥାନା ଅଧିକାରୀଙ୍କ ନାଁରେ ଏତଲା ଦେଲେ ବର୍ତମାନର ଥାନା ଅଧିକାରୀ ରଂଜନ ପ୍ରଧାନ
କନକ ବ୍ୟୁରୋ: ପୋଲିସ ନାଁରେ ପୋଲିସର ଏତଲା । ସମ୍ବଲପୁର ଧନୁପାଲିର ପୂର୍ବତନ ଥାନା ଅଧିକାରୀଙ୍କ ନାଁରେ ବର୍ତମାନର ଥାନା ଅଧିକାରୀ ଏତଲା ଦେଇଛନ୍ତି । ୪ମାସ ତଳେ ବଲାଙ୍ଗିର ଜିଲ୍ଲାକୁ ବଦଳି ହୋଇଥିବା ପୂର୍ବତନ ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ନାଁରେ ଏତଲା ଦେଇଛନ୍ତି ବର୍ତମାନର ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ । ବଦଳିପରେ ବହୁ ଗୁରୁତ୍ୱପୂଣ୍ଣ କାଗଜପତ୍ର ହସ୍ତାନ୍ତର ନକରିବାରୁ ବର୍ତମାନର ଥାନା ଅଧିକାରୀ ତାଙ୍କ ନାଁରେ ଏତଲା ଦେଇଛନ୍ତି । ଫଳରେ ୪ମାସContinue reading “ପୋଲିସ ନାଁରେ ପୋଲିସର ଏତଲା: ସମ୍ବଲପୁର ଧନୁପାଲିର ପୂର୍ବତନ ଥାନା ଅଧିକାରୀଙ୍କ ନାଁରେ ଏତଲା ଦେଲେ ବର୍ତମାନର ଥାନା ଅଧିକାରୀ ରଂଜନ ପ୍ରଧାନ”
ଦୀପାବଳି ବେଳେ ବାଲେଶ୍ୱରରେ ଅଘଟଣ: ବାଣ ଫୁଟାଇବା ହେଲା କାଳ, ବିଭିନ୍ନ ସ୍ଥାନରେ ବାଣ ଫୁଟି ୧୫ ଆହତ
କନକ ବ୍ୟୁରୋ: ଦୀପାବଳି ବେଳେ ବାଲେଶ୍ୱରରେ ଅଘଟଣ । ବାଲେଶ୍ୱର ଅଂଚଳର ବିଭିନ୍ନ ସ୍ଥାନରେ ବାଣ ଫୁଟି ୧୫ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତିନି ଗୁରୁତର କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ବାଣ ଫୁଟି କାହାର ହାତ ତ କାହାର ଆଖି ନଷ୍ଟ ହୋଇଯାଇଛି । ଗୋପାଳପୁର ଅଂଚଳର ୧୦ ବର୍ଷର ନାବାଳକର ହାତରେ ବାଣ ଫୁଟି ଗୁରୁତର ହୋଇଛନ୍ତି । ସେହିପରି ପାଣି ବୋମାContinue reading “ଦୀପାବଳି ବେଳେ ବାଲେଶ୍ୱରରେ ଅଘଟଣ: ବାଣ ଫୁଟାଇବା ହେଲା କାଳ, ବିଭିନ୍ନ ସ୍ଥାନରେ ବାଣ ଫୁଟି ୧୫ ଆହତ”
୧୧୧ ଥର ଛୁରୀ ମାରି ପ୍ରେମିକାକୁ ହତ୍ୟା କରିଥିବା ବ୍ଯକ୍ତିକୁ ଯୁଦ୍ଧ ଲଢିବାପାଇଁ ଜେଲରୁ ମୁକ୍ତି
ରୁଷିଆରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଅଂଶଗ୍ରହଣ କରିବା ପରେ କ୍ଷମା କରାଯାଇଛି । ପ୍ରେମିକ ଭ୍ଲାଡିସ୍ଲାଭ୍ କାନିୟସ୍ ନିଜର ପ୍ରେମିକା ଭେରା ପେକ୍ଟେଲେଭାଙ୍କୁ ୩ ଘଣ୍ଟା ନିର୍ଯାତନା ଦେଇଥିଲେ ତାପରେ ତାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କୁ ୧୧୧ ଥର ଆକ୍ରମଣ କରିଥିଲେ। ଏତିକିରେ ମନ ବୁଝିନଥିଲା ଯେ ତାପରେ ବେକରେ କେବୁଲ ଗୁଡ଼େଇ ହତ୍ୟା କରିଥଲେ । ରୁଷର ଭ୍ଲାଡିସ୍ଲାଭContinue reading “୧୧୧ ଥର ଛୁରୀ ମାରି ପ୍ରେମିକାକୁ ହତ୍ୟା କରିଥିବା ବ୍ଯକ୍ତିକୁ ଯୁଦ୍ଧ ଲଢିବାପାଇଁ ଜେଲରୁ ମୁକ୍ତି”
ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ: ଟନେଲ ଦୁର୍ଘଟଣାକୁ ନେଇ ଅନୁଭୂତି ବାଂଟିଲେ ପୂର୍ବରୁ କାମ କରୁଥିବା ଶ୍ରମିକ
କନକ ବ୍ୟୁରୋ: ଉତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ଏହି ପ୍ରୋଜେକ୍ଟରେ କାମ କରୁଥିବା ଜଣେ ଶ୍ରମିକ ଶୁଭାକର ନାୟକ । ଶୁଭାକର ପୂର୍ବରୁ ଏହି ଟନେଲ ନିର୍ମାଣ କାମରେ ନିୟୋଜିତ ଥିଲେ । ୪ ବର୍ଷ ଧରି ସେଠାରେ ଶ୍ରମିକ ଭାବେ କାମ କରିଛନ୍ତି । ଆଉ ଟନେଲ ନିର୍ମାଣ ଶୈଳୀକୁ ନେଇ ବହୁ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ଟନେଲ ଭିତରେ ପାଦେ ପାଦେContinue reading “ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ: ଟନେଲ ଦୁର୍ଘଟଣାକୁ ନେଇ ଅନୁଭୂତି ବାଂଟିଲେ ପୂର୍ବରୁ କାମ କରୁଥିବା ଶ୍ରମିକ”