କନକ ବ୍ୟୁରୋ: ଉତରକାଶୀରେ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଉପଜିଲ୍ଲାପାଳ ତୀର୍ଥପାଲ ସିଂହଙ୍କ ସୂଚନା । ସମସ୍ତ ଶ୍ରମିକଙ୍କ ସହ ପାଇପ୍ଯୋଗେ କରାଯାଉଛି ଯୋଗାଯୋଗ । ଫସିରହିଥିବା ଶ୍ରମିକଙ୍କୁ ଅକ୍ସିଜେନ୍ ସମେତ ଖାଦ୍ୟ- ପାନୀୟ ଯୋଗାଇ ଦିଆଯାଉଛି । ମାଟି ଅତଡା ସବୁ କଢାଯିବାର କାମ ଜୋରଦାର ଜାରି ରହିଛି । ସନ୍ଧ୍ୟାସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରିନିଆଯିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ । ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ୫Continue reading “ଉତ୍ତରାଖଣ୍ଡ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସିଛନ୍ତି ୫ ଓଡିଆ: ଶ୍ରମିକଙ୍କ ଭିତରେ ଅଛନ୍ତି ବାରିପଦାର ଧିରେନ ନାୟକ”
Author Archives: Raghaba
ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ସବୁଜ ଦୀପାବଳି
କନକ ବ୍ୟୁରୋ: କିଙ୍ଗଡମ ଅଫ ବାହାରିନର ଓଡ଼ିଆ ସମାଜ ଅତି ଆନନ୍ଦ ଉଲ୍ଲାସର ସହିତ ପରିବେଶ ଅନୁକୂଳ ସବୁଜ ଦୀପାବଳି ପାଳନ କରିଛନ୍ତି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ମାନାମାସ୍ଥିତ ବାସଭବନରେ ବାହାରିନରେ କାର୍ୟ୍ୟରତ ଓଡ଼ିଆ ପରିବାର ଏକତ୍ର ହୋଇ ପାରମ୍ପରିକ ଢଙ୍ଗରେ ଏହି ଉତ୍ସବ ପାଳନ କରିଛନ୍ତି। ସମସ୍ତେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟର ଆନନ୍ଦ ନେଇଥିଲେ । ଉପସ୍ଥିତ ଶିଶୁContinue reading “ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ସବୁଜ ଦୀପାବଳି”
ବରଗଡରେ ପୁଣି ତେଜିଲା ଚାଷୀ ଆନ୍ଦୋଳନ: ଫସଲବୀମା ଓ ଇନପୁଟ୍ ସବସିଡିକୁ ନେଇ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଶତାଧିକ ଚାଷୀ
କନକ ବ୍ୟୁରୋ: ଫସଲ ବୀମା ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ବରଗଡ ଜିଲ୍ଲାର ଅତାବିରା ଓ ଭେଡେନ ବ୍ଳକର ଚାଷୀ ମାନେ ଜିଳ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଫସଲବୀମାରୁ ନେଇ ଇନପୁଟ ସବସିଡ ମିିଳିବା ବିଳମ୍ବ ହେଉଥିବାରୁ ଚାଷୀ ମାନେ ବିରୋଧ କରି ବିକ୍ଷୋଭ କରିଛନ୍ତି । ଗତ ରବି ଋତୁରେ କୁଆପଥର ମାଡ ସହିତ ବିଭିନ୍ନ ରୋଗପୋକ ଲାଗିବା କାରଣରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଯାହାପାଇଁ ଗାତରContinue reading “ବରଗଡରେ ପୁଣି ତେଜିଲା ଚାଷୀ ଆନ୍ଦୋଳନ: ଫସଲବୀମା ଓ ଇନପୁଟ୍ ସବସିଡିକୁ ନେଇ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଶତାଧିକ ଚାଷୀ”
ସେହୱାଗଙ୍କୁ ଆଇସିସି ଦେଲା ବଡ ସମ୍ମାନ । ହଲ୍ ଅଫ୍ ଫେମରେ ମିଳିଲା ସ୍ଥାନ, ଜାଣନ୍ତୁ ଭାରତର ଅନ୍ୟ କୌଣସି ଖେଳାଳୀଙ୍କୁ ମିଳିଛି ଏହି ସମ୍ମାନ ।
କନକ ବ୍ୟୁରୋ : ବିଶ୍ୱକପ ଭିତରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ମୁଲତାନର ସୁଲତାନ କୁହାଯାଉଥିବା ବୀରେନ୍ଦ୍ର ସେହୱାଗଙ୍କୁ ଆଇସିସି ବଡ ସମ୍ମାନରେ ସମ୍ମାନିତ କରିଛି । ଆଇସିସି ସେହୱାଗଙ୍କୁ ହଲ୍ ଅଫ୍ ଫେମରେ ସ୍ଥାନ ଦେଇଛି । ସେହୱାଗଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ମହିଳା ଖେଳାଳୀ ଡାଏନା ଏଡୁଲଜି ଏବଂ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭାଙ୍କୁ ମଧ୍ୟ ହଲ୍ ଅଫ୍ ଫେମରେ ସ୍ଥାନ ମିଳିଛି । ଏହାସହ ଆଇସିସିର ହଲ୍ ଅଫ୍Continue reading “ସେହୱାଗଙ୍କୁ ଆଇସିସି ଦେଲା ବଡ ସମ୍ମାନ । ହଲ୍ ଅଫ୍ ଫେମରେ ମିଳିଲା ସ୍ଥାନ, ଜାଣନ୍ତୁ ଭାରତର ଅନ୍ୟ କୌଣସି ଖେଳାଳୀଙ୍କୁ ମିଳିଛି ଏହି ସମ୍ମାନ । “
ଭୁବନେଶ୍ୱରରେ ଖୋଲିଲା କୁବେର ଅପ୍ଟିକାଲର ଚତୁର୍ଥ ଶାଖା: ରିହାତି ଦାମରେ ମିଳୁଛି ସମସ୍ତଙ୍କ ପାଇଁ ଚଷମା
କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ୍ ୪, ପୁରୀ ଗ୍ରାମ୍ୟ ବ୍ୟାଙ୍କ ନିକଟରେ କୁବେର ଅପ୍ଟିକାଲର ଚତୁର୍ଥ ଶାଖା, ‘ନିୟୁ ଅପ୍ଟିକାଲ ଆଣ୍ଡ ଆଇ କ୍ଲିନିକ’ ରବିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜଟଣୀ ବିଧାୟକ ସୁର ରାଉତରାୟ, କର୍ପୋରେଟର ଅଲିଅଳି ମଲିକ, ଚକ୍ଷୁ ବିଶେଷଜ୍ଞ ଡାକ୍ତର କଳ୍ପତରୁ ମହାପାତ୍ର, ଡାକ୍ତର ବି.କେ ପାଣି ଓ ପ୍ରବନ୍ଧ ନିର୍ଦ୍ଦେଶକ ବିଜୟ କୁମାର ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେContinue reading “ଭୁବନେଶ୍ୱରରେ ଖୋଲିଲା କୁବେର ଅପ୍ଟିକାଲର ଚତୁର୍ଥ ଶାଖା: ରିହାତି ଦାମରେ ମିଳୁଛି ସମସ୍ତଙ୍କ ପାଇଁ ଚଷମା”
ପ୍ରଂଶସକଙ୍କ ଡିମାଣ୍ଡ, ପୂରା କଲେ ରୋହିତ-ବିରାଟ । ବିଶ୍ୱକପରେ ପ୍ରଥମଥର ଦେଖିବାକୁ ମିଳିଲା ଏମିତି, ଝୁମିଲା ପୂରା ଷ୍ଟାଡିୟମ ।
କନକ ବ୍ୟୁରୋ : ନେଦରଲାଣ୍ଡସ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଜିତି ବିଶ୍ୱକପରେ ଅପରାଜେୟ ରହିଛି ଟିମ ଇଣ୍ଡିଆ । ନେଦରଲାଣ୍ଡସ ବିପକ୍ଷରେ ଟିମ୍ ଇଣ୍ଡିଆ ଦମଦାର ବ୍ୟାଟିଂ କରିଥିବା ବେଳେ ବୋଲିଂରେ ମଧ୍ୟ ଜଲୱା ଦେଖାଇଛି । ଖାସକରି ଦୀର୍ଘବର୍ଷ ପରେ ରୋହିତ ଓ ବିରାଟଙ୍କ ହାତରେ ବଲ୍ ଦେଖିବାକୁ ମିଳିଛି । ନେଦରଲାଣ୍ଡସ ବିପକ୍ଷରେ ଉଭୟ ବିରାଟ-ରୋହିତ ବୋଲିଂ କରିଥିଲେ । ଉଭୟଙ୍କ ବୋଲିଂ ଦେଖି ଷ୍ଟାଡିୟମରେ ଝୁମିଥିଲେ ଭାରତୀୟ କ୍ରିକେଟ ପ୍ରଂଶସକ ।Continue reading “ପ୍ରଂଶସକଙ୍କ ଡିମାଣ୍ଡ, ପୂରା କଲେ ରୋହିତ-ବିରାଟ । ବିଶ୍ୱକପରେ ପ୍ରଥମଥର ଦେଖିବାକୁ ମିଳିଲା ଏମିତି, ଝୁମିଲା ପୂରା ଷ୍ଟାଡିୟମ ।”
ଦୀପାବଳି ରାତିରେ ଫୁଟବଲରେ ନିଆଁ ଲଗାଇ ଖେଳିଲେ ଯୁବକ: ସମ୍ବଲପୁର, ରେଢାଖୋଲରୁ ଆସିଲା ଯୁବକଙ୍କ ବିପଦଜନକ ଦୃଶ୍ୟ
କନକ ବ୍ୟୁରୋ: ନିଆଁ ସହ ଖେଳ । ଦୀପାବଳିରେ ରେଢ଼ାଖୋଲରେ ଯୁବକ ମାନେ ବିପଦପୂର୍ଣ୍ଣ ଭାବେ ନିଆଁ ସହ ଖେଳ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସମ୍ବଲପୁର ରେଢ଼ାଖୋଲ ମିନି ଷ୍ଟାଡ଼ିୟମରେ ସ୍ଥାନୀୟ ଯୁବକ ମାନେ ଫୁଟବଲରେ ନିଅାଁ ଲଗାଇ ଗୋଡରେ ସୁଟ୍ ମାରୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି । ବିଭିନ୍ନ ସ୍ଥାନରେ ସଚେତନତା ଅଭାବରୁ ନିଆଁ ଲାଗି ଜୀବନ ଯାଉଥିବା ବେଳେ ସ୍ଥାନୀୟ ଯୁବକଙ୍କର ଏଭଳି ବିପଦଜନକContinue reading “ଦୀପାବଳି ରାତିରେ ଫୁଟବଲରେ ନିଆଁ ଲଗାଇ ଖେଳିଲେ ଯୁବକ: ସମ୍ବଲପୁର, ରେଢାଖୋଲରୁ ଆସିଲା ଯୁବକଙ୍କ ବିପଦଜନକ ଦୃଶ୍ୟ”
କଟକ ସିଏମସି କାଉନସିଲ ବୈଠକରେ ହୋହାଲ୍ଲା: ଛତ୍ରବଜାର ଅର୍ବାନ ହାଟର ସିଟ୍ ଆବଂଟନକୁ ନେଇ ପାଟିତୁଣ୍ଡ
କନକ ବ୍ୟୁରୋ: ସିଏମସି କାଉନସିଲ ବୈଠକରେ ହୋହାଲ୍ଳା ଓ ପାଟିତୁଣ୍ଡ । କଟକ ଛତ୍ରବଜାର ଅର୍ବାନ ହାଟରେ ସିଟ୍ ଆଲଟମେଂଟ ନେଇ ସିଏମସି କାଉନସିଲ ବୈଠକରେ ପାଟିତୁଣ୍ଡ କରିଛନ୍ତି ବିରୋଧୀ କର୍ପୋରେଟର । ଅର୍ବାନ ହାଟରେ ବ୍ୟବସାୟୀ ବସିବା ନେଇ ହୋଇଥିବା କମିଟି ନିଷ୍ପତିକୁ ବିରୋଧ କରି ପାଟିତୁଣ୍ଡ କରିଛନ୍ତି । ସିଏମସି ମେୟର ଓ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗି କଂଗ୍ରେସ କର୍ପୋରେଟର ଘେରିଛନ୍ତି । ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ମେୟର ଓ କମିଶନରଙ୍କୁ ଜବାବContinue reading “କଟକ ସିଏମସି କାଉନସିଲ ବୈଠକରେ ହୋହାଲ୍ଲା: ଛତ୍ରବଜାର ଅର୍ବାନ ହାଟର ସିଟ୍ ଆବଂଟନକୁ ନେଇ ପାଟିତୁଣ୍ଡ”
ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା: ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପସି ଲୁଟିଲେ
କନକ ବ୍ୟୁରୋ: ଗୋଟିଏ ପଟେ ଦୀପାବଳୀରେ ବାଣ ଫୁଟା ଚାଲିଥିଲା, ଆଉ ଗୋଟିଏ ପଟେ ଲୁଟ୍ କରୁଥିଲେ ଦୁବୃର୍ତ । ସ୍ୱାମୀ, ସ୍ତ୍ରୀ, ଓ ପୁଅ ଘର ବାହାରେ ବାଣ ଫୁଟାଉଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି କଳା କନା ବୁଲାଇଥିଲେ । ଅଭିଯୋଗ ଅନୁସାରେ, ଦୁବୃର୍ତମାନେ ଘରେ ପଶି ୫ଟି ସୁନା ମୁଦି. ମଂଗଳସୂତ୍ର, ୨ଟି କାନ ଫୁଲ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଭୁବନେଶ୍ୱର ଖଣ୍ଡଗିରିContinue reading “ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା: ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପସି ଲୁଟିଲେ”
ଟନେଲ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଯୋଗାଇ ଦିଆଯାଉଛି ଅକ୍ସିଜେନ୍: ସନ୍ଧ୍ୟାସୁଦ୍ଧା ଉଦ୍ଧାର ନେଇ ରହିଛି ଲକ୍ଷ୍ୟ
କନକ ବ୍ୟୁରୋ: ଉତରକାଶୀରେ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଉପଜିଲ୍ଲାପାଳ ତୀର୍ଥପାଲ ସିଂହଙ୍କ ସୂଚନା । ସମସ୍ତ ଶ୍ରମିକଙ୍କ ସହ ପାଇପ୍ଯୋଗେ କରାଯାଉଛି ଯୋଗାଯୋଗ । ଫସିରହିଥିବା ଶ୍ରମିକଙ୍କୁ ଅକ୍ସିଜେନ୍ ସମେତ ଖାଦ୍ୟ- ପାନୀୟ ଯୋଗାଇ ଦିଆଯାଉଛି । ମାଟି ଅତଡା ସବୁ କଢାଯିବାର କାମ ଜୋରଦାର ଜାରି ରହିଛି । ସନ୍ଧ୍ୟାସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରିନିଆଯିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ । ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ୫Continue reading “ଟନେଲ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଯୋଗାଇ ଦିଆଯାଉଛି ଅକ୍ସିଜେନ୍: ସନ୍ଧ୍ୟାସୁଦ୍ଧା ଉଦ୍ଧାର ନେଇ ରହିଛି ଲକ୍ଷ୍ୟ”