କନକ ବ୍ୟୁରୋ : ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ ଡେଲ୍ଟା ପ୍ଲସ୍ ଭାରିଆଂଟ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଏହି ୩ ରାଜ୍ୟରେ ୪୦ ଜଣ ଡେଲ୍ଟା ପ୍ଲସ ଭାରିଆଂଟ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ସର୍ବାଧିକ ମହାରାଷ୍ଟ୍ରରେ ୨୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି ।ଏହାପରେ ଏହି ୩ ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ୪୫ହଜାର ସଂଗୃହିତ ସାମ୍ପଲ ଗୁଡିକର ଜେନମ୍Continue reading “ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ବଢ଼ୁଛି ଚିନ୍ତା । ୩ ରାଜ୍ୟକୁ ସତର୍କ କଲା କେନ୍ଦ୍ର, ଦେଶର ଏଯାଏଁ ଡେଲଟା ପ୍ଲସ୍ ଭାରିଆଣ୍ଟର ୪୦ ମାମଲା ଚିହ୍ନଟ ।”
Author Archives: Raghaba
ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିବା ପରେ ମାଲକାନିଗିରି ଜିଲ୍ଲାପାଳଙ୍କ ଅଜବ ଯୁକ୍ତି । ବଡ଼ ପ୍ରଶ୍ନ ଟ୍ରେଜେରୀ ଅଫିସଠାରୁ ଅଧିକ ସୁରକ୍ଷିତ କି ଜିଲ୍ଲାପାଳଙ୍କ ବାସଭବନ?
କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ବାସଭବନ ଅଧିକ ସୁରକ୍ଷିତ ନା ଜିଲ୍ଲା କୋଷାଗାର । ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ଆସିବା ପରେ ଏ ପ୍ରଶ୍ନ ସାମନାକୁ ଆସିଛି । କାରଣ ଟେଣ୍ଡର ବକ୍ସ ସିଲ ହବା ପରେ ଦୁଇଟି ଟେଣ୍ଡର ବକ୍ସକୁ ଜିଲ୍ଲପାଳ ୩ ଦିିନ କାଳ ନିଜ ବାସଭବନରେ ରଖି ଥିବା ନେଇ ଆରଟିଆଇ ତଥ୍ୟରୁ ଜଣା ପଡିଛି । ଯାହା ଜିଲ୍ଲାପାଳଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହContinue reading “ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିବା ପରେ ମାଲକାନିଗିରି ଜିଲ୍ଲାପାଳଙ୍କ ଅଜବ ଯୁକ୍ତି । ବଡ଼ ପ୍ରଶ୍ନ ଟ୍ରେଜେରୀ ଅଫିସଠାରୁ ଅଧିକ ସୁରକ୍ଷିତ କି ଜିଲ୍ଲାପାଳଙ୍କ ବାସଭବନ?”
ସତ୍ୟନଗରରେ ଶଶ୍ମାନରେ ଛାତ୍ର କଂଗ୍ରେସ ଲଗାଇଲା ମୋଦି ଓ ନବୀନଙ୍କ ପୋଷ୍ଟର । ଦଳ କହିଲା, ଯଦି ଟିକାକରଣ କେନ୍ଦ୍ରରେ ଫଟୋ ଲାଗିବ, ତେବେ ଶଶ୍ମାନରେ କାହିଁକି ନୁହେଁ ।
କନକ ବ୍ୟୁରୋ : ସତ୍ୟନଗର ଶ୍ମଶାନରେ ଲାଗିଲା ମୋଦି ଓ ନବୀନଙ୍କ ପୋଷ୍ଟର । ଟିକା ପ୍ରମାଣପତ୍ରରେ ଫଟୋ ରହିବା ନେଇ ଚାଲିଥିବା ରାଜନୀତିର ପ୍ରତିବାଦ କରି ଛାତ୍ର କଂଗ୍ରେସ ପକ୍ଷରୁ ଏଭଳି ପୋଷ୍ଟର ଲଗାଯାଇଛି । ଦଳ ଅଭିଯୋଗ କରିଛି, କୋଭିଡ ସମୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ନ ଦେଇ ଫଟୋ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି । ଯଦି ଟିକାକରଣରେ ଫଟୋ ଲାଗିବ ତାହାହେଲେ ମୃତ୍ୟୁ ପାଇଁ ବି ଉଭୟContinue reading “ସତ୍ୟନଗରରେ ଶଶ୍ମାନରେ ଛାତ୍ର କଂଗ୍ରେସ ଲଗାଇଲା ମୋଦି ଓ ନବୀନଙ୍କ ପୋଷ୍ଟର । ଦଳ କହିଲା, ଯଦି ଟିକାକରଣ କେନ୍ଦ୍ରରେ ଫଟୋ ଲାଗିବ, ତେବେ ଶଶ୍ମାନରେ କାହିଁକି ନୁହେଁ । “
କରୋନା ବଦଳାଇ ଦେଲା କଳାକାରଙ୍କ ଭୂମିକା । କେଉଁଠି ରାସ୍ତାକଡ଼ରେ ଯାତ୍ରା କଳାକାର ବିକୁଛନ୍ତି ଶାଗ ଓ ଛତୁ, ଆଉ କେଉଁଠି ଚିକେନ୍ ଦୋକାନ ଖୋଲି ପରିବାର ପୋଷୁଛନ୍ତି କଣ୍ଠଶିଳ୍ପୀ ।
କନକ ବ୍ୟୁରୋ : କରୋନା ବଦଳାଇ ଦେଲା କଳାକାରର ଭୂମିକା । ଯେଉଁ କଳାକାର ଦିନେ ମଞ୍ଚ ଉପରେ ଅଭନୟ କରୁଥିଲା, ସେ ଆଜି ରାସ୍ତା କଡରେ ଉଠା ଦୋକାନୀ ପାଲଟି ଯାଇଛି । କିଏ ଶାଗ ଓ ଛତୁ ବିକ୍ରି କରୁଛି ତ ଆଉ କିଏ ରାସ୍ତା କଡା ଚିକେନ ବିକ୍ରି କରୁଛି । ଏବେ ସେ ଝିଲିମିଲି ଆଲୁଅ ନାହିଁ, କି ସେ ରଙ୍ଗୀନ୍ ପରିବେଶ ନାହିଁ । ସ୍ଥିତି ବଦଳିଯାଇଛି, କଳାକାରର ଭୂମିକାContinue reading “କରୋନା ବଦଳାଇ ଦେଲା କଳାକାରଙ୍କ ଭୂମିକା । କେଉଁଠି ରାସ୍ତାକଡ଼ରେ ଯାତ୍ରା କଳାକାର ବିକୁଛନ୍ତି ଶାଗ ଓ ଛତୁ, ଆଉ କେଉଁଠି ଚିକେନ୍ ଦୋକାନ ଖୋଲି ପରିବାର ପୋଷୁଛନ୍ତି କଣ୍ଠଶିଳ୍ପୀ ।”
ନକଲି ଔଷଧର ଅସଲି ସତ । ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି ପାଇଁ ହୋଇଥିଲା ଯୋଜନା, ୩ ଜଣଙ୍କୁ ଗିରଫ କଲା ଏସଟିଏଫ ।
କନକ ବ୍ୟୁରୋ : କଟକ ନକଲି ଔଷଧ କାରବାରର ସାଂଘାତିକ ସତ ସାମ୍ନାକୁ ଆସିଛି । ଫାବିମାକ୍ସର ନକଲି ଟାବଲେଟର ଗୋଟିଏ ଷ୍ଟ୍ରିପକୁ ୬୫ ଟଙ୍କାରେ କିଣି ୧୨ଶହ ୯୦ ଟଙ୍କାରେ ଓଡିଶାରେ ବିକ୍ରି ପାଇଁ ଯୋଜନା ହୋଇଥିଲା । ତଦନ୍ତ ବେଳେ ଏହା ଜାଣିବାକୁ ପାଇଁ କ୍ରାଇମବ୍ରାଂଚର ଏସଟିଏଫ ଟିମ୍ । ନକଲି ଔଷଧ କାରବାର ମାମଲାରେ କଟକ ମେଡିଲଏଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣContinue reading “ନକଲି ଔଷଧର ଅସଲି ସତ । ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି ପାଇଁ ହୋଇଥିଲା ଯୋଜନା, ୩ ଜଣଙ୍କୁ ଗିରଫ କଲା ଏସଟିଏଫ ।”
ଟିକା କେନ୍ଦ୍ରରେ ଫଟୋକୁ ନେଇ ତେଜିଲା ବିବାଦ । ବିଜେଡି-ବିଜେପି ମୁହାଁମୁହିଁ ।
କନକ ବ୍ୟୁରୋ : କରୋନା ଟିକାକରଣ କେନ୍ଦ୍ରରେ ଫୋଟକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଥମୁନି । ଆଜି ବାଲେଶ୍ୱର ଷ୍ଟେସନରେ ଛକ ନିକଟରେ ଥିବା ଗାନ୍ଧୀ ସ୍ମୃତି ଭବନ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂକାର୍ଡ ବଣ୍ଟନ କରାଯାଉଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟିକାକେନ୍ଦ୍ର ପରିଦର୍ଶନ କରିବା ବେଳେ ଏହାକୁ ନେଇ ଉତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂ କାର୍ଡକୁ ଚିରିଦେବା ସହ ପୁଳାପୁଳା ପୁସିଂ କାର୍ଡContinue reading “ଟିକା କେନ୍ଦ୍ରରେ ଫଟୋକୁ ନେଇ ତେଜିଲା ବିବାଦ । ବିଜେଡି-ବିଜେପି ମୁହାଁମୁହିଁ ।”
ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି, ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ନୀତି ସମ୍ପାଦନ ।
କନକ ବ୍ୟୁରୋ : ଆସନ୍ତାକାଲି ସ୍ନାନପୂର୍ଣ୍ଣିମା । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ସ୍ନାନପୂର୍ଣ୍ଣିମା ନୀତି । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରିବେ ନାହିଁ ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ସେ ଜଣାଇ ଦେଇଛନ୍ତି । ସେପଟେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ କରାଯିବ, ଏ ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳContinue reading “ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି, ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ନୀତି ସମ୍ପାଦନ ।”
ନେଟୱର୍କ ଯେଉଁଠି, ପାଠପଢ଼ା ସେଇଠି । ପାହାଡ ଚଢି ପିଲାଏ ପଢୁଛନ୍ତି ୟୁ-ଟ୍ୟୁବ୍ ପାଠ, ବୌଦ୍ଧ ଓ ଗଜପତିରୁ ଆସିଲା ଅନଲାଇନ୍ ପାଠପଢ଼ାର ବିକଳ ଚିତ୍ର ।
କନକ ବ୍ୟୁରୋ : ଓଡିଶାରେ ପ୍ରଥମ କରି ୟୁଟ୍ୟୁବ ମାଧ୍ୟରେ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆମ ଆପଣଙ୍କୁ ଏମିତି ଚିତ୍ର ଦେଖାଇବାକୁ ଚାହୁଁଛୁ, ଯାହା ରାଜ୍ୟ ସରକାର ନିଶ୍ଚୟ ଦେଖିବା ଉଚିତ । ଅନଲାଇନ କ୍ଲାସ ପାଇଁ ଆମେ କେତେ ପ୍ରସ୍ତୁତ ଅଛୁ, ଏହି ଚିତ୍ର ଦେଖିବା ପରେ, ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଓଡିଶାର କିଛି ଉପାନ୍ତ ଜିଲ୍ଲାରୁ ଏଭଳି ଚିତ୍ର ଆସିଛି । କୁନି ହାତରେ କଲମ ଧରି ଏ-ବି-ସି-ଡିContinue reading “ନେଟୱର୍କ ଯେଉଁଠି, ପାଠପଢ଼ା ସେଇଠି । ପାହାଡ ଚଢି ପିଲାଏ ପଢୁଛନ୍ତି ୟୁ-ଟ୍ୟୁବ୍ ପାଠ, ବୌଦ୍ଧ ଓ ଗଜପତିରୁ ଆସିଲା ଅନଲାଇନ୍ ପାଠପଢ଼ାର ବିକଳ ଚିତ୍ର ।”
କରୋନାକୁ ହରାଇଲା କୁନି ଶିଶୁ । ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।
କନକ ବ୍ୟୁରୋ : କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲା । ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତମContinue reading “କରୋନାକୁ ହରାଇଲା କୁନି ଶିଶୁ । ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।”
ରବିନ୍ଦ୍ର ଜାଡେଜା ବନିଲେ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର । ଚତୁର୍ଥ ସ୍ଥାନରେ ଅଶ୍ୱିନୀ ।
କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି । ଆଇସିସି ଜାରି କରିଛି ଟେଷ୍ଟ ରାଙ୍କିଂ ତାଲିକା । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ଶୀର୍ଷରୁ ହଟାଇ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର ବନିଛନ୍ତି ଜାଡେଜା । ୩୮୬ ଅଙ୍କ ସହ ଜାଡେଜା ଶୀର୍ଷରେ ଥିବା ବେଳେ ୩୮୪ ଅଙ୍କ ସହ ଜେସନ ହୋଲ୍ଡର ଦ୍ୱିତୀୟ ସ୍ଥାନରେ, ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ୩୭୭ ଅଙ୍କContinue reading “ରବିନ୍ଦ୍ର ଜାଡେଜା ବନିଲେ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର । ଚତୁର୍ଥ ସ୍ଥାନରେ ଅଶ୍ୱିନୀ ।”