କନକ ବ୍ୟୁରୋ: ଦେଶରେ ଏବେ କରୋନା ମହାମାରୀ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସାର୍ବଜନିନ ଟିକାକରଣ ଜାରି ରହିଛି । ଏପରି ସ୍ଥିତିରେ ଦେଶର ସ୍ୱଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲୋକଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଛି । ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ଓ କମ୍ପାନୀ ପକ୍ଷରୁ ଏଭଳି ଲୋଭନୀୟ ଉପହାର ସମ୍ପର୍କରେ ଘେଶଷଣା କରାଯାଉଛି । ଏପରିକି କେତେକ ଟିକାକରଣ କେନ୍ଦ୍ରରେ ଲକି ଡ଼୍ର ଅନୁଷ୍ଠିତContinue reading “ଟିକାକରଣକୁ ପ୍ରୋତ୍ସାହିତ କରିବାକୁ ଲୋଭନୀୟ ଅଫର । ଇନ୍ଦୋରରେ ଟିକା ନେଲେ ମିଳୁଛି ଏହି ସବୁ ଦାମୀ ଉପହାର “
Author Archives: Raghaba
ଜମ୍ମୁ-କାଶ୍ମୀରରେ ସରଗରମ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ସର୍ବ ଦଳୀୟ ବୈଠକରେ ଯୋଗଦେବେ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତି । ସ୍ୱତନ୍ତ୍ର ରାଜ୍ୟ ଦାବି ପାଇଁ ପ୍ରସ୍ତାବ ରଖିବ ଗୁଫକାର ମେଂଟ
କନକ ବ୍ୟୁରୋ: ଆସନ୍ତା ୨୪ ତାରିଖ ଅର୍ଥାତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ନେତା ମାନଙ୍କ ସହ ଆଲୋଚନା କରିବାକୁ ଥିବାବେଳେ ଘାଟିରେ ରାଜନୈତିକ ଗହଳି ଚହଳି ବଢି ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବେ ଗୁପକାର ମେଂଟ ନେତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ-କାଶ୍ମୀରର ୧୬ଟି ନେତାଙ୍କୁ ବୈଠକ ପାଇଁ ଡକାଯାଇଥିଲା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ହଟାଯିବା ପରେContinue reading “ଜମ୍ମୁ-କାଶ୍ମୀରରେ ସରଗରମ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ସର୍ବ ଦଳୀୟ ବୈଠକରେ ଯୋଗଦେବେ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତି । ସ୍ୱତନ୍ତ୍ର ରାଜ୍ୟ ଦାବି ପାଇଁ ପ୍ରସ୍ତାବ ରଖିବ ଗୁଫକାର ମେଂଟ”
ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ । ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ଜାରି
କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ ଓଭର ୨ ବଲ ଖେଳି ନ୍ୟୁଜିଲାଣ୍ଡ ଦଳ ଅଲଆଉଟ ହୋଇଯାଇଛି । ଏହି ଇଂନିସରେ ନ୍ୟୁଜିଲାଣ୍ଡ ପକ୍ଷରୁ କୋନୱେ ୫୪, ୱିଲିୟମସନ ୪୯ ଓ ଟିମ ସାଉଦି ୩୦Continue reading “ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ । ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ଜାରି”
ପୁଣି ଚାଲିଲା ପୋଷ୍ଟର-ଚିରା ରାଜନୀତି । ଆଜି ବ୍ରହ୍ମପୁର, ବାରିପଦା, ଢେଙ୍କାନାଳ ଓ ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ । ପ୍ରଶ୍ନ କଲେ, କାହିଁକି ଟିକା କେନ୍ଦ୍ରରେ ରହିବ ନାହିଁ ମୋଦିଙ୍କ ପୋଷ୍ଟର
କନକ ବ୍ୟୁରୋ: ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରୁଛି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରହ୍ମପୁରର ଗିରିରୋଡ ହାଇସ୍କୁଲ, ତେଲୁଗୁ ହାଇସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଛନ୍ତି ବିଜେପି କର୍ମୀ । ଟିକାକରଣକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଟିକା ଯୋଗାଇ ଦେଉଥିବାବେଳେContinue reading “ପୁଣି ଚାଲିଲା ପୋଷ୍ଟର-ଚିରା ରାଜନୀତି । ଆଜି ବ୍ରହ୍ମପୁର, ବାରିପଦା, ଢେଙ୍କାନାଳ ଓ ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ । ପ୍ରଶ୍ନ କଲେ, କାହିଁକି ଟିକା କେନ୍ଦ୍ରରେ ରହିବ ନାହିଁ ମୋଦିଙ୍କ ପୋଷ୍ଟର”
ଘୋଡା ଥାଇ ଗୋଲେଇ ଛକର ହୋଇପାରିବ କି ଆଧୁନିକରଣ । ସାମ୍ନାକୁ ଆସିଲା ବିଶ୍ୱର ବହୁ ଉଦାହରଣ । ପ୍ରତିକାତ୍ମକ ମୂର୍ତିକୁ ରଖି କରାଯାଇ ପାରିବ ପୁନଃନିର୍ମାଣ
କନକ ବ୍ୟୁରୋ: ବିକାଶ ପାଇଁ ଅନେକ ବିକଳ୍ପ ରହିଛି । ସ୍ଥାନାନ୍ତରଣ ଓ ବିସ୍ଥାପନ ବାହାରେ ବିକାଶର ବାଟ ଖୋଜିବା ହେଉଛି ବର୍ତମାନ ସମୟର ଆହ୍ୱାନ । ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ରେ ଥିବା ଘୋଡ଼ାର ସ୍ଥାନାନ୍ତରଣକୁ ବିରୋଧ ବଢ଼ୁଥିବା ବେଳେ ଏହାକୁ ନେଇ ଏକ ବିକଳ୍ପ ବାଟ ଦେଖାଛନ୍ତି ଟାଉନ୍ ପ୍ଲାନର । ଘୋଡ଼ାକୁ ସ୍ଥାନାନ୍ତର ନକରି ଭୁବନେଶ୍ୱର ସହରକୁ ଆହୁରି ସୁନ୍ଦର କରାଯାଇପାରିବ କି? ବିଶ୍ୱର ବଡ଼ ବଡ଼ ସହରରେ ଆଜି ବି ଦେଖିବାକୁ ମିଳେContinue reading “ଘୋଡା ଥାଇ ଗୋଲେଇ ଛକର ହୋଇପାରିବ କି ଆଧୁନିକରଣ । ସାମ୍ନାକୁ ଆସିଲା ବିଶ୍ୱର ବହୁ ଉଦାହରଣ । ପ୍ରତିକାତ୍ମକ ମୂର୍ତିକୁ ରଖି କରାଯାଇ ପାରିବ ପୁନଃନିର୍ମାଣ”
ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଂଟ । ସ୍ୱାସ୍ଥ୍ୟ ସଚିବ କହିଲେ, ଦେଶରେ ୨୨ ଜଣଙ୍କ ଠାରେ ମିଳିଛି ନୂଆ ଭୂତାଣୁ । ୯ଟି ଦେଶରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ
କନକ ବ୍ୟୁରୋ: ଡେଲଟା ପ୍ଲସ ଭେରିଆଂଟ । କୋଭିଡ-୧୯ ଭୂତାଣୁର ଏହି ନୂଆ ଭେରିଆଂଟ ବା ରୂପ ଏବେ ବିଶେଷଜ୍ଞଙ୍କ ଅଧ୍ୟୟନର କେନ୍ଦ୍ର ହୋଇଛି । ଏହି ଭୂତାଣୁକୁ ନେଇ ତୃତୀୟ ଲହରର ଆଶଙ୍କା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ୨୨ ଜଣଙ୍କ ଠାରେ ଏହି ଭେରିଆଂଟ ମିଳିଛି ଏବଂ ୨୨ରୁ ୧୬ ଜଣ ମହାରାଷ୍ଟ୍ରର ରତ୍ନଗିରି, ଜଲଗାଁଓ ଏବଂ କେରଳ ଓ ମଧ୍ୟପ୍ରଦେଶରୁ ମିଳିଛନ୍ତି । ଏହି ଭେରିଆଂଟContinue reading “ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଂଟ । ସ୍ୱାସ୍ଥ୍ୟ ସଚିବ କହିଲେ, ଦେଶରେ ୨୨ ଜଣଙ୍କ ଠାରେ ମିଳିଛି ନୂଆ ଭୂତାଣୁ । ୯ଟି ଦେଶରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ”
କରୋନା ମହାମାରୀକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଶ୍ୱେତ ପତ୍ର । କହିଲେ ଦ୍ୱିତୀୟ ଲହରରେ ୯୦ ପ୍ରତିଶତ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା
କନକ ବ୍ୟୁରୋ: ଦ୍ୱିତୀୟ ଲହର କରୋନା ମୃତ୍ୟୁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ରହୁଲ କହିଛନ୍ତି ମେଡ଼ିସନ୍ ଏବଂ ଅକ୍ସିଜେନ୍ ଠିକ୍ ପରିମାଣର ଉପଲବ୍ଧ ଥିଲେ ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁ ସଂଖ୍ୟାର ୯୦ ପ୍ରତିଶତ ରୋକା ଯାଇ ପାରିଥାଆନ୍ତା । ସେହିପରି ମହାମାରୀ କରୋନାକୁ ନେଇ ଶ୍ୱେତପତ୍ର ଜାରି କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହContinue reading “କରୋନା ମହାମାରୀକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଶ୍ୱେତ ପତ୍ର । କହିଲେ ଦ୍ୱିତୀୟ ଲହରରେ ୯୦ ପ୍ରତିଶତ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା”
ଶିକ୍ଷାଦର୍ପଣ ୟୁ-ଟ୍ୟୁବ ପାଠପଢାର ସୁଫଳ ପାଉନାହାନ୍ତି ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ । ନେଟୱାର୍କ ଓ ଆଣ୍ଡ୍ରଏଡ୍ ମୋବଇଲ୍ ନଥିବାରୁ ପିଲାଏ ପଢି ପାରୁନାହାନ୍ତି ଅନଲାଇନ୍ ପାଠ
କନକ ବ୍ୟୁରୋ: ଲକଡାଉନ ସଟଡାଉନ ଯୋଗୁଁ ସ୍କୁଲ ବନ୍ଦ ରହିଛି । ବେସରକାରୀ ବିଦ୍ୟାଳୟ ଗୁଡିକ ଅନଲାଇନ ଶିକ୍ଷା ଜାରି ରଖିଥିବା ବେଳେ ସରକାରୀ ସ୍କୁଲ ପାଇଁ ଶିକ୍ଷାଦର୍ପଣ ଯୋଜନାରେ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି । ହେଲେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ ଏହି ପାଠପଢା କେତେ ସଫଳ ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଶିକ୍ଷାଦର୍ପଣ ଯୋଜନାରେ ଅନଲାଇନ୍ ପାଠପଢା ହେଉଛି । ଆଉ ଗୋଟିଏ ଘରେ ଏକାଠି ବସିContinue reading “ଶିକ୍ଷାଦର୍ପଣ ୟୁ-ଟ୍ୟୁବ ପାଠପଢାର ସୁଫଳ ପାଉନାହାନ୍ତି ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ । ନେଟୱାର୍କ ଓ ଆଣ୍ଡ୍ରଏଡ୍ ମୋବଇଲ୍ ନଥିବାରୁ ପିଲାଏ ପଢି ପାରୁନାହାନ୍ତି ଅନଲାଇନ୍ ପାଠ”
କରୋନା ଟିକା ପାଇଁ ଲାଇନ୍ ଦେଇଛି ଆଧାରକାର୍ଡ । ଆଠଗଡରେ ଟିକା ନେବା ପାଇଁ ରାସ୍ତା ଉପରେ ଲମ୍ବିଲା ଆଧାରକାର୍ଡର ଧାଡି । ସେପଟେ ଟିକା ପାଇଁ ଆସିଲା ଜଳଯାତ୍ରାର ଚିତ୍ର
କନକ ବ୍ୟୁରୋ: ଦେବୀ ନଦୀରେ ଭାସୁଥିବା ଏହି କାଠ ଡଙ୍ଗା ଏବଂ ଡଙ୍ଗାରେ ଯାତ୍ରା କରୁଥିବା ଏହି ଯାତ୍ରୀ, ସେହି ମାନଙ୍କ ପାଇଁ ଗୋଟିଏ ବାର୍ତା ଆଣୁଛି, ଯେଉଁମାନଙ୍କ ପାଖକୁ ଟିକା ପହଂଚୁଥିଲେ ବି ଟିକା ନେଉ ନାହାଁନ୍ତି । ଭୂତାଣୁ ଭିତରେ ଜାରି ରହିଥିବା ଲଢ଼େଇରେ ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଆଉ ଏହି କଥାକୁ ଠିକ୍ ବୁଝିଛନ୍ତି ଅସ୍ତରଙ୍ଗ ତାଳଦା ଦୀପାଂଚଳର ଲୋକ । କାଠ ଡଙ୍ଗାରେ ଭରା ନଈ ପାର ହୋଇContinue reading “କରୋନା ଟିକା ପାଇଁ ଲାଇନ୍ ଦେଇଛି ଆଧାରକାର୍ଡ । ଆଠଗଡରେ ଟିକା ନେବା ପାଇଁ ରାସ୍ତା ଉପରେ ଲମ୍ବିଲା ଆଧାରକାର୍ଡର ଧାଡି । ସେପଟେ ଟିକା ପାଇଁ ଆସିଲା ଜଳଯାତ୍ରାର ଚିତ୍ର “
ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପଥର ଖାଦାନ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି
କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ନାଁରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ । ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ ଟେକି ଦେଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପାଳ ଟେଣ୍ଡର ଆହ୍ୱନ କରିଥିଲେ ।Continue reading “ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପଥର ଖାଦାନ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି”