କନକ ବ୍ୟୁରୋ : ଗାଜିଆବାଦ ମୁସଲିମ୍ ବୃଦ୍ଧଙ୍କ ଭାଇରାଲ ଭିଡିଓ ଘଟଣାରେ ପଚରା-ଉଚୁରା ପାଇଁ ପ୍ରସ୍ତୁତ ଅଛି ଟ୍ୱିଟର ଇଣ୍ଡିଆ । ଗାଜିଆବାଦ ପୋଲିସ ଟ୍ୱିଟର ଇଣ୍ଡିଆ ଏମଡି ମନିଷ ମାହେଶ୍ୱରୀଙ୍କୁ ପଚରାଉଚୁରା ପାଇଁ ଲୋନି ଥାନାକୁ ଆସିବା ପାଇଁ ନୋଟିସ ଜାରି କରିଥିଲେ । ତେବେ ଏହାର ଜବାବ ରଖି ଟ୍ୱିଟର ତରଫରୁ କୁହାଯାଇଛି ଯେ, ପଚରା-ଉଚରା ପାଇଁ ମନିଷ ମାହେଶ୍ୱରୀ ପ୍ରସ୍ତୁତ ଅଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ସେ ଉପଲବ୍ଧ ଅଛନ୍ତି ବୋଲିContinue reading “ଟ୍ୱିଟରରେ ଗାଜିଆବାଦ ଭାଇରାଲ ଭିଡିଓ ଘଟଣା । ପଚରାଉଚରା ପାଇଁ ରାଜି ହେଲେ ଟ୍ୱିଟର ଏମଡି । ଥାନାକୁ ଆସିବା ପାଇଁ ପୋଲିସ ପଠାଇଲା ଆଉ ଏକ ନୋଟିସ୍ ।”
Author Archives: Raghaba
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ଘଂଟାରେ ୨୯୫୭ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ
କନକ ବ୍ୟୁରୋ : ଦୀର୍ଘ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ତଳକୁ ଖସିଛି । ଗତ ୨୪ଘଂଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୫୭ ନୂଆ ଆକ୍ରାନ୍ତ । ସଂଗରୋଧରୁ ୧୬୯୮ ଓ ସ୍ଥାନୀୟ ଅଂଚଳରୁ ୧୨୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୦୮, ଅନୁଗୁଳ ଜିଲ୍ଳାରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୪୭ ଜଣ, ବରଗଡ଼ରୁ ୪୧ ଜଣ, ଭଦ୍ରକରୁ ୧୯୨ ଜଣ, ବଲାଙ୍ଗୀରରୁ ୩୭Continue reading “ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ଘଂଟାରେ ୨୯୫୭ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ”
ନିଆଳି ବାହାରଣା ସେବା ସମବାୟ ସମିତିରେ ଅନିୟମିତତା ଅଭିଯୋଗ : ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ଚିନ୍ତାରେ ଚାଷୀ
କନକ ବ୍ୟୁରୋ : ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ଚିନ୍ତାରେ ଚାଷୀ । ମିଲରଙ୍କ ମନ ଇଛା କଟନି ଛଟନି ସାଙ୍ଗକୁ ଟୋକନ ସମସ୍ୟାରେ ଛନ୍ଦି ହେଉଛନ୍ତି ଚାଷୀ । ମଣ୍ଡି ଖୋଲିଛି, ଚାଷୀଙ୍କୁ ଟୋକନ ମଧ୍ୟ ମିଳିଛି ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । କଟକ ଜିଲ୍ଲା ନିଆଳି ଶାଖା ବାହାରଣା ସେବା ସମବାୟ ସମିତିରେ ରବି ଧାନ ବିକ୍ରି ଚାଲିଥିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଚାଷୀର ମୋବାଇଲକୁContinue reading “ନିଆଳି ବାହାରଣା ସେବା ସମବାୟ ସମିତିରେ ଅନିୟମିତତା ଅଭିଯୋଗ : ମଣ୍ଡିରେ ବିକ୍ରି ହୋଇପାରୁନି ଧାନ, ଚିନ୍ତାରେ ଚାଷୀ”
ମୌସୁମୀ ପ୍ରଭାବରେ ସାରା ଦେଶରେ ଲାଗି ରହିଛି ପ୍ରବଳ ବର୍ଷା : ଅନେକ ସ୍ଥାନରେ ଘରେ ପଶିଯାଇଛି ପାଣି, ହନ୍ତସନ୍ତ ହେଉଛନ୍ତି ଲୋକେ
କନକ ବ୍ୟୁରୋ : ସାରା ଦେଶରେ ମୌସୁମୀ ପ୍ରଭାବରେ ବିଭିନ୍ନ ରାଜ୍ୟରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବିହାର, ୟୁପି, ଗୁଜୁରାଟର କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳିଛି । ୟୁପିର ବିଜନର, ବାରଣାସୀ ଏବଂ ଗୁଜୁରାଟ ପାଟନରେ ଥିବା ତଳିଆ ଅଂଚଳରେ ପାଣି ଘେରରେ ରହିଛନ୍ତି ଲୋକେ । ଲୋକଙ୍କ ଘର ଦ୍ୱାର ପାଣିରେ ବୁଡ଼ି ରହିଥିବା ବେଳେ ଘରୁ ବହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଏପରିକି ଲୋକଙ୍କୁContinue reading “ମୌସୁମୀ ପ୍ରଭାବରେ ସାରା ଦେଶରେ ଲାଗି ରହିଛି ପ୍ରବଳ ବର୍ଷା : ଅନେକ ସ୍ଥାନରେ ଘରେ ପଶିଯାଇଛି ପାଣି, ହନ୍ତସନ୍ତ ହେଉଛନ୍ତି ଲୋକେ”
ଆଜି ବିରୋଧୀଙ୍କ ସହ ଶରଦଙ୍କ ବୈଠକ : କଂଗ୍ରେସକୁ ମିଳିଲାନି ନିମନ୍ତ୍ରଣ; ବଡ ପ୍ରଶ୍ନ, ଗଠନ ହେବ କି ନୂଆ ମେଂଟ
କନକ ବ୍ୟୁରୋ : ପୁଣିଥରେ ଏନସିପି ପ୍ରମୁଖ ଶରଦ ପାୱରଙ୍କୁ ସାକ୍ଷାତ କରିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଶରଦ ପାୱରଙ୍କୁ ଭେଟିଛନ୍ତି ପ୍ରଶାନ୍ତ । ଏହାପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳ ଗୁଡିକ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଜୋର ଧରିଛି । ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ୍ ପରେ ଶରଦ ପାୱର ଆଜି ବିଭିନ୍ନ ଦଳର ବୈଠକ ଡାକିଛନ୍ତି । ଏଥିରେContinue reading “ଆଜି ବିରୋଧୀଙ୍କ ସହ ଶରଦଙ୍କ ବୈଠକ : କଂଗ୍ରେସକୁ ମିଳିଲାନି ନିମନ୍ତ୍ରଣ; ବଡ ପ୍ରଶ୍ନ, ଗଠନ ହେବ କି ନୂଆ ମେଂଟ”
ସୁପ୍ରିମକୋର୍ଟରେ ସିବିଏସଇର ଆଉ ଏକ ସତ୍ୟପାଠ ଦାଖଲ : ଦ୍ୱାଦଶ ଶ୍ରେଣୀ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ହୋଇପାରେ ପରୀକ୍ଷା
କନକ ବ୍ୟୁରୋ : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିକଳ୍ପ ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ କେବେ ଦେବେ ପରୀକ୍ଷା? ପରୀକ୍ଷା ଦେବାକୁ ଅପେକ୍ଷା କରି ସେମାନେ ପଛେଇ ଯିବେ ନାହିଁ ତ? ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଠୁଥିବା ଏମିତି ଏକାଧିକ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ସିବିଏସଇ କର୍ତୁପକ୍ଷ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ଯେଉଁ ଛାତ୍ରଛାତ୍ରୀମାନେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ଅଗଷ୍ଟ ୧୫ରୁContinue reading “ସୁପ୍ରିମକୋର୍ଟରେ ସିବିଏସଇର ଆଉ ଏକ ସତ୍ୟପାଠ ଦାଖଲ : ଦ୍ୱାଦଶ ଶ୍ରେଣୀ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ହୋଇପାରେ ପରୀକ୍ଷା”
ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
କନକ ବ୍ୟୁରୋ : ଆସନ୍ତା ୩ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିଭଳି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛିContinue reading “ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର”
କରୋନା ଟିକା ସହ ନାହିଁ ପ୍ରଜନନ କ୍ଷମତାର ସମ୍ପର୍କ : ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ
କନକ ବ୍ୟୁରୋ : କରୋନା ଟିକା ସହ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଟିକା ନେବା ଦ୍ୱାରା ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଏ ନାହିଁ । କେନ୍ଦ୍ର ସରକାର କହିଛନ୍ତି, ଏ ନେଇ ବୈଜ୍ଞାନିକ ପ୍ରମାଣ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁContinue reading “କରୋନା ଟିକା ସହ ନାହିଁ ପ୍ରଜନନ କ୍ଷମତାର ସମ୍ପର୍କ : ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ”
ଟିକାକରଣରେ ଦେଶରେ ସୃଷ୍ଟି ହେଲା ରେକର୍ଡ : ଗୋଟିଏ ଦିନରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଟିକା; ପ୍ରଶଂସା କରି ମୋଦିଙ୍କ ଟ୍ୱିଟ-କହିଲେ, ୱେଲଡନ ଇଣ୍ଡିଆ
କନକ ବ୍ୟୁରୋ : ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ । ସୋମବାର ଦିନ ୮୪ ଲକ୍ଷରୁ ଅଧିକ ଡୋଜ୍ ଟିକା ନେଇଛନ୍ତି ଦେଶବାସୀ । ଏହାକୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି କରୋନା ବିରୋଧୀ ଲଢ଼େଇରେ ଟିକା ହେଉଛି ସବୁଠୁ ଶକ୍ତିଶାଳୀ ଅସ୍ତ୍ର । ମଧ୍ୟପ୍ରଦେଶ, ଗୋଟିଏ ଦିନରେ ୧୬ ଲକ୍ଷରୁ ଅଧିକ ଟିକା ଦେଇଥିବା ବେଳେ କର୍ଣ୍ଣାଟକ ୧୧ ଲକ୍ଷରୁ ଅଧିକ ଟିକା ଦେଇଛିContinue reading “ଟିକାକରଣରେ ଦେଶରେ ସୃଷ୍ଟି ହେଲା ରେକର୍ଡ : ଗୋଟିଏ ଦିନରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଟିକା; ପ୍ରଶଂସା କରି ମୋଦିଙ୍କ ଟ୍ୱିଟ-କହିଲେ, ୱେଲଡନ ଇଣ୍ଡିଆ”
ପେଟ ଉପରେ କରୋନା କଟକଣା ମାଡ଼ । ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି ଛୋଟ ବ୍ୟବସାୟୀ, ଦୁର୍ଦ୍ଦିନରେ କଟୁଛି ଦିନ ।
କନକ ବ୍ୟୁରୋ : ମହାମାରୀ ମାଡରେ ମୋଡି ହୋଇଯାଇଛି ମଧ୍ୟବିତ । ଭୂତାଣୁ କେବଳ ମଣିଷ ମାରୁନି ବରଂ ଗରିବ ଲୋକର ପେଟ ବି ମାରୁଛି । ପ୍ରଥମ ଲହର ପରେ ଯେମିତି ସେମିତି କରି ନିଜକୁ ସମ୍ଭାଳି ନେଉଥିବା ଛୋଟ ବ୍ୟବସାୟୀ କରୋନାର ଦ୍ୱିତୀୟ ଲହରିରେ, ଆହୁରି ଅଧିକ ଦୁର୍ଦିନର ସାମ୍ନା କରୁଛି । ଆସନ୍ତୁ ଜାଣିବା କଟକରୁ ଆସିଥିବା ଉଠା ଦୋକାନୀ ଓ ସମ୍ବଲପୁରର ମୁକୁଟ ବ୍ୟବସାୟୀଙ୍କ କାହାଣୀ । ଆଶା ଥିଲା ପ୍ରଥମContinue reading “ପେଟ ଉପରେ କରୋନା କଟକଣା ମାଡ଼ । ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି ଛୋଟ ବ୍ୟବସାୟୀ, ଦୁର୍ଦ୍ଦିନରେ କଟୁଛି ଦିନ ।”