ପୋଲସରାରେ ଦୁଇଗୋଷ୍ଠୀ ମୁହାଁମୁହିଁ : ଆକ୍ରମଣରେ ଜଣେ ମୃତ, ୩ଜଣ ଗୁରୁତର

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ପୋଲସରାରେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି । ପୋଲସରା ଥାନା ଅନ୍ତର୍ଗତ ତରାଇମାଳିଠାରେ ଦୁଇ ଗୋଷ୍ଠୀ ବଣଭୋଜି ଆୟୋଜନ କରିଥିଲେ । ଭୋଜି ଖାଇସାରିବା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପୋଲସରା ଗୋଷ୍ଠୀ କେନ୍ଦ୍ରରେContinue reading “ପୋଲସରାରେ ଦୁଇଗୋଷ୍ଠୀ ମୁହାଁମୁହିଁ : ଆକ୍ରମଣରେ ଜଣେ ମୃତ, ୩ଜଣ ଗୁରୁତର”

ଆଜି ଯୋଗ ଦିବସ : ଚଳିତ ବର୍ଷର ଥିମ ରହିଛି ‘ସୁସ୍ଥତା ପାଇଁ ଯୋଗ’; ପ୍ରଧାନମନ୍ତ୍ରୀ କହିଲେ, କରୋନା କାଳରେ ଯୋଗ ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର

କନକ ବ୍ୟୁରୋ : ଆଜି ବିଶ୍ୱ ପାଳୁଛି ଯୋଗ ଦିବସ । କରୋନା ଯୋଗୁଁ ଯୋଗ ଦିବସ ପୂର୍ବଭଳି ପାଳିତ ହେଉନି । ତଥାପି ଲୋକଙ୍କ ଭିତରେ ଯୋଗକୁ ନେଇ ଉତ୍ସାହ ବଢ଼ିଛି । କରୋନାକୁ ମାତ ଦେବା ପାଇଁ ଯୋଗ ବିଶେଷ ଭାବରେ ସହାୟକ ହେଉଥିବାରୁ, ଏଥିପ୍ରତି ଉତ୍ସାହ ବଢ଼ିବାରେ ଲାଗିଛି । ଚଳିତ ବର୍ଷର ଥିମ ରହିଛି ‘ ସୁସ୍ଥତା ପାଇଁ ଯୋଗ’ । ଯୋଗ ଦିବସ ଅବସରରେ ଦେଶବାସୀଙ୍କୁୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀContinue reading “ଆଜି ଯୋଗ ଦିବସ : ଚଳିତ ବର୍ଷର ଥିମ ରହିଛି ‘ସୁସ୍ଥତା ପାଇଁ ଯୋଗ’; ପ୍ରଧାନମନ୍ତ୍ରୀ କହିଲେ, କରୋନା କାଳରେ ଯୋଗ ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର”

ସରକାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହେବ ଅନଲାଇନରେ ପାଠପଢା : ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ; ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ 

କନକ ବ୍ୟୁରୋ : ଅନଲାଇନରେ ପାଠ ପଢିବ ଓଡିଶା । କରୋନାର ଦ୍ବିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଶିକ୍ଷାବର୍ଷର ୩ ମାସ ଗଡ଼ି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍‌ ଶିକ୍ଷାଦାନ ହୋଇପାରି ନାହିଁ । ତାହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । କେଉଁ ଦିନContinue reading “ସରକାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହେବ ଅନଲାଇନରେ ପାଠପଢା : ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ; ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ “

ଆଜିଠାରୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ : ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ; ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା

କନକ ବ୍ୟୁରୋ : ରାଜ୍ୟରେ ଆଜିଠାରୁ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ ପଂଜିକରଣ କରିନଥିବେ, ତା’ହେଲେ ବି ଚଳିବ । ଆପଣ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇ ପାରିବେ । ବଡକଥା ହେଲା, ଆଜିଠାରୁ ଦିନକୁ ୩ ଲକ୍ଷ ଟିକା ଦେବା ପାଇଁ ଟାର୍ଗେଟ ରଖାଯାଇଛି । ତେଣୁ ଟିକା ନେଇନଥିବା ଲୋକ ଏହି ଅଭିଯାନରୁ ସୁଫଳ ପାଇବେ ବୋଲି ଆଶା ରଖାଯାଇଛି । ଟିକାକରଣContinue reading “ଆଜିଠାରୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ : ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ; ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା”

ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା : ୫ ଜିଲ୍ଲାରେ ନିଅଣ୍ଟିଆ, ୭ ଜିଲ୍ଲାରେ ଅତିରିକ୍ତ ବର୍ଷା

କନକ ବ୍ୟୁରୋ : ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି । କିନ୍ତୁ ବର୍ଷାର ଆବଣ୍ଟନରେ ବିରାଟ ତାରତମ୍ୟ ଦେଖିବାକୁ ମିଳିଛି । ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୍‌ ୧ରୁ ୨୦ ମଧ୍ୟରେ ରାଜ୍ୟରେ ପାଖାପାଖି ୧୩୬.୨ମିମି ବର୍ଷା ରେକର୍ଡ ହୋଇଛି । ଯାହା ଏହି ସମୟ ମଧ୍ୟରେ ସ୍ବାଭାବିକ ୧୧୭.୪ମିମି ବର୍ଷାଠାରୁ ୧୬% ଅଧିକ । ଏହି ୨୦ ଦିନରେ ପାଖାପାଖିContinue reading “ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା : ୫ ଜିଲ୍ଲାରେ ନିଅଣ୍ଟିଆ, ୭ ଜିଲ୍ଲାରେ ଅତିରିକ୍ତ ବର୍ଷା”

କରୋନାର ପ୍ରଭାବରେ ଗଲାଣି ରୋଜଗାର । କେନ୍ଦୁଝରର ଟେରାକୋଟା ଶିଳ୍ପ ଗଭୀର ପ୍ରଭାବିତ । ସାମଗ୍ରୀ ବିକ୍ରିି ନାହିଁ, ହାତବାନ୍ଧି ବସିଛନ୍ତି ଟେରାକୋଟା କାରିଗର

କନକ ବ୍ୟୁରୋ: କରୋନାର ପ୍ରଭାବ ରେ ସାରା ବିଶ୍ୱର ଅର୍ଥନିତୀକୁ ଦୋହଳାଇ ଦେଇଛି । କୋଟି କୋଟି ଯୁବକ ରୋଜଗାର ହରାଇ ଜୀବନ ଜୀବିକା ସହ ସଂର୍ଘଷ କରିଚାଲିଛନ୍ତି । ବିଶେଷ କରି ଘରୋଇ କମ୍ପାନୀ ରେ ଛୋଟ ଛୋଟ ଚାକିରୀ କରିଥିବା ବ୍ୟକ୍ତି ଏବଂ କ୍ଷୁଦ୍ର ଶିଳ୍ପ ବ୍ୟବଦାୟୀ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି । କରୋନା କିପରି କ୍ଷୁଦ୍ର ଶିଳ୍ପକୁ ଧୂଳିସାତ କରିଦେଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝରର ଟେରାକୋଟା ଶିଳ୍ପରେContinue reading “କରୋନାର ପ୍ରଭାବରେ ଗଲାଣି ରୋଜଗାର । କେନ୍ଦୁଝରର ଟେରାକୋଟା ଶିଳ୍ପ ଗଭୀର ପ୍ରଭାବିତ । ସାମଗ୍ରୀ ବିକ୍ରିି ନାହିଁ, ହାତବାନ୍ଧି ବସିଛନ୍ତି ଟେରାକୋଟା କାରିଗର”

ରାଜ୍ୟ ବାହାରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ । ଜିଲ୍ଲା ପ୍ରଶାସନ ଓ ଓରମାସ୍ ସହଯୋଗରେ କର୍ଣ୍ଣାଟକରେ ବିକ୍ରି ହେଉଛି ଲକ୍ଷ୍ମୀପୁର ହଳଦି

କନକ ବ୍ୟୁରୋ: ଜୀବନ ପରେ ଏବେ ଜୀବିକା କୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପାହାଡ଼ି ମଣିଷର ଜୀବିକାର ଉନ୍ନତି ପାଇଁ ବାହାରି ରାଜ୍ୟରେ ଖୋଲିଲା ବେପାର । ଅଦା , ତେନ୍ତୁଳି ଓ ଫୁଲ ଝାଡ଼ୁ ପରେ ଏବେ କୋରାପୁଟର ହଳଦୀ କୁ ମିଳିଛି ଆଉ ଏକ ପରିଚୟ । ବେଙ୍ଗାଲୋର ରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ । ନା ଥିଲା ବଜାର ନା ହେଉଥିଲା ବ୍ୟବସାୟ । ପାହାଡ଼ ଉପରେ ଚାଷContinue reading “ରାଜ୍ୟ ବାହାରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ । ଜିଲ୍ଲା ପ୍ରଶାସନ ଓ ଓରମାସ୍ ସହଯୋଗରେ କର୍ଣ୍ଣାଟକରେ ବିକ୍ରି ହେଉଛି ଲକ୍ଷ୍ମୀପୁର ହଳଦି”

କୋଭିଡ ସ୍ଥିତି ଛଡ଼ାଇ ନେଇଛି ବାଉଁଶ କାରିଗରଙ୍କ ରୋଜଗାର । ବାଉଁଶ ସମାଗ୍ରୀର ବିକ୍ରିବଟା ନାହିଁ । କେମିତି ଚଳାଇବେ ପରିବାର ?

କନକ ବ୍ୟୁରୋ: ଲକଡାଉନ ସମୟରେ ଚିନ୍ତାରେ ୪୦ ବାଉଁସ କାରିଗର ପରିବାର । ବେପାର ହେଉନି । କିଣି ପାରୁନାହାଁନ୍ତି କଂଚାମାଲ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା କଥା କହିଛନ୍ତି ପରିବାର ସଦସ୍ୟ । ସରକାରି ସହାୟତାକୁ ଅପେକ୍ଷା । ନହେଲେ ବୁଡିବ ବେଉସା । ଘରର କାମଧନ୍ଦା ସାରି ବଳକା ସମୟରେ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ । କିଏ କୁଲା ବୁଣୁଛୁ, ତ କିଏ ଡାଲା, ପାଛିଆ, ଏମିତି କେତେContinue reading “କୋଭିଡ ସ୍ଥିତି ଛଡ଼ାଇ ନେଇଛି ବାଉଁଶ କାରିଗରଙ୍କ ରୋଜଗାର । ବାଉଁଶ ସମାଗ୍ରୀର ବିକ୍ରିବଟା ନାହିଁ । କେମିତି ଚଳାଇବେ ପରିବାର ?”

ଚିନ୍ତାରେ ମାଲକାନଗିରି ଜିଲ୍ଲାର ଚିନାବାଦାମ ଚାଷୀ । ବିକ୍ରି ହୋଇପାରୁନି ଫସଲ, ମୁଣ୍ଡରେ ହାତ ଦେଉଛି ଚାଷୀ ।

କନକ ବ୍ୟୁରୋ: କଥା ରେ ଅଛି ଚାଷ କାମ ଜାହାର, କେଡେ ସୁଖ ତାହାର । ତେବେ ଆଜିକା ଦିନରେ ଚାଷୀଙ୍କ କିନ୍ତୁ ଦୁଖର ଅନ୍ତ ନାହିଁ । ସେ ଧାନ ହୋଉ ବା ଚିନା ବାଦାମ । ମଣ୍ଡି ରେ କଷ୍ଟ ଉପାର୍ଜିତ ଫସଲ ନେଇ ହଟହଟା ହବା କିନ୍ତୁ ସୁନିଶ୍ଚିତ । ମାଲକାନଗିରି ଜିଲ୍ଲାରେ ହଜାର ହଜାର ଚାଷୀ, ଚିନା ବାଦାମ ଉପାର୍ଜନ କରି ବେଶ ଦୁଇ ପଇସା ରୋଜଗାର କରନ୍ତି । ତେବେContinue reading “ଚିନ୍ତାରେ ମାଲକାନଗିରି ଜିଲ୍ଲାର ଚିନାବାଦାମ ଚାଷୀ । ବିକ୍ରି ହୋଇପାରୁନି ଫସଲ, ମୁଣ୍ଡରେ ହାତ ଦେଉଛି ଚାଷୀ ।”

ଜାପାନୀ ପୋଦିନା ଚାଷ ଯୋଗାଉଛି ରୋଜଗାର । ନବରଙ୍ଗପୁର ଜିଲ୍ଲାରେ ଜାପାନୀ ପୋଦିନା ଚାଷ ପ୍ରତି ବଢ଼ୁଛି ଆଗ୍ରହ । ଏକର ପିଛା ପ୍ରାୟ ଷାଠିଏ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ

କନକ ବ୍ୟୁରୋ: କରୋନା ଭଳି ମହାମାରୀ ସମୟ ରେ ଜାପାନୀ ପୂଦୀନା ଦେଉଛି ଚାଷୀ ଙ୍କୁ ରୋଜଗାର । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ଯେ ଅନେକ ଯୁବ ଚାଷୀ ଙ୍କୁ ଆଶା ଦେଖାଏ ତାହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜାପାନୀ ପୂଦିନା ଚାଷ କରି ଯୁବ ଚାଷୀ ଅନେକ ଙ୍କୁ ଦେଖାଉଛନ୍ତି ନୂତନ ସମ୍ଭାବନା । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ଲକ୍ଷେ୍ନøContinue reading “ଜାପାନୀ ପୋଦିନା ଚାଷ ଯୋଗାଉଛି ରୋଜଗାର । ନବରଙ୍ଗପୁର ଜିଲ୍ଲାରେ ଜାପାନୀ ପୋଦିନା ଚାଷ ପ୍ରତି ବଢ଼ୁଛି ଆଗ୍ରହ । ଏକର ପିଛା ପ୍ରାୟ ଷାଠିଏ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ”

Design a site like this with WordPress.com
Get started