କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି କି ରାଜ୍ୟରେ ୨ ରୁ ଅଧିକ ପିଲା ଥିବା ବାପା,ମାଙ୍କୁ ସରକାରୀ ଯୋଜନାର ଲାଭ ମିଳି ନପାରେ । ଏବେ ଆସାମରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ କିଛି ଯୋଜନାରେ ଲାଗୁ ହୋଇପାରିବ ନାହିଁ , କାରଣ କିଛି ଯୋଜନାର ଲାଭ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି । ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ଏମିତି କିଛିContinue reading “ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ୨ ରୁ ଅଧିକ ପିଲା ଥିଲେ ମିଳି ନ ପାରେ ସରକାରୀ ଯୋଜନାରୁ ଲାଭ”
Author Archives: Raghaba
ଆଉ ଶୁଭିବନି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱର । ସତ୍ୟ ନଗରରେ ଶଶ୍ମାନରେ ଶେଷକୃତ୍ୟୁ । ଓଲିଉଡରେ ଶୋକର ଛାୟା
କନକ ବ୍ୟୁରୋ : ଆଉ ଶୁଭିବନି ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱର । ଚିକିତ୍ସାଧିନ ଅବସ୍ଥାରେ ସବୁଦିନ ପାଇଁ ନୀରବି ଯାଇଛନ୍ତି କୋଟି କୋଟି ଓଡିଆଙ୍କ ଏହି ପ୍ରିୟ କଣ୍ଠଶିଳ୍ପୀ । ଗତକାଲି ରାତି ୧୧ଟାରେ ଦୃଦଘାତରେ ମାତ୍ର ୩୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତପୁ ମିଶ୍ରଙ୍କ ଅବର୍ତମାନରେ ଓଡିଆ ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି ହୋଇଛି । କରୋନାରୁ ସୁସ୍ଥ ହେବା ପରେ ତପୁମିଶ୍ରଙ୍କ ଫୁସଫୁସ ଗମ୍ଭୀରContinue reading “ଆଉ ଶୁଭିବନି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱର । ସତ୍ୟ ନଗରରେ ଶଶ୍ମାନରେ ଶେଷକୃତ୍ୟୁ । ଓଲିଉଡରେ ଶୋକର ଛାୟା”
ସୁପ୍ରିିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା : କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଦେଇ ପାରିବେ ନାହିଁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ।
କନକ ବ୍ୟୁରୋ : କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଉତ୍ତର ରଖା ଯାଇଛି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ କହିଛନ୍ତି କି କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଇ ପାରିବ ନାହିଁ । କେନ୍ଦ୍ର ସରକାର କହିଛନ୍ତି କି ପ୍ରାକୃତିକ ବିପର୍ଯୟ ଆଇନ ମୁତାକବ କେବଳ ଭୂକମ୍ପ, ବନ୍ୟା, ବାତ୍ୟାContinue reading “ସୁପ୍ରିିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା : କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଦେଇ ପାରିବେ ନାହିଁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ।”
ଦେଶରେ ୮୧ ଦିନ ପରେ ୬୦ ହଜାରେ ତଳକୁ ଖସିଲା ସଂକ୍ରମଣ । ୨୪ ଘଣ୍ଟାରେ ୫୮,୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫୭୬ ମୃତ । ସେପଟେ ରାଜ୍ୟରେ ସ୍ଥିର ଅଛି ସଂକ୍ରମଣ
କନକ ବ୍ୟୁରୋ : ୮୧ ଦିନ ପରେ ଦେଶରେ ୬୦ ହଜାର ତଳେ ସଂକ୍ରମଣ ଚିହ୍ନଟ । ଦେଶରେ ଗତ ୨୪ ଘଂଟାରେ ୫୮ ହଜାର ୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଶହ ୭୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୮୭ ହଜାର ୬୧୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମଣ ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେContinue reading “ଦେଶରେ ୮୧ ଦିନ ପରେ ୬୦ ହଜାରେ ତଳକୁ ଖସିଲା ସଂକ୍ରମଣ । ୨୪ ଘଣ୍ଟାରେ ୫୮,୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫୭୬ ମୃତ । ସେପଟେ ରାଜ୍ୟରେ ସ୍ଥିର ଅଛି ସଂକ୍ରମଣ”
ଦେଶରେ ତଳମୁହାଁ କରୋନା ମିଟର । ୮୧ ଦିନ ପରେ ୬୦ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଂଟାରେ ୧୫୭୬ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଦେଶରେ ୮୧ ଦିନ ପରେ ଦୈନିକ କରୋନା ସଂକ୍ରମଣ ୬୦ ହଜାର ତଳକୁ ଖସିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୮,୪୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୧,୫୭୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ ୬୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାସହ ଗତContinue reading “ଦେଶରେ ତଳମୁହାଁ କରୋନା ମିଟର । ୮୧ ଦିନ ପରେ ୬୦ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଂଟାରେ ୧୫୭୬ ଜଣଙ୍କ ମୃତ୍ୟୁ”
ବିହାର ନିତିଶ ସରକାରଙ୍କୁ ପାଟଣା ହାଇକୋର୍ଟଙ୍କ ଭତ୍ସନା । ମହାମାରୀ ସମୟରେ ମୃତ୍ୟୁର ତଥ୍ୟ ନମିଳିବାକୁ କହିଲେ ଅଦୁରଦର୍ଶିତା । ୭୫ ହଜାର ମୃତ୍ୟୁର ହିସାବ ନାହିଁ
କନକ ବ୍ୟୁରୋ : ମହାମାରୀ କରୋନାରେ ବିହାରରରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ରହସ୍ୟ ଲାଗି ରହିଛି । ଚଳିତ ବର୍ଷର ପ୍ରଥମ ପାଂଚ ମାସରେ ହୋଇଥିବା ୭୫ ହଜାର ମୃତ୍ୟୁର କୌଣସି ସଠିକ୍ ତଥ୍ୟ ମିଳୁନାହିଁ । ଏତେ ସଂଖ୍ୟାରେ ଲୋକଙ୍କର କେମିତି ମୃତ୍ୟୁ ହେଲା ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏହି ପ୍ରସଙ୍ଗରେ ପୁଣି ଥରେ ବିହାର ନୀତିଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପାଟନା ହାଇକୋର୍ଟ ।Continue reading “ବିହାର ନିତିଶ ସରକାରଙ୍କୁ ପାଟଣା ହାଇକୋର୍ଟଙ୍କ ଭତ୍ସନା । ମହାମାରୀ ସମୟରେ ମୃତ୍ୟୁର ତଥ୍ୟ ନମିଳିବାକୁ କହିଲେ ଅଦୁରଦର୍ଶିତା । ୭୫ ହଜାର ମୃତ୍ୟୁର ହିସାବ ନାହିଁ”
ରାଜ୍ୟରେ ସ୍ଥିର ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ
କନକ ବ୍ୟୁରୋ : ଗତ ୨୪ଘଣ୍ଟାରେ ରାଜ୍ୟରେ ୩ ହଜାର ୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୩୯ଜଣଙ୍କ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧ ହଜାର ୫୩୮ଜଣ । ସେହିପରି ଗୋଟିଏ ଦିନରେ ୪୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୫୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୭, ଯାଜପୁରରୁ ୩୩୭, ପୁରୀରୁ ୨୩୭, ବାଲେଶ୍ୱରରୁ ୨୦୫, ଭଦ୍ରକ ୧୮୬ଜଣ । ରାଜ୍ୟରେContinue reading “ରାଜ୍ୟରେ ସ୍ଥିର ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ”
ଦଶେର ୧୦ଟି ରାଜଧାନୀ ତାଲିକା ଭିତରେ ୪ର୍ଥ ନମ୍ବରରେ ଭୁବନେଶ୍ୱର । ସିଏସଇ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ–୨୦୨୦ରୁ ପ୍ରକାଶ
କନକ ବ୍ୟୁରୋ : ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ଶ୍ରେଷ୍ଠ ୧୦ଟି ରାଜଧାନୀ ସହର ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛି । ଦିଲ୍ଲୀ ସ୍ଥିତ ସେଂଟର ଫର୍ ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ ବା ସିଏସଇ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ– ୨୦୨୦ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ ସମଗ୍ର ଦେଶରେ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ବା ସହଜ ଜୀବନଧାରଣ ସୂଚକାଙ୍କରେ ବେଙ୍ଗାଲୁର ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ଚତୁର୍ଥContinue reading “ଦଶେର ୧୦ଟି ରାଜଧାନୀ ତାଲିକା ଭିତରେ ୪ର୍ଥ ନମ୍ବରରେ ଭୁବନେଶ୍ୱର । ସିଏସଇ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ–୨୦୨୦ରୁ ପ୍ରକାଶ”
ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଚୁଡ଼ାନ୍ତ ପରେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ । ଚଳିତ ବର୍ଷ ପାସ ହାର ଟପିବ ୯୦ ପ୍ରତିଶତ
କନକ ବ୍ୟୁରୋ : ସିଏଚଏସଇ ଅଧିନସ୍ଥ ଯୁକ୍ତ ଦୁଇ ପରୀକ୍ଷା ବିକଳ୍ପ ମୂଲ୍ୟାୟନ ଚୂଡାନ୍ତ ହେବା ପରେ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟ କୁମାର ସାହୁଙ୍କ ବଡ ଆକଳନ । କହିଛନ୍ତି, ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯିବ ସେଥିରେ ଛାତ୍ରଛାତ୍ରୀମାନେ ଅଧିକ ମାର୍କ ପାଇବେ । ଏବଂ ଚଳିତ ବର୍ଷ ଯୁକ୍ତ ଦୁଇ ମୋଟ ପାସ ହାର ୯୦ ପ୍ରତିଶତରୁ ଅଧିକ ହେବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣି ପାସହାର ମଧ୍ୟ ଗତବର୍ଷContinue reading “ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଚୁଡ଼ାନ୍ତ ପରେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ । ଚଳିତ ବର୍ଷ ପାସ ହାର ଟପିବ ୯୦ ପ୍ରତିଶତ”
କରୋନା ଚିକିତ୍ସାରେ ଖର୍ଚ୍ଚ ହେଲାଣି ୨୫୦ କୋଟି । ୧୪ ସିସିସି, ୯ ହସ୍ପିଟାଲର ରୋଗୀଙ୍କ ଖର୍ଚ୍ଚ ବହନ କରୁଛନ୍ତି ସରକାର…
କଟକରେ କରୋନା ରୋଗୀଙ୍କ ଚିକିତ୍ସାରେ ଏଯାଏ ରାଜକୋଷରୁ ଖର୍ଚ୍ଚ ହେଲାଣି ପାଖାପାଖି ୨୫୦ କୋଟି ଟଙ୍କା। ଏହି ଖର୍ଚ୍ଚ ଆଗକୁ ଆହୁରି ଅଧିକ ହେବା ଆକଳନ କରାଯାଉଛି। ପ୍ରଥମ ଲହର ସମୟରେ କଟକରେ ୬ଟି ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ଖର୍ଚ୍ଚ ସରକାର ବହନ କରୁଥିଲେ। ସେହି ସମୟରେ ଖର୍ଚ୍ଚ ହୋଇଥିଲା ପାଖାପାଖି ୭୦ କୋଟି ଟଙ୍କା। ଦ୍ବିତୀୟ ଲହରରେ ଏସସିବି ବଡ ମେଡିକାଲ ଓ ୯ଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ଖର୍ଚ୍ଚ ସରକାରContinue reading “କରୋନା ଚିକିତ୍ସାରେ ଖର୍ଚ୍ଚ ହେଲାଣି ୨୫୦ କୋଟି । ୧୪ ସିସିସି, ୯ ହସ୍ପିଟାଲର ରୋଗୀଙ୍କ ଖର୍ଚ୍ଚ ବହନ କରୁଛନ୍ତି ସରକାର…”