କଟକରୁ ନକଲି କରୋନା ଔଷଧ ଜବତ ପ୍ରସଙ୍ଗ । ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଟିମ୍ ।

କନକ ବ୍ୟୁରୋ: କଟକର ଏକ ମେଡିସିନ ଷ୍ଟୋରରୁ ନକଲି କରୋନା ଔଷଧ ଜବତ ଘଟଣାର ମୁମ୍ବାଇ ଲିଙ୍କ ରହିଛି କି ? ଏହି ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ମୁମ୍ବାଇ ଯାଇଛି । ମୁମ୍ବାଇର ମାକ୍ସ ରିଲିଫ ସଂସ୍ଥା ବାବଦରେ ଅଧିକ ଖୋଳତାଡ କରିବ ଏସଟିଏଫ । କଟକରୁ ଜବତ ହୋଇଥିବା ନକଲି ଫାଭିଫିରାଭିର ଔଷଧ ଓ ଥଣ୍ଡା ଜ୍ୱରର ନକଲି ଔଷଧ ଏହି ସଂସ୍ଥାରୁ ଆସିଥିବା ସୂଚନା ମିଳିଛି । ତେବେContinue reading “କଟକରୁ ନକଲି କରୋନା ଔଷଧ ଜବତ ପ୍ରସଙ୍ଗ । ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଟିମ୍ ।”

ରଥଯାତ୍ରା: ୪ଥର ହେବ କରୋନା ପରୀକ୍ଷା । ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କରାଯିବ କରୋନା ଟେଷ୍ଟ ।

କନକ ବ୍ୟୁରୋ: ରଥଯାତ୍ରା ପାଇଁ ୪ଥର ହେବ କରୋନା ପରୀକ୍ଷା । ସ୍ନାନପୂର୍ଣ୍ଣିମା, ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜେ ପୂର୍ବରୁ ହେବ କରୋନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଶ୍ରୀଜିଉଙ୍କ ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଏହାସହ ସେବାୟତ ଓ ପୁଲିସଙ୍କ ଟିକାକରଣକୁ ପ୍ରାଧାନ୍ୟ ଦିଆଯିବ । ଏହି ପୁରା ପ୍ରକ୍ରିୟାରContinue reading “ରଥଯାତ୍ରା: ୪ଥର ହେବ କରୋନା ପରୀକ୍ଷା । ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କରାଯିବ କରୋନା ଟେଷ୍ଟ ।”

ଦିଲ୍ଲୀ : ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : କରୋନା କାଳରେ ଚର୍ଚ୍ଚାକୁ ଆସିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନା ମୁତାବକ ଏଭଳି ଘଟଣା ଗୁରୁବାର ରାତି ୧୦ ଟାରେ ଘଟିଛି । କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାପରେContinue reading “ଦିଲ୍ଲୀ : ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି”

ଝରକା ଗ୍ରୀଲ କାଟି ବାଲିପାଟଣାର ଲକ୍ଷ୍ମୀବିଳାସ ବ୍ୟାଙ୍କ ଭିତରେ ପଶିଲେ ଦୁର୍ବୃତ୍ତ : ସିସିଟିଭିରେ କଏଦ ହେଲା ଲୁଟ୍ ଉଦ୍ୟମର ଦୃଶ୍ୟ

କନକ ବ୍ୟୁରୋ : ବ୍ୟାଙ୍କ ଭିତରେ ଲୁଟ ଉଦ୍ୟମ । ଝରକା ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶିଗଲେ ଦୁର୍ବୃତ୍ତ । ହେଲେ ଷ୍ଟ୍ରଙ୍ଗ ରୁମ୍ ଆଲମାରୀ ଲକର କାଟିବାରେ ବିଫଳ ହେଲେ । ଘଂଟାଏ କାଳ ବ୍ୟାଙ୍କ ଭିତରେ ଉତ୍ପାତ କଲେ ୨ ଜଣ ଦୁର୍ବୃତ୍ତ, ଶେଷରେ ନିରାସ ହୋଇ ସିସିଟିଭି କ୍ୟାମେରା ଓ ସର୍ଭର ନେଇ ଫେରାର ହୋଇଗଲେ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ମଝିହରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଲୁଟ୍ ଉଦ୍ୟମ ଦୃଶ୍ୟContinue reading “ଝରକା ଗ୍ରୀଲ କାଟି ବାଲିପାଟଣାର ଲକ୍ଷ୍ମୀବିଳାସ ବ୍ୟାଙ୍କ ଭିତରେ ପଶିଲେ ଦୁର୍ବୃତ୍ତ : ସିସିଟିଭିରେ କଏଦ ହେଲା ଲୁଟ୍ ଉଦ୍ୟମର ଦୃଶ୍ୟ”

ଅସହାୟ ଲୋକଙ୍କ ସାହା ପାଲଟିଛି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ’ । ଭୋକିଲା ଲୋକଙ୍କୁ ଯୋଗାଉଛି ଆହାର, ଲକଡାଉନରେ ବାଣ୍ଟିଲେଣି ଦେଢ ଲକ୍ଷ ରନ୍ଧା ଖାଦ୍ୟ ପ୍ୟାକେଟ ।

କନକ ବ୍ୟୁରୋ : କରୋନା କାଳରେ ଅନେକ ଲୋକ ନିଜର ସମ୍ପର୍କୀୟଙ୍କ ଠାରୁ ଦୂରେଇ ଯାଉଥିବାର ନଜିର ରହିଛି । ଭାଇରସ କାରଣରୁ ଭାଇଚାରାରେ ଭଟ୍ଟା ପଡିଛି । ଦି ଓଳି ଦି ମୁଠା ଖାଇବା ପାଇଁ ବି ଅନେକ ଲୋକଙ୍କ ପାଖରେ ଟଙ୍କା ନାହିଁ । କିନ୍ତୁ ଏହି ମହାମାରୀ ମହାସଙ୍କଟ ଭିତରେ ବି ବଞ୍ଚିରହିଛି ମାନବିକତା । କରୋନା ଭଳି କଠିନ ସମୟରେ ଗରିବ ଶ୍ରମିକ, ଦିନ ମଜୁରିଆଙ୍କ ସାଥୀରେ ଅନେକ ଲୋକ ଛିଡାContinue reading “ଅସହାୟ ଲୋକଙ୍କ ସାହା ପାଲଟିଛି ‘ଅମୂଲ୍ୟ ଜୀବନ ଫାଉଣ୍ଡେସନ’ । ଭୋକିଲା ଲୋକଙ୍କୁ ଯୋଗାଉଛି ଆହାର, ଲକଡାଉନରେ ବାଣ୍ଟିଲେଣି ଦେଢ ଲକ୍ଷ ରନ୍ଧା ଖାଦ୍ୟ ପ୍ୟାକେଟ ।”

ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସଓପି ଜାରି

କନକ ବ୍ୟୁରୋ : ତୃତୀୟ ଲହର ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ପଠାଇଛି । ଆସନ୍ତା ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଶିଶୁଙ୍କ ପାଇଁ ୨୩ଶହ ୯୦ ଟି ବେଡ଼ ପ୍ରସ୍ତୁତ ରଖାଯାଇଛି । ୬୧୦ ଆଇସିୟୁ ମଧ୍ୟ ରଖାଯାଇଛି । ଅକ୍ସିଜେନ୍ ଓ ମେନିସିନ୍ ମଧ୍ୟ ମହଜୁଦ୍ ରହିଛି ।Continue reading “ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସଓପି ଜାରି”

ପ୍ରାକୃତିକ ଜଳରେ ଜୀବୀତ ରହିପାରେ କରୋନା ଭୂତାଣୁ । ଗୁଜୁରାଟର ସାବରମତୀ ନଦୀ ଜଳରେ ୨୫ ପ୍ରତିଶତ ଭୂତାଣୁ ଚିହ୍ନଟ ନେଇ ବୈଜ୍ଞାନିକଙ୍କ ଦାବି

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିିତୀୟ ଲହର ଏବେ ଦେଶରେ କମି କମି ଆସୁଥିବା ବେଳେ ସଂକଟ ଏବେ ସମାପ୍ତ ହୋଇ ନାହିଁ । କରୋନାକୁ ନେଇ ଦୈନିକ ନୂଅ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଗୁଜୁରାଟରୁ ପୁଣି ଏକ ନୂଆ ତଥ୍ୟ ଆସିଛି । ଗୁଜୁରାଟର ସବୁଠାରୁ ମହତ୍ୱପୂର୍ଣ୍ଣ ନଦୀ କୁହାଯାଉଥିବା ସାବରମତୀ ନଦୀ ଜଳ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଗୁଜୁରାଟର ଅହମ୍ମଦାବାଦContinue reading “ପ୍ରାକୃତିକ ଜଳରେ ଜୀବୀତ ରହିପାରେ କରୋନା ଭୂତାଣୁ । ଗୁଜୁରାଟର ସାବରମତୀ ନଦୀ ଜଳରେ ୨୫ ପ୍ରତିଶତ ଭୂତାଣୁ ଚିହ୍ନଟ ନେଇ ବୈଜ୍ଞାନିକଙ୍କ ଦାବି”

କରୋନା ସଂକ୍ରମଣକୁ ନେଇ ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ, ଦ୍ୱିତୀୟ ୱେଭରୁ ଅଧିକ ମାରାତ୍ମକ ହେବନାହିଁ ଥାର୍ଡ଼ ୱେଭ୍

କନକ ବ୍ୟୁରୋ :  କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର । ମହାରାଷ୍ଟ୍ରରେ ତୃତୀୟ ଲହର ଆସିଲେ ବି ବଡ଼ ହେବ ବୋଲି ମୋତେ ଲାଗୁନି ବୋଲି କହିଛନ୍ତି ନିରୋଜ ମିଶ୍ର । ଶହେ ବର୍ଷ ତଳେ ଯେଉଁ ମହାମାରୀ ଆସିଥିଲା ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଓ ଚତୁର୍ଥ ଲହର ସଂକ୍ରମଣ କମ୍ ଥିଲା ବୋଲି ସେ କହିଛନ୍ତି । ଟିକା ନେଲେ ବି କରୋନା ନିୟମ ମାନିବାକୁ ପଡ଼ିବContinue reading “କରୋନା ସଂକ୍ରମଣକୁ ନେଇ ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ, ଦ୍ୱିତୀୟ ୱେଭରୁ ଅଧିକ ମାରାତ୍ମକ ହେବନାହିଁ ଥାର୍ଡ଼ ୱେଭ୍”

କରୋନାର ତୃତୀୟ ଲହର ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ୧ ଲକ୍ଷ କରୋନା ଯୋଦ୍ଧା । ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ଆଉ ଏକ ମହାଅଭିଯାନ

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସୁଥିବା ନେଇ ସଂକେତ ମିଳିବା ପରେ ଏବେ ସରକାର ଏହାର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୨୬ ଟି ରାଜ୍ୟରେ ୧୧୧ ଟି ଟ୍ରେନିଂ ସେଣ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନିଂ ସେଣ୍ଟର ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗର ଆଗ ଧାଡିର କରୋନା ଯୋଦ୍ଧାମାନେ ଟ୍ରେନିଂ ନେବେ । ଏହିContinue reading “କରୋନାର ତୃତୀୟ ଲହର ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ୧ ଲକ୍ଷ କରୋନା ଯୋଦ୍ଧା । ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ଆଉ ଏକ ମହାଅଭିଯାନ”

ଛାତ୍ରାଛାତ୍ରୀଙ୍କ ପାଇଁ ବଡ ଖବର : ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା ହେବ; ତାରିଖ ନେଇ ବିଶ୍ୱବିଦ୍ୟାଳୟ ଓ ଅଟୋନମସ ୟୁନିଭର୍ସିଟି ନେବେ ନିଷ୍ପତ୍ତି

କନକ ବ୍ୟୁରୋ : ଛାତ୍ରାଛାତ୍ରୀଙ୍କ ପାଇଁ ବଡ ଖବର । ଅନଲାଇନରେ ହେବ ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।  ପରୀକ୍ଷା କିପରି ହେବ ଏ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ସୂଚନାନୁସାରେ, କୁଳପତିଙ୍କ ସମ୍ମିଳନୀରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । କେବଳ ଯୁକ୍ତ ତିନି ଏବଂ ସ୍ନାତକ ଶେଷ ସେମିଷ୍ଟାର ପାଇଁ ଏହା ଉଦ୍ଧିଷ୍ଟContinue reading “ଛାତ୍ରାଛାତ୍ରୀଙ୍କ ପାଇଁ ବଡ ଖବର : ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା ହେବ; ତାରିଖ ନେଇ ବିଶ୍ୱବିଦ୍ୟାଳୟ ଓ ଅଟୋନମସ ୟୁନିଭର୍ସିଟି ନେବେ ନିଷ୍ପତ୍ତି”

Design a site like this with WordPress.com
Get started