କନକ ବ୍ୟୁରୋ : କରୋନା ସମୟରେ ବ୍ୟବସାୟ ବନ୍ଦ ଥିବା ବେଳେ ଫାଷ୍ଟପୁଡ୍ ଦୋକାନୀ ବନିଗଲେ ନକଲି ୱେବ ସାମ୍ବାଦିକ । ବେକରେ ପରିଚୟ ପତ୍ର ପକାଇ ଜୁଆ ଖେଳାଳିଙ୍କ ପାଖକୁ ବଟି ମାଗିବାକୁ ଯାଇଥିବା ବେଳେ ପୁଲିସ ହାତରେ ଧରା ପଡି ସତ ବଖାଣିଲେ ନକଲି ସାମ୍ବାଦିକ । କେବଳ କିଛି ଖର୍ଚ୍ଚ ଆଣିବାକୁ ଜୁଆଡିଙ୍କ ପାଖକୁ ଯାଇଥିବା ମୁହଁରେ ମାନିଲେ । ଖବର ଅନୁସାରେ, ମଙ୍ଗଳପୁର ପୁଲିସ ବଉଲାଙ୍ଗ ଅଂଚଳରେ ଜୁଆ ଆଡ୍ଡା ଉପରେContinue reading “ଖର୍ଚ୍ଚ ପାଇଁ ଫାଷ୍ଟପୁଡ୍ ଦୋକାନୀ ବନିଗଲେ ନକଲି ସାମ୍ବାଦିକ : ବେକରେ ପରିଚୟ ପତ୍ର ପକାଇ ବଟି ମାଗିବାକୁ ଯାଇଥିବା ବେଳେ କାବୁ କଲା ପୋଲିସ, ମାନିଲେ ସତ”
Author Archives: Raghaba
ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ । ଦୁଇ ଓଡ଼ିଆଙ୍କୁ ମିଳିଲା ଟୋକିଓ ଟିକେଟ ।
କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଲେ ଆଉ ଦୁଇ ଓଡ଼ିଆ । ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଆଉ ଏହି ଟିମରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । କେବଳ ଏତିକି ନୁହେଁ ଟୋକିଓ ଅଲମ୍ପିକ୍ସରେ ଡେବ୍ୟୁ କରିବେ ଅନେକ ଯୁବ ହକି ତାରକା । Our 1⃣6⃣ warriors who will fightContinue reading “ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ । ଦୁଇ ଓଡ଼ିଆଙ୍କୁ ମିଳିଲା ଟୋକିଓ ଟିକେଟ ।”
ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ ପରେ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି : କହିଲେ ତୃତୀୟ ଲହର ପାଇଁ ଓଡ଼ିଶା ପ୍ରସ୍ତୁତ
କନକ ବ୍ୟୁରୋ : ମହାରାଷ୍ଟ୍ରରେ ୨-୩ ସପ୍ତାହ ପରେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାକୁ ନେଇ ଡିଏମଇଟି ପ୍ରତିକ୍ରିୟା ରଖିଛନ୍ତି । ସିବିକେ ମହାନ୍ତି କହିଛନ୍ତି, ଏଥିପାଇଁ ଆମେ ବି ପ୍ରସ୍ତୁତ ରହିଛୁ । ତେବେ ସବୁ ପୂର୍ବାନୁମାନ ଯେ ସତ ହୋଇଛି ତା ନୁହେଁ । ବିଶେଷଜ୍ଞ ଭିନ୍ନ ମତ ଦେଇଛନ୍ତି । ଜୁନ ୭ ଯାଏଁ ବିଶ୍ୱରେ ମାତ୍ର ୬୩ ଡେଲଟା ଭାରିଆଂଟ ଚିହ୍ନଟ ହୋଇଥିଲା । ଏହାମଧ୍ୟରୁContinue reading “ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ ପରେ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି : କହିଲେ ତୃତୀୟ ଲହର ପାଇଁ ଓଡ଼ିଶା ପ୍ରସ୍ତୁତ”
କରୋନା ପରେ ମହାରାଷ୍ଟ୍ରରେ କାୟା ବିସ୍ତାର କରୁଛି ‘ବ୍ଲାକ ଫଙ୍ଗସ’ । ସଂକ୍ରମଣ ଫଳରେ ହରାଇ ବାକୁ ପଡିଲା ୩ ଶିଶୁଙ୍କ ଆଖି । କରୋନା ପରେ ଦେଖାଯାଉଛି ଏଭଳି ସଂକ୍ରମଣ
କନକ ବ୍ୟୁରୋ : କରୋନା ଭୂତାଣୁ ସଂକଟ ଭିତରେ ଦେଶରେ ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଉଛି । ମୁମ୍ବାଇରେ ବ୍ଲାକ ଫଙ୍ଗସ ସଂକ୍ରମଣରେ ଶିକାର ହୋଇଥିବା ତିନିଜଣ ଛୋଟ ପିଲା ଆଖି ହରାଇଛନ୍ତି । ସୂଚନା ମୁତାବକ ଏଭଳି ଘଟିଥିବା ୩ ଜଣ ଯାକ ଶିଶୁ ପ୍ରଥମେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ସେମାନେ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ପୁଣି ସଂକ୍ରମିତ ହୋଇଗଲେ ।Continue reading “କରୋନା ପରେ ମହାରାଷ୍ଟ୍ରରେ କାୟା ବିସ୍ତାର କରୁଛି ‘ବ୍ଲାକ ଫଙ୍ଗସ’ । ସଂକ୍ରମଣ ଫଳରେ ହରାଇ ବାକୁ ପଡିଲା ୩ ଶିଶୁଙ୍କ ଆଖି । କରୋନା ପରେ ଦେଖାଯାଉଛି ଏଭଳି ସଂକ୍ରମଣ”
ଧାନ କିଣାରେ ଅନିୟମିତତା ଅଭିଯୋଗ : ଧାନବସ୍ତା ଓ ଲଙ୍ଗଳ ରଖି ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ରୋକ କଲେ ଚାଷୀ
କନକ ବ୍ୟୁରୋ : ଧାନ କିଣାରେ ଅନିୟମିତତା ଅଭିଯୋଗ । ଧାନ ବସ୍ତା ଓ ଲଙ୍ଗଳ ରଖି ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ରୋକ କଲେ କୃଷକ । କୃଷକ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପଟ୍ଟନାୟିକିଆ-ଖୋଦ୍ଧା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାର ଧାନର ସହାୟକ ମୁଲ୍ୟ ବୃଦ୍ଧି କରି ଚାଷୀଙ୍କୁ ଉନ୍ନତି କରୁଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ଧାନContinue reading “ଧାନ କିଣାରେ ଅନିୟମିତତା ଅଭିଯୋଗ : ଧାନବସ୍ତା ଓ ଲଙ୍ଗଳ ରଖି ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ରୋକ କଲେ ଚାଷୀ”
କାରରୁ ମିଳିଲା ୪୩ କିଲୋ ସୁନା ବିସ୍କୁଟ, ଖୋଜିବାକୁ ଲାଗିଗଲା ୧୮ ଘଣ୍ଟା । ଇମ୍ଫାଲର ଏକ କାରରୁ ହେଲା ଜବତ ।
କନକ ବ୍ୟୁରୋ : ‘ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ୍’ର ଗୁଇନ୍ଦା ଅଧିକାରୀ ମାନେ ଦୀର୍ଘ ୧୮ ଘଣ୍ଟାର ବ୍ୟାପକ ତଲାସି ଅଭିଯାନ କରି ମଣିପୁରର ଇମ୍ଫାଲରୁ ଏକ କାର ଭିତରୁ ୨୧ କୋଟି ଟଙ୍କା ମୂଲ୍ୟର ୪୩ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ‘ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ୍’ର ଗୁଇନ୍ଦାମାନେ ମଙ୍ଗଳବାର ଦିନ ସହର ଭିତରେ ଦୁଇଜଣ ବ୍ୟକ୍ତି ଯାତ୍ରା କରୁଥିବା ଗୋଟାଏ କାର୍କୁ ଅଟକାଇଥିଲେ। ସେମାନଙ୍କୁ ପଚରାଉଚୁରାContinue reading “କାରରୁ ମିଳିଲା ୪୩ କିଲୋ ସୁନା ବିସ୍କୁଟ, ଖୋଜିବାକୁ ଲାଗିଗଲା ୧୮ ଘଣ୍ଟା । ଇମ୍ଫାଲର ଏକ କାରରୁ ହେଲା ଜବତ ।”
ଗାଜିଆବାଦ ଭାଇରାଲ ଭିଡିଓ ଘଟଣା : ଟ୍ୱିଟର ଇଣ୍ଡିଆକୁ ସ୍ଥାନୀୟ ପୁଲିସର ନୋଟିସ; କିଛି ଅଧିକାରୀଙ୍କୁ କରାଯାଇପାରେ ପଚରାଉଚରା
କନକ ବ୍ୟୁରୋ : ୟୁପି ଗାଜିଆବାଦର ଭାଇରାଲ ଭିଡିଓ ମାମଲାରେ ଟ୍ୱିଟର ଇଣ୍ଡିଆର ମୁସ୍କିଲ ବଢିବାରେ ଲାଗିଛି । ଏହି ମାମଲାରେ ଗାଜିଆବାଦ ପୁଲିସ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି, ସମାଜ ବିରୋଧୀ ସନ୍ଦେଶକୁ ରୋକିବା ପାଇଁ ଟ୍ୱିଟର ଇଣ୍ଡିଆ କିଛି କଲା ନାହିଁ । ଟ୍ୱିଟରର କିଛି ଅଧିକାରୀଙ୍କୁ ବି ଏ ନେଇ ପଚରାଉଚରା କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ପୁଲିସର କହିବାContinue reading “ଗାଜିଆବାଦ ଭାଇରାଲ ଭିଡିଓ ଘଟଣା : ଟ୍ୱିଟର ଇଣ୍ଡିଆକୁ ସ୍ଥାନୀୟ ପୁଲିସର ନୋଟିସ; କିଛି ଅଧିକାରୀଙ୍କୁ କରାଯାଇପାରେ ପଚରାଉଚରା”
ଲକଡ଼ାଉନ୍ ବେଳେ ମାତିଛନ୍ତି ଲୁଟେରା : ରାଜନଗର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଦୁର୍ବୃତ, ସିସିଟିଭି ଫୁଟେଜରୁ ତନାଘନା
କନକ ବ୍ୟୁରୋ : ଲକଡ଼ାଉନ୍ ବେଳେ ମାତିଛନ୍ତି ଲୁଟେରା । କେନ୍ଦ୍ରାପଡ଼ା ରାଜନଗର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଦୁର୍ବୃତ । ସିସିଟିଭ୍ ଫୁଟେଜରୁ ତନାଘନା କରୁଛି ପୋଲିସ । ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାର କାରଣ ଜଣାପଡ଼ିନାହିଁ । ଟଙ୍କା ନେଇ ଫେରର ମାରିଛି ଲୁଟେରା । ପୋଲିସର ହାତ ଖାଲି । ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ଅପାରଗତାକୁContinue reading “ଲକଡ଼ାଉନ୍ ବେଳେ ମାତିଛନ୍ତି ଲୁଟେରା : ରାଜନଗର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଦୁର୍ବୃତ, ସିସିଟିଭି ଫୁଟେଜରୁ ତନାଘନା”
ଭଲ ଖବର : ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର ।
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬୨୪୮୦ ଥିବା ବେଳେ ୧୫୮୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଗତକାଲି ଠାରୁ ଆଜି ସଂକ୍ରମଣ ସଂଖ୍ୟା କମ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାର ନୂଆ ସଂକ୍ରମଣକୁ ମିଶାଇ ଏବେ ସୁଦ୍ଧା ଦେଶରେ ମୋଟ ୨,୯୭,୬୨,୭୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୮୩,୪୯୦ରେ ପହଞ୍ଚିଛି । ସେହିଭଳି, ଗତContinue reading “ଭଲ ଖବର : ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର ।”
ଟ୍ୱିଟର ସହ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ : କହିଲେ ଟ୍ୱିଟରକୁ ନିଷିଦ୍ଧ କରିବାକୁ ଚାହାନ୍ତି ନାହିଁ ସରକାର, ହେଲେ ମାନିବାକୁ ପଡ଼ିବ ଭାରତୀୟ ନିୟମ
କନକ ବ୍ୟୁରୋ : ଟୁଇଟରକୁ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କଥା । ଗତ କିଛି ଦିନ ହେବ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କୁ ମୁହାଁମୁହିଁ ପରିସ୍ଥିତିରେ ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, କେନ୍ଦ୍ର ସରକାର ଟୁଇଟରକୁ ନିଷିଦ୍ଧ କରିବାକୁ ଚାହାନ୍ତି ନାହିଁ, ହେଲେ ଦେଶର ଟ୍ୱିଟରକୁ ଆଇନ ଭିତରେ ରହି କାମ କରିବାକୁ ପଡିବ । ସେପଟେ ଟ୍ୱିଟର ଇଣ୍ଡିଆ ଏମ୍ଡି ମନିଷ ମାହେଶ୍ୱରୀଙ୍କୁ ଜେରା କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀContinue reading “ଟ୍ୱିଟର ସହ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ : କହିଲେ ଟ୍ୱିଟରକୁ ନିଷିଦ୍ଧ କରିବାକୁ ଚାହାନ୍ତି ନାହିଁ ସରକାର, ହେଲେ ମାନିବାକୁ ପଡ଼ିବ ଭାରତୀୟ ନିୟମ “