ବଜାରରେ ଅସମ୍ଭାଳ ଭିଡ :  ସଟଡାଉନ ପରେ ବଜାର ଖୋଲିବା ପରେ ସବୁଠି ଗହଳି ଲଗାଇଥିଲେ ଲୋକେ

କନକ ବ୍ୟୁରୋ : ବଜାରରେ ଅସମ୍ଭାଳ ଭିଡ । ଦୁଇ ଦିନ ସଟଡାଉନ ବନ୍ଦ ପରେ ମାର୍କେଟ ଖୋଲିଥିବାରୁ ଆଜି ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପରିବା ଦୋକାନଠାରୁ ଆରମ୍ଭ କରି ସବୁଠି ଭିଡ ଲଗାଇଛନ୍ତି ଲୋକେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀର ବିଭିନ୍ନ ସହରରେ ଏଭଳି ଭିଡ ଲଗାଇଥିଲେ ଲୋକେ । କେବଳ ବଜାରରେ ନୁହେଁ ରାସ୍ତାରେ ବି ଲୋକଙ୍କ ଯାତାୟତ ବଢ଼ି ଯାଇଥିଲା । ଏହି ଦୃଶ୍ୟ ଦେଖିଲେ ଲାଗୁଥିଲାContinue reading “ବଜାରରେ ଅସମ୍ଭାଳ ଭିଡ :  ସଟଡାଉନ ପରେ ବଜାର ଖୋଲିବା ପରେ ସବୁଠି ଗହଳି ଲଗାଇଥିଲେ ଲୋକେ”

ସୁଶାନ୍ତ ସିଂ ରାଜପୁତ ଏଭଳି ଅଭିନେତା, ଯିଏ କୌଣସି ଅଡିସନରେ ହୋଇନାହାନ୍ତି ଫେଲ୍ । ଖୁବ୍ କମ୍ ଦିନରେ ସାଉଁଟିଛନ୍ତି ସଫଳତା । ଆଜି ବି ଝୁରୁଛନ୍ତି କୋଟି କୋଟି ଫ୍ୟାନ୍…

କନକ ବ୍ୟୁରୋ: ଶୁସାନ୍ତ ସିଂ ରାଜପୁତ । ବଲିଉଡର ଏମିତି ଏକ ଚେହେରା ଥିଲେ ଯାହାଙ୍କୁ ଆଜିବି ଝୁରୁଛନ୍ତି ଫ୍ୟାନ । ନିଜ ଦକ୍ଷତା ବଳରେ ଖୁବଶୀଘ୍ର ସେ ବଲିଉଡରେ ପ୍ରବେଶ କରିଥିଲେ । ହେଲେ ଅଳ୍ପ ସମୟ ପାଇଁ ବଲିଉଡରେ ଚିକମିକ କରୁଥିବା ଏହି ତାରା ସବୁଦିନ ପାଇଁ ଲିଭି ଯାଇଥିଲା । ଶୁସାନ୍ତ ସିନା ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କୁ ଆଜି ବି ମନେ ରଖିଛନ୍ତି ତାଙ୍କର ପ୍ରତିଟି ଫ୍ୟାନ ।Continue reading “ସୁଶାନ୍ତ ସିଂ ରାଜପୁତ ଏଭଳି ଅଭିନେତା, ଯିଏ କୌଣସି ଅଡିସନରେ ହୋଇନାହାନ୍ତି ଫେଲ୍ । ଖୁବ୍ କମ୍ ଦିନରେ ସାଉଁଟିଛନ୍ତି ସଫଳତା । ଆଜି ବି ଝୁରୁଛନ୍ତି କୋଟି କୋଟି ଫ୍ୟାନ୍…”

ଦେଶରେ କମୁଛି ସଂକ୍ରମଣ : ଦିନକରେ ୭୦,୪୨୧ ନୂଆ ଆକ୍ରାନ୍ତ, ୩୯୨୧ ମୃତ

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭୦ ହଜାର ୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୯୨୧ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୯ ହଜାର ୫୦୧ ଜଣ । ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ । ସୁସ୍ଥ ହୋଇଛନ୍ତି ୨ କୋଟି ୮୧ ଲକ୍ଷContinue reading “ଦେଶରେ କମୁଛି ସଂକ୍ରମଣ : ଦିନକରେ ୭୦,୪୨୧ ନୂଆ ଆକ୍ରାନ୍ତ, ୩୯୨୧ ମୃତ”

ଚିନା ବାଦାମ ଚାଷୀଙ୍କ ଚିନ୍ତା ବଢ଼ାଇଲା ମୌସୁମି ବର୍ଷା : ୨ ସପ୍ତାହ ହେଲା ମଣ୍ଡିରେ ପଡିଛି ବାଦାମ; ଏଫଏକ୍ୟୁ କଟକଣା ଦର୍ଶାଇ କିଣୁ ନାହାଁନ୍ତି ମଣ୍ଡି କର୍ତୁପକ୍ଷ

କନକ ବ୍ୟୁରୋ : ଚାଷୀଙ୍କ ଚିନ୍ତା ବଢେଇଛି ମୌସୁମି ବର୍ଷା । ଧାନ ପରେ ଏବେ ମଣ୍ଡିରେ ଚିନା ବାଦାମ ଆଣି ହଟହଟା ହେଉଛନ୍ତି ମାଲକାନଗିରି ଜିଲ୍ଲାର ଚାଷୀ । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସିଖପାଲି ମଣ୍ଡିରୁ । ଗତ ୨ ସପ୍ତାହ ଧରି ମଣ୍ଡିରେ ଚିନା ବାଦାମ ଆଣି ଗଦା କରିଛନ୍ତି ଚାଷୀ । ତେବେ ମଣ୍ଡିର ମାତ୍ରାଧିକ କଟକଣା ଯୋଗୁ ଅଧିକାଂଶ ଚାଷୀଙ୍କ ଚିନା ବାଦାମକୁ ବାତିଲ କରି ଦେଉଛନ୍ତି କର୍ତୃପକ୍ଷContinue reading “ଚିନା ବାଦାମ ଚାଷୀଙ୍କ ଚିନ୍ତା ବଢ଼ାଇଲା ମୌସୁମି ବର୍ଷା : ୨ ସପ୍ତାହ ହେଲା ମଣ୍ଡିରେ ପଡିଛି ବାଦାମ; ଏଫଏକ୍ୟୁ କଟକଣା ଦର୍ଶାଇ କିଣୁ ନାହାଁନ୍ତି ମଣ୍ଡି କର୍ତୁପକ୍ଷ”

ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ଏକମୋ ମେସିନ : ସଫଳତାର ସହ ଚିକିତ୍ସା ଆରମ୍ଭ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ଏକମୋ ଚିକିତ୍ସା । ସଫଳତାର ସହ ଏକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ ସଂକ୍ରମିିତ ହେବା କାରଣରୁ ଏକମୋ ଚିକିତ୍ସା ଶେଷ ଭରସା ପାଲଟିଛି । ଏହି ସୁବିଧା ରାଜ୍ୟ ଭିତରେ ଅଳ୍ପ କେତେକ ହସ୍ପିଟାଲରେ ଉପଲବ୍ଧ ହେଉଥିବାରୁ ଗତ କିଛି ଦିନ ଭିତରେ ଏକାଧିକ ରୋଗୀ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତContinue reading “ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ଏକମୋ ମେସିନ : ସଫଳତାର ସହ ଚିକିତ୍ସା ଆରମ୍ଭ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା”

ଆଜି ପହିଲି ରଜ : ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ଆଜି ପହିଲି ରଜ । କରୋନା ଫିକା କରି ଦେଇଛି ରଜ ଉତ୍ସାହ । ସଜବାଜ ଓ ପ୍ରଥମ ରଜ ଫିକା ପଡିଥିବାବେଳେ ଆଉ ଦିନ ମଧ୍ୟ ଫିକା ପଡିବ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ତ ଅନଲକ ଆରମ୍ଭ ହୋଇଯାଇଥିଲା, କଟକଣା ଲାଗିଥିଲେ ବି ଦୋକାନ ଖୋଲିଥିଲା । ନୂଆ ଡ୍ରେସ କିଣି ପିନ୍ଧିବାର ସୁଯୋଗ ମିଳିଥିଲା । ହେଲେ, ଏବର୍ଷ ରଜରେ ସେ ସୁଯୋଗ ବି ମିଳିଲାContinue reading “ଆଜି ପହିଲି ରଜ : ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”

୬ସପ୍ତାହ ଭିତରେ ଦେଶରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି କରୋନା ମୃତ୍ୟୁ : କେତେକ ରାଜ୍ୟରେ ୪ଗୁଣ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା

କନକ ବ୍ୟୁରୋ : ଗତ ୬ସପ୍ତାହ ଭିତରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି । ଏପରିକି କେତେକ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଗୁଣ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇଥିବା ରାଜ୍ୟ ଗୁଡିକ ମଧ୍ୟରେ ଆଗରେ ରହିଛନ୍ତି, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଓ କେନ୍ଦ୍ରଶାସିତ ଅଂଚଳ ଲଦାଖ । ଏପ୍ରିଲ ପହିଲାରୁ ଏପର୍ଯ୍ୟନ୍ତ ଦେଶରେ ୨ଲକ୍ଷ ୧୦ ହଜାରContinue reading “୬ସପ୍ତାହ ଭିତରେ ଦେଶରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି କରୋନା ମୃତ୍ୟୁ : କେତେକ ରାଜ୍ୟରେ ୪ଗୁଣ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା”

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର : ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ମହଙ୍ଗା

କନକ ବ୍ୟୁରୋ : ଦେଶରେ ତେଲଦର ବୃଦ୍ଧିରେ ବିରାମ ଲାଗୁନାହିଁ ।  ତେଲ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶରେ ତେଲଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି । ଏହି ଜିଲ୍ଲାରେ ଏବେ ପେଟ୍ରୋଲ ଟ.୧୦୨.୨୩Continue reading “ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର : ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ମହଙ୍ଗା”

୭% ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର : ୬.୩୩ ପ୍ରତିଶତ ପଜିଟିଭିଟି ରେଟ୍; ଦିନକରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ, ୪୪ ମୃତ

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ଟିପିଆର ରେଟ୍ ବା ସଂକ୍ରମଣ ହାର । ୭ ପ୍ରତିଶତ ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର । ଦିନକରେ ୬୮ ହଜାର ୫୩୫ ନମୁନା ପରୀକ୍ଷାରୁ ୪ହଜାର ୩୩୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ସଂକ୍ରମଣ ହାର ୬.୩୩ ପ୍ରତିଶତ ରହିଛି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୭୦୦ ଆକ୍ରାନ୍ତ ହୋଇଥିବାବେଳେ କଟକରୁ ୪୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେContinue reading “୭% ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର : ୬.୩୩ ପ୍ରତିଶତ ପଜିଟିଭିଟି ରେଟ୍; ଦିନକରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ, ୪୪ ମୃତ”

ପୂରା ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ : ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଅବଶିଷ୍ଟ ଅଞ୍ଚଳକୁ ଛୁଇଁବା ସହ ଆଜି ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଯାଇଛି । ତେବେ କେନ୍ଦ୍ରାପଡ଼ାର ଗରଦପୁରଠାରେ ସର୍ବାଧିକ ୧୧୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ବି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମContinue reading “ପୂରା ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ : ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି”

Design a site like this with WordPress.com
Get started