କନକ ବ୍ୟୁରୋ : କରୋନା ଭୂତାଣୁର ସବୁଠାରୁ ଭୟାନକ ରୂପ ଡେଲଟା ଭାରିଏଣ୍ଟକୁ ନେଇ ଏବେ ସାରା ବିଶ୍ୱର ଚିନ୍ତା ବଢିଛି । ଏନେଇ କିଛି ଦେଶ ପୁଣିଥରେ କରୋନା କଟକଣା ଓ ଲକଡାଉନ୍ ଲଗାଇଛନ୍ତି । ଜିମ୍ବାୱେ ସରକାର ଜୁନ ୧୨ ତାରିଖରେ କରୋନାର ଡେଲଟା ଭାରିଏଣ୍ଟ ବାବାଦରେ ଯାଂଚ କରିବା ପରେ ୨ ଟି ଜିଲ୍ଲାରେ କଟକଣା ଜାରି କରିଛନ୍ତି । ଦେଶରେ ଏହି ଭାରିଏଣ୍ଟର ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କଥାContinue reading “ପୁଣି ବିଶ୍ୱକୁ ଡରାଇଲାଣି କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ । ବିଶ୍ୱର ବିଭିନ୍ନ ଦେଶରେ କଟକଣା ହେଉଛି କଡା କଡି”
Author Archives: Raghaba
ଗଞ୍ଜାମ ପୋଲସରା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର । କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ ।
କନକ ବ୍ୟୁରୋ: କରୋନା ଟିକା ନେବାକୁ ରାଜି ହେଉନାହାନ୍ତି ଗ୍ରାମବାସୀ । ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ ବୁଝାସୁଝା କରିବାରୁ ଆମେ ମରିଗଲେ ତମେ ଦାୟୀ ହେବ କି ବୋଲି କରିଛନ୍ତି ପ୍ରଶ୍ନ । ଦୁର୍ଗମ ଅଂଚଳ ନୁହେଁ ଗଂଜାମ ଜିଲ୍ଲା ପୋଲସରା ନିକଟ ମରେଇପଲ୍ଲୀ, ଡାହାଣିପଲ୍ଲୀ ଗାଁରୁ ଆସିଛି ଏଭଳି ଖବର । ଗତ ୯ ତାରିଖରେ ଗୋଲିଆ, ଚିରିକିପଡା ମରେଇପଲ୍ଲି, ଡାହାଣୀପଲ୍ଲିରେ ପ୍ରଥମ ଡୋଜ ଟିକାକରଣ ପାଇଁ ପହଂଚିଥିଲା ପ୍ରଶାସନ । ହେଲେ ମରେଇପଲ୍ଲୀ,Continue reading “ଗଞ୍ଜାମ ପୋଲସରା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର । କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ ।”
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା । ୨୨ ବର୍ଷ ପରେ ଇଂଲଣ୍ଡରେ ରଚିଲା ଇତିହାସ
କନକ ବ୍ୟୁରୋ: ଭାରତ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ବଡ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ୨ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୮ ୱିକେଟରେ ଜିତି ନେଇଛି । ଫଳରେ ନ୍ୟୁଜିଲାଣ୍ଡ ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି । ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ନ୍ୟୁଜିଲାଣ୍ଡକୁ ଲମ୍ବା ସମୟ ଅପେକ୍ଷା କରିବାକୁContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା । ୨୨ ବର୍ଷ ପରେ ଇଂଲଣ୍ଡରେ ରଚିଲା ଇତିହାସ”
ସାବଧାନ ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଅଧିକ ଟଙ୍କା ପାଇବା ଲୋଭ ଦେଖାଇ କେନ୍ଦ୍ରାପଡାର ଡାକ୍ତରଙ୍କୁ ଲଗାଇଲେ ଚୂନ
କନକ ବ୍ୟୁରୋ: ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଲୋକଙ୍କୁ ପ୍ରଲୋଭନ ଦେଖାଇ ଜଣେ ଡାକ୍ତରଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକିନେଇଛନ୍ତି ସାଇବର ସୈତନା । ଅଧିକ ଟଙ୍କା ପାଇବା ଲୋଭରେ ଠକାମୀରେ ପଡିଛନ୍ତି କେନ୍ଦ୍ରପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଆମ୍ବିଳାର ଡାକ୍ତର ବାଦଲ ମୋହାନ୍ତି । ସାଇବର ଠକ ପ୍ରଲୋଭନ ଦେଖାଇ ବାଦଲ ମୋହାନ୍ତିଙ୍କ ଠାରୁ ପର୍ଯ୍ୟାୟକ୍ରମେ ୧୦ଲକ୍ଷ ୫୨ହଜାର ଟଙ୍କା ଠକି ନେଇଛନ୍ତି । ଏନେଇ ଆଳି ଥାନାରେ ଏତଲାContinue reading “ସାବଧାନ ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଅଧିକ ଟଙ୍କା ପାଇବା ଲୋଭ ଦେଖାଇ କେନ୍ଦ୍ରାପଡାର ଡାକ୍ତରଙ୍କୁ ଲଗାଇଲେ ଚୂନ “
ମୁମ୍ବାଇ : ନାଳ ସଫା ହୋଇ ନଥିବାରୁ ରାଗିଲେ ବିଧାୟକ । ସଫେଇ କାମ କରୁଥିବା ଠିକାଦାରକୁ ନାଳରେ ବସାଇ ତାଙ୍କ ଉପରେ ଢାଳିଲେ ଅବାର୍ଜନା
କନକ ବ୍ୟୁରୋ : ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଠିକରେ ନାଳ ସଫେଇ କାମ କରି ନଥିବା ଜଣେ ଠିକାଦାରକୁ ଆବର୍ଜନା ନଳ ଭିତରେ ଗାଧଉଥିବାର ଦେଖିବାକୁୁ ମିଳିଛି । ଏହି ଘଟଣା ଶନିବାର ଅପରାହ୍ନ ୪ ବେଳେ ଚାନ୍ଦିବାଲି ଅଞ୍ଚଳରେ ଘଟିଥିବା କୁହାଯାଇଛି । ସୂଚନା ମୁତାବକ ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କContinue reading “ମୁମ୍ବାଇ : ନାଳ ସଫା ହୋଇ ନଥିବାରୁ ରାଗିଲେ ବିଧାୟକ । ସଫେଇ କାମ କରୁଥିବା ଠିକାଦାରକୁ ନାଳରେ ବସାଇ ତାଙ୍କ ଉପରେ ଢାଳିଲେ ଅବାର୍ଜନା”
କରୋନା କାଳରେ ଲକଡାଉନ, ସଟଡାଉନ ସହ ରୋଗୀ ସମସ୍ୟାର କରୁଣ କାହାଣୀ କହିଲେ କୋରାପୁଟର ରମଣ । ଗୋଟିଏ ଗୀତରେ ଗରିବ, ଖଟିଖିଆର କଥା…
କନକ ବ୍ୟୁରୋ: କରୋନା ପାଇଁ ରମଣଙ୍କ ରାପ୍ । ପୁଣି ଚର୍ଚ୍ଚାକେ ରାପ୍ ବୟ ରମଣ । ଯେତେବେଳେ କରୋନା ପାଇଁ ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପେଟରେ ତାଲାପଡିଲା । ଆଉ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡିଲା ଠିକ ସେତେବେଳେ ରମଣ ଗାଇଲେ ପ୍ରତିବାଦର ଗୀତ । ଗରିବର ଗୀତ ଗାଇ, ଶ୍ରମିକର ସ୍ୱର ସାଜି ସରକାରଙ୍କ କାନରେ ପକାଇଲେ କୋରାପୁଟର ଯୁବକ ରମଣ କୁମାର… କୋରାପୁଟ ସିମିଳିଗୁଡାର ଇଞ୍ଜିନିୟରିଂ ଛାତ୍ର ରମଣ କୁମାର, ରାପରContinue reading “କରୋନା କାଳରେ ଲକଡାଉନ, ସଟଡାଉନ ସହ ରୋଗୀ ସମସ୍ୟାର କରୁଣ କାହାଣୀ କହିଲେ କୋରାପୁଟର ରମଣ । ଗୋଟିଏ ଗୀତରେ ଗରିବ, ଖଟିଖିଆର କଥା…”
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ରହିଛି । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢ଼େଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀContinue reading “ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା । ମହାନଦୀର ଉପର ମୁଣ୍ଡରେ ୧୪ ମିଲିମିଟର ବର୍ଷା ରେକର୍ଡ, ଜଳ ସଂପଦ ମୁଖ୍ୟଯନ୍ତ୍ରୀ କହିଲେ, ବର୍ଷା ହୋଇଥିଲେ ବି ନାହିଁ ବନ୍ୟା ଆଶଙ୍କା
କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇଛି । ମହାନଦୀର ଉପର ମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ନଦୀରେ ପାଣି ଆସିବ । କିନ୍ତୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଜଳସଂପଦ ସର୍ବୋଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ । ମହାନଦୀ ଉପର ମୁଣ୍ଡରେ ୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।Continue reading “ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା । ମହାନଦୀର ଉପର ମୁଣ୍ଡରେ ୧୪ ମିଲିମିଟର ବର୍ଷା ରେକର୍ଡ, ଜଳ ସଂପଦ ମୁଖ୍ୟଯନ୍ତ୍ରୀ କହିଲେ, ବର୍ଷା ହୋଇଥିଲେ ବି ନାହିଁ ବନ୍ୟା ଆଶଙ୍କା”
ଏହି ଗାଁରେ ଜନ୍ମ ନିଅନ୍ତି ଆଇଏଏସ ଅଫିସର । ଆଜି ଯାଏଁ ଏଠାରେ ୪୭ ଜଣ ହୋଇ ସାରିଲେଣି ପ୍ରଶାସନିକ ଅଧିକାରୀ । ପ୍ରତି ଘରେ ପାଇବେ ଜଣେ ଜଣେ ବଡ ଅଫିସର ।
କନକ ବ୍ୟୁରୋ: ଦେଶରେ ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁମାନଙ୍କ ସ୍ୱପ୍ନ ପ୍ରଶାସନିକ ଅଧିକାରୀ ହେବା । ସେଥିପାଇଁ ୟୁପିଏସସି ପରୀକ୍ଷାରେ ଅନେକ ପ୍ରତିଯୋଗୀତା ଦେଖିବାକୁ ମିଳେ । ପ୍ରତି ବର୍ଷ ଅନେକ ଛାତ୍ରଛାତ୍ରୀ ୟୁପିଏସସି ପରୀକ୍ଷା ଦେଇଥାନ୍ତି । ଏହା ଭିତରୁ କିଛି ଛାତ୍ରଛାତ୍ରୀ ଏଥିରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ତ ଆଉ କିଛି ଉତ୍ତୀର୍ଣ୍ଣ ହୋଇପାରନ୍ତିନି । ହେଲେ ଆମେ ଆଜି ଏମିତି ଏକ ଗାଁ କଥା କହିବୁ ଯେଉଁଠି ପିଲାମାନେ ଜନ୍ମ ହୁଅନ୍ତି କେବଳContinue reading “ଏହି ଗାଁରେ ଜନ୍ମ ନିଅନ୍ତି ଆଇଏଏସ ଅଫିସର । ଆଜି ଯାଏଁ ଏଠାରେ ୪୭ ଜଣ ହୋଇ ସାରିଲେଣି ପ୍ରଶାସନିକ ଅଧିକାରୀ । ପ୍ରତି ଘରେ ପାଇବେ ଜଣେ ଜଣେ ବଡ ଅଫିସର । “
ଡାକ୍ତର ମାନେ କାହିିଁକି ସବୁବେଳେ ଧଳା ରଙ୍ଗର ଡ୍ରେସ ଆଉ ଅପରେସନ କଲା ବେଳେ ନୀଳ ଡ୍ରେସ ପିନ୍ଧନ୍ତି । ଏହା ପଛରେ କଣ ରହିଛି କାରଣ ?
କନକ ବ୍ୟୁରୋ: କରୋନା କାଳରେ ଡାକ୍ତରଙ୍କ ଗୁରୁତ୍ୱକୁ ଆମେ ଠିକ ଭାବେ ବୁଝି ସାରିଛୁ । ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ଆମ ମାନଙ୍କୁ ରକ୍ଷା କରୁଛନ୍ତି । ସେଥିପାଇଁ ସେମାନଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦିଆଯାଇଛି । ଆମେ ଅନେକ ସମୟରେ ଦେଖିଛୁ ଡାକ୍ତରମାନେ ଧଳା ଡ୍ରେସ ପିନ୍ଧିଥାନ୍ତି । ଠିକ ସେହିପରି ଅପରେସନ କଲା ବେଳେ ନୀଳ ଡ୍ରେସ ପିନ୍ଧନ୍ତି । ହେଲେ କାହିଁକି ? ତେବେ ଆସନ୍ତୁ ଜାଣିବାContinue reading “ଡାକ୍ତର ମାନେ କାହିିଁକି ସବୁବେଳେ ଧଳା ରଙ୍ଗର ଡ୍ରେସ ଆଉ ଅପରେସନ କଲା ବେଳେ ନୀଳ ଡ୍ରେସ ପିନ୍ଧନ୍ତି । ଏହା ପଛରେ କଣ ରହିଛି କାରଣ ? “