ଆମେରିକାର ୩ଟି ପ୍ରଦେଶରେ ଗୁଳିକାଣ୍ଡ । ୨ ମୃତ, ୩୦ ଜଣ ଆହତ

କନକ ବ୍ୟୁରୋ : ଯୁକ୍ତରାଷ୍ଟ୍ର ଆମେରିକାର ତିନୋଟି ପ୍ରଦେଶରେ ସଙ୍ଗଠିତ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୩୦ଜଣ ଆହତ ହୋଇଥିବା କଥା ଶନିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଶୁକ୍ରବାର ରାତିରୁ ଶନିବାର ପ୍ରତ୍ୟୁଷ ମଧ୍ୟରେ ଟେକ୍ସାସର ରାଜଧାନୀ ଅଷ୍ଟିନ୍‌, ଚିକାକୋ ଏବଂ ଜର୍ଜିଆର ସାଭାନ୍ନାରେ ଘଟିଥିବା ତିନୋଟିଯାକ ଗୁଳିକାଣ୍ଡ ଘଟଣାରେ ଶନିବାର ଅପରାହ୍ଣ ସୁଦ୍ଧା କାହାରିକୁ ଗିରଫ କରାଯାଇ ନ ଥିଲା। ଶନିବାର ସକାଳେ କେବଳ ବାର୍‌ ଏବଂ ରେସ୍ତୋରାଁ ଥିବାContinue reading “ଆମେରିକାର ୩ଟି ପ୍ରଦେଶରେ ଗୁଳିକାଣ୍ଡ । ୨ ମୃତ, ୩୦ ଜଣ ଆହତ”

୨ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । କ୍ରାଉଡ ଫଣ୍ଡି ମାଧ୍ୟମରେ ଯୋଗାଡ ହେଲା ଟଙ୍କା । ୩ ବର୍ଷର ଆୟଂଶାକୁ ଦିଆଗଲା ୧୬ କୋଟି ଟଙ୍କାର ଇଂଜେକ୍ସନ ।

କନକ ବ୍ୟୁରୋ : ଭୟାନକ ରୋଗରେ ପିଡୀତ ହାଇଦ୍ରାବାଦର ଏକ ଶିଶୁକୁ ୧୬ କୋଟି ଟଙ୍କା ଦାମର ଟିକା ଦିଆଯାଇଛି । ଶିଶୁଟଇ ନ୍ୟୁରୋମସ୍କୁଲାର ରୋଗ ସହ ସ୍ପାଇନାଲ ମସ୍କ୍ୟୁଲାର ରୋଗରେ ପିଡୀତ ଥିଲା । ଏଭଳି ରୋଗରେ ପିଡୀତ ଲୋକଙ୍କୁ ବଞ୍ଚାଇ ରଖିବାକୁ ହେଲେ ଦୁନିଆର ସବୁଠାରୁ ମହଙ୍ଗା ଟିକା ଜୋଲଗେନସ୍ମା ବ୍ୟବହାର କରିବାକୁ ପଡିଥାଏ । ଏହି ଟିକାର ମୂଲ୍ୟ ୧୬ କୋଟି ଟଙ୍କା । ଏହି ଟିକା ନେଇଥିବା ୩ ବର୍ଷର ଶିଶୁContinue reading “୨ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । କ୍ରାଉଡ ଫଣ୍ଡି ମାଧ୍ୟମରେ ଯୋଗାଡ ହେଲା ଟଙ୍କା । ୩ ବର୍ଷର ଆୟଂଶାକୁ ଦିଆଗଲା ୧୬ କୋଟି ଟଙ୍କାର ଇଂଜେକ୍ସନ ।”

ବର୍ଷା ସତ୍ୱେ ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ କାମ ।ଶ୍ରୀଜିଉଙ୍କ ରଥ କାମରେ ଲାଗିଛନ୍ତି ୨ ଶହ ସେବକ, ଆଜି ରଥ ଅଖରେ ଲାଗିଲା ଦଣ୍ଡା ।

କନକ ବ୍ୟୁରୋ : ବର୍ଷା ସତ୍ୱେ ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥ ଖଳାରେ ରୂପକାରମାନେ ନାଟଗଡୁ କାମ ଅନୁକୁଳ କରିଛନ୍ତି । ବର୍ଷା ସତ୍ୱେ ୨ ଶହ ଜଣ ରଥ ନିର୍ମାଣ ସେବକ ଶ୍ରୀଜିଉଙ୍କ କାମରେ ଲାଗିଛନ୍ତି । ପ୍ରତି ରଥରେ ୮ଟି ଲେଖାଏଁ ମୋଟ ୩ ରଥର ୨୪ଟି ନାଡଗଡୁ ନିର୍ମାଣ କରାଯିବ । ଅନ୍ୟପଟେ ଗତକାଲି ତିନି ରଥରେ ସମସ୍ତ ଚକ-ଅଖ ସଂଯୋଗ ହୋଇ ସାରିଛି । ଆଜିContinue reading “ବର୍ଷା ସତ୍ୱେ ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ କାମ ।ଶ୍ରୀଜିଉଙ୍କ ରଥ କାମରେ ଲାଗିଛନ୍ତି ୨ ଶହ ସେବକ, ଆଜି ରଥ ଅଖରେ ଲାଗିଲା ଦଣ୍ଡା ।”

ଦେଶରେ କରୋନା ମୃତ୍ୟୁର ସତ-ମିଛ! ଏମ୍ସ ନିର୍ଦ୍ଦେଶକ କହିଲେ, ହସ୍ପିଟାଲ ଓ ରାଜ୍ୟମାନେ ମୃତ୍ୟୁସଂଖ୍ୟାର କରନ୍ତୁ ଅଡିଟ୍ ।

କନକ ବ୍ୟୁରୋ : ଦେଶରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ‌ବିଭିନ୍ନ ରାଜ୍ୟ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ହେଉଛି। ଯାହାକି ବିହାର ଏବଂ ମହାରାଷ୍ଟ୍ର କ୍ଷେତ୍ରରେ ଧରାପଡ଼ିଛି। ରାଜ୍ୟମାନଙ୍କ ଏଭଳି ଉଦ୍ୟମ ଯୋଗୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରୁନାହିଁ ବୋଲି ବିଭିନ୍ନ ମହଲର ଅଭିଯୋଗ ହେଉଛି। ଏହା ଫଳରେ କରୋନା ସଂକ୍ରମଣର ଠିକ୍ ଆକଳନ କରାଯାଇ ପାରୁନାହିଁ। କୋଭିଡ୍‌ ମୃତ୍ୟୁ ରିପୋର୍ଟ ବାବଦରେ ପାରଦର୍ଶିତା ରକ୍ଷା ପାଇଁ ହସ୍ପିଟାଲContinue reading “ଦେଶରେ କରୋନା ମୃତ୍ୟୁର ସତ-ମିଛ! ଏମ୍ସ ନିର୍ଦ୍ଦେଶକ କହିଲେ, ହସ୍ପିଟାଲ ଓ ରାଜ୍ୟମାନେ ମୃତ୍ୟୁସଂଖ୍ୟାର କରନ୍ତୁ ଅଡିଟ୍ ।”

ଜୁନାଗଡ ନକଟିଗୁଡା ମଣ୍ଡିରେ ଗଦା ହୋଇ ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ବିକ୍ରି ଅପେକ୍ଷାରେ ଚାଷୀ, ହେଲେ ଆସୁନାହାନ୍ତି ମିଲର୍ସ କି ମଣ୍ଡି କର୍ତୃପକ୍ଷ ?

କନକ ବ୍ୟୁରୋ : ମଣ୍ଡିରେ ଧାନ ବସ୍ତା ରଖି ବିକ୍ରି ଅପେକ୍ଷାର ଅଛନ୍ତି ଚାଷୀ । ପାଖରେ ଟୋକନ ବି ଅଛି । ଟୋକନ ଅବଧି ସରିବାକୁ ବସିଲାଣି ହେଲେ ମଣ୍ଡିକୁ ଆସୁନାହାନ୍ତି ମିଲର୍ସ କି ମଣ୍ଡି କର୍ତୃପକ୍ଷ । ଚାଷୀ ଧାନ ବିକିବେ କାହାକୁ, କିଏ କିଣିବ ତାଙ୍କ ଧାନ, ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି । ଏହାରି ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମୌସୁମି ଛୁଇଁ ସାରିଛି । ବର୍ଷା ଆରମ୍ଭ ହୋଇଯାଇଛିContinue reading “ଜୁନାଗଡ ନକଟିଗୁଡା ମଣ୍ଡିରେ ଗଦା ହୋଇ ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ବିକ୍ରି ଅପେକ୍ଷାରେ ଚାଷୀ, ହେଲେ ଆସୁନାହାନ୍ତି ମିଲର୍ସ କି ମଣ୍ଡି କର୍ତୃପକ୍ଷ ?”

ଦେଶରେ କମୁଛି, ରାଜ୍ୟରେ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ ।

କନକ ବ୍ୟୁରୋ :  ଉଭୟ ଦେଶ ଓ ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଦେଶରେ ୭୩ ଦିନ ପରେ ସର୍ବନିମ୍ନ  ୮୦୮୩୪ ସଂକ୍ରମିତ ଚିହ୍ନଟ ହୋଇଛି । ପୂର୍ବରୁ ମାର୍ଚ ୩୧ ତାରିଖରେ ୭୧୭୪୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩୩୦୩ ଜଣଙ୍କ ମୃତ୍ୟୁ ହୋଇଛି  । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩,୭୦,୩୮୪ ରହିଛି । ସେହିଭଳି ମୋଟ ୨ କୋଟି ୯୪ ଲକ୍ଷContinue reading “ଦେଶରେ କମୁଛି, ରାଜ୍ୟରେ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ ।”

ଉଦ୍ଧାର ଟଙ୍କା ସୁଝି ପାରିଲେନି, ଶିଶୁକନ୍ୟାକୁ ବିକ୍ରି କରିଦେଲେ ବାପା । ଥାନାରେ ଅଭିଯୋଗ କଲେ ଜେଜେବାପା, ମାମଲା ରୁଜୁ କରିବା ସହ ଶିଶୁ କନ୍ୟାକୁ ଉଦ୍ଧାର କଲା ପୋଲିସ ।

କନକ ବ୍ୟୁରୋ :  ଉଦ୍ଧାର ଟଙ୍କା ସୁଝି ନପାରିବାରୁ, ଅଢ଼େଇବର୍ଷର ଶିଶୁକନ୍ୟାକୁ ବିକ୍ରି କରିଦେଲା ବାପା । ନାତୁଣୀକୁ ପୁଅ ବିକ୍ରି କରିଦେଇଥିବା ଜେଜେ ଅଭିଯୋଗ କରିବା ପରେ ବିଂଝାରପୁର ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରି ମାମଲାର ତଦନ୍ତ ଚଳାଇଛି । ଏଭଳି ଘଟଣା ଘଟିଛି, ବିଂଝାରପୁର ଥାନା ଫତେପୁର ପଂଚାୟତ ମଲିଆ ଗାଁରେ । ଅଭିଯୋଗ ଅନୁସାରେ ମଲିଆ ଗାଁର ରମେଶ ବାରିକ ତାଙ୍କ ଅଢ଼େଇ ବର୍ଷର ଝିଅକୁ ବିଂଝାରପୁର ଅଂଚଳର ଜଣଙ୍କୁ ବିକ୍ରି କରିଦେଇଛନ୍ତିContinue reading “ଉଦ୍ଧାର ଟଙ୍କା ସୁଝି ପାରିଲେନି, ଶିଶୁକନ୍ୟାକୁ ବିକ୍ରି କରିଦେଲେ ବାପା । ଥାନାରେ ଅଭିଯୋଗ କଲେ ଜେଜେବାପା, ମାମଲା ରୁଜୁ କରିବା ସହ ଶିଶୁ କନ୍ୟାକୁ ଉଦ୍ଧାର କଲା ପୋଲିସ ।”

ହରପାର୍ବତୀ ବିବାହ ଉତ୍ସବ ନେଇ ଚଳଚଞ୍ଚଳ ସମ୍ବଲପୁର । ଆଜି ଝାଡ଼ୁଆପଡ଼ା, ବଡ଼ବଜାରପଡ଼ା ଓ ମୁଦିପଡ଼ାରେ ଅନୁଷ୍ଠିତ ହେବ ପତରପେଣ୍ଡି । କାଲି ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କଲେ ନୃସିଂହ ଭଗବାନ

କନକ ବ୍ୟୁରୋ : କଟକଣା ଭିତରେ ଚାଲିଛି ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇପଡିଛି ସମ୍ବଲପୁର ସହର । ଆଜି ଝାଡ଼ୁଆପଡ଼ା ଲୋକନାଥ ବାବା, ବଡ଼ବଜାରପଡ଼ାର ଶିତଳେଶ୍ୱର ବାବା ଓ ମୁଦିପଡ଼ାରେ ଜାଗେଶ୍ୱର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତକାଲି ନନ୍ଦପଡା ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣରେ ବାହାରିଥିଲେ ନୃସିଂହ ଭଗବାନ । ସମ୍ବଲପୁରର ବିଭିନ୍ନ ଦେବାଦେବୀ ମନ୍ଦିରକୁ ଯାଇContinue reading “ହରପାର୍ବତୀ ବିବାହ ଉତ୍ସବ ନେଇ ଚଳଚଞ୍ଚଳ ସମ୍ବଲପୁର । ଆଜି ଝାଡ଼ୁଆପଡ଼ା, ବଡ଼ବଜାରପଡ଼ା ଓ ମୁଦିପଡ଼ାରେ ଅନୁଷ୍ଠିତ ହେବ ପତରପେଣ୍ଡି । କାଲି ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କଲେ ନୃସିଂହ ଭଗବାନ”

ଭଲ ଖବର  । ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ୪୪୬୯ ନୂଆ ସଂକ୍ରମିତ ଚିହ୍ନଟ । 

କନକ ବ୍ୟୁରୋ :  କରୋନାକୁ ନେଇ ଭଲ ଖବର, ରାଜ୍ୟରେ କମୁଛି ସଂକ୍ରମଣ । ରାଜ୍ୟରେ ଆଜି ବି ୫ ହଜାର ତଳେ ରହିଛି କରୋନା ସଂକ୍ରମଣ  । ଗତ ୨୪ ଘଣ୍ଟାରେ ୪,୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧ ହଜାର ୯୨୩ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୧୩,Continue reading “ଭଲ ଖବର  । ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ୪୪୬୯ ନୂଆ ସଂକ୍ରମିତ ଚିହ୍ନଟ । “

ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ । ମହାମାରୀ ଦମନ ଲାଗି ବିଶ୍ୱର ସମ୍ମିଳିତ ଉଦ୍ୟମ ଆବଶ୍ୟକ, ଜି-୭ ଶିଖର ସମ୍ମିଳନୀରେ ମୋଦି ଦେଲେ ମନ୍ତ୍ର । 

କନକ ବ୍ୟୁରୋ :  ଶନିବାର ଦିନ ‘ଭର୍ଚ୍ୟୁଆଲ୍‌ ମୋଡ୍‌’ରେ ଆୟୋଜିତ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍ ମହାମାରୀ ଦମନ ଲାଗି ବିଶ୍ବର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ଏଥିପାଇଁ ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ’ ଭିତ୍ତିକ ଉଦ୍ୟମ ଲୋଡ଼ା ବୋଲି କହିବା ସହ ମହାମାରୀ ସଂଗ୍ରାମରେ ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏ ସଂକ୍ରାନ୍ତ ବିବୃତିରେ ଉଲ୍ଲେଖ ଅଛି ଯେ,Continue reading “ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ । ମହାମାରୀ ଦମନ ଲାଗି ବିଶ୍ୱର ସମ୍ମିଳିତ ଉଦ୍ୟମ ଆବଶ୍ୟକ, ଜି-୭ ଶିଖର ସମ୍ମିଳନୀରେ ମୋଦି ଦେଲେ ମନ୍ତ୍ର । “

Design a site like this with WordPress.com
Get started