ଠିକରେ କାମ ହେଉଛି ନା ନାହିଁ ଦେଖିବା ପାଇଁ ମ୍ୟାନହୋଲରେ ପସିଲେ ମହିଳା ଅଧିକାରୀ । ଲୋକମାନେ ଦେଖି ଦେଲେ ସାବାସୀ । କହିଲେ ଏମିତି ଅଧିକାରୀ ଥିଲେ ଆମ ଦୁଃଖ ଦୂର ହେବ ।

କନକ ବ୍ୟୁରୋ: ଅନେକ ସମୟରେ ସରକାରୀ ଅଧିକାରୀ ନିଜ କାମକୁ ଅବହେଳା କରିଥାନ୍ତି । ଫଳରେ ଲୋକମାନେ ହଇରାଣ ହୋଇଥାନ୍ତି । ଠିକ ଏହି ସମୟରେ ଏହି ମହିଳା ଅଧିକାରୀ ଜଣକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ କାମକୁ କିଭଳି ଭାବେ ପାଳନ କରାଯାଏ ତାହା ସେ କରି ଦେଖାଇଛନ୍ତି । ଦେଖନ୍ତୁ ଏହି ଫଟୋକୁ କିଭଳି ଜଣେ ମହିଳା କର୍ମଚାରୀ ମ୍ୟାନ ହୋଲ ଭିତରେ ପ୍ରବେଶ କରୁଛନ୍ତି । ଆଉ କାମContinue reading “ଠିକରେ କାମ ହେଉଛି ନା ନାହିଁ ଦେଖିବା ପାଇଁ ମ୍ୟାନହୋଲରେ ପସିଲେ ମହିଳା ଅଧିକାରୀ । ଲୋକମାନେ ଦେଖି ଦେଲେ ସାବାସୀ । କହିଲେ ଏମିତି ଅଧିକାରୀ ଥିଲେ ଆମ ଦୁଃଖ ଦୂର ହେବ ।”

ଜଗନ୍ନାଥଙ୍କ ରହସ୍ୟମୟ ମନ୍ଦିର । ଖରା ହେଲେ ମନ୍ଦିର ଛାତରୁ ପାଣି ପଡେ, ବର୍ଷା ହେଲେ ଆପେଆପେ ବନ୍ଦ ହୋଇଯାଏ… ମନ୍ଦିର ଦେଇଥାଏ ବର୍ଷାର ଇସାରା ।

କନକ ବ୍ୟୁରୋ : ଆପଣ ଅନେକ ମନ୍ଦିର ଯାଇଥିବେ । ମନ୍ଦିରର ଆଧ୍ୟାତ୍ମିକ ପରିବେଶରେ ମନ ପ୍ରଫୁଲ୍ଲିତ ହୋଇଉଠେ । ତେବେ ଦୁନିଆରେ ଏମିତି କିଛି ରହସ୍ୟମୟ ମନ୍ଦିର ରହିଛି, ଯାହାର ଚମତ୍କାରିତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଏକ ମନ୍ଦିର ଦେଖାଇବୁ, ଯାହାର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ବେହଟା ଗାଁରେ ରହିଛି ଏହି ରହସ୍ୟମୟ ମନ୍ଦିର । ଏହି ପ୍ରାଚୀନContinue reading “ଜଗନ୍ନାଥଙ୍କ ରହସ୍ୟମୟ ମନ୍ଦିର । ଖରା ହେଲେ ମନ୍ଦିର ଛାତରୁ ପାଣି ପଡେ, ବର୍ଷା ହେଲେ ଆପେଆପେ ବନ୍ଦ ହୋଇଯାଏ… ମନ୍ଦିର ଦେଇଥାଏ ବର୍ଷାର ଇସାରା ।”

କୁଆଡେ ଲମ୍ବିଛି ଭେଜାଲ ମେଡିସିନର ଚେର? ନକଲି ମେଡିସିନ ଖଳନାୟକକୁ ଖୋଜିପାଇବ ତ ପୋଲିସ୍ ?

କନକ ବ୍ୟୁରୋ: ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ, ଜବତ ହେଲା ୭୦ ଲକ୍ଷରୁ ଅଧିକ ଟଙ୍କାର ନକଲି ମେଡିସିନ୍ । କଟକର ନକଲି କାରବାରରେ ଏଥର ଯୋଡ଼ିହୋଇଛି ମେଡିସିନ୍ର ନାଁ । ପୂର୍ବରୁ ସିମେଣ୍ଟ, ଘିଅ, ପନିର, ତେଲ, ମସଲା ଆଦି ସବୁକିଛିର ଭେଜାଲ କାରଖାନା ଠାବ ହୋଇଥିବାବେଳେ ଏବେ ପେଟି ପେଟି ନକଲି ଔଷଧକୁ ଠାବ କରିଛି ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ । ଏହି ମେଡିସିନ୍ ମଧ୍ୟରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକୀୟ ଫାଭିଫିରାଭିରରContinue reading “କୁଆଡେ ଲମ୍ବିଛି ଭେଜାଲ ମେଡିସିନର ଚେର? ନକଲି ମେଡିସିନ ଖଳନାୟକକୁ ଖୋଜିପାଇବ ତ ପୋଲିସ୍ ?”

ଦେଶରେ ଦ୍ରୁତ ହେଉଛି ଟିକାକରଣ ଅଭିଯାନ । ୨୫ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା

କନକ ବ୍ୟୁରୋ : ଭାରତରେ ଏପର୍ଯ୍ୟନ୍ତ ୨୫ କୋଟି ୩୧ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ୨୫ କୋଟି ୩୧ ଲକ୍ଷ ୯୫ ହଜାର ୪୮ ଜଣ ଲୋକଙ୍କ ଟିକା ଦିଆଯାଇଛି । ଏହା ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ ସାମିଲ ÷ଛି । ୧୮ ରୁ ୪୪ ବର୍ଷ ବୟସ୍କ ଲୋକମାନଙ୍କ ମଧ୍ୟରୁ ୪ କୋଟି ରୁ ଅଧିକ ଲୋକଙ୍କୁ କୋଭିଡ ଟିକାର ପ୍ରଥମContinue reading “ଦେଶରେ ଦ୍ରୁତ ହେଉଛି ଟିକାକରଣ ଅଭିଯାନ । ୨୫ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା”

ବରିଷ୍ଠ କଂଗ୍ରେସ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ନିଧନ । ଦିଲ୍ଲୀ ଉତ୍ତରାଖଣ୍ଡ ଭବନରେ ତ୍ୟାଗକଲେ ଶେଷ ନିଶ୍ୱାସ ।

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ଆଜି ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ଦିଲ୍ଲୀରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ଦିନ ରାଜଧାନୀରେ ପହଂଚିଥିଲେ । ସେ ଦିଲ୍ଲୀରେ ଉତ୍ତରଖଣ୍ଡ ଭବନରେ ରହିଥିବା ବେଳେ ଆଜି ରୁମ ନଂ -୩୦୩ ରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ଏବେContinue reading “ବରିଷ୍ଠ କଂଗ୍ରେସ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ନିଧନ । ଦିଲ୍ଲୀ ଉତ୍ତରାଖଣ୍ଡ ଭବନରେ ତ୍ୟାଗକଲେ ଶେଷ ନିଶ୍ୱାସ ।”

ଦିଲ୍ଲୀରେ ଆସନ୍ତାକାଲିଠୁ ଖୋଲିବ ସପିଂ ମଲ ଓ ରେଷ୍ଟୁରାଣ୍ଟ । ଏପଟେ ରାଜ୍ୟରେ ସରିଆସୁଛି ଲକଡାଉନ ଅବଧୀ, କେଉଁଠି ହୋଇପାରେ ଅନଲକ୍, କେଉଁଠି ଜାରି ରହିବ କଟକଣା ଚାଲିଛି ଅଙ୍କକଷା

କନକ ବ୍ୟୁରୋ : ଆସନ୍ତାକାଲଠାରୁ ସର୍ତମୂଳକ ଭାବେ ଦିଲ୍ଳୀରେ ଖୋଲିବ ରେଷ୍ଟୁରାଣ୍ଟ । ବସିବାକୁ ଥିବା କ୍ଷମତାର ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ରେଷ୍ଟୁରାଂଟ ଖୋଲିବାକୁ ଦିଲ୍ଳୀ ସରକାର ଅନୁମତି ଦେଇଛନ୍ତି । ଦିଲ୍ଳୀର ରେଷ୍ଟୁରାଂଟ ଶିଳ୍ପ ପାଇଁ ଏହା ଏକ ବଡ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି । କାରଣ ଅନଲାଇନ ଡେଲିଭରୀ ଓ ଟେକଆୱେ ସେବାକୁ ସରକାର ଅନୁମତି ଦେଇଥିଲେ ବି କରୋନା ଭୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇ ଯାଇଛି ।Continue reading “ଦିଲ୍ଲୀରେ ଆସନ୍ତାକାଲିଠୁ ଖୋଲିବ ସପିଂ ମଲ ଓ ରେଷ୍ଟୁରାଣ୍ଟ । ଏପଟେ ରାଜ୍ୟରେ ସରିଆସୁଛି ଲକଡାଉନ ଅବଧୀ, କେଉଁଠି ହୋଇପାରେ ଅନଲକ୍, କେଉଁଠି ଜାରି ରହିବ କଟକଣା ଚାଲିଛି ଅଙ୍କକଷା”

ଦିଲ୍ଲୀରେ ଅନଲକ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ ଓ ସେଲୁନ ଖୋଲିବା ନେଇ ଅନୁମତି ।

କନକ ବ୍ୟୁରୋ : ଦିଲ୍ଲୀରେ କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନଲକ୍ ପ୍ରକ୍ରିିୟା ଆରମ୍ଭ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଆଜି ଅନଲକ୍ ଗାଇଡ ଲାଇନ ଜାରି କରିଛନ୍ତି । ଗାଇଡ ଲାଇନ ମୁତାବକ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ଏହାପୂର୍ବରୁ ଦିଲ୍ଲୀର ବଜାର, ମଲ ଖୋଲିବା ନେଇ ଜାରି ହୋଇଥିବା ଅଡ-ଇଭିନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏବେContinue reading “ଦିଲ୍ଲୀରେ ଅନଲକ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ ଓ ସେଲୁନ ଖୋଲିବା ନେଇ ଅନୁମତି ।”

ମୁକୁଲ ରାୟଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ପରେ ଦିଲ୍ଲୀପ ଘୋଷଙ୍କ ବୟାନ । “କଟମନୀ ପାର୍ଟିରୁ ଆସିଥିବା ନେତା ବିଜେପିରେ ରହିବା ମୁସ୍କିଲ”

କନକ ବ୍ୟୁରୋ : ବିଜେପି ଛାଡି ଟିଏମସିରେ ମୁକୁଲ ରାୟ ଯୋଗଦେବା ପରେ ଶନିବାର ଦିନ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଦିଲ୍ଲୀପ ଘୋଷ କହିଛନ୍ତି କି କଟମନୀ ଭଳି ପରମ୍ପରା ଚାଲିଥିବା ଦଳରୁ କେହି ଆସି ବିଜେପିରେ ରହିପାରିବେ ନାହିଁ । ଏହାସହ ସେ କହିଛନ୍ତି କି ମୁକୁଲ ରାୟ ବିଜେପି ଛାଡିଲା ପରେ ଦଳରେ କିଛି ଫରକ ପଡିବ ନାହିଁ । ଘୋଷ ମୁକୁଲ ରାୟଙ୍କୁ ଆୟାContinue reading “ମୁକୁଲ ରାୟଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ପରେ ଦିଲ୍ଲୀପ ଘୋଷଙ୍କ ବୟାନ । “କଟମନୀ ପାର୍ଟିରୁ ଆସିଥିବା ନେତା ବିଜେପିରେ ରହିବା ମୁସ୍କିଲ””

ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କନକ ବ୍ୟୁରୋ : ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମୀର ଦାଶ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି । ସେପଟେ ସ୍କୁଲ ଖୋଲାଯିବା ଉଚିତ୍ କି ନାହିଁ ସେ ବାବଦରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି,Continue reading “ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ”

ରାଜ୍ୟରେ ନକଲି ଔଷଧ କାରବାର ପଛର ମୁଖ୍ୟ କାର୍ପଟଦାର କିଏ? କେବେ ଗିରଫ ହେବ କରୋନା କାଳରେ ନକଲି ଔଷଧ କାରବାର କରିଥିବା ଅଭିଯୁକ୍ତ, ୨ ଦିନ ପରେ ବି ପୋଲିସ ହାତ ଖାଲି ।

କନକ ବ୍ୟୁରୋ : କଟକରେ କିଭଳି ହୋଇଥିଲା ନକଲି ଫାଭିଫିରାଭିର୍ ଔଷଧର କାରବାର ? ବର୍ତମାନର ମହାମାରୀ ସମୟରେ କିଏ କରିଥିଲା ଏଭଳି କାରବାର ? କେବେ ଗିରଫ ହେବେ ଏଭଳି ନକଲି ଔଷଧ କାରବାର କରିଥିବା ଅଭିଯୁକ୍ତ ? କେବେ ଖୋଲିବ ନକଲି ଔଷଧ ଗୁମର ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି । ନକଲି ଔଷଧ ମିଳିବାର ୨ ଦିନ ପରେ କାହିଁକି ପୁଲିସ ଓ ଡ୍ରଗସ ସ୍କାର୍ଡରContinue reading “ରାଜ୍ୟରେ ନକଲି ଔଷଧ କାରବାର ପଛର ମୁଖ୍ୟ କାର୍ପଟଦାର କିଏ? କେବେ ଗିରଫ ହେବ କରୋନା କାଳରେ ନକଲି ଔଷଧ କାରବାର କରିଥିବା ଅଭିଯୁକ୍ତ, ୨ ଦିନ ପରେ ବି ପୋଲିସ ହାତ ଖାଲି ।”

Design a site like this with WordPress.com
Get started