କନକ ବ୍ୟୁରୋ : ଜି-୭ ରାଷ୍ଟ୍ରଗୋଷ୍ଠୀ ଏବେ ଚୀନର ଆଧିପତ୍ୟକୁ ରୋକିବା ପାଇଁ ନୂଆ ରଣନୀତିରେ କାମ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଚୀନର ବିଶାଳ ଭିତ୍ତିଭୂମି ଯୋଜନା ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ)ର ଜବାବରେ ବିଶ୍ବସ୍ତରରେ ଏକ ବିଶାଳ ଭିତ୍ତିଭୂମି ବିକାଶ ଯୋଜନା ଆରମ୍ଭ କରିବା ପାଇଁ ଆଜି ବ୍ରିଟେନର କାରବିସ୍ ବେ’ରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସହମତି ପ୍ରକାଶ ପାଇଛି। ଚୀନର ବିଆରଆଇଠାରୁ ଏହି ଯୋଜନା ଅଧିକ ବ୍ୟାପକ ଓ ବିଶାଳ ହେବ ଏବଂContinue reading “ଚୀନକୁ ଲାଗିବ ବଡ ଝଟକା । ଜି-୭ ସମ୍ମିଳନୀରେ ନୂଆ ରଣନୀତି, ବିଆରଆଇର ଜବାବରେ ମେଗା ବୈଶ୍ୱିକ ଭିତ୍ତିଭୂମି ଯୋଜନା ପାଇଁ ସହମତି ।”
Author Archives: Raghaba
ରେଳମନ୍ତ୍ରୀଙ୍କ ଟ୍ୱିଟ୍ । ଏଣିକି ରେଳ ଇଞ୍ଜିନ ଯାଞ୍ଚ କାମ ବି କରିବେ ମହିଳା ।
କନକ ବ୍ୟୁରୋ :ପ୍ରତ୍ୟେକ କ୍ଷେତ୍ରରେ ଏବେ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ପ୍ରସ୍ତୁତ ହେଲେଣି ମହିଳା। ମହିଳାମାନେ ଏବେ ଏମିତି କିଛି କାମ କରିବାକୁ ଅଣ୍ଟା ଭିଡିଛନ୍ତି ଯାହାକୁ ପୂର୍ବରୁ କେବଳ ପୁରୁଷ ହିଁ କରୁଥିଲେ। ଏହାର ଏକ ଉଦାହରଣ ହେଉଛି, ମହାରାଷ୍ଟ୍ରର କଲ୍ୟାଣ ଗୁଡସ ଗାର୍ଡ ମାଲଗାଡ଼ିର ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଥିବା ନୂଆ ମହିଳା ଟିମ । ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ନେଇ ଏକ ଟୁଇଟ ଜରିଆରେ ସୂଚନା ଦେଇଛନ୍ତିContinue reading “ରେଳମନ୍ତ୍ରୀଙ୍କ ଟ୍ୱିଟ୍ । ଏଣିକି ରେଳ ଇଞ୍ଜିନ ଯାଞ୍ଚ କାମ ବି କରିବେ ମହିଳା ।”
କେମିତି ରୋକାଯିବ କରୋନାର ତୃତୀୟ ଲହର? ବିଶେଷଜ୍ଞଙ୍କ ପରାମର୍ଶ, ପୂର୍ବ ତ୍ରୁଟିରୁ ଶିଖନ୍ତୁ ଓ ପ୍ରକୃତ ତଥ୍ୟ ଦିଅନ୍ତୁ ।
କନକ ବ୍ୟୁରୋ: ଜୁନ୍ ୧୧ ତାରିଖ ସୁଦ୍ଧା ସାରା ବିଶ୍ୱରେ ମହାମାରୀ କୋଭିଡରେ ୩୭,୯୦,୪୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୬୭,୨୮୫ ରହିଛି। ଅପରପକ୍ଷେ, ଦେଶ ଗତବର୍ଷ ସେପ୍ଟେମ୍ବର ମଧ୍ୟଭାଗରେ ଓ ଚଳିତବର୍ଷ ମେ’ ପ୍ରାରମ୍ଭରେ କୋଭିଡ୍ ସଂକ୍ରମଣର ଦୁଇଟି ଶୀର୍ଷ ଦେଖିସାରିଛି। ସଂକ୍ରମଣର ପ୍ରଥମ ଲହର ବେଳେ ଦୈନିକ ମାମଲା ସର୍ବାଧିକ ୯୭,୦୦୦ ଛୁଇଁଥିଲା ବେଳେ ଦେଶବାସୀ ତାହାର ସଫଳ ମୁକାବିଲା କରିପାରିଥିଲେ। ଅବଶ୍ୟ ସେଥି ପାଇଁ ବିପଦ ସମ୍ପୂର୍ଣ୍ଣContinue reading “କେମିତି ରୋକାଯିବ କରୋନାର ତୃତୀୟ ଲହର? ବିଶେଷଜ୍ଞଙ୍କ ପରାମର୍ଶ, ପୂର୍ବ ତ୍ରୁଟିରୁ ଶିଖନ୍ତୁ ଓ ପ୍ରକୃତ ତଥ୍ୟ ଦିଅନ୍ତୁ ।”
କାରରେ ଲାଗିଥିଲା ଆର୍ମି ଷ୍ଟିକର, ନକଲି ଥିଲା ଗାଡି ନମ୍ବର । ଖୁଲମଖୁଲା ବୁଲିବା ସହ ଭାଙ୍ଗୁଥିଲେ ଟ୍ରାଫିକ ନିୟମ, ଅସଲି ମାଲିକଙ୍କ ନାଁରେ ଆସୁଥିଲା ଇ-ଚାଲାଣ । ଜାଣନ୍ତୁ କେମିତି ପୋଲିସ ଜାଲରେ ପଡିଲେ ନକଲି ଆର୍ମି ଅଫିସର ।
କନକ ବ୍ୟୁରୋ : OD 02Y 0023 । ନମ୍ବର ଗୋଟିଏ ଗାଡି ଦୁଇଟି । ଗୋଟିଏ କଳା ରଙ୍ଗର ଓ ଅନ୍ୟଟି ଧଳା ରଙ୍ଗର କାର । କମ୍ପାନି ବି ଗୋଟିଏ । କଳା କାରରେ ଲାଗିଛି ଆର୍ମି ଷ୍ଟିକର, ଆଉ ଧଳା କାର ନାଁରେ ନିୟମ ଭାଙ୍ଗିଥିବାରୁ ୩ଥର ଫାଇନ । କିନ୍ତୁ ଗୋଟିଏ ନମ୍ବରରେ ଦୁଇଟି କାର ଆସିଲା କେମିତି? ତେବେ ଏହା ପଛର ଯେଉଁ ରୋଚକ କାହାଣୀ ରହିଛି ତାହା ଜାଣିଲେContinue reading “କାରରେ ଲାଗିଥିଲା ଆର୍ମି ଷ୍ଟିକର, ନକଲି ଥିଲା ଗାଡି ନମ୍ବର । ଖୁଲମଖୁଲା ବୁଲିବା ସହ ଭାଙ୍ଗୁଥିଲେ ଟ୍ରାଫିକ ନିୟମ, ଅସଲି ମାଲିକଙ୍କ ନାଁରେ ଆସୁଥିଲା ଇ-ଚାଲାଣ । ଜାଣନ୍ତୁ କେମିତି ପୋଲିସ ଜାଲରେ ପଡିଲେ ନକଲି ଆର୍ମି ଅଫିସର ।”
ଆସନ୍ତା ୨୪ ଘଣ୍ଟାରେ ପୂରା ଓଡ଼ିଶାକୁ ଛୁଇଁବ ମୌସୁମୀ । ଆଜି ବି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।
କନକ ବ୍ୟୁରୋ : ସାରା ଓଡ଼ିଶାରେ ସଂପୂର୍ଣ୍ଣ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ୨୪ ଘଣ୍ଟା ଲାଗିବ। ଶନିବାର ସଂପୂର୍ଣ୍ଣ ପୁରୀ ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଖୋର୍ଧା ଓ ନୟାଗଡ଼ର କିଛି କିଛି ଅଞ୍ଚଳରେ ବର୍ଷା ହୋଇଥିବା ଜଣାଯାଇଛି। ଏହାସହ କଟକ, ଯାଜପୁର ଓ ମୟୂରଭଞ୍ଜର କିଛି କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଆଉ ୨୪ ଘଣ୍ଟାରେ ଅର୍ଥାତ୍ ପହିଲି ରଜContinue reading “ଆସନ୍ତା ୨୪ ଘଣ୍ଟାରେ ପୂରା ଓଡ଼ିଶାକୁ ଛୁଇଁବ ମୌସୁମୀ । ଆଜି ବି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।”
ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ ।
କନକ ବ୍ୟୁରୋ: ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ । କାରଣଡୋମିନିକା ହାଇକୋର୍ଟ ତାକୁ ଜମାନତ ଦେବାକୁ ମନା କରିଦେଇଛନ୍ତି । ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ପଳାତକ ତଥା ହୀରା ବେପାରୀ ମେହୁଲ ଚୋକସି ଲାଗିଲା ବଡ ଝଟକା । ତଳ କୋର୍ଟ ପରେ ଏବେ ଡୋମିନିକାର ହାଇକୋର୍ଟ ମଧ୍ୟ ଚୋକସିର ଜାମିନ୍ ଆବେଦନକୁ ଖାରଜContinue reading “ପଳାତକ ମେହୁଲ ଚୋକସିକୁ ଝଟକା । ଚୋକସିକୁ ଏବେ ଆହୁରି ଅନେକ ଦିନ ଡୋମିନିକା ଜେଲରେ ରହିବାକୁ ପଡିବ ।”
କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ମନ୍ତବ୍ୟକୁ ନେଇ ବିବାଦ । କହିଲେ କ୍ଷମତାକୁ ଆସିଲେ ୩୭୦ ଧାରା ନେଇ ପୁନଃବିଚାର କରିପାରେ କଂଗ୍ରେସ
କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଏକ ବୟାନକୁ ନେଇ ଆରମ୍ଭ ହୋଇ ଯାଇଛି ବଡ ବିବାଦ । କ୍ଲବ୍ ହାଉସ ଚ୍ୟାଟ୍ରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ଦିଗବିଜୟ ସିଂହ କହିଛନ୍ତି ଯେ, ଯଦି କଂଗ୍ରେସ ସତାକୁ ଆସେ ତାହାଲେ ଜମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନଃ ଲାଗୁ କରିବା ଦିଗରେ ବିଚାର କରିବେ । ତାଙ୍କର ଏହି ବୟାନକୁ ନେଇ ପୁଣିଥରେ ବିଜେପିର ଟାର୍ଗେଟ୍ରେ ଆସି ଯାଇଛନ୍ତି ଦିଗବିଜୟContinue reading “କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ମନ୍ତବ୍ୟକୁ ନେଇ ବିବାଦ । କହିଲେ କ୍ଷମତାକୁ ଆସିଲେ ୩୭୦ ଧାରା ନେଇ ପୁନଃବିଚାର କରିପାରେ କଂଗ୍ରେସ “
ବନ୍ଦ କୋଠରୀରେ ଅଧିକ ସଂକ୍ରାମକ ଡେଲଟା ଭାରିଏଂଟ । ପବ୍ଲିକ ହେଲଥ୍, ଇଂଲଣ୍ଡ ସଂସ୍ଥାର ଗବେଷଣାରୁ ତଥ୍ୟ । ଗୋଟିଏ ପରିବାରର ଏକାଧିକଙ୍କୁ ସଂକ୍ରମଣ କରୁଛି ଏହି ଭାରିଏଂଟ
କନକ ବ୍ୟୁରୋ: ଭାରତରେ ଦ୍ୱିତୀୟ ଲହରରେ ଅଧିକ ସଂକ୍ରମଣ ପଛରେ ଡେଲଟା ଭାରିଏଂଟ ଥିବା କଥା କୁହାଯାଉଥିବା ବେଳେ ଏହାକୁ ନେଇ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ବ୍ରିଟେନର ପବ୍ଲିକ ହେଲଥ୍, ଇଂଲଣ୍ଡ ନାମକ ସଂସ୍ଥାର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବି ୱାନ ସିକ୍ସ ୱାନ ସେଭେନ ଟୁ ବା ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଭାରିଏଂଟ ବନ୍ଦ କୋଠରୀ ଓ ଘର ଭିତରେ ଅଧିକ ସଂକ୍ରମକ ପାଲଟିଛି । ଏହାContinue reading “ବନ୍ଦ କୋଠରୀରେ ଅଧିକ ସଂକ୍ରାମକ ଡେଲଟା ଭାରିଏଂଟ । ପବ୍ଲିକ ହେଲଥ୍, ଇଂଲଣ୍ଡ ସଂସ୍ଥାର ଗବେଷଣାରୁ ତଥ୍ୟ । ଗୋଟିଏ ପରିବାରର ଏକାଧିକଙ୍କୁ ସଂକ୍ରମଣ କରୁଛି ଏହି ଭାରିଏଂଟ”
ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ପୁଲିଜର ପୁରସ୍କାର । ଚୀନ୍ ବନ୍ଦୀ କେନ୍ଦ୍ର ଗୁଡ଼ିକରେ ମୁସଲିମଙ୍କୁ ଅଟକ ରଖାଯିବା ଉପରେ କରିଥିଲେ ଅନୁସନ୍ଧାନ ମୂଳକ ରିପୋର୍ଟିଂ
କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ମିଳିଛି ସମ୍ମାନଜନକ ପୁଲିଜର୍ ପୁରସ୍କାର । ଅନୁସନ୍ଧାନ ମୂଳକ ସାମ୍ବାଦିକତା କରି ମେଘା ଏହି ସମ୍ମାନ ପାଇଛନ୍ତି । ଚୀନ ସରକାର ହଜାର ହଜାର ମୁସଲମାନଙ୍କୁ ନଜରବନ୍ଦୀ କରି ରଖିବା ଉପରେ ଅନୁସନ୍ଧାନ ମୂଳକ ସାମ୍ବାଦିକତା କରିଥିଲେ ମେଘା । ଏହି ବିଷୟ ଉପରେ ରିପୋର୍ଟିଂ କରିବା ନେଇ ଜାଣିବା ପରେ ଚୀନ ସରକାର ମେଘାଙ୍କ ଭିସା ରଦ୍ଦ କରିଦେଇଥିଲେ । ଏହାସହ ତାଙ୍କୁ ଦେଶରୁ ବାହାର Continue reading “ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ପୁଲିଜର ପୁରସ୍କାର । ଚୀନ୍ ବନ୍ଦୀ କେନ୍ଦ୍ର ଗୁଡ଼ିକରେ ମୁସଲିମଙ୍କୁ ଅଟକ ରଖାଯିବା ଉପରେ କରିଥିଲେ ଅନୁସନ୍ଧାନ ମୂଳକ ରିପୋର୍ଟିଂ”
ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ । ବାଦୁଡ଼ି ଦେହରେ ୨୪ଟି ପ୍ରକାର ନୂଆ ଭୂତାଣୁ ଚିହ୍ନଟ, ଏଥିରୁ ୪ଟି କରୋନା ଭୂତାଣୁ ଭଳି
କନକ ବ୍ୟୁରୋ: ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ବାଦୁଡ଼ି ଦେହରେ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇଥିବା ଆମେରିକାର ବିଭିନ୍ନ ଗଣମାଧ୍ରମରେ ପ୍ରକାଶ ପାଇଛି । ସେଲ ନାମ ଏକ ଜର୍ଣ୍ଣାଲରେ ଏନେଇ ଏକ ତଥ୍ୟ ପ୍ରକାଶ ପାଇଛି । ଜଣେ ସାନଡଙ୍ଗ ବିଶ୍ୱବିଦ୍ୟାଳୟର ଚୀନ୍ ବିଶେଷଜ୍ଞଙ୍କ କଥାକୁ ଉଦ୍ଧାର କରି ଏଥିରେ ଲେଖାଯାଇଛି ଯେ, ବାଦୁଡ଼ି ଦେହରେ ୨୪ଟି ପ୍ରକାଣ ନୂଆ ଭୂତାଣୁ ଚିହ୍ନଟ ହୋଇଛି, ଏହାମଧ୍ୟରୁContinue reading “ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ । ବାଦୁଡ଼ି ଦେହରେ ୨୪ଟି ପ୍ରକାର ନୂଆ ଭୂତାଣୁ ଚିହ୍ନଟ, ଏଥିରୁ ୪ଟି କରୋନା ଭୂତାଣୁ ଭଳି”