କନକ ବ୍ୟୁରୋ: ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ତେବେ ଆଜି ସେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ଠକେଇ, ଜାଲିଆତି ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତା ସହିତContinue reading “ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ, ଜାଲିଆତି ମାମଲାରେ ହୋଇଥିଲେ ଗିରଫ ।”
Author Archives: Raghaba
ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ପରି ଅନ୍ୟ ଅସହାୟ ରୋଗୀଙ୍କୁ ସହାୟତା ଦେବାକୁ ହାତଯୋଡି ଗୁହାରୀ କଲେ ଅଭିଷେକଙ୍କ ପତ୍ନୀ ମୌସୁମୀ ।
କନକ ବ୍ୟୁରୋ: ବଦଳିଛି ସ୍ୱର, ବଦଳିଛି ଶବ୍ଦ । ସେଦିନ ଯେଉଁହାତ ସ୍ୱାମୀଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରୁଥିଲା । ଆଜି ସେହି ହାତ ଅନ୍ୟ ଅସହାୟ ରୋଗୀଙ୍କ ପାଇଁ ବି ଗୁହାରୀ କରିଛି । ତାଙ୍କ ସ୍ୱାମୀଙ୍କ ପାଇଁ ଲୋକେ ଯେମିତି ସାହାଯ୍ୟର ହାତ ବଢାଇ ଚିକିତ୍ସା ପାଇଁ କୋଲକାତା ପଠାଇଲେ, ସେମିତି ଅନେକ ବେସାହାରା ପରିବାର, ଅସହାୟ ରୋଗୀ ଅର୍ଥ ବିନା ଚିକିତ୍ସା ପାଇଁ ଆଉଟୁ ପାଉଟୁ ହେଉଥିବେ ତେଣୁ ତାଙ୍କ ସ୍ୱାମୀଙ୍କ ଭଳିContinue reading “ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ପରି ଅନ୍ୟ ଅସହାୟ ରୋଗୀଙ୍କୁ ସହାୟତା ଦେବାକୁ ହାତଯୋଡି ଗୁହାରୀ କଲେ ଅଭିଷେକଙ୍କ ପତ୍ନୀ ମୌସୁମୀ ।”
ଦିନେ ପଡିଆରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ସୁନାମ । ଆଜି ପେଟ ପାଇଁ ପେଟ୍ରୋଲ ପମ୍ପରେ କରୁଛନ୍ତି ସଙ୍ଘର୍ଷ…
କନକ ବ୍ୟୁରୋ: ଫୁଟବଲ ପଡିଆରୁ ପେଟ୍ରୋଲ ପମ୍ପ୍ । ସେଲସମ୍ୟାନ ସାଜିଲେ ଓଡିଶାର ଗୌରବ । ଦିନେ ପଡିଆରେ ଫୁଟବଲକୁ କିକ୍ ପରେ କିକ୍ କରୁଥିଲ… ବୀଚକ୍ଷଣ ଖେଳ ଖେଳି ପ୍ରତିପକ୍ଷଙ୍କୁ ଗୋଲ୍ ପରେ ଗୋଲ ଦେଉଥିଲେ । ପଡିଆରେ ଫୁଟବଲ ଗଡିବା ପରି, ସମୟ ସହ ତାଳ ଦେଇ ଗଡୁଥିଲା ଗୁଡିଙ୍କ କ୍ୟାରିୟର । ଆଉ ସଫଳତା ବି ପାଦ ଛୁଉଁଥିଲା । ସେଇଥିପାଇଁ ତ ଏ ମାଳମାଳ ମେଡାଲ, ପୁଳାପୁଳା ପ୍ରମାଣପତ୍ର ଘରେ ଶୋଭାପାଉଛିContinue reading “ଦିନେ ପଡିଆରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ସୁନାମ । ଆଜି ପେଟ ପାଇଁ ପେଟ୍ରୋଲ ପମ୍ପରେ କରୁଛନ୍ତି ସଙ୍ଘର୍ଷ…”
କେବଳ ସୋନୁଙ୍କ ପାଇଁ ଚାଲିଲେ ୭୦୦ କିଲୋମିଟର । ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଲେ ଛାତ୍ର । କହିଲେ ମତେ ସାହାଯ୍ୟ ନକଲେ ବି ମୁଁ ସୋନୁଙ୍କୁ ଭେଟିବି ।
କନକ ବ୍ୟୁରୋ: ଗରିବଙ୍କ ଭଗବାନ, ଅସହାୟଙ୍କ ସାହା ଆଉ ଦୁଃଖିଙ୍କ ଦାତା । ହଁ ଆଜ୍ଞା ସେ କେହି ନୁହନ୍ତି ସେ ହେଉଛନ୍ତି ସୋନୁ ସୁଦ । ବିପଦରେ ପଡି ଡାକିଲେ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ବରଂ ଆଗକୁ ଆସି ସାହାଯ୍ୟର ହାତ ବଢାନ୍ତି । କରୋନା କାଳରେ ଦେବଦୂତ ସାଜି ସେ ଲୋକଙ୍କୁ ସାହାଯ୍ୟ କରିଥିଲେ । ଆଉ ସେହି ଋଣକୁ କେବେ ବି ଭୁଲି ପାରୁ ନାହାନ୍ତି ଶ୍ରମିକମାନେ । ଆଜିContinue reading “କେବଳ ସୋନୁଙ୍କ ପାଇଁ ଚାଲିଲେ ୭୦୦ କିଲୋମିଟର । ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଲେ ଛାତ୍ର । କହିଲେ ମତେ ସାହାଯ୍ୟ ନକଲେ ବି ମୁଁ ସୋନୁଙ୍କୁ ଭେଟିବି ।”
ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ବିଶାଖପାଟଣାରୁ ଦିଲ୍ଲୀ ଯାଉଥିବା ବେଳେ କୋରାପୁଟରେ ଜବତ କଲା ପୁଲିସ
କନକ ବ୍ୟୁରୋ: କିଛି ଛାଡିଲେ ନାହିଁ ଗଂଜେଇ ମାଫିଆ । ଅକ୍ସିଜେନ୍ ବୋଝେଇ ଟ୍ରକରେ ବି କଲେ ଗଂଜେଇ ଚୋରା ଚାଲାଣ । ଉପରେ ସିଲିଣ୍ଡର ତଳେ କୁଇଂଟାଲ କୁଇଂଟାଲ ଗଂଜେଇ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ନେଇ ବିଶାଖପାଟଣାରୁ ଦିଲ୍ଲୀ ଯାଉଥିଲା ଏକ ଟ୍ରକ । ସଂପୃକ୍ତ ଟ୍ରକକୁ କୋରାପୁଟରୁ ଜବତ କରିଛି ପୁଲିସ । ଜବତ ହୋଇଥିବା ଗଂଜେଇର ଆନୁମାନିକ ମୁଲ୍ୟ ପାଖାପାଖି ଏକ କୋଟି ୧୦ ଲକ୍ଷ ଟଙ୍କା ହେବContinue reading “ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ବିଶାଖପାଟଣାରୁ ଦିଲ୍ଲୀ ଯାଉଥିବା ବେଳେ କୋରାପୁଟରେ ଜବତ କଲା ପୁଲିସ”
ନିଜ ଦୃଷ୍ଟିହୀନ ମା’କୁ ନିଛାଟିଆ ଜଙ୍ଗଲରେ ଛାଡ଼ି ଚାଲିଯାଉଥିଲେ ଦୁଇ ପୁଅ । ପୋଲିସ ଦେଖିଲା, ସେହିଠାରେ ହିଁ ନିର୍ଦ୍ଧୁମ୍ ପିଟିଲା…
କନକ ବ୍ୟୁରୋ: ମାଛି ଭଣ ଭଣ, ଅଜଣା ଜଙ୍ଗଲ ବଣ । ଚାରିପଟେ କେହିନଥିବା ଭାବି ନିଜ ଜନ୍ମ କଲା ମା’କୁ ନିଛାଟିଆ ଜାଗାରେ ଏକା ଛାଡ଼ିଦେଲେ ଦୁଇ ପୁଅ । ମା’ ଆଖିକୁ ଦେଖାଗଲାନି ବୋଲି ସେ ହୋଇଗଲା ପର, ଆଉ ତାକୁ ମରିବା ପାଇଁ ତା’ ଅଜାଣତରେ ଘରେ ଶୋଇଥିବାବେଳେ ଉଠାଇ ଆଣି ଅଜଣା ସ୍ଥାନରେ ସ୍ନେହମୟୀକୁ ଛାଡ଼ିଦେଲେ ଏହି ଦୁଇ ସୈତାନ । ଏଭଳି ଅମାନବୀୟ ଦୃଶ୍ୟକୁ ଯିଏ ଦେଖୁଛି ତା’ ମୁଣ୍ଡContinue reading “ନିଜ ଦୃଷ୍ଟିହୀନ ମା’କୁ ନିଛାଟିଆ ଜଙ୍ଗଲରେ ଛାଡ଼ି ଚାଲିଯାଉଥିଲେ ଦୁଇ ପୁଅ । ପୋଲିସ ଦେଖିଲା, ସେହିଠାରେ ହିଁ ନିର୍ଦ୍ଧୁମ୍ ପିଟିଲା…”
ଗ୍ରାହକଙ୍କୁ ବଡ ଉପହାର ଦେଲା ଜିଓ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ କରିପାରିବେ ନିଜ ଫୋନ ରିଚାର୍ଜ । ଜାଣନ୍ତୁ ପୂରା ପ୍ରକ୍ରିୟା
କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଗ୍ରାହକଙ୍କୁ ବଡ ଉପହାର ଦେଇଛି ଜିଓ । ଜିଓ ଗ୍ରାହକମାନଙ୍କୁ ନିଜ ମୋବାଇଲ ରିଚାର୍ଜ କରିବାକୁ ଅନ୍ୟ କୋଉ ଆପକୁ ଯିବାକୁ ପଡିବ ନାହିଁ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ ନିଜ ଫୋନ ରିଚାର୍ଜ କରିପାରିବେ । କେବଳ ମୋବାଇଲ ରିଚାର୍ଜ ନୁହେଁ ଜିଓର ଏହି ସର୍ଭିସ ଦ୍ୱାରା ଅନେକ ସୁବିଧା ପାଇବେ ଗ୍ରାହକ । ଜିଓ ଏହି ସର୍ଭିସ ହ୍ୱାଟ୍ସଆପ ଚାଟବୋଟ ଜରିଆରେ ଆରମ୍ଭ କରିଛିContinue reading “ଗ୍ରାହକଙ୍କୁ ବଡ ଉପହାର ଦେଲା ଜିଓ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ କରିପାରିବେ ନିଜ ଫୋନ ରିଚାର୍ଜ । ଜାଣନ୍ତୁ ପୂରା ପ୍ରକ୍ରିୟା”
ମାଟିରେ ମିଶିଲା କରୋନା ମାତାଙ୍କ ମନ୍ଦିର । ମନ୍ଦିର ଉପରେ ବୋଲଡୋଜର ଚଳାଇଲା ଜିଲ୍ଲା ପ୍ରଶାସନ
ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଝୁଣ୍ଟୁଛି ମାନବ ସଭ୍ୟତା । ଲୋକେ ଚନ୍ଦ୍ରରେ ଜାଗା କିଣି ବସତି ସ୍ଥାପନ କରିବାକୁ ଚେଷ୍ଟା ଚଳାଉଥିବା ବେଳେ ସେହି ମଣିଷ କରୋନା ଭଳି ଭୂତାଣୁକୁ ଏକ ଦୈବଶକ୍ତି ବୋଲି ମନେ କରି ତା ନାମରେ ମନ୍ଦିର କରି ପୂଜା କରିବା ବିଶ୍ୱର ବିଜ୍ଞାନକୁ ଅପମାନିତ କରିବା ଭଳି କଥା । କନକ ବ୍ୟୁରୋ :ଉତ୍ତରପ୍ରଦେଶ ପ୍ରତାପଗଡର ସଂଗୀପୁର ଥାନା ଅଞ୍ଚଳ ଜୁହୀ ଶୁଫଲପୁର ଗାଁର ନିର୍ମାଣ ହୋଇଥିବା କରୋନାContinue reading “ମାଟିରେ ମିଶିଲା କରୋନା ମାତାଙ୍କ ମନ୍ଦିର । ମନ୍ଦିର ଉପରେ ବୋଲଡୋଜର ଚଳାଇଲା ଜିଲ୍ଲା ପ୍ରଶାସନ”
କରୋନାର କରୁଣ କହାଣୀ : ସଂକ୍ରମିତ ହେବା ପରେ ବାପା-ମା’ଙ୍କ ଦେହାନ୍ତ; ଅନାଥ ହୋଇଗଲେ ଦୁଇ ଛୁଆ
କନକ ବ୍ୟୁରୋ : କରୋନାର କରୁଣ କହାଣୀ । ଜୀବନକୁ ଠିକ୍ ଭାବେ ବୁଝିବା ଆଗରୁ ଦୁଇ ଛୁଆକୁ ବାପା-ମା’ ଛେଉଣ୍ଡ କରିଦେଇଛି କରୋନା । ମା ଓ ବାପା ଦୁହେଁ ପ୍ରାଣ ହରାଇବା ପରେ ଏବେ ୮ ବର୍ଷର ଝିଅ ଆଉ ଏବେ ଦେଢ ମାସର ପୁଅକୁ ଦେଖିଲେ କାହାରିବି ଆଖିରେ ଲୁହ ଆସିଯିବ । ମାତ୍ର ୮ ବର୍ଷର କୁନି ଝିଅ କିଷ୍ଣା । ଦୁନିଆଁକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ ହୋଇଯାଇଛି ଏହିContinue reading “କରୋନାର କରୁଣ କହାଣୀ : ସଂକ୍ରମିତ ହେବା ପରେ ବାପା-ମା’ଙ୍କ ଦେହାନ୍ତ; ଅନାଥ ହୋଇଗଲେ ଦୁଇ ଛୁଆ”
ପିଶାଚ ବାପାର ନୃଶଂସ କାଣ୍ଡ : ତିନି ବର୍ଷର ଝିଅକୁ ହତ୍ୟା, ଆଉ ୪ ଜଣଙ୍କୁ କଲା ଗୁରୁତର
କନକ ବ୍ୟୁରୋ : ପିଶାଚ ବାପାର ନୃଶଂସ କାଣ୍ଡ । ଫାର୍ସାରେ ହାଣି ତିନି ବର୍ଷର ଝିଅକୁ ହତ୍ୟା କରିଛି ନୃଶଂସ ବାପା । ଏଥିସହ ଆଉ ୩ ଝିଅ ଓ ପତ୍ନୀଙ୍କୁ ବି ଆକ୍ରମଣ କରିଥିଲା ଏହି ଅମିଣଷ । ଗୁରୁତରମାନଙ୍କୁ ଗଡପୋଷ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଲୋକଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅଧିନ ଯୌତୁକବାହାଲ ଗାଁରେ । ହତ୍ୟାକାଣ୍ଡ ଘଟାଇବା ପରେ ଏଭଳିContinue reading “ପିଶାଚ ବାପାର ନୃଶଂସ କାଣ୍ଡ : ତିନି ବର୍ଷର ଝିଅକୁ ହତ୍ୟା, ଆଉ ୪ ଜଣଙ୍କୁ କଲା ଗୁରୁତର”