କନକ ବ୍ୟୁରୋ : କରୋନା ରୋଗୀମାନଙ୍କ ଚିକିତ୍ସାକୁ ନେଇ ନିଜ ପରିବାର ଲୋକ ନାହିଁ ନଥିବାର ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କିଏ କ୍ରାଉଡ ଫଣ୍ଡି ମାଧ୍ୟମରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରୁଛି ତ କିଏ ନିଜର ସମ୍ପତ୍ତିବାଡି ଓ ସୁନା ବିକ୍ରି କରି ଚିକିତ୍ସା କରାଉଛି । ଏମାନଙ୍କୁ ସୁବିଧାରେ ଟଙ୍କା ଯୋଗାଇ ଦେବାକୁ ଦେଶର ସର୍ବବୃହତ ଜାତୀୟକରଣ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ‘କବଚ ପର୍ସନାଲ ଲୋନ ’Continue reading “ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଣିଲା ‘କବଚ ପର୍ସନାଲ ଲୋନ’ ଯୋଜନା । କରୋନା ରୋଗୀଙ୍କ ଚିକତ୍ସା ପାଇଁ କମ୍ ସୁଧହାରରେ ଯୋଗାଇବ ଋଣ”
Author Archives: Raghaba
ଗୋଟିଏ ଗାଁରୁ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ ହେବା ପରେ ପ୍ରଶାସନର ତତ୍ପରତା : ଜାଙ୍ଗିଡି ଗାଁରେ ଆରଟିପିସିଆର ଟେଷ୍ଟକୁ ଜୋରଦାର
କନକ ବ୍ୟୁରୋ : ରାୟଗଡା ବ୍ଲକ ଜେମାଦେଇପେଣ୍ଠ ପଂଚାୟତ ଅନ୍ତର୍ଗତ ଜାଙ୍ଗିଡି ଗାଁରୁ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା । ଜିଲ୍ଲାର ଗ୍ରାମାଂଚଳରେ ଆରମ୍ଭ ହୋଇଛି ଆରଟିପିସିଆର ଟେଷ୍ଟ । ରାୟଗଡା ବ୍ଲକ ଜେମାଦେଇପେଣ୍ଠ ପଂଚାୟତର ଜାଙ୍ଗିଡି ଗାଁରୁ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ଦୁଇ ଜଣ ୮ରୁ ୧୦ ବର୍ଷ ଭିତରେ ରହିଥିଲେ । ଗୋଟିଏ ଗାଁରୁ ଏତେ ସଂଖ୍ୟାରେ ପଜିିଟିଭ୍ ଚିହ୍ନଟContinue reading “ଗୋଟିଏ ଗାଁରୁ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ ହେବା ପରେ ପ୍ରଶାସନର ତତ୍ପରତା : ଜାଙ୍ଗିଡି ଗାଁରେ ଆରଟିପିସିଆର ଟେଷ୍ଟକୁ ଜୋରଦାର”
ଅନଲକ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା : କହିଲେ, କିଛି ଜିଲ୍ଲାରେ କମୁଛି ସଂକ୍ରମଣ ହାର; ୧୭ ପରେ କଣ ହେବ ? ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି
କନକ ବ୍ୟୁରୋ : ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏଥରକ ଧିରେ ଧିରେ ଅନଲକ୍ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟ ରାଜ୍ୟମାନେ ଏହି ପନ୍ଥା ଅବଲମ୍ବନ କରିଛନ୍ତି । କିଛି କଟକଣା କୋହଳ ହେବ । କିଛି କଟକଣା ପୂର୍ବ ପରି ବଳବତର ରହିବ । ଅନଲକ୍ ପାଇଁ ସରକାର ସବୁ ଦିଗରୁ ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ସମସ୍ତ ଜିଲ୍ଲା ଗୁଡ଼ିକୁ ତିନୋଟିContinue reading “ଅନଲକ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା : କହିଲେ, କିଛି ଜିଲ୍ଲାରେ କମୁଛି ସଂକ୍ରମଣ ହାର; ୧୭ ପରେ କଣ ହେବ ? ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି”
ଛତିଶଗଡ ସୁକମାରୁ ଆସିଲା ଭଲ ଖବର : ଭୁଶୁଡିଲା ଲାଲଗଡ…ହାତ ଛାଡିଲେ ୮ ମାଓବାଦୀ
କନକ ବ୍ୟୁରୋ : ଭୁଶୁଡିଲା ଲାଲଗଡ । ପଡୋଶୀ ଛତିଶଗଗଡ ସୁକୁମାରୁ ଆସିଲା ଭଲ ଖବର । ଅସ୍ତ୍ରଶସ୍ତ୍ର ଛାଡି ଜଣେ ମାଓ ଦମ୍ପତିଙ୍କ ସହ ୮ ମାଓବାଦୀ ସଙ୍ଗଠନରୁ ବିଦାୟ ନେଇଛନ୍ତି । ସୁକୁମା ଜିଲ୍ଲାପାଳ ନିତିନ ନନ୍ଦନୱାରଙ୍କ ସମେତ ସୁକୁମା ଏସପି ଓ ସିଆରପିଏଫ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରି ସମାଜର ମୁଖ୍ୟଧାରାରେ ସ୍ୱାଗତ କରାଯାଇଛି । ମାଓ ସଙ୍ଗଠନ ଏବେ ମୁଳ ନିତି ଆଦର୍ଶରୁContinue reading “ଛତିଶଗଡ ସୁକମାରୁ ଆସିଲା ଭଲ ଖବର : ଭୁଶୁଡିଲା ଲାଲଗଡ…ହାତ ଛାଡିଲେ ୮ ମାଓବାଦୀ”
କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ : ସରକାରୀ ତଥ୍ୟ ଓ ମଶାଣୀ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ
କନକ ବ୍ୟୁରୋ : ସରକାରଙ୍କ ତଥ୍ୟକୁ ମିଛ କହିବା ସହ ମଶାଣି ରିପୋର୍ଟ ଦେଖାଇଛି । ସମ୍ବାଦିକ ସମ୍ମଳନୀ କରି କଂଗ୍ରେସ କହିଛି , କୋଭିଡ ମୃତ୍ୟୁକୁ ନେଇ କିଏ ସତ କହୁଛି । ମଶାଣି ରିପୋର୍ଟ ଓ ସରକାରୀ ରିପୋଟରେ ତାଳମେଳ ରହୁନାହିଁ । ରାଜ୍ୟ ସରକାର ଭ୍ରମାତ୍ମକ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି । ତେଣୁ ରାଜ୍ୟବାସୀଙ୍କୁ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦିଅନ୍ତୁ । କରୋନା ମୃତ୍ୟୁକୁ ସରକାର ଲୁଚାଉଥିବା ବାରମ୍ବାରContinue reading “କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ : ସରକାରୀ ତଥ୍ୟ ଓ ମଶାଣୀ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ”
ଜମ୍ମୁ- କାଶ୍ମୀର : ସୋପୋର ଗେଟ୍ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣ । ୨ ପୋଲିସକର୍ମୀ ଶହିଦ, ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋପୋର ଗେଟ୍ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨ ଜଣ ପୋଲିସକର୍ମୀ ଶହିଦ ହୋଇଥିବା ବେଳେ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସୋପୋର ଅରମାପୋରା ଠାରେ ଆତଙ୍କବାଦୀମାନେ ପୋଲିସ ଓ ସିଆରପିଏଫର ସଂଯୁକ୍ତ ଟିମ୍ ଉପରେ ଆକ୍ରମଣ କରିଥିଲେ । ଏଥିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି । #UPDATE | Jammu & Kashmir | Two policemen and twoContinue reading “ଜମ୍ମୁ- କାଶ୍ମୀର : ସୋପୋର ଗେଟ୍ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣ । ୨ ପୋଲିସକର୍ମୀ ଶହିଦ, ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ”
କେବେ ନେବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ? ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ରଙ୍କ ମତ, ୬ରୁ ୮ ସପ୍ତାହ ମଧ୍ୟରେ ନେଲେ ନାହିଁ ପୁନଃ ସଂକ୍ରମଣ ଭୟ
କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ କମୁଛି ପଜିଟିଭ ହାର । ୧୭ ତାରିଖ ବେଳକୁ ୫ପ୍ରତିଶତକୁ ଆସିବା ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତକୁ ଆସିବ ସେଠି ପୁରା ଅନଲକ୍ ନକରି ସାମାନ୍ୟ କୋହଳ କରିବା ଉଚିତ୍ । ନହେଲେ ପୁନଃ ସଂକ୍ରମଣ ଭୟ ରହିଛି । ଦ୍ୱିତୀୟ ଡ଼ୋଜ୍ ଟିକା ୬ରୁ ୮ସପ୍ତାହ ମଧ୍ୟରେ ନେଇଯିବା ଉଚିତ୍ । କେନ୍ଦ୍ର କୋଭିସିଲ୍ଡ ଟିକା ୮୪ ଦିନ ପରେContinue reading “କେବେ ନେବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ? ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ରଙ୍କ ମତ, ୬ରୁ ୮ ସପ୍ତାହ ମଧ୍ୟରେ ନେଲେ ନାହିଁ ପୁନଃ ସଂକ୍ରମଣ ଭୟ”
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ । ମାୟାବତୀ ଓ ସୁଖବୀରସିଂ ବାଦଲ ଏକାଠି । ବିଏସପି ୨୦ ଓ ଅକାଳୀଦଳ ୯୭ ଟି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା
କନକ ବ୍ୟୁରୋ : ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଶିରୋମଣୀ ଅକାଳୀଦଳ ଓ ବିଏସପି ମେଣ୍ଟରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ପଞ୍ଜାବ ବିଧାନସଭାର ମୋଟ ୧୧୭ ଆସନରୁ ବିଏସପି ୨୦ ଟିରେ ଓ ଶିରୋମଣୀ ଅକାଳୀଦଳ ୯୭ ଟି ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛନ୍ତି । ଏନେଇ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁଖବୀର ସିଂ କହିଛନ୍ତିContinue reading “ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ । ମାୟାବତୀ ଓ ସୁଖବୀରସିଂ ବାଦଲ ଏକାଠି । ବିଏସପି ୨୦ ଓ ଅକାଳୀଦଳ ୯୭ ଟି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା”
ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା; ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି
କନକ ବ୍ୟୁରୋ : ଚଳିତବର୍ଷ ହୋଇପାରେ ୟୁଜି ପିଜି ପରୀକ୍ଷା । ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ତେବେ ପରୀକ୍ଷା ହେବ ନା ନାହିଁ ଏହାର ଚୁଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୧୮ ତାରିଖରେ ନିଆଯିବ । ଏହି ୭ ଦିନ ଭିତରେ କୁଳପତିମାନେ ସେମାନଙ୍କ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବ । ଆଜି ବିଭିନ୍ନContinue reading “ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା; ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି”
ଓଡିଶା ପୋଲିସରେ ନିଯୁକ୍ତି ପାଇବେ କିନ୍ନର : ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ କିନ୍ନର ସଂଘ
କନକ ବ୍ୟୁରୋ : କିନ୍ନରଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସରେ ନିଯୁକ୍ତ ପାଇପାରିବେ କିନ୍ନର । ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀContinue reading “ଓଡିଶା ପୋଲିସରେ ନିଯୁକ୍ତି ପାଇବେ କିନ୍ନର : ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ କିନ୍ନର ସଂଘ”