କନକ ବ୍ୟୁରୋ : ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟବିଭାଗ । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେନେଇ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ମେଡିସିନରୁ ବଂଚିତ ହେଉନାହାନ୍ତି ବୋଲି ସ୍ୱାସ୍ଥ୍ୟContinue reading “ନକଲି ଔଷଧ କାରବାର ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ : ମିଳିତ ଭାବେ ତଦନ୍ତ କରିବେ ଔଷଧ ନିଗମ ଓ ପୋଲିସ”
Author Archives: Raghaba
ପୁଣି ତେଜିଲା କୃଷକ ଆନ୍ଦୋଳନ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା , ଜୁନ ୨୬ ତାରିଖରେ ସାରା ଦେଶର ରାଜଭବନ ଆଗରେ କରାଯିବ ବିକ୍ଷୋଭ
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷିଆଇନକୁ ବିରୋଧ କରି ଦେଶରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ ଜୁନ ୨୬ ତାରିଖରେ ୭ ମାସ ପୂରଣ ହେବାକୁ ଯାଉଛି । ଏହା ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚର୍ା ତରଫରୁ ଏକ ବଡ ଘୋଷଣା କରାଯାଇଛି । ଶୁକ୍ରବାର ଦିନ କୁଣ୍ଡଲୀ ସୀମାରେ ଆୟୋଜିତ ବୈଠକ ପରେ କୃଷକ ନେତା ଇନ୍ଦ୍ରଜିତ୍ ସିଂ କହିଛନ୍ତି କି,ଜୁନ ୨୪ ତାରିଖରେContinue reading “ପୁଣି ତେଜିଲା କୃଷକ ଆନ୍ଦୋଳନ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା , ଜୁନ ୨୬ ତାରିଖରେ ସାରା ଦେଶର ରାଜଭବନ ଆଗରେ କରାଯିବ ବିକ୍ଷୋଭ”
ଇତିହାସ ରଚିଲା ତୈଳଦର । ପେଟ୍ରୋଲ ପରେ ଶତକ ଛୁଇଁଲା ଡିଜେଲ । ରାଜସ୍ଥାନରେ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା
କନକ ବ୍ୟୁରୋ : ସାରା ଦେଶରେ ତୈଳଦର ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଆଜି ପୁଣି ଥରେ ତୈଳ କମ୍ପାନୀମାନେ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛିା ୨୭ ପଇସା ଓ ଡିଜେଲ ୨୩ ପଇସା ବୃଦ୍ଧି କରାଯାଇଛି । ଏଭଳି ବୃଦ୍ଧି ପରେ ପେଟ୍ରାଲ ୯୬.୧୨ ଟଙ୍କା ଓ ଡିଜେଲ ୮୬.୯୮ ଟଙ୍କାକୁ ବୃଦ୍ଧି ପାଇଛି । ହେଲେ ରାଜସ୍ଥାନରେ ଡିଜେଲ ଲିଟର ପିଛାContinue reading “ଇତିହାସ ରଚିଲା ତୈଳଦର । ପେଟ୍ରୋଲ ପରେ ଶତକ ଛୁଇଁଲା ଡିଜେଲ । ରାଜସ୍ଥାନରେ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା”
କୋଭିଡ୍ ରୋଗୀଙ୍କ ପାଇଁ ଶେଷ ବିକଳ୍ପ ସାଜିଛି ଏକମୋ ଚିକିତ୍ସା : ଫୁସଫୁସ ସଂକ୍ରମିତ ହେବାରୁ ଜୁନାଗଡର ଲକ୍ଷ୍ମୀକାନ୍ତଙ୍କୁ କୋଲକାତାକୁ କରାଗଲା ଏୟାରଲିଫ୍ଟ
କନକ ବ୍ୟୁରୋ : କୋଭିଡ୍ ରୋଗୀଙ୍କ ପାଇଁ ଶେଷ ବିକଳ୍ପ ସାଜିଛି ଏକମୋ ଚିକିତ୍ସା । ଏକମୋ ଚିକିତ୍ସା ପାଇଁ ଆଜି ଆଉ ଜଣେ କରୋନା ରୋଗୀଙ୍କୁ କୋଲକତାକୁ ଏୟାରଲିଫ୍ଟ କରାଯାଇଛି । ଜୁନାଗଡର ୪୧ ବର୍ଷିୟ ଲକ୍ଷ୍ମୀକାନ୍ତ ନାୟକଙ୍କ ଫୁସଫୁସ ସଂକ୍ରମିତ ହୋଇଯାଇଥିବାରୁ ତାଙ୍କର ଏକମୋ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଛି । ଲକ୍ଷ୍ମୀକାନ୍ତ କୋଭିଡରେ ଆକ୍ରାନ୍ତ ହେବା ପରେ ଗତ ମାସ ୨୪ ତାରିଖରୁ କଟକର ଏକ ଘରୋଇContinue reading “କୋଭିଡ୍ ରୋଗୀଙ୍କ ପାଇଁ ଶେଷ ବିକଳ୍ପ ସାଜିଛି ଏକମୋ ଚିକିତ୍ସା : ଫୁସଫୁସ ସଂକ୍ରମିତ ହେବାରୁ ଜୁନାଗଡର ଲକ୍ଷ୍ମୀକାନ୍ତଙ୍କୁ କୋଲକାତାକୁ କରାଗଲା ଏୟାରଲିଫ୍ଟ”
ନବରଙ୍ଗପୁର ଜିଲ୍ଲା ଝରି ଗାଁରେ ଘର ଭିତରେ ପଶିଲା ଭାଲୁ : ୫ ଘଂଟା ପରେ ଉଦ୍ଧାର କଲେ ବନବିଭାଗ; ଅଳ୍ପକେ ବର୍ତିଗଲେ ଘର ଭିତରେ ଥିବା ସଦସ୍ୟ
କନକ ବ୍ୟୁରୋ : ଘର ଭିତରୁ ଉଦ୍ଧାର ହେଲା ଭାଲୁ । ଦୀର୍ଘ ୫ଘଂଟା କାଳ ପରିଶ୍ରମ ପରେ ନବରଙ୍ଗପୁର ୱାଇଲ୍ଡ ଲାଇଫ ଟିମ୍ ଘରେ ପଶିଥିବା ଭାଲୁକୁ ଉଦ୍ଧାର କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରଣୀଚଛରା ଗାଁର ଜଣଙ୍କ ଘରେ ଭାଲୁଟି ପଶି ଯାଇଥିଲା । ସେହି ସମୟରେ ଘର ଭିତରେ ୪ଜଣ ଲୋକ ଥିଲେ । ଭାଲୁକୁ ଦେଖିବା ପରେ ସମସ୍ତେ ଭୟଭୀତ ହୋଇପଡିଥିଲେ । ହେଲେ, ସୌଭାଗ୍ୟ ବସତଃ ଭାଲୁଟିContinue reading “ନବରଙ୍ଗପୁର ଜିଲ୍ଲା ଝରି ଗାଁରେ ଘର ଭିତରେ ପଶିଲା ଭାଲୁ : ୫ ଘଂଟା ପରେ ଉଦ୍ଧାର କଲେ ବନବିଭାଗ; ଅଳ୍ପକେ ବର୍ତିଗଲେ ଘର ଭିତରେ ଥିବା ସଦସ୍ୟ”
ଆମେରିକାରେ କିଶୋରଙ୍କୁ ଟିକା ଦେବାକୁ ଜରୁରୀକାଳିନ ଅନୁମତି ମାଗିଲା ମଡର୍ଣ୍ଣା : ୧୨ ରୁ ୧୭ ବର୍ଷ ବୟସ୍କଙ୍କ ଉପରେ ପରୀକ୍ଷଣର ଫଳାଫଳ ଆସିବା ପରେ ଆବେଦନ
କନକ ବ୍ୟୁରୋ : ଆମେରିକାରେ କିଶୋରମାନଙ୍କୁ ଟିକା ଦେବାକୁ ଜରୁରୀକାଳିନ ଅନୁମତି ମାଗିଲା ମଡର୍ଣ୍ଣା ଟିକା କମ୍ପାନୀ । ଆମେରିକାର ବାୟୋଟେକ୍ କମ୍ପାନୀ ମଡର୍ଣ୍ଣା ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନକୁ କିଶୋରମାନଙ୍କୁ ଜରୁରୀକାଳିନ ଭାବେ ଟିକା ଦେବାକୁ ଅନୁମତି ମାଗିଛି । ଏହି ଟିକା କିଶୋରମାନଙ୍କ ଉପରେ କେମିତି କାମ କରୁଛି, ଏହାର ପାଶ୍ୱର୍ ପ୍ରତିକ୍ରିୟା କଣ ରହୁଛି, ଏହା ଜାଣିବା ପାଇଁ, ପୂର୍ବରୁ ୩୭୦୦, ୧୨ ରୁ ୧୭ ବର୍ଷ ବୟସ୍କଙ୍କୁ ଟିକାର ଦୁଇଟିContinue reading “ଆମେରିକାରେ କିଶୋରଙ୍କୁ ଟିକା ଦେବାକୁ ଜରୁରୀକାଳିନ ଅନୁମତି ମାଗିଲା ମଡର୍ଣ୍ଣା : ୧୨ ରୁ ୧୭ ବର୍ଷ ବୟସ୍କଙ୍କ ଉପରେ ପରୀକ୍ଷଣର ଫଳାଫଳ ଆସିବା ପରେ ଆବେଦନ”
ଦେଶର କରୋନା ମିଟର : ଦିନକରେ ୮୪ ହଜାର ୩୩୨ ଆକ୍ରାନ୍ତ ଚିହ୍ନଟ, ୪୦୦୨ ମୃତ
କନକ ବ୍ୟୁରୋ : ଦେଶରେ ୨୪ଘଂଟା ଭିତରେ ୮୪ ହଜାର ୩୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪ହଜାର ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୯୩,୫୯,୧୫୫ ଓ ମୃତ୍ୟୁସଂଖ୍ୟା ୩,୬୭,୦୮୧ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧,୩୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୯,୧୧,୩୮୪ରେ ପହଞ୍ଚିଛି। ଏଥିସହ ଜାତୀୟ ସୁସ୍ଥତା ହାରContinue reading “ଦେଶର କରୋନା ମିଟର : ଦିନକରେ ୮୪ ହଜାର ୩୩୨ ଆକ୍ରାନ୍ତ ଚିହ୍ନଟ, ୪୦୦୨ ମୃତ”
କରୋନା ନେଉଛି ଡାକ୍ତରଙ୍କ ଜୀବନ : ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟରୁ ୭୧୯ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ; ବିହାରରେ ସର୍ବାଧିକ ୧୧୧ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ସାରା ଦେଶରେ କରୋନାର ଦ୍ୱିତୀୟ ଲହର ନେଲାଣି ୭୧୯ ଡାକ୍ତରଙ୍କ ଜୀବନ । ଇଣ୍ଡିଆନ ମେଡିକାଲ ଆସୋସିଏସନ ଏନେଇ ଦିଆଯାଇଛି ସୂଚନା । ବିହାରରେ ସର୍ବାଧିକ ୧୧୧ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିଭଳି ଦିଲ୍ଲୀରେ ୧୦୯ ଓ ଉତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରୁ ୬୩ ଜଣ ଡାକ୍ତରଙ୍କ ଜୀବନ ଯାଇଛି । ପଂଜାବରେ ୪୩ ଜଣ ଓ ଝାଡଖଣ୍ଡରେ ୩୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । Indian Medical AssociationContinue reading “କରୋନା ନେଉଛି ଡାକ୍ତରଙ୍କ ଜୀବନ : ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟରୁ ୭୧୯ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ; ବିହାରରେ ସର୍ବାଧିକ ୧୧୧ ଜଣଙ୍କ ମୃତ୍ୟୁ”
ପରିବେଶ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଛି ଲକଡାଉନ : ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ
କନକ ବ୍ୟୁରୋ : ଲକଡାଉନ କମାଇଛି ନାଇଟ୍ରୋଜେନ ଅକ୍ସାଇଡ୍ ନିର୍ଗମନ । ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ । ମହାମାରୀ କରୋନାର ଭୟାବହତାର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ବିଶ୍ୱବ୍ୟାପି ଲକଡାଉନ ଓ ସଟଡାଉନ ପରି କଡା କଟକଣା ଲାଗୁ ହୋଇଥିଲା । ଏହି କଟକଣା ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା । କୋଟି କୋଟି ଲୋକ ଚାକିରୀ ହରାଇ ବେକାର ହୋଇଯାଇଥିଲେ । ତେବେ ସେଭଳି କଟକଣା ପରୋକ୍ଷରେ ପରିବେଶContinue reading “ପରିବେଶ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଛି ଲକଡାଉନ : ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ”
୨୪ ଘଂଟାରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ : ୬୭, ୧୨୨ ନମୁନା ପରୀକ୍ଷା, ୭.୨୨% ପଜିଟିଭ ହାର
କନକ ବ୍ୟୁରୋ : ଗତ ୨୪ଘଂଟାରେ ୫ହଜାର ତଳକୁ ଖସିଲା ସଂକ୍ରମଣ । ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୭୬୫ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୦୮୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଥିବା ବେଳେ ଅନୁଗୁଳରୁ ୨୭୫ଜଣ, ବାଲେଶ୍ୱରରୁ ୩୬୪ଜଣ, ବରଗଡ଼ରୁ ୬୧ ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରରୁ ୩୧ ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୦Continue reading “୨୪ ଘଂଟାରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ : ୬୭, ୧୨୨ ନମୁନା ପରୀକ୍ଷା, ୭.୨୨% ପଜିଟିଭ ହାର”