କେନ୍ଦ୍ର ସରକାର କରିପାରନ୍ତି ମନ୍ତ୍ରୀ ମଣ୍ଡଳ ବିସ୍ତାର । ଜେ.ପି ନଡ୍ଡା,ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ବୈଠକ

କନକ ବ୍ୟୁରୋ : କେନ୍ଦ୍ର ସରକାର କ୍ୟାବିନେଟ୍ କରିବାର ବିସ୍ତାର ସେତେବେଳେ ସୃଷ୍ଟି ହୋଇଛି ଯେତେବେଳେ ବିଗତ ୪୮ ଘଂଟା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡା ଓ ପ୍ରଧାନମନ୍ତ୍ରୀ ଦୁଇ ଦୁଇଥର ଭେଟ ହୋଇ ସାରିଲେଣି । ଏପଟେ ଗୃହମନ୍ତ୍ରୀ ଅମିତ୍ ଶାହା ୟୁପିରେ କିଛି ଆଞ୍ଚଳିକ ଦଳର ନେତା ମାନଙ୍କ ସହ ଭେଟ କରୁଛନ୍ତି । ଏହାରି ମଧ୍ୟରେ ବି ଏସବୁ ବୈଠକରେ ମନ୍ତ୍ରୀ ମାନଙ୍କ କାମ ଉପରେ ବି ସମୀକ୍ଷା କରାଯାଉଥିôବାContinue reading “କେନ୍ଦ୍ର ସରକାର କରିପାରନ୍ତି ମନ୍ତ୍ରୀ ମଣ୍ଡଳ ବିସ୍ତାର । ଜେ.ପି ନଡ୍ଡା,ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ବୈଠକ”

କୋଭିଡ ମୃତ୍ୟୁ ତଥ୍ୟ ଲୁଚାଇବାକୁ ଚାଲିଛି କି ଉଦ୍ୟମ ? ଖବର ପ୍ରସାରଣ ପରେ ସତ ଫାଙ୍କିବାକୁ ପ୍ରୟାସ କରୁଛି କି ଜିଲ୍ଲା ପ୍ରଶାସନ ?

କନକ ବ୍ୟୁରୋ : କୋଭିଡ୍ ମୃତ୍ୟୁକୁ ନେଇ କିଏ ଲୁଚାଉଛି ସତ । ନୟାଗଡରୁ ଆସିଥିବା ତଥ୍ୟକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ କଥା କୁହାଯିବାରୁ ଏଭଳି ସନ୍ଦେହ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି ଅଡିଟ୍ ବାହାନାରେ ସତ ଲୁଚାଇବାକୁ ଉଦ୍ୟମ କରୁଛି କି ନୟାଗଡ ଜିଲ୍ଲା ପ୍ରଶାସନ । ସିଡିଏମଓ କହିଲେ, ସେ କାହାକୁ ଦେଇନାହାନ୍ତି ରିପୋର୍ଟ । ଜିଲ୍ଲାପାଳ କହିଲେ, ଅଡିଟ୍ ପରେ ସରକାରଙ୍କୁ ଦିଆଯିବ ଚୂଡାନ୍ତ ରିପୋର୍ଟ ।Continue reading “କୋଭିଡ ମୃତ୍ୟୁ ତଥ୍ୟ ଲୁଚାଇବାକୁ ଚାଲିଛି କି ଉଦ୍ୟମ ? ଖବର ପ୍ରସାରଣ ପରେ ସତ ଫାଙ୍କିବାକୁ ପ୍ରୟାସ କରୁଛି କି ଜିଲ୍ଲା ପ୍ରଶାସନ ?”

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା । ଓଡିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଦାବି । ବିଜେପିର ଜବାବ, ଧାନ ବିକ୍ରି ବେଳେ ରୋକନ୍ତୁ କଟନି-ଛଟନି, ଚାଷୀଙ୍କୁ ଦିଅନ୍ତୁ ବୋନସ୍ ।

କନକ ବ୍ୟୁରୋ : ଗତକାଲି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଓଡିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଏମଏସପିକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ । ଏନେଇ ଜବାବ ରଖିଛି ବିଜେପି । ବିଜେଡି-ବିଜେପି ‘ଧାନ’ କଳି । ଏମଏସପି ୨୯୩୦ ଟଙ୍କା କରିବାକୁ ଦାବି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକContinue reading “ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା । ଓଡିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଦାବି । ବିଜେପିର ଜବାବ, ଧାନ ବିକ୍ରି ବେଳେ ରୋକନ୍ତୁ କଟନି-ଛଟନି, ଚାଷୀଙ୍କୁ ଦିଅନ୍ତୁ ବୋନସ୍ ।”

ଚାଷୀଙ୍କ ଧାନ ନକିଣି କେମିତି କୋଟି କୋଟି ଟଙ୍କା ଠକୁଛନ୍ତି ମିଲର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

କନକ ବ୍ୟୁରୋ : ମିଲରଙ୍କ କାରସାଦି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ପ୍ରକୃତରେ ମିଲରମାନେ କଣ କରୁଛନ୍ତି, ଚାଷୀଙ୍କ ଧାନ ନ ଉଠିବା ପଛରେ ମିଲରଙ୍କ କଣ ଭୂମିକା ରହିଛି ସେ ନେଇ ତଦନ୍ତ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଓଡିଶାର ବିଭିନ୍ନ ମଣ୍ଡିରେ ଧାନ ପଡିଥିବାର ଦୃଶ୍ୟ ଆପଣ ଅନେକ ବାର ଦେଖିଥିବେ, ଏବଂ ଚାଷୀ ଅଭିଯୋଗ କରିଥିବେ ତାଙ୍କ ଧାନ କିଣୁନାହାନ୍ତିContinue reading “ଚାଷୀଙ୍କ ଧାନ ନକିଣି କେମିତି କୋଟି କୋଟି ଟଙ୍କା ଠକୁଛନ୍ତି ମିଲର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।”

ପଶ୍ଚିମବଙ୍ଗରେ ରୋଚକ ହେଉଛି ରାଜନୀତି । ମୋଦୀଙ୍କ ହାତ ଛାଡ଼ି ମମତାଙ୍କ ଶିବିରକୁ ପୁଣି ଫେରିଲେ ବରିଷ୍ଠ ନେତା ମୁକୁଲ ରୟ, ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତନ ହେବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ବିଜେପି ଦଳ ଛାଡିଛନ୍ତି ବରିଷ୍ଠ ନେତା ମୁକୁଲ ରୟ । ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳକୁ ଫେରିଛନ୍ତି ମୁକୁଲ ଓ ତାଙ୍କ ପୁଅ । କୁହାଯାଉଛି ପଶ୍ଚିମବଙ୍ଗ ବିଜେପିରେ ଶୁଭେନ୍ଦୁ ଅଧିକାରୀ ମିଶିବା ପରେ ଦଳ ମୁକୁଲଙ୍କୁ ଗୁରୁତ୍ୱ ଦେଉନଥିଲା ।Continue reading “ପଶ୍ଚିମବଙ୍ଗରେ ରୋଚକ ହେଉଛି ରାଜନୀତି । ମୋଦୀଙ୍କ ହାତ ଛାଡ଼ି ମମତାଙ୍କ ଶିବିରକୁ ପୁଣି ଫେରିଲେ ବରିଷ୍ଠ ନେତା ମୁକୁଲ ରୟ, ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।”

କରୋନା ବେଳେ କେମିତି ହେବ ପରୀକ୍ଷା, ବାଟ ଦେଖାଇଲା ଭୁବନେଶ୍ୱର ଆଇଆଇଟି । କାଗଜ କଲମରେ ହେଲା ପରୀକ୍ଷା, ଅନଲାଇନରେ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିଲେ ନିରୀକ୍ଷକ ।

କନକ ବ୍ୟୁରୋ : କରୋନା ଭୂତାଣୁର ସଂକ୍ରମଣ ଭୟରେ ଦେଶରେ ଏକାଧିକ ପରୀକ୍ଷାକୁ ବାତିଲ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପରୀକ୍ଷା କଲେ କାଳେ ସଂକ୍ରମଣ ବ୍ୟାପିଯିବ, ଏହି ଆଶଙ୍କାରେ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସେହିପରି ଆଉ କେତେକ ପରୀକ୍ଷା ବାତିଲ ପାଇଁ ମଧ୍ୟ ଦାବି ବଢ଼ିବାରେ ଲାଗିଛି । ଏଭଳି ସମୟରେ କାଗଜ କଲମରେ ପରୀକ୍ଷା କରି ପ୍ରେରଣା ସାଜିଛି ଭୂବନେଶ୍ୱର ଆଇଆଇଟି । ବିଟେକ୍Continue reading “କରୋନା ବେଳେ କେମିତି ହେବ ପରୀକ୍ଷା, ବାଟ ଦେଖାଇଲା ଭୁବନେଶ୍ୱର ଆଇଆଇଟି । କାଗଜ କଲମରେ ହେଲା ପରୀକ୍ଷା, ଅନଲାଇନରେ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିଲେ ନିରୀକ୍ଷକ ।”

କୋଭିଡ୍ ମୁକାବିଲା ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେContinue reading “କୋଭିଡ୍ ମୁକାବିଲା ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା ।”

ମୁକୁଲ ରାୟ ଟିଏମସିରେ ସାମିଲ ହେବା ପରେ ପଶ୍ଚିମବଙ୍ଗ ବିଜେପିରେ ଭାଳେଣୀ । ଜାଣନ୍ତୁ କଣ ରହିଛି ବିଜେପି ନେତାଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ : ବିଜେପି ଛାଡି ମୁକୁଲ ରାୟ ବିଜେପିରେ ଯୋଗ ଦେବା ପରେ ବିଜେପି ଶିିବିରରେ ଭାଳେଣୀ ପଡିଛି । ବିଜେପିର ନେତା ମାନେ ମୁକୁଲଙ୍କୁ ନେଇ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛନ୍ତି । ବିଜେପିକୁ ଧୋକ୍କା ଦେଇ ମୁକୁଲ ଟିଏମସିରେ ସାମିଲ ହେବା ପରେ ବିଜେପି ସାଂସଦ ଅର୍ଜୁନ ସିଂ କହିଛନ୍ତି କି ମୁକୁଲଙ୍କ କାହାଣୀ ‘ଆୟା ରାମ ଗୟା ରାମ’ ଭଳି । ସେ ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି କିContinue reading “ମୁକୁଲ ରାୟ ଟିଏମସିରେ ସାମିଲ ହେବା ପରେ ପଶ୍ଚିମବଙ୍ଗ ବିଜେପିରେ ଭାଳେଣୀ । ଜାଣନ୍ତୁ କଣ ରହିଛି ବିଜେପି ନେତାଙ୍କ ପ୍ରତିକ୍ରିୟା”

ଚୀନ୍ ପାଇଁ ଗଧ ପାଳୁଛି ପାକିସ୍ତାନ । ଗଧ ରପ୍ତାନୀ କରି ଅର୍ଜନ କରୁଛି ବୈଦେଶିକ ମୁଦ୍ରା ।

କନକ ବ୍ୟୁରୋ : ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି । ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି । ପାକିସ୍ତାନର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଗଧ ଦେଖିବାକୁ ମିଳେ । ଏଠାରେ ଗଧମାନେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛନ୍ତି । କାରଣ ପାକିସ୍ତାନ ବର୍ତ୍ତମାନ ଗଧ ରପ୍ତାନୀ କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି । ଗତContinue reading “ଚୀନ୍ ପାଇଁ ଗଧ ପାଳୁଛି ପାକିସ୍ତାନ । ଗଧ ରପ୍ତାନୀ କରି ଅର୍ଜନ କରୁଛି ବୈଦେଶିକ ମୁଦ୍ରା ।”

କୋଭାକ୍ସିନକୁ ଝଟକା । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲାନି ଆମେରିକା । 

କନକ ବ୍ୟୁରୋ: ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ  । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ନକରିବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକାର ଖାଦ୍ୟ ଏବଂ ପ୍ରଶାସନ (ଏଫଡିଏ) କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁContinue reading “କୋଭାକ୍ସିନକୁ ଝଟକା । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲାନି ଆମେରିକା । “

Design a site like this with WordPress.com
Get started