୪୮ ଘଣ୍ଟାରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ସୂଚନା ଦେଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଆହୁରି ଅଗ୍ରଗତି କରି ଉତ୍ତର ଆରବ ସାଗର, ଦକ୍ଷିଣ ଗୁଜୁରାଟର ଆଉ କିଛି ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼, ଓଡ଼ିଶାର ଆଉ କିଛି ଅଂଶ, ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶା ଓ ଛତିଶଗଡ଼, ମଧ୍ୟପ୍ରଦେଶର ଓ ବିହାରର ଆଉ କିଛି ଅଂଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି । ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେContinue reading “୪୮ ଘଣ୍ଟାରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ସୂଚନା ଦେଲା ପାଣିପାଗ ବିଭାଗ ।”

ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ମମତା କହିଲେ, ଘରର ପୁଅ ଘରକୁ ଫେରିଲା ।

କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା । ବିଜେପିକୁ ବାଏ ବାଏ କହି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା । ନିର୍ବାଚନ ପରେ ବିଜେପିକୁ ବାଏ ବାଏ କହିଲେ ମୁକୁଲContinue reading “ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ମମତା କହିଲେ, ଘରର ପୁଅ ଘରକୁ ଫେରିଲା ।”

ସପ୍ତମ ବେତନ କମିଶନ : ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ଭୋଗୀଙ୍କ ପାଇଁ ଖୁସିଖବର ! ଜୁନ ୨୬ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବସିବ ବୈଠକ

କନକ ବ୍ୟୁରୋ : କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବଢିବାକୁ ଅପେକ୍ଷା କରିଥିବା ପାଖା ପାଖି ୫୨ ଲକ୍ଷ କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ଭୋଗୀଙ୍କୁ ଖୁବଶୀଘ୍ର ସରକାର ଉପହାର ଦେଇ ପାରନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବାକୁ ଥିବା ଡିଏ ଓ ପେନସନ୍ ଭୋଗୀଙ୍କୁ ମିଳିବାକୁ ଥିବା ଡିଆର ମାମଲାକୁ ନେଇ ସେଂଟ୍ରାଲ ଗଭରମେଣ୍ଟ ସର୍ଭିଶେଷ (ସଜିଏସ୍) କୁ ପ୍ରତିନିଧିତ୍ୱ କରୁଥିବା ନ୍ୟାସନାଲ କାଉଁଶିଲ ଅଫ୍ ଜେସିଏମ୍ ତରଫରୁContinue reading “ସପ୍ତମ ବେତନ କମିଶନ : ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ଭୋଗୀଙ୍କ ପାଇଁ ଖୁସିଖବର ! ଜୁନ ୨୬ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବସିବ ବୈଠକ”

ସାବଧାନ ହୋଇଯାଆନ୍ତୁ ହ୍ୱାଟ୍ସଆପ ବ୍ୟବହାରକାରୀ । ନଚେତ ହୋଇପାରେ ଆପଣଙ୍କ ଡାଟା ଲିକ । ଦେଖନ୍ତୁ କେମିିତି ଆପଣଙ୍କ ତଥ୍ୟ ଚୋରି ହେବାର ରହିଛି ବିପଦ ।

କନକ ବ୍ୟୁରୋ: ସାବଧାନ ହୋଇଯାଆନ୍ତୁ ହ୍ୱାଟ୍ସଆପ ବ୍ୟବହାରକାରୀ । ନଚେତ ହୋଇପାରେ ଆପଣଙ୍କ ଡାଟା ଲିକ । ଆଉ ଆପଣ ପଡିପାରନ୍ତି ଅସୁବିଧାରେ । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ, କିପରି ଗୋଟିଏ ପ୍ରଇଭେସି ଆପରୁ ଆମ ଡାଟା ଚୋରି ହେବ । କାରଣ ହ୍ୱାଟ୍ସଆପରେ ଏଣ୍ଟ ଟୁ ଏଣ୍ଟ ଏସକ୍ରିପସନ ରହିଛି ଯାହା ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷିତ ରଖିଥାଏ । ହେଲେ ଏହାପରେ ବି ଡାଟା ଚୋରି ହେବା ଏକ ଅଜବ କଥାContinue reading “ସାବଧାନ ହୋଇଯାଆନ୍ତୁ ହ୍ୱାଟ୍ସଆପ ବ୍ୟବହାରକାରୀ । ନଚେତ ହୋଇପାରେ ଆପଣଙ୍କ ଡାଟା ଲିକ । ଦେଖନ୍ତୁ କେମିିତି ଆପଣଙ୍କ ତଥ୍ୟ ଚୋରି ହେବାର ରହିଛି ବିପଦ ।”

ଧାନ ବିକ୍ରି ଅଚଳାବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସୁବର୍ଣ୍ଣପୁରର ଚାଷୀ । ୮ଦଫା ଦାବିରେ ସୋନପୁର-ସମ୍ବଲପୁର ରାଜପଥକୁ ୧୨ ଘଣ୍ଟିଆ ଅବରୋଧ ।

କନକ ବ୍ୟୁରୋ: ରବି ଧାନ ବିକ୍ରିର ଅଚଳାବସ୍ଥା ଦୂର କରିବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସୁବର୍ଣ୍ଣପୁରର ଚାଷୀ । ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଂଟିଆ ରାସ୍ତାରୋକ କରାଯାଇଛି । ଚାଷୀମାନେ ସୁବର୍ଣ୍ଣପୁର-ସମ୍ବଲପୁର ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଛି । ଜିଲ୍ଲା କୃଷକ ସଂଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ଚାଷୀମାନେContinue reading “ଧାନ ବିକ୍ରି ଅଚଳାବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସୁବର୍ଣ୍ଣପୁରର ଚାଷୀ । ୮ଦଫା ଦାବିରେ ସୋନପୁର-ସମ୍ବଲପୁର ରାଜପଥକୁ ୧୨ ଘଣ୍ଟିଆ ଅବରୋଧ ।”

ମୟୂରଭଞ୍ଜରୁ ଆସିଲା ଅସହାୟ ଗରିବଙ୍କୁ ଶୋଷଣର ଖବର । ମୃତ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୩ ହଜାର ଟଙ୍କାରେ ରାସନ କାର୍ଡ ବନ୍ଧାପକାଥିଲେ ସ୍ତ୍ରୀ ।

କନକ ବ୍ୟୁରୋ: ସ୍ୱାମୀ ଶୁଦ୍ଧିକ୍ରିୟା ପାଇଁ ରାସନ କାର୍ଡ ଆଧାର କାର୍ଡକୁ ବନ୍ଧା ପକାଇଲେ ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲଟି ୮ ନମ୍ବର ୱାର୍ଡରେ ଘଟିଛି ଏହି ଅଭାବନୀୟ ଘଟଣା । ଦୈନିକ ଖବର କାଗଜ ସମ୍ବାଦରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଘଟଣାକୁ ନିନ୍ଦା କରିବା ପରେ ରେବତୀ ବେହେରାଙ୍କୁ ରାସନ କାର୍ଡ ଓ ଆଧାର କାର୍ଡ ସଂପୃକ୍ତContinue reading “ମୟୂରଭଞ୍ଜରୁ ଆସିଲା ଅସହାୟ ଗରିବଙ୍କୁ ଶୋଷଣର ଖବର । ମୃତ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୩ ହଜାର ଟଙ୍କାରେ ରାସନ କାର୍ଡ ବନ୍ଧାପକାଥିଲେ ସ୍ତ୍ରୀ ।”

ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଘରେ ବସି ଆପଣ ପାଇପାରିବେ ନୂଆ ଏଟିଏମ୍ କାର୍ଡ । ଜାଣନ୍ତୁ, କେମିତି…

କନକ ବ୍ୟୁରୋ : ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ଘରେ ବସି ପାଇପାରିବେ ନୂଆ କାର୍ଡ । ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କିମ୍ବା ଚୋରି ହୋଇଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଣିକି ନୂଆ ଏଟିଏମ୍ କାର୍ଡ ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନି । ଆପଣ ଘରେ ବସି ଆପଣଙ୍କ ନୂଆ ଏଟିଏମ୍ କାର୍ଡ ପାଇପାରିବେ । କରୋନା ମହାମାରୀ ସମୟରେ ଅନେକ ବ୍ୟାଙ୍କContinue reading “ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଘରେ ବସି ଆପଣ ପାଇପାରିବେ ନୂଆ ଏଟିଏମ୍ କାର୍ଡ । ଜାଣନ୍ତୁ, କେମିତି…”

ମୋଦିଙ୍କ ପିଏମ୍ କିଷାନ ଯୋଜନାକୁ ମାତ ଦେବ ଦିଦିଙ୍କ କୃଷକ ବନ୍ଧୁ ଯୋଜନା । ରାଜ୍ୟର କୃଷକଙ୍କୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା ।

କନକ ବ୍ୟୁରୋ : ପଶ୍ଚିମବଙ୍ଗର କୃଷକମାନଙ୍କ ପାଇଁ ଭଲ ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟର କୃଷକ ମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   । ଦିଦି କୃଷକ ବନ୍ଧୁ ଯୋଜନା ମାଧ୍ୟମରେ ଏହି ଅର୍ଥ ରାଜ୍ୟର କୃଷକ ମାନଙ୍କୁ ପ୍ରଦାନ କରିବେ । ଗୁରୁବାର ଦିନ ରାଜ୍ୟ ସଚିବାଳୟ ନବାନ୍ନ ଠାରେ ମମତାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରସ୍ତାବ ଉପରେContinue reading “ମୋଦିଙ୍କ ପିଏମ୍ କିଷାନ ଯୋଜନାକୁ ମାତ ଦେବ ଦିଦିଙ୍କ କୃଷକ ବନ୍ଧୁ ଯୋଜନା । ରାଜ୍ୟର କୃଷକଙ୍କୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା ।”

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ : ୨୪ ଘଂଟା ମଧ୍ୟରେ ଆହୁରି ହେବ ଘନୀଭୂତ; ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି । ୨୪ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହେବ । ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତContinue reading “ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ : ୨୪ ଘଂଟା ମଧ୍ୟରେ ଆହୁରି ହେବ ଘନୀଭୂତ; ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ”

ମୁକୁଲ ରାୟଙ୍କ ଘରବାହୁଡାକୁ ନେଇ ତେଜିଲା ରାଜନୀତି । ଆଜି ମମତାଙ୍କୁ ଭେଟି ପାରନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ !

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଓ ତାଙ୍କ ପୁଅ ଶୁଭ୍ରାସୁଂ ରାୟ ଟିଏମସିରେ ଯୋଗଦେବା ନେଇ ଚାଲିଥିବା ଆଲୋଚନା ଭିତରେ ଆଜି ଦିନ ୨ ଟା ବେଳେ ମୁକୁଲ ରାୟ ପଶ୍ଚିମବଙ୍ଗ ତୃଣମୂଳ ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି । ଏହି ବୈଠକ ପରେ ମୁକୁଲ ଓ ତାଙ୍କ ପୁଅ ବିଜେପି ଛାଡି ଟିଏମସିରେ ଯୋଗଦେବା ନେଇ ନିଷ୍ପତ୍ତି ହୋଇପାରେ । କେବଳContinue reading “ମୁକୁଲ ରାୟଙ୍କ ଘରବାହୁଡାକୁ ନେଇ ତେଜିଲା ରାଜନୀତି । ଆଜି ମମତାଙ୍କୁ ଭେଟି ପାରନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ !”

Design a site like this with WordPress.com
Get started