କରୋନା ସଂକଟ ବେଳେ ବୈଜ୍ଞାନିକଙ୍କ ସୁନ୍ଦର ଉଦ୍ଭାବନ । କୋଲକତାର ଜଣେ ବୈଜ୍ଞାନିକ ପ୍ରସ୍ତୁତ କଲେ ପକେଟ ଭେଣ୍ଟିଲେଟର, ଓଜନ ମାତ୍ର ୨୫୦ ଗ୍ରାମ

କନକ ବ୍ୟୁରୋ : କରୋନା କାଳରେ ଯେତେବେଳେ ଦେଶରେ ଭେଣ୍ଟିଲେଟରକୁ ନେଇ ସଂକଟ ଦେଖାଦେଇଛି, ଠିକ୍ ସେତିକି ବେଳେ କୋଲକତାର ଜଣେ ବୈଜ୍ଞାନିକ ପକେଟ୍ ଭେଣ୍ଟିଲେଟର ପ୍ରସ୍ତୁତ କରି କରୋନା ସଂକ୍ରମିତଙ୍କ ପାଇଁ ଆଶ୍ୱସ୍ଥି ଆଣିଛନ୍ତି । ଡ. ରାମେନ୍ଦ୍ର ଲାଲ୍ ମୁଖାର୍ଜୀ ପେଶାରେ ଜଣେ ଇଂଜିନିୟର । ସେ ଲଗାତର ଭାବେ ଏଭଳି କିଛି ଆବିସ୍କାର କରିଥାନ୍ତି । ଏବେ ସେ ବ୍ୟାଟେରୀ ମାଧ୍ୟମରେ ଚାଲୁଥିବା ଏକ ଭେଣ୍ଟିଲେଟର ଆବିସ୍କାର କରିଛନ୍ତି । ଯାହାକି କରୋନାContinue reading “କରୋନା ସଂକଟ ବେଳେ ବୈଜ୍ଞାନିକଙ୍କ ସୁନ୍ଦର ଉଦ୍ଭାବନ । କୋଲକତାର ଜଣେ ବୈଜ୍ଞାନିକ ପ୍ରସ୍ତୁତ କଲେ ପକେଟ ଭେଣ୍ଟିଲେଟର, ଓଜନ ମାତ୍ର ୨୫୦ ଗ୍ରାମ”

ଦିଲ୍ଲୀରେ ଉତ୍ତରପ୍ରଦେଶ ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ; ଜେପି ନଡ୍ଡାଙ୍କ ସହ ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା

କନକ ବ୍ୟୁରୋ : ଦିଲ୍ଲୀକୁ ସିଫ୍ଟ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିବାକୁ ଦିଲ୍ଲୀ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠର ପ୍ରାୟ ଦେଢ ଘଂଟାଧରି ଚାଲିଥିଲା । ଏହାପରେ ଯୋଗୀ ବିଜେପି ସଭାପତି ଜେପି.ନଡ୍ଡାଙ୍କୁ ଭେଟିଛନ୍ତି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଜିତିନ ପ୍ରସାଦଙ୍କContinue reading “ଦିଲ୍ଲୀରେ ଉତ୍ତରପ୍ରଦେଶ ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ; ଜେପି ନଡ୍ଡାଙ୍କ ସହ ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା”

ଏନସିପି ନେତା ଶରଦ ପାୱାରଙ୍କ ଘରେ ପହଂଚିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ୨୦୨୪ ଲୋକସଭା ନିର୍ବାଚନକୁ ନେଇ ହୋଇପାରେ ଆଲୋଚନା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କୁ ବିଜୟୀ କରାଇବା ପରେ ନିର୍ବାଚନୀ ରଣନୀତି କାର୍ଯ୍ୟ ଛାଡିଦେବାକୁ ଘୋଷଣା କରିଥିବା ପ୍ରଶାନ୍ତ କିଶୋର ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ପହଂଚିଛନ୍ତି । ୨୦୨୪ ରେ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀଦଳ ନେତାମାନଙ୍କ ମଧ୍ୟରୁ କହାକୁ ଆଗକୁ ଅଣାଯିବ ତାହା ଉପରେ ଆଲୋଚନା ଚାଲିଛି । ଏହାରି ମଧ୍ୟରେ ପ୍ରଶାନ୍ତ କିଶୋର ଶରଦ ପାୱାରଙ୍କୁ ଭେଟିବା ରାଜନୀତି ମାହୋଲକୁ ସରଗରମ କରୁଛି । କିଛିଦିନ ଆଗରୁContinue reading “ଏନସିପି ନେତା ଶରଦ ପାୱାରଙ୍କ ଘରେ ପହଂଚିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ୨୦୨୪ ଲୋକସଭା ନିର୍ବାଚନକୁ ନେଇ ହୋଇପାରେ ଆଲୋଚନା”

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ମନୋଜ ‘ଦ ନନ୍ ଭେଜ ୱାର୍ଲ୍ଡ’ : ୩ କର୍ମଚାରୀ ଗିରଫ; ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଖୋଲିପାରିବନି ଦୋକାନ

କନକ ବ୍ୟୁରୋ : ସିଲ ହେଲା ମନୋଜ ‘ଦ ନନ ଭେଜ ୱାର୍ଲ୍ଡ’ । ପଟିଆ ସ୍ଥିତ ‘ଦ ନନ୍ ଭେଜ ୱାର୍ଲ୍ଡ’ ଦୋକାନ ଉଭୟ ଅନ ଲାଇନ୍ ଓ ଅଫଲାଇନରେ ବିକ୍ରି କରୁଥିଲା । ନୀୟମ ଉଲ୍ଲଘଂନ କରିବାରୁ ସିଲ କଲା ବିଏମସି । ବିଏମସି କର୍ତୃପକ୍ଷ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତିରେ ହେଲା ସିଲ । ନିୟମ ଉଲ୍ଲଘଂନ କରିଥିବା ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଅନିର୍ଦ୍ଧିଷ୍ଠ କାଳ ପାଇଁ ବିଏମସିContinue reading “କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ମନୋଜ ‘ଦ ନନ୍ ଭେଜ ୱାର୍ଲ୍ଡ’ : ୩ କର୍ମଚାରୀ ଗିରଫ; ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଖୋଲିପାରିବନି ଦୋକାନ”

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା : ୨୯୩୦ ଟଙ୍କା ବଢାଇବାକୁ କେନ୍ଦ୍ରକୁ କୃଷିମନ୍ତ୍ରୀଙ୍କ ଅନୁରୋଧ

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଓଡିଶା ସରକାର ଦାବି କରିଛନ୍ତି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଓଡିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଏମଏସପିକୁ ୨୯୩୦ ଟଙ୍କାରୁ ବୃଦ୍ଧି କରାଯାଉ । ଚଳିତମାସ ୯ ତାରିଖରେ କେନ୍ଦ୍ର ସରକାର ଖରିଫ ବିପଣନ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ଏମଏସପି ଘୋଷଣା କରିଛନ୍ତି । ସାଧାରଣ ମାନର ଧାନ ସହାୟକContinue reading “ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା : ୨୯୩୦ ଟଙ୍କା ବଢାଇବାକୁ କେନ୍ଦ୍ରକୁ କୃଷିମନ୍ତ୍ରୀଙ୍କ ଅନୁରୋଧ”

ବରଗଡ ଜିଲ୍ଲା ପଦମପୁରରେ କ୍ୟାଡର ମାଓବାଦୀ ମୃତ : ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ଓଡିଶା ପୁଲିସର ମିଳିତ ଅପରେସନ; ମାରଣାସ୍ତ୍ର ସହ ଏ.କେ-୪୭ ରାଇଫଲ ଜବତ

କନକ ବ୍ୟୁରୋ : ବରଗଡର ପଦମପୁରରେ ଏନକାଂଉଟର । ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଂଉଟର ହୋଇଛି । ପୋଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ଜବତ ହୋଇଛି ବୋଲି ଡିଜିପି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । from Kanak News via <a href="https://ifttt.com/?

ନିଜ ସତ୍ୟବାନ ପାଇଁ ୨୮ ବର୍ଷ ହେବ ଯମ ସହ ଲଢ଼େଇ କରୁଛନ୍ତି । ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସୁରକ୍ଷା କବଚ ।

କନକ ବ୍ୟୁରୋ: ଜୀବନ-ଯନ୍ତ୍ରଣା ଓ ତା ମଝିରେ ଯମ । ଦିନେ କି ମାସେ ନୁହେଁ ୨୮ ବର୍ଷ ହେବ ନିଜ ସିନ୍ଦୂରର ସୁରକ୍ଷା କବଚ ସାଜି ଯମ ସାମ୍ନାରେ ଛିଡ଼ା ହୋଇଛନ୍ତି ଆଧୁନିକ ଯୁଗର ସାବିତ୍ରୀ । ପୁରାଣଗାଥାର ସାବିତ୍ରୀଙ୍କ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ, ହେଲେ ଆଜି ଆମେ ଆପଣଙ୍କୁ ଏ ଯୁଗର ସାବିତ୍ରୀଙ୍କ ସାକ୍ଷାତ କରାଇବୁ ଯିଏ ନିଜ ଶଙ୍ଖା ସିନ୍ଦୂର ପାଇଁ ସେବା-ସମର୍ପଣ ଓ ଭଲପାଇବାର ଏକ ଭିନ୍ନ ଉଦାହରଣContinue reading “ନିଜ ସତ୍ୟବାନ ପାଇଁ ୨୮ ବର୍ଷ ହେବ ଯମ ସହ ଲଢ଼େଇ କରୁଛନ୍ତି । ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସୁରକ୍ଷା କବଚ ।”

ରାଜସ୍ଥାନରେ ଗେହଲଟ-ପାଇଲଟ ବିବାଦର ସମାଧାନ ପାଇଁ କଂଗ୍ରେସର ଉଦ୍ୟମ : ସଚିନ ପାଇଲଟଙ୍କୁ ଫୋନ କଲେ ପ୍ରିୟଙ୍କା ଗାନ୍ଧି

କନକ ବ୍ୟୁରୋ : ୟୁପିରେ କଂଗ୍ରେସର ବଡ ନେତା ଜିତିନ ପ୍ରସାଦ ବିଜେପିରେ ମିଶିବା ପରେ ରାଜସ୍ଥାନରେ କଂଗ୍ରେସ ସଙ୍କଟ ଘନେଇଛି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଉଦ୍ୟମ ଆରମ୍ଭ କରିଛନ୍ତି । ମିଳିଥିବା ଖବର ଅନୁସାରେ, ଗତକାଲି ସଚିନ ପାଇଲଟଙ୍କ ସହ ଆଲୋଚନା କରିଛନ୍ତି ପ୍ରିୟଙ୍କା ଗାନ୍ଧି । ଖୁବଶୀଘ୍ର ସଚିନ ପାଇଲଟ ଦିଲ୍ଲୀ ଆସୁଥିବା ନେଇ ବିContinue reading “ରାଜସ୍ଥାନରେ ଗେହଲଟ-ପାଇଲଟ ବିବାଦର ସମାଧାନ ପାଇଁ କଂଗ୍ରେସର ଉଦ୍ୟମ : ସଚିନ ପାଇଲଟଙ୍କୁ ଫୋନ କଲେ ପ୍ରିୟଙ୍କା ଗାନ୍ଧି”

ତୈଳଦର ବୃଦ୍ଧିର ପ୍ରତିବାଦ : ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ କଂଗ୍ରେସର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସର ପ୍ରତିବାଦ । ସାରା ରାଜ୍ୟରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୪ଘଂଟା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ତେଲ ଦର ନକମିଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ କଂଗ୍ରେସ ଚେତାବନୀ ଦେଇଛି । ରାଜଧାନୀରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେଇଛି କଂଗ୍ରେସ । from Kanak News viaContinue reading “ତୈଳଦର ବୃଦ୍ଧିର ପ୍ରତିବାଦ : ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ କଂଗ୍ରେସର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ”

ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ତଳେ : ଦିନକରେ ୯୧,୭୦୨ ନୂଆ ଆକ୍ରାନ୍ତ , ୩,୪୦୩ ମୃତ

କନକ ବ୍ୟୁରୋ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୧,୭୦୨ ନୂତନ ସଂକ୍ରମଣ ଓ ୩,୪୦୩ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୨,୭୪,୮୨୩ ଓ ମୃତ୍ୟୁସଂଖ୍ୟା ୩,୬୩,୦୭୧ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୭,୯୦,୦୭୩ ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧,୨୧,୬୭୧Continue reading “ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ତଳେ : ଦିନକରେ ୯୧,୭୦୨ ନୂଆ ଆକ୍ରାନ୍ତ , ୩,୪୦୩ ମୃତ”

Design a site like this with WordPress.com
Get started