କନକ ବ୍ୟୁରୋ : ପ୍ରାକ୍ ମୌସୁମୀ ବର୍ଷାରେ ମଣ୍ଡିରେ ଭିଜିଲା ଧାନ । କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ସବୁ ପଡ଼ି ରହିଥିବା ବେଳେ ଗତକାଲିର ଲଗାଣ ବର୍ଷା ଧାନକୁ ଓଦା କରିଦେଇଛି । ତେବେ ବର୍ଷା ଭିଜା ଧାନର ଗୁଣବତା ନଷ୍ଟ ହେବା ସହ ମିଲରଙ୍କ କଟନି ଛଟନିର ଶିକାର ହୋଇପାନ୍ତି ଚାଷୀ । ଯାହାକୁContinue reading “ପ୍ରାକ ମୌସୁମୀ ବର୍ଷାରେ ମଣ୍ଡିରେ ଭିଜିଲା ଧାନ : ସାମ୍ନାକୁ ଆସିଲା କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ମଣ୍ଡିର ଅବ୍ୟବସ୍ଥା”
Author Archives: Raghaba
ରାଜ୍ୟରେ ଖସୁଛି ସଂକ୍ରମଣ, କମୁନି ମୃତ୍ୟୁ : ୨୪ ଘଂଟାରେ ୫୨୩୫ ସଂକ୍ରମଣ, ଚିନ୍ତା ବଢାଉଛନ୍ତି ଖୋର୍ଦ୍ଧା, କଟକ, ବାଲେଶ୍ୱର; ପଜିଟିଭିଟି ହାର ହେଲା ୭.୯୭, ୪୩ ମୃତ
କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଂଟା ଭିତରେ ୫୨୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୨ହଜାର ୯୫୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୨୭୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭, ପୁରୀରୁ ୨୩୪, କେନ୍ଦ୍ରାପଡ଼ାରୁ ୨୩୭, ମୟୁରଭଂଜରୁ ୨୮୫, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦ ଜଣ ନୂଆ ଅକ୍ରାନ୍ତContinue reading “ରାଜ୍ୟରେ ଖସୁଛି ସଂକ୍ରମଣ, କମୁନି ମୃତ୍ୟୁ : ୨୪ ଘଂଟାରେ ୫୨୩୫ ସଂକ୍ରମଣ, ଚିନ୍ତା ବଢାଉଛନ୍ତି ଖୋର୍ଦ୍ଧା, କଟକ, ବାଲେଶ୍ୱର; ପଜିଟିଭିଟି ହାର ହେଲା ୭.୯୭, ୪୩ ମୃତ”
ଟିକାକରଣ ନେଇ ବାବା ରାମଦେବଙ୍କ ବଦଳିଲା ମନ : ଏବେ ନେବେ କରୋନା ଟିକା; ଡାକ୍ତରଙ୍କୁ କହିଲେ ଦେବଦୂତ
କନକ ବ୍ୟୁରୋ : ଏଲୋପାଥି- ଆୟୁର୍ବେଦର ଯୁଦ୍ଧ ମଧରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । । ଟିକାକରଣ ନେଇ ବାବା ରାମଦେବ ନିଜ ମନ ପରିବର୍ତନ କରିଛନ୍ତି । ଗତକାଲି ଏହି ବୟାନରୁ ୟୁ-ଟର୍ଣ୍ଣ ନେଇ ସେ କହିଛନ୍ତି, ଟିକା ନେବା ପାଇଁ ସେ ଏବେ ପ୍ରସ୍ତୁତ ଅଛନ୍ତି । ଏହା ସହ ଡାକ୍ତରଙ୍କୁ ଦେବଦୂତଙ୍କ ସହ ତୁଳନା କରିଛନ୍ତି ରାମଦେବ । ପୂର୍ବରୁ ସେ କହଥିଲେ, ଆୟୁର୍ବେର୍ଦର ସେବନ ସହ ଯୋଗ କରୁଥିବାରୁContinue reading “ଟିକାକରଣ ନେଇ ବାବା ରାମଦେବଙ୍କ ବଦଳିଲା ମନ : ଏବେ ନେବେ କରୋନା ଟିକା; ଡାକ୍ତରଙ୍କୁ କହିଲେ ଦେବଦୂତ”
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ : ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ମୃତ୍ୟୁ; ଖାଲିପଡିଥିବା ଜମିରେ ଜୈବିକ ଚାଷ କରି ଆଣିଥିଲେ ପରିବର୍ତ୍ତନ
କନକ ବ୍ୟୁରୋ : ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ । ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ପରିବର୍ତନ ଆଣିଥିଲେ ରାଧାମୋହନ । ପୂର୍ବରୁ ଓଡ଼ିଶାର ସୁଚନା କମିଶନର ଥିଲେ ରାଧାମୋହନ । ରାଧାମୋହନ ପୁରୀ ଏସସିଏସ କଲେଜରେ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ସେContinue reading “ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ : ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ମୃତ୍ୟୁ; ଖାଲିପଡିଥିବା ଜମିରେ ଜୈବିକ ଚାଷ କରି ଆଣିଥିଲେ ପରିବର୍ତ୍ତନ”
ରାଜ୍ୟର ଗୌରବ ବଢାଇଲେ ଢେଙ୍କାନାଳର ଝିଅ ଲିନାଶ୍ରୀ, ମେଘାଳୟ ପାହାଡରୁ ଠାବ କଲେ ଡାଇନୋସରର ସତ୍ତା ।
କନକ ବ୍ୟୁରୋ : ରାଜ୍ୟର ଗୌରବ ବଢାଇଛନ୍ତି ଢେଙ୍କାନାଳ ଝିଅ ଡକ୍ଟର ଲିନାଶ୍ରୀ ଦଳବେହେରା। ତିନି ଜଣ ମହିଳା ଭୂ-ତତ୍ତ୍ୱ ବିଜ୍ଞାନୀଙ୍କ ସହ ମିଶି କେବଳ ଭାରତର ଉତ୍ତର ପୂର୍ବ ରାଜ୍ୟ ମେଘାଳୟ ପାହାଡ଼ରୁ ଡାଇନୋସରମାନଙ୍କର ଜୀବାସ୍ମ ହାଡ଼ ଠାବ କରି ନାହାନ୍ତି, ବରଂ ଶହେ ମିଲିୟନ ବର୍ଷ ତଳେ ଏ ବିରାଟକାୟ ପ୍ରାଣୀ ଯେ ମେଘାଳୟରେ ରହୁଥିଲା ତାହା ମଧ୍ୟ ପ୍ରମାଣିତ କରିଛନ୍ତି। ଲିନାଶ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ୱାର୍ଡ ନମ୍ବର ୫Continue reading “ରାଜ୍ୟର ଗୌରବ ବଢାଇଲେ ଢେଙ୍କାନାଳର ଝିଅ ଲିନାଶ୍ରୀ, ମେଘାଳୟ ପାହାଡରୁ ଠାବ କଲେ ଡାଇନୋସରର ସତ୍ତା ।”
ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ : ଆଜି ବସିବ ଦ୍ବିତୀୟ ବୈଠକ; ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ବିକଳ୍ପ ପ୍ରସ୍ତାବ
କନକ ବ୍ୟୁରୋ : ଯୁକ୍ତ୨ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ ଲାଗି ଗଠିତ ବିଶେଷଜ୍ଞ କମିଟିର ଦ୍ବିତୀୟ ବୈଠକ ଆଜି ଅନୁଷ୍ଠିତ ହେବ । ପ୍ରଥମ ବୈଠକ ପରେ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିଭିନ୍ନ ମହଲରୁ ମତାମତ ସଂଗ୍ରହ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍ଙ୍କ ତାଲିକା ପ୍ରସ୍ତୁତ କରାଯାଇ ମତାମତ ସଂଗ୍ରହ ହୋଇଛି। ଥିଓରି ମାର୍କିଂ ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ପର୍କରେ ବିଚାରବିମର୍ଶ କରାଯାଇଛି । ଡିଗ୍ରି ଓContinue reading “ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ : ଆଜି ବସିବ ଦ୍ବିତୀୟ ବୈଠକ; ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ବିକଳ୍ପ ପ୍ରସ୍ତାବ”
ଅନଲାଇନରୁ ଆସିଲା କନସେନଟ୍ରେଟର, ରୋଗୀଙ୍କ ଘରେ ଲାଗିଲା : ବ୍ରହ୍ମପୁରରେ ମହାନଗର ନିଗମ ଲଗାଗଲା ଅକ୍ସିଜେନ୍ କନସେନଟ୍ରେଟର
କନକ ବ୍ୟୁରୋ : ବ୍ରହ୍ମପୁରରେ ଜଣେ ରୋଗୀଙ୍କ ଘରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲଗାଯାଇଛି ଅକ୍ସିଜେନ୍ କନସେନଟ୍ରେଟର । ଅନଲାଇନରେ ବୁକିଂ କଲା ପରେ ଏହି ସେବା ଯୋଗାଇ ଦିଆଯାଇଛି । ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀ, ଯେଉଁମାନେ ଅକ୍ସିଜେନ୍ ନେବାର ଆବଶ୍ୟକତା ରହିଛି, ସେମାନଙ୍କ ଘରେ ଅକ୍ସିଜେନ୍ କନସେନଟ୍ରେଟର ଲଗାଇବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମହାନଗର ନିଗମରେ ଏହି ସୁବିଧା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି ।Continue reading “ଅନଲାଇନରୁ ଆସିଲା କନସେନଟ୍ରେଟର, ରୋଗୀଙ୍କ ଘରେ ଲାଗିଲା : ବ୍ରହ୍ମପୁରରେ ମହାନଗର ନିଗମ ଲଗାଗଲା ଅକ୍ସିଜେନ୍ କନସେନଟ୍ରେଟର”
ଓଡ଼ିଶାର ଏମିତି ଏକ ଗାଁ । ଯେଉଁଠି ଏଯାଏଁ ପଶିପାରିନି କରୋନା, ପ୍ରକୃତି କୋଳରେ ସୁରକ୍ଷିତ ପୂରା ଗାଁ ।
କନକ ବୁରୋ : ଦୁଇବର୍ଷ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଆଦିବାସୀବହୁଳ କସିବଣି ଗାଁ’କୁ ଆଜି ପର୍ଯ୍ୟନ୍ତ ଛୁଇଁପାରିନି ମହାମାରୀ। ଆଶ୍ଚର୍ଯ୍ୟ ମନେ ହେଉଥିଲେ ମଧ୍ୟ ଏହା ସତ୍ୟ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ କୁଆମରା ପଞ୍ଚାୟତରେ ରହିଛି ଏହି ଗାଁ। ଲୋକସଂଖ୍ୟା ପାଖାପାଖି ଶହେ। ନାଲୁହା ନଦୀର ଉପରମୁଣ୍ଡରେ ଅବସ୍ଥିତ ଏହି ଗାଁ ସହରୀ ଚାକଚକ୍ୟ ସଭ୍ୟତାରୁ ବହୁ ଦୂରରେ। ବିଡ଼ମ୍ବନା ହେଉଛି, ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟContinue reading “ଓଡ଼ିଶାର ଏମିତି ଏକ ଗାଁ । ଯେଉଁଠି ଏଯାଏଁ ପଶିପାରିନି କରୋନା, ପ୍ରକୃତି କୋଳରେ ସୁରକ୍ଷିତ ପୂରା ଗାଁ ।”
ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ମଧ୍ୟରେ ଦିଲ୍ଲୀ ପହଂଚିଲେ ଯୋଗୀ ଆଦିତ୍ୟ ନାଥ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି
କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜନୀତି ଏବେ ଚଳଚଂଚଳ ହୋଇ ପଡ଼ିଛି । କଂଗ୍ରେସର ଟାଣୁଆ ନେତା ଜିତିନ ପ୍ରସାଦ ବିଜେପିରେ ମିଶିବା ପରେ ଏହି ରାଜନୈତିକ ଉଷ୍ମତା ଆହୁରି ବଢ଼ିଯାଇଛି । ଏହି ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥି ଦୁଇ ଦିନିଆ ଗସ୍ତରେ ଦିଲ୍ଲୀରେ ପହଂଚିଛନ୍ତି । ଯୋଗୀ, ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବିଜେପି ଅଧ୍ୟକ୍ଷ ଜେପିContinue reading “ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ମଧ୍ୟରେ ଦିଲ୍ଲୀ ପହଂଚିଲେ ଯୋଗୀ ଆଦିତ୍ୟ ନାଥ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି”
ଆଜି ଲଘୁଚାପ : ୧୪ ଯାଏ ପ୍ରବଳ ବର୍ଷା; ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଓଡ଼ିଶାକୁ ମୌସୁମୀ ପ୍ରବେଶ ନେଇ ପାଣିପାଗ ବିଭାଗର ଆକଳନ ଏଥର ଶତପ୍ରତିଶତ ଠିକ୍ ହୋଇଛି। ଜୁନ୍ ୧୦ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହା ପ୍ରଭାବରେ ଆଜି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ବର୍ଷା ହୋଇଛି। ସେହିପରି ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିContinue reading “ଆଜି ଲଘୁଚାପ : ୧୪ ଯାଏ ପ୍ରବଳ ବର୍ଷା; ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି”