କନକ ବ୍ୟୁରୋ : ଆମେରିକାରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆ ତଥା ଆମେରିକା ଓଡ଼ିଆ ସାମାଜ ପକ୍ଷରୁ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁଙ୍କ ସମେତ ଏକାଧିକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଅନଲାଇନ ମାଧ୍ୟମରେ ହୋଇଥିବା ଏହି ଆଧ୍ୟାତ୍ମିକ ସମ୍ମିଳନୀ ଦୁଇ ଦିନ ଧରି ଚାଲିଥିଲା । ପ୍ରଥମ ଦିନରେ ତିନି ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ତିନିଟି ପ୍ରସଙ୍ଗ ଉପରେContinue reading “ଆମେରିକାରେ ଅବସ୍ଥାପିତ ପ୍ରବାସୀଙ୍କ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ । ଅନଲାଇନ୍ ମାଧ୍ୟମରେ ଦୁଇ ଦିନ ଧରି ଚାଲିଥିଲା ଆଧ୍ୟାତ୍ମିକ ସମ୍ମିଳନୀ”
Author Archives: Raghaba
ପଶ୍ଚିମବଙ୍ଗରେ ଜାରି ରହିବ ‘ଖେଲା ହବେ’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମରେ ଘୋଷଣା କଲେ ଯୋଜନା
କନକ ବ୍ୟୁରୋ : ‘ଖେଲା ହବେ’, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ଡାଇଲଗ ବେସ ଲୋକପ୍ରିୟ ହୋଇଥିଲା । ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଶାସକ ଓ ବିରୋଧୀ ନେତାଙ୍କ ଭାଷଣରେ ନିଶ୍ଚିନ୍ତ ଭାବେ ସ୍ଥାନ ପାଉଥିଲା ଏହି ଡାଇଲଗ । ଦିଦିଙ୍କ ଖେଲା ହବେ ଓ ମୋଦିଙ୍କ ଖେଲ ଖତମ୍ ଡାଇଲଗ ପଶ୍ଚିମବଙ୍ଗ ଭୋଟର ମାନଙ୍କ ପାଖରେ ବେସ ମାନିଆ ପାଲଟି ଯାଇଥିଲାContinue reading “ପଶ୍ଚିମବଙ୍ଗରେ ଜାରି ରହିବ ‘ଖେଲା ହବେ’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମରେ ଘୋଷଣା କଲେ ଯୋଜନା”
ପଦାରେ ପଡ଼ିଲା କୋଭିଡ୍ ମୃତ୍ୟୁର ସତ : କୋର୍ଟଙ୍କ ହସ୍ତକ୍ଷେପ ପରେ ସତ ମାନିଲା ବିହାର, ତାଲିକାରେ ଯୋଡ଼ା ହେଲା ଆଉ ୩୯୫୧
କନକ ବ୍ୟୁରୋ : ସାମ୍ନାକୁ ଆସୁଛି କୋଭିଡ୍ ମୃତ୍ୟୁର ସତ । କରୋନା ମୃତ୍ୟୁକୁ ନେଇ ସମସ୍ତଙ୍କ ସନ୍ଦେହ ଭିତରେ ଆଜି ବିହାର ଦୀର୍ଘ ଦିନ ହେଲା ଲୁଚେଇ ଆସୁଥିବା ମୃତ୍ୟୁର ତଥ୍ୟ ସାମ୍ନାକୁ ଆସିଛି । ଫଳରେ ଗୋଟିଏ ଦିନରେ ଭାରତରେ କରୋନ ମୃତ୍ୟୁ ସଂଖ୍ୟା ୬ ହଜାର ଟପିଯାଇଛି । ଯାହା ସର୍ବକାଳୀନ ରେକର୍ଡ । କୋର୍ଟ ତାଗିଦ୍ ପରେ ବିହାର ସରକାର କରୋନା ମୃତ୍ୟୁରେ ସଂଶୋଧନ କରିଛନ୍ତି । ଯାହା ଫଳରେ ଗଣନାContinue reading “ପଦାରେ ପଡ଼ିଲା କୋଭିଡ୍ ମୃତ୍ୟୁର ସତ : କୋର୍ଟଙ୍କ ହସ୍ତକ୍ଷେପ ପରେ ସତ ମାନିଲା ବିହାର, ତାଲିକାରେ ଯୋଡ଼ା ହେଲା ଆଉ ୩୯୫୧”
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାୟର ନୂଆ ଗାଇଡ ଲାଇନ । ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଦିଆଯିବ ନାହିଁ ରେମଡେସିଭିର ଇଂଜେକ୍ସନ । ୫ ବର୍ଷରୁ କମ୍ ପିଲାଙ୍କୁ ମାସ୍କ ଲଗାଇବାକୁ ବାରଣ
କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ଡିଜିଏଚଏସ କରୋନା ସଂକ୍ରମିତ ଚିକିତ୍ସା ଓ ସାବଧାନତାରେ ପିଲାଙ୍କ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନରେ କରୋନା ସଂକ୍ରମଣରେ ଶିକାର ହୋଇଥିବା ୧୮ ବର୍ଷ ବୟସ ତଳକୁ ପିଲାମାନଙ୍କୁ ରେମଡେସିଭିର ଇଂଜେକ୍ସନ ଲଗାଇବାକୁ ବାରଣ କରାଯାଇଥିବା ବେଳେ ୫ ବର୍ଷ ବୟସ ତଳକୁ ପିଲାମାନଙ୍କୁ ମାସ୍କ ନ ପିନ୍ଧାଇବାକୁ ବାରଣ କରାଯାଇଛି । As per the DirectorateContinue reading “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାୟର ନୂଆ ଗାଇଡ ଲାଇନ । ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଦିଆଯିବ ନାହିଁ ରେମଡେସିଭିର ଇଂଜେକ୍ସନ । ୫ ବର୍ଷରୁ କମ୍ ପିଲାଙ୍କୁ ମାସ୍କ ଲଗାଇବାକୁ ବାରଣ”
ମୁମ୍ବାଇରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ଭାଙ୍ଗିଲା କୋଠା । ୧୧ ଜଣଙ୍କ ମୃତ୍ୟୁ, ୧୮ ରୁ ଅଧିକ ଗୁରୁତର ।
କନକ ବ୍ୟୁରୋ : ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଗତକାଲି ରାତିରେ ବର୍ଷା କାରଣରୁ ବଡ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ପିଲା ରହିଛନ୍ତି । କହିରଖୁ କି ଗତକାଲି ରାତିରେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଥିବା କଲେକ୍ଟରContinue reading “ମୁମ୍ବାଇରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ଭାଙ୍ଗିଲା କୋଠା । ୧୧ ଜଣଙ୍କ ମୃତ୍ୟୁ, ୧୮ ରୁ ଅଧିକ ଗୁରୁତର ।”
ୟୁ-ଟ୍ୟୁବ୍ରେ ପଢ଼ିବେ ପିଲା : ୧୭ ସୁଦ୍ଧା କ୍ଲାସରୁମ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ; ୧୩ ଜିଲ୍ଲା ସାମିଲ
କନକ ବ୍ୟୁରୋ : କରୋନା ଯୋଗୁଁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ଶିକ୍ଷା ଆଦୌ ହୋଇପାରି ନାହିଁ। ଯେତେବେଳେ କି ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା। ଅନ୍ଲାଇନ୍ ଯଥା ଟିଭି, ରେଡ଼ିଓ, ଇଣ୍ଟରନେଟ୍, ହ୍ବାଟସପ୍ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଇଥିଲେ ମଧ୍ୟ ତାହା ୫୦% ବି ସଫଳ ହୋଇ ନାହିଁ । ୨୦୨୦-୨୧ ଶିକ୍ଷାବର୍ଷରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୫Continue reading “ୟୁ-ଟ୍ୟୁବ୍ରେ ପଢ଼ିବେ ପିଲା : ୧୭ ସୁଦ୍ଧା କ୍ଲାସରୁମ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ; ୧୩ ଜିଲ୍ଲା ସାମିଲ”
୩୫ ବର୍ଷ ପୂର୍ବେ ବିଦେଶରେ ଭାରତ ରଚିଥିଲା ଇତିହାସ । ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ହାସଲ କରଥିଲା ପ୍ରଥମ ବିଜୟ
କନକ ବ୍ୟୁରୋ: କ୍ରିକେଟ ଇତିହାସ କଥା ଯେତେବେଳେ ସାମ୍ନାକୁ ଆସେ, ସେତେବେଳେ ଟିମ ଇଣ୍ଡିଆର ଅନେକ ରେକର୍ଡ କଥା ମନେପଡିଥାଏ । କିଭଳି ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଥିଲା । ଆଉ ଏବେ ସେହି ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ରାଜ କରୁଛି । ବିଶ୍ୱର ୧ ନମ୍ବର ଟେଷ୍ଟ ଟିମ ଭାବେ ଛିଡା ହୋଇଛି । ଆଉ ଆଜି ଆମେ ଆଲୋଚନା କରିବା ସେମିତି ଏକ ରେକର୍ଡContinue reading “୩୫ ବର୍ଷ ପୂର୍ବେ ବିଦେଶରେ ଭାରତ ରଚିଥିଲା ଇତିହାସ । ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ହାସଲ କରଥିଲା ପ୍ରଥମ ବିଜୟ “
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାର ଆକଳନ କରାଯାଇଛି । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆଜି ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତିContinue reading “ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା”
କିଏ କହୁଛି ସତ ? ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ : ସିଡିଏମଓଙ୍କ ରିପୋର୍ଟରେ ୯୬ ମୃତ, ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ୯ ମୃତ
କନକ ବ୍ୟୁରୋ : କିଏ କହୁଛି ସତ । କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦେଉଥିବା ତଥ୍ୟ ଏବଂ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଭିତରେ ରହୁନି ତାଳମେଳ । ଏଭଳି ଏକ ଚାଂଚଲ୍ୟ ଖବର ଆସିଛି ନୟାଗଡ଼ ଜିଲ୍ଲାରୁ । ରାଜ୍ୟ ସରକାର ଦେଇଥିବା ସଂଖ୍ୟାଠାରୁ ୧୦ ଗୁଣ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସ୍ବାମୀଙ୍କୁ ହରାଇଥିବାContinue reading “କିଏ କହୁଛି ସତ ? ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ : ସିଡିଏମଓଙ୍କ ରିପୋର୍ଟରେ ୯୬ ମୃତ, ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ୯ ମୃତ”
ସୁଧୁରୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା : ଚେନ୍ନାଇ ହସ୍ପିଟାଲର ସୂଚନା, ସଚେତ ଅଛନ୍ତି ଅମ୍ରିତ; ଇସାରାରେ ଦେଉଛନ୍ତି ସୂଚନା
କନକ ବ୍ୟୁରୋ : ସୁଧୁରୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତିି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ ଚିକିତ୍ସା । ଏବେ ତାଙ୍କ ମାଂସପେଶୀରେ ସାମାନ୍ୟ ଶକ୍ତି ଅନୁଭବ କରୁଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ଅମ୍ରିତଙ୍କ ଠାରେ ଏବେବି ସଂକ୍ରମଣ ରହିଛି । ବଡ଼ କଥା ହେଉଛି ଅମ୍ରିତContinue reading “ସୁଧୁରୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା : ଚେନ୍ନାଇ ହସ୍ପିଟାଲର ସୂଚନା, ସଚେତ ଅଛନ୍ତି ଅମ୍ରିତ; ଇସାରାରେ ଦେଉଛନ୍ତି ସୂଚନା”