କନକ ବ୍ୟୁରୋ : ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ୬୧୪୮ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବିହାରର ପୁରୁଣା ତଥ୍ୟ ଯୋଡା ଯାଇ ଥିବାରୁ ଅଚାନକ ଗୋଟେ ଦିନରେ ୬ ହଜାର ଟପିଯାଇଛି ମୃତ୍ୟୁ ସଂଖ୍ୟା । ସେହିପରି ଗତ ୨୪ ଘଂଟାରେ ୯୪ ହଜାର ୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୫୧ ହଜାର ୩୬୭ଜଣ । ଦେଶରContinue reading “ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ : ଗୋଟେ ଦିନରେ ସର୍ବାଧିକ ୬୧୪୮ଜଣଙ୍କ ମୃତ୍ୟୁ”
Author Archives: Raghaba
ଆଜି ସାବିତ୍ରୀ ବ୍ରତ : ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖିଛନ୍ତି ସଧବା ମହିଳା; ମନ୍ଦିର ବନ୍ଦ ଥିବାରୁ ଘରେ ଘରେ ଚାଲିଛି ପୂଜାର୍ଚ୍ଚନା
କନକ ବ୍ୟୁରୋ : ସାବିତ୍ରୀ ଓଷାକୁ ନେଇ ସଧବା ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଥିବା ବେଳେ କରୋନା ଯୋଗୁଁ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଛି । ଯାଜପୁର ଅଧିଷ୍ଟ୍ରାତ୍ରୀ ଦେବୀ ମା ବିରଜାଙ୍କ ପିଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ସେହିପରି ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିରରେ ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଯାହା ଫଳରେ ସଧବା ମହିଳାମାନେ ମନ୍ଦିର ନଯାଇContinue reading “ଆଜି ସାବିତ୍ରୀ ବ୍ରତ : ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖିଛନ୍ତି ସଧବା ମହିଳା; ମନ୍ଦିର ବନ୍ଦ ଥିବାରୁ ଘରେ ଘରେ ଚାଲିଛି ପୂଜାର୍ଚ୍ଚନା”
ରାଜ୍ୟରେ ସାମାନ୍ୟ ତଳ ଉପର ହେଉଛି କରୋନା ଗ୍ରାଫ : ଗତ ୨୪ ଘଂଟାରେ ୬୦୯୭ ନୂଆ ଆକ୍ରାନ୍ତ, ୪୪ ମୃତ; ପଜିଟିଭ ହାର ୮.୭୫%
କନକ ବ୍ୟୁରୋ : ରାଜ୍ୟରେ ସାମାନ୍ୟ ତଳ ଉପର ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ୬ ହଜାର ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ସଂଗରୋଧରୁ ୩ ହଜାର ୪୪୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨ ହଜାର ୬୫୧ଜଣ । କିଛି ଦିନ ବ୍ୟବଧ୍ୟାନ ପରେ ପୁଣି ଖୋର୍ଦ୍ଧା ଜିଲ୍ଲାରେ ହଜାରେ ଟପିଲା ସଂକ୍ରମଣ ସଂଖ୍ୟା । ଆଜି ଖୋର୍ଦ୍ଧାରୁ ୧ହଜାର ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେContinue reading “ରାଜ୍ୟରେ ସାମାନ୍ୟ ତଳ ଉପର ହେଉଛି କରୋନା ଗ୍ରାଫ : ଗତ ୨୪ ଘଂଟାରେ ୬୦୯୭ ନୂଆ ଆକ୍ରାନ୍ତ, ୪୪ ମୃତ; ପଜିଟିଭ ହାର ୮.୭୫%”
ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା : ଶ୍ରେଷ୍ଠ ହଜାରେ ଅନୁଷ୍ଠାନ ମଧ୍ୟରେ ଓଡିଶାର ୨ଟି ବିଶ୍ୱବିଦ୍ୟାଳୟ
କନକ ବ୍ୟୁରୋ : ମର୍ଯ୍ୟାଦା ସମ୍ପନ୍ନ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ବ୍ୟବସ୍ଥା କ୍ୱାକ୍-କୁରେଲି ସାଇମଣ୍ଡସର ତାଲିକା ପ୍ରକାଶ ପାଇଛି । ଶ୍ରେଷ୍ଠ ଦୁଇ ଶହ ଭିତରେ ଏଥର ଭାରତର ତିନୋଟି ଅନୁଷ୍ଠାନ ସ୍ଥାନ ପାଇଛି । ଏବଂ ଶ୍ରେଷ୍ଠ ହଜାରେ ଅନୁଷ୍ଠାନ ଭିତରେ ପ୍ରଥମ ଥର ପାଇଁ ଓଡିଶାର ଦୁଇଟି ଅନୁଷ୍ଠାନ, ଆଇଆଇଟି ଭୁବନେଶ୍ୱର ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ତେବେ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଆଲିଗଡ ମୁସଲିମ ୟୁନିଭର୍ସିଟି ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟିContinue reading “ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା : ଶ୍ରେଷ୍ଠ ହଜାରେ ଅନୁଷ୍ଠାନ ମଧ୍ୟରେ ଓଡିଶାର ୨ଟି ବିଶ୍ୱବିଦ୍ୟାଳୟ”
ଚାରି ଲେନ ବିଶିଷ୍ଟ ହେବ ‘ବିଜୁ ଏକ୍ସପ୍ରେସ ୱେ’ : କଳାହାଣ୍ଡିରୁ ନୂଆପଡା ଯାଏଁ ୧୭୪ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୪୪୮ କୋଟି
କନକ ବ୍ୟୁରୋ : କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଶିଳ୍ପାୟନ କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାର ଯୋଜନା କରିଛନ୍ତି। ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ୨ ଲେନ୍ ବିଶିଷ୍ଟ ନିର୍ମାଣାଧୀନ ୧୭୪.୫ କିଲୋମିଟର ଦୀର୍ଘ ‘ବିଜୁ ଏକ୍ସପ୍ରେସ୍ ୱେ’କୁ ୪ ଲେନ୍ ବିଶିଷ୍ଟ କରାଯିବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ପୂର୍ତ୍ତ ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଇଡ୍କଲ୍କୁ ଶିଳ୍ପ ବିଭାଗରୁ କାଢ଼ି ଇସ୍ପାତContinue reading “ଚାରି ଲେନ ବିଶିଷ୍ଟ ହେବ ‘ବିଜୁ ଏକ୍ସପ୍ରେସ ୱେ’ : କଳାହାଣ୍ଡିରୁ ନୂଆପଡା ଯାଏଁ ୧୭୪ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୪୪୮ କୋଟି”
ମହାରାଷ୍ଟ୍ର ଛୁଇଁଲା ମୌସୁମି : ପାଣିରେ ଭାସିଲା ଥାନେ, ମୁମ୍ବାଇ ସମେତ ଏକାଧିକ ସହର; ରାସ୍ତା ଓ ରେଳ ଧାରଣା ଉପରେ ଜମିଲା ଆଣ୍ଠୁଏ ଉଚ୍ଚପାଣି
କନକ ବ୍ୟୁରୋ : ମହାରାଷ୍ଟ୍ରରେ ମୌସୁମୀ ପହଁଚିବା ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛିି । ମହାରାଷ୍ଟ୍ରରେ ଗତ କିଛି ଘଂଟାରେ ଏକାଧିକ ସହର ଉବୁଟୁବୁ ହୋଇଛି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ । ମୁମ୍ୱାଇର ତଳିଆ ଅଂଚଳରେ ବର୍ଷା ପାଣି ଜମିବାରୁ ଲାକେ ଜଳବନ୍ଦୀ ହୋଇପଡିଛନ୍ତି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛିContinue reading “ମହାରାଷ୍ଟ୍ର ଛୁଇଁଲା ମୌସୁମି : ପାଣିରେ ଭାସିଲା ଥାନେ, ମୁମ୍ବାଇ ସମେତ ଏକାଧିକ ସହର; ରାସ୍ତା ଓ ରେଳ ଧାରଣା ଉପରେ ଜମିଲା ଆଣ୍ଠୁଏ ଉଚ୍ଚପାଣି”
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଜି : ଭାରତରେ ହେବନି ଦୃଶ୍ୟମାନ, ଲାଗିବ ନାହିଁ ଅଶୁଦ୍ଧି କାଳ; ଧାର୍ମିକ ଆୟୋଜନରେ ନାହିଁ କୌଣସି ବାଧା
କନକ ବ୍ୟୁରୋ : ଚଳିତ ବର୍ଷର ଆଜି ପ୍ରଥମ ସୂର୍ଯ୍ୟପରାଗ । ୨୦୨୧ର ଏହି ସୂର୍ଯ୍ୟଗ୍ରହଣ ସମୟରେ ଦେଶର କେତେକ ସ୍ଥାନରେ ବଳାୟକାର ଭାବେ ଦୃଶ୍ୟମାନ ହେବ । ଯାହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଇଥାଏ । ବଳାୟକାର ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟର ୯୯ ପ୍ରତିଶତ ଅଂଶକୁ ଢାଙ୍କି ଦେଇଥାଏ ଓ ସୂର୍ଯ୍ୟର ବାହାର ଅଂଶ ଦୃଶ୍ୟମାନ ହୋଇଥାଏ । ଯାହା ଚମକୁଥିବା ଏକ ଚୁଡି ଭଳି ଦେଖାଯାଇଥାଏ, ତେଣୁ ଏହାର ନାମ ରିଙ୍ଗ ଅଫContinue reading “ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଜି : ଭାରତରେ ହେବନି ଦୃଶ୍ୟମାନ, ଲାଗିବ ନାହିଁ ଅଶୁଦ୍ଧି କାଳ; ଧାର୍ମିକ ଆୟୋଜନରେ ନାହିଁ କୌଣସି ବାଧା”
ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା : କିପରି ହେବ ପିଲାଙ୍କ ଚିକିତ୍ସା ? ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ
କନକ ବ୍ୟୁରୋ : କରୋନାର ତୃତୀୟ ଲହର ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବା ଆଶଙ୍କା ଥିବାରୁ କେମିତି ଏହାର ମୁକାବିଲା କରାଯିବ, ଏ ନେଇ ଗାଇଡଲାଇନ ବା ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ପିଲାଙ୍କ ଚିକିତ୍ସା ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଯଦି ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ଥିବ, ତେବେ କରୋନା ଆକ୍ରାନ୍ତ ପିଲାଙ୍କୁ ହୋମ ଆଇସୋଲେସନ୍ ବା ଘରେ ସଙ୍ଗରୋଧରେContinue reading “ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା : କିପରି ହେବ ପିଲାଙ୍କ ଚିକିତ୍ସା ? ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ”
ଆଜିଠୁ ବର୍ଷିବ, ବନ୍ୟା ଆଶଙ୍କା : ୧୮ରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାକି ପରବର୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ। ଫଳରେ ଜୁନ୍ ୧୦ରୁ ୧୪ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ ପାଇଁ ପାଗContinue reading “ଆଜିଠୁ ବର୍ଷିବ, ବନ୍ୟା ଆଶଙ୍କା : ୧୮ରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”
ମହାରାଷ୍ଟ୍ର ଛୁଇଁଲା ମୌସୁମୀ । ଅନେକ ସ୍ଥାନ ଲଗାଣ ବର୍ଷାରେ ବେହାଲ, ପାଣିରେ ବୁଡିଲା ମହାନଗର ମୁମ୍ବାଇ ।
କନକ ବ୍ୟୁରୋ : କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଏବେ ଏହା ଉତରକୁ ଗତି କରି ମହାରାଷ୍ଟ୍ରରେ ପହଁଚି ଗଲାଣି । ଆଉ ଏହାର ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗତ କିଛି ଘଂଟା ଧରି ପ୍ରବଳ ବର୍ଷା ଲାଗି ରହିଛି । ଆଜି ସକାଳୁ ମୁମ୍ୱାଇରେ ପ୍ରବଳ ବର୍ଷା ଲାଗି ରହିଛି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ । ରାସ୍ତା ଉପରେ କୃତ୍ରିମ ବନ୍ୟାContinue reading “ମହାରାଷ୍ଟ୍ର ଛୁଇଁଲା ମୌସୁମୀ । ଅନେକ ସ୍ଥାନ ଲଗାଣ ବର୍ଷାରେ ବେହାଲ, ପାଣିରେ ବୁଡିଲା ମହାନଗର ମୁମ୍ବାଇ ।”