କନକ ବ୍ୟୁରୋ : କରୋନା ବିରୋଧରେ ଦେଶରେ ଜାରି ରହିଛି ଟିକାକରଣ । ଏହି ଟିକା ନେଉଥିବା ଲୋକଙ୍କୁ ବି ଏକ ପ୍ରମାଣପତ୍ର୍ର ସରକାର ଯୋଗାଇ ଦେଉଛନ୍ତି । ହେଲେ ଅନେକ ସମୟରେ ଟିକା ନେବା ପରେ ଲୋକଙ୍କୁ ମିଳୁଥିବା ପ୍ରମାଣପତ୍ରରେ ଅନେକ ତୃଟି ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକମାନେ ଚିନ୍ତାରେ ପଡୁଥିବା ବେଳେ ସରକାର ଏହାର ସମାଧାନ ପାଇଁ ଉପାୟ ବାହାର କରିଛନ୍ତି । ସରକାରଙ୍କ ସୂଚନା ମୁତାବକ ଯଦି ଆପଣଙ୍କର ଟିକାକରଣContinue reading “କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣପତ୍ରରେ ଭୂଲ ଥିଲେ ଚିନ୍ତା କରନ୍ତୁ ନାହିଁ । ଅନଲାଇନ୍ ମାଧ୍ୟମରେ ନିଜେ କରିପାରିବେ ପରିବର୍ତ୍ତନ”
Author Archives: Raghaba
ଏକ ରହସ୍ୟମୟ ଗାଁ… ମଣିଷଠୁ ପଶୁପକ୍ଷୀ, ଏଠି ସମସ୍ତେ ଦୃଷ୍ଟିହୀନ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
କନକ ବ୍ୟୁରୋ : ଦୁନିଆରେ ଏମିତି ଅନେକ ରହସ୍ୟମୟ ଗାଁ ରହିଛି, ଯାହା ବିଷୟରେ ଜାଣିଲେ, ହୁଏତ ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଠିକ୍ ସେମିତି ଏକ ଗାଁ ବିଷୟରେ କହିବୁ । ଏହି ଗାଁର କାହାଣୀ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମେକ୍ସିକୋରେ ଅବସ୍ଥିତ ଟିଲ୍ଟେପକ ଗାଁ । ଏହି ଗାଁକୁ ଦୃଷ୍ଟିହୀନଙ୍କ ଗାଁ ବୋଲି ମଧ୍ୟ କୁହାଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟContinue reading “ଏକ ରହସ୍ୟମୟ ଗାଁ… ମଣିଷଠୁ ପଶୁପକ୍ଷୀ, ଏଠି ସମସ୍ତେ ଦୃଷ୍ଟିହୀନ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।”
ଓଡିଶା ଆସୁଛି ମୌସୁମୀ । ୨ରୁ ୩ ଦିନ ଭିତରେ ମୌସୁମୀର ଓଡିଶା ପ୍ରବେଶ ନେଇ ଆକଳନ ।
କନକ ବ୍ୟୁରୋ: ଓଡିଶା ଆସୁଛି ମୌସୁମୀ । ଆସନ୍ତା ୨ରୁ ୩ ଦିନ ଭିତରେ ଓଡିଶାରେ ପ୍ରବେଶ କରିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସେହି ସମୟ ମଧ୍ୟରେ ଓଡିଶା ସମେତ ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ବି ଛୁଇଁବ ମୌସୁମୀ ବାୟୁ । ତେବେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,ମଧ୍ୟପ୍ରଦେଶ, ବିହାରରେ ମଧ୍ୟ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ପ୍ରବେଶ କରିପାରେ । ସେପଟେ ମହାରାଷ୍ଟ୍ର ଓ ଗୁଜୁରାଟରContinue reading “ଓଡିଶା ଆସୁଛି ମୌସୁମୀ । ୨ରୁ ୩ ଦିନ ଭିତରେ ମୌସୁମୀର ଓଡିଶା ପ୍ରବେଶ ନେଇ ଆକଳନ ।”
କରୋନା ପରେ ଆମେରିକାକୁ ଡରାଇଲାଣି ହନ୍ତା ଭୂତାଣୁ । ମୂଷା ସଂଷ୍ପର୍ସରେ ଆସି ମହିଳା ସଂକ୍ରମିତ । ଭୂତାଣୁକୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ
କନକ ବ୍ୟୁରୋ : ଆମେରିକାରେ ଏବେ ଏବେ କରୋନା ଭୂତାଣୁ ସଂକ୍ରମଣ କମିଥିବା ବେଳେ ପୁଣି ଏକ ଭୂତାଣୁ ସଂକ୍ରମଣ ଆମେରିକାବାସୀଙ୍କ ମନରେ ଭୟ ସୃ୍ଷ୍ଟି କରିଛି । ଆମେରିକାର ମିସିଗନ ସହରରେ ସୋମବାର ଦିନ ହନ୍ତା ଭୂତାଣୁ ସଂକ୍ରମଣ ନେଇ ପ୍ରଥମ ମମଲା ଆସିଛି । ଏଠାରେ ଜଣେ ମହିଳାଙ୍କ ଶରୀରରେ ହନ୍ତା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଛି । ଏନେଇ ମହିଳା ଜଣଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସତର୍କContinue reading “କରୋନା ପରେ ଆମେରିକାକୁ ଡରାଇଲାଣି ହନ୍ତା ଭୂତାଣୁ । ମୂଷା ସଂଷ୍ପର୍ସରେ ଆସି ମହିଳା ସଂକ୍ରମିତ । ଭୂତାଣୁକୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ”
ନେପାଳକୁ ପତଞ୍ଜଳୀ ଦେଇଥଲା କରୋନିଲ ଉପହାର । କରୋନିଲ ବିତରଣରେ ରୋକ ଲଗାଇଲା ନେପାଳ
କନକ ବ୍ୟୁରୋ: ଭୁଟାନ ପରେ ନେପାଳରେ ବି କରୋନିଲ କିଟ ଉପରେ ରୋକ ଲଗାଇ ଦିଆଯାଇଛି । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ନେପାଳକୁ ଉପହାର ସ୍ୱରୂପ କରୋନିଲ କିଟ ଦେଇଥିଲା । ହେଲେ ନେପାଳ ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି । ଆଉ କହିଛନ୍ତି କରୋନାକୁ ମାତ ଦେବାକୁ କରୋନିଲ ପ୍ରଭାବୀ ନୁହେଁ । ନେପାଳ ସରକାର ଏକ ଆଦେଶ ଜାରି କରି କହିଛନ୍ତି କି, କରୋନିଲ କିଟରେ ସାମିଲ ଟାବଲେଟ ଓContinue reading “ନେପାଳକୁ ପତଞ୍ଜଳୀ ଦେଇଥଲା କରୋନିଲ ଉପହାର । କରୋନିଲ ବିତରଣରେ ରୋକ ଲଗାଇଲା ନେପାଳ”
କର୍ମଚାରୀଙ୍କ ଟିକାକରଣ ପାଇଁ ୧୦ ଲକ୍ଷ ଡୋଜ ଟିକା ଦେବାକୁ ସରକାରଙ୍କୁ କହିଲା ‘କୋଲ୍ ଇଣ୍ଡିଆ’ ।
କନକ ବ୍ୟୁରୋ : କୋଭିଡ୍-୧୯ ଯୋଗୁଁ ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇବା ପରେ ନିଜ କର୍ମଚାରୀଙ୍କ ଲାଗି ଟିକାକରଣ ପ୍ରକ୍ରିୟା ତ୍ୱରାନିତ୍ୱ କରିବାରେ ସହାୟକ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ‘କୋଲ୍ ଇଣ୍ଡିଆ ଲିମିଟେଡ୍’ ଅନୁରୋଧ କରିଛି। ୨୫୯,୦୦୦ ଜନତାଙ୍କୁ କର୍ମସଂସ୍ଥାନ ଯୋଗାଇ ଥିବା ବିଶ୍ବର ଶ୍ରେଷ୍ଠ କୋଇଲା ଖଣି ‘କୋଲ୍ ଇଣ୍ଡିଆ’ କହିବା ଅନୁସାରେ, ତା’ର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଲାଗି ୧୦ ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁContinue reading “କର୍ମଚାରୀଙ୍କ ଟିକାକରଣ ପାଇଁ ୧୦ ଲକ୍ଷ ଡୋଜ ଟିକା ଦେବାକୁ ସରକାରଙ୍କୁ କହିଲା ‘କୋଲ୍ ଇଣ୍ଡିଆ’ ।”
ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା ବ୍ୟବସ୍ଥା
କନକ ବ୍ୟୁରୋ : ଏବେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ ବର୍ଷିୟ ଅଭିଷେକ ମହାପାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆଂବୁଲାନ୍ସରେ କୋଲକାତା ନିଆଯିବ । ଏଥିପାଇଁ କଳିଙ୍ଗ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏୟାରପୋର୍ଟକୁ ନିଆଯାଇଛି । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତରContinue reading “ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା ବ୍ୟବସ୍ଥା”
ଗଡିଲା କଂଗ୍ରେସର ଆଉ ଏକ ୱିକେଟ୍ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ଜିତୀନ ପ୍ରସାଦ
କନକ ବ୍ୟୁରୋ : ଜ୍ୟେତିରାଦିତ୍ୟ ସ୍କିନ୍ଦିଆଙ୍କ ପରେ ରାହୁଲ ଗାନ୍ଧୀଙ୍କ ଟିମ୍ ର ଆଉଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ କଂଗ୍ରେସ ହାତରୁ ଯାଇଛି । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତୀନ ପ୍ରସାଦ ଆଜି ବିଜେପିରେ ସାମିଲ ହୋଇଉଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ଜିତୀନ ପ୍ରସାଦଙ୍କୁ ବିଜେପିରେ ସାମିଲ କରାଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ତୀନ ପ୍ରସାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ପହଂଚି କିଛି ଆଲୋଚନା କରିଥିବା ଜଣାପଡିଛିContinue reading “ଗଡିଲା କଂଗ୍ରେସର ଆଉ ଏକ ୱିକେଟ୍ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ଜିତୀନ ପ୍ରସାଦ”
ଆସନ୍ତାକାଲି ସାବିତ୍ରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ବଜାରରେ ସାମଗ୍ରୀ କିଣିବାକୁ ନାହିଁ ନଥିବା ଭିଡ; ଲୋକ ମାନୁନାହାନ୍ତି ସାମାଜିକ ଦୂରତା
କନକ ବ୍ୟୁରୋ : ଆସନ୍ତାକାଲି ସାବିତ୍ରୀ ବ୍ରତ । ତେବେ ଏଥର କରୋନା କାରଣରୁ ସାବିତ୍ରୀ ସେତେ ଧୁମଧାମରେ ପାଳନ ହୋଇପାରିବ ନାହିଁ । ତେବେ ସାବିତ୍ରୀ ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖିବାକୁ ମିଳିଛି ଭିଡ । ନୟାଗଡରେ ବଜାରରୁ ସାବିତ୍ରୀ ସାମଗ୍ରୀ କିଣିବା ସମୟରେ ଏପରି ରହିଥିଲା ଭିଡ । ଲାଗିବ ଯେପରି କରୋନା ଭୟ ଚାଲିଗଲାଣି । ସେହିପରି ବଲାଙ୍ଗୀର ଓ ପାରଳା ଖେମୁଣ୍ଡିରେ ବି ଦେଖିବାକୁ ମିଳିଛି ସମାନ ଅବସ୍ଥାContinue reading “ଆସନ୍ତାକାଲି ସାବିତ୍ରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ବଜାରରେ ସାମଗ୍ରୀ କିଣିବାକୁ ନାହିଁ ନଥିବା ଭିଡ; ଲୋକ ମାନୁନାହାନ୍ତି ସାମାଜିକ ଦୂରତା”
ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମକଲେ ଦକ୍ଷୀଣ ଆଫ୍ରିକାର ଏହି ମହିଳା । ଗୋଟିଏ ମାସରେ ଭାଙ୍ଗିଲେ ପୂର୍ବ ରେକର୍ଡ
କନକ ବ୍ୟୁରୋ : ଆପଣମାନେ ଆପଣଙ୍କ ପାଖ ପଡୋଶୀରେ ଯାଆଁଳା ଶିଶୁ ଜନ୍ମ ହେବା ଖବର କେବେ କେବେ ଶୁଣିଥିବେ । କେବେ କେବେ ଖବର କାଗଜ କିମ୍ବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ମାଧ୍ୟମରେ କେହି କେହି ମହିଳା ୩ ଟି ଶିଶୁ ଜନ୍ମ ଦେବା ଖବର ବି ଆପଣଙ୍କୁ ନଜରକୁ ଆସିଥିବ । ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ମହିଳା ଏକାସାଙ୍ଗରେ ୧୦ ଟି ଶିଶୁ ଜନ୍ମ ଦେବାର ? ଦକ୍ଷୀଣ ଆଫ୍ରିକାରୁ ଆସିଛିContinue reading “ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମକଲେ ଦକ୍ଷୀଣ ଆଫ୍ରିକାର ଏହି ମହିଳା । ଗୋଟିଏ ମାସରେ ଭାଙ୍ଗିଲେ ପୂର୍ବ ରେକର୍ଡ”