ମୁମ୍ୱାଇରେ ମୌସୁମୀ ବର୍ଷାର ପ୍ରଭାବ : ପ୍ରବଳ ବର୍ଷା ପରେ ଉବୁଟୁବୁ ମାୟାନଗରୀ; ରାସ୍ତା ଉପରେ କୃତ୍ରିମ ବନ୍ୟାର ଭ୍ରମ, ଚିନ୍ତାରେ ତଳିଆ ଅଂଚଳ ଲୋକ

କନକ ବ୍ୟୁରୋ : ମୁମ୍ବାଇରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଆଜି ସକାଳେ ଅତି ପ୍ରବଳ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିବା ଜଣାପଡ଼ିଛି । କୁର୍ଲ୍ଲା ଓ ସାଇଅନ୍‌ ଷ୍ଟେସନ୍‌ ମଧ୍ୟରେ ଥିବା ରେଳପଥ ପାଣିରେ ବୁଡ଼ିଯାଇଥିବାରୁ କୁର୍ଲା ଏବଂ ‘ସିଏସ୍‌ଏମ୍‌ଟି’ ମଧ୍ୟରେ ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ସର୍ଭିସ୍‌ ବନ୍ଦ ହୋଇଯାଇଛି। ଅପ୍ରୀତିକର ଘଟଣା ଏଡ଼ାଇବା ଲାଗି ସତର୍କତାମୂଳକ ପ‌ଦକ୍ଷେପ ସ୍ବରୂପ ଆଜି ପୂର୍ବାହ୍ନ ୯.୫୦ରୁ ରେଳ ଚଳାଚଳ ବନ୍ଦ କରାଯାଇଛିContinue reading “ମୁମ୍ୱାଇରେ ମୌସୁମୀ ବର୍ଷାର ପ୍ରଭାବ : ପ୍ରବଳ ବର୍ଷା ପରେ ଉବୁଟୁବୁ ମାୟାନଗରୀ; ରାସ୍ତା ଉପରେ କୃତ୍ରିମ ବନ୍ୟାର ଭ୍ରମ, ଚିନ୍ତାରେ ତଳିଆ ଅଂଚଳ ଲୋକ”

ଏକମୋ ଚିକିତ୍ସା ସମ୍ପର୍କରେ ଡିଏମଇଟିଙ୍କ ବୟାନ : ବିଦେଶରୁ ଏକମୋ ଆଣିବାକୁ ଚାଲିଛି ପ୍ରକ୍ରିୟା; ଗୁରୁତର ରୋଗୀଙ୍କ ପାଇଁ ହୋଇପାରେ ଉପାଦେୟ

କନକ ବ୍ୟୁରୋ : କୋଭିଡ ରୋଗୀଙ୍କ ପାଇଁ ଏକମୋ ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ଏବଂ ସେଇଟା ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଇଟା ଅସ୍ଥାୟୀ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳContinue reading “ଏକମୋ ଚିକିତ୍ସା ସମ୍ପର୍କରେ ଡିଏମଇଟିଙ୍କ ବୟାନ : ବିଦେଶରୁ ଏକମୋ ଆଣିବାକୁ ଚାଲିଛି ପ୍ରକ୍ରିୟା; ଗୁରୁତର ରୋଗୀଙ୍କ ପାଇଁ ହୋଇପାରେ ଉପାଦେୟ”

ଆନ୍ଧ୍ରପ୍ରଦେଶର ନିଆରା ଗାଁ । ଏହି ଗାଁର ଲୋକେ ନା କ୍ଷୀର କିଣନ୍ତି ନା କ୍ଷୀର ବିକନ୍ତି । ସମସ୍ତଙ୍କୁ ମିଳେ ମାଗଣା କ୍ଷୀର

କନକ ବ୍ୟୁରୋ : ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆନ୍ଧ୍ର ପ୍ରଦେଶର ଏମିତି ଏକ ଗାଁ ରହିଛି ଯେଉଁ ଗାଁରେ ଲୋକମାନେ କ୍ଷୀରର କିଣା ବିକା କରନ୍ତି ନାହିଁ । କେବଳ ଯେଉଁମାନଙ୍କର ଦରକାର ସେମାନଙ୍କୁ ମାଗଣାରେ ଯୋଗାଇ ଦିଅନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏହି ଗାଁର ଲୋକେ କ୍ଷୀରର ଲିଟର ପିଛା ମୂଲ୍ୟ ମଧ୍ୟ ଜାଣନ୍ତି ନାହିଁ । ଆମେ ଆପଣଙ୍କୁ କହୁଛି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ଗୋନଗଣ୍ଡଲା ମଣ୍ଡଳ ଅଧିନସ୍ତContinue reading “ଆନ୍ଧ୍ରପ୍ରଦେଶର ନିଆରା ଗାଁ । ଏହି ଗାଁର ଲୋକେ ନା କ୍ଷୀର କିଣନ୍ତି ନା କ୍ଷୀର ବିକନ୍ତି । ସମସ୍ତଙ୍କୁ ମିଳେ ମାଗଣା କ୍ଷୀର”

କରୋନା ବଦଳାଇ ଦେଲା ଜୀବିକା : ରାଜ୍ୟସ୍ତରୀୟ ଖେଳାଳିରୁ ବନିଲେ ଆମାଜନ୍ ଡେଲିଭରି ବୟ

କନକ ବ୍ୟୁରୋ : କରୋନା ବଦଳାଇ ଦେଲା ଜୀବିକା । ରାଜ୍ୟସ୍ତରୀୟ ଖେଳାଳିରୁ ବନିଗଲେ ଆମାଜନ ଡେଲିଭରୀ ବୟ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଆଦିବାସୀ ଧାବକ ଦିୱାନା ଗୁଗ୍ଲାତଙ୍କ କଥା । ଯୁକ୍ତ ୩ ପାଠପଢା ସାଙ୍ଗକୁ ମାଲକାନଗିରି କ୍ରୀଡା ଛାତ୍ରାବାସ ରେ ରହି ପ୍ରଶୀକ୍ଷଣ ନେଉ ଥିଲେ ଦିଓାନା । ଭାଇଜାଗ ନ୍ୟାଭି ମାରାଥନ ସହ ବହୁ ରାଜ୍ୟସ୍ତରୀୟ ମାରାଥନରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ ଦିୱାନାContinue reading “କରୋନା ବଦଳାଇ ଦେଲା ଜୀବିକା : ରାଜ୍ୟସ୍ତରୀୟ ଖେଳାଳିରୁ ବନିଲେ ଆମାଜନ୍ ଡେଲିଭରି ବୟ”

ଟଙ୍କା ଦେଇ ଟିକା ନେବାକୁ ସରକାରଙ୍କ ‘ଇ-ଭାଉଚର’ ବ୍ୟବସ୍ଥା । ଜାଣନ୍ତୁ ସରକାରଙ୍କ ଏହି ଯୋଜନାରୁ ଆପଣ କେମିତି ଉଠାଇବେ ଲାଭ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି । ହେଲେ ଟିକାକରଣ ବେଳେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସରକାର ଚେଷ୍ଟା କରୁଥିବା ବେଳେ ଘରୋଇ ହସ୍ପିଟାଲରୁ ଟଙ୍କା ଦେଇ ଟିକା ନେବାକୁ ଗରିବ ଲୋକମାନଙ୍କ ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାକୁ ସରକାର ‘ଇ-ଭାଉଚର ଫର ପ୍ୟାଡ୍ ଭ୍ୟାକ୍ସିନେସନ’ ନାମରେ ନାମିତ କରିଛନ୍ତି । ଏହି ଭାଉଚରContinue reading “ଟଙ୍କା ଦେଇ ଟିକା ନେବାକୁ ସରକାରଙ୍କ ‘ଇ-ଭାଉଚର’ ବ୍ୟବସ୍ଥା । ଜାଣନ୍ତୁ ସରକାରଙ୍କ ଏହି ଯୋଜନାରୁ ଆପଣ କେମିତି ଉଠାଇବେ ଲାଭ”

କାଳ ସାଜିଛି ଅଦିନିଆ ବର୍ଷା : ଅମଳ ଆଗରୁ ବିଲରେ ଗଜା ହେଲା ପାଚିଲା ଧାନ

କନକ ବ୍ୟୁରୋ : କାଳ ସାଜିଛି ଅଦିନିଆ ବର୍ଷା । ଅମଳ ବେଳକୁ ପାଚିଲା ଧାନ ଉପରେ ଦାଉ ସାଧିଲା ଅଦିନିଆ ଝଡ ବର୍ଷା । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଚାଷୀଙ୍କ ସ୍ୱପ୍ନକୁ ଉଜାଡି ଦେଇଛି । ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । ସରକାରୀ ସହାୟତା ମିଳିଲେ କିଛି ଲାଘବ ହୋଇ ପାରନ୍ତା ବୋଲି ଗୁହାରି କରିଛନ୍ତି ଚାଷୀ । ଅନ୍ୟପଟେ ତଦନ୍ତ ରିପୋର୍ଟ ଆସିବା ପରେContinue reading “କାଳ ସାଜିଛି ଅଦିନିଆ ବର୍ଷା : ଅମଳ ଆଗରୁ ବିଲରେ ଗଜା ହେଲା ପାଚିଲା ଧାନ”

ସାବିତ୍ରୀ ପାଇଁ ଜାମ୍ ହୋଇଗଲା ବଜାର : ଭିଡ଼ ଭିତରେ ବାରମ୍ବାର ଫସିଲା ଆମ୍ବୁଲାନ୍ସ

କନକ ବ୍ୟୁରୋ : ଭିଡ ଭିତରେ ବାରମ୍ବାର ଫସିଗଲା ଆମ୍ବୁଲାନ୍ସ । ମଙ୍ଗଳବାର ଦିନ ବାଳକାଟି ବଜାରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ସାବିତ୍ରୀ ପାଇଁ ଶହ ଶହ ଗାଡି ମଟର ରାସ୍ତା ଜାମ କରିଥିଲେ । ଫଳରେ ହସ୍ପିଟାଲ ଯାଉଥିବା ଅନେକ ଆମ୍ବୁଲାନ୍ସ ଭିଡରେ ଫସି ରହିଥିଲା । ପାଖରେ ବାଳକାଟି ଫାଣ୍ଡି ଥିଲେ ବି ନିୟନ୍ତ୍ରଣକୁ ସମ୍ଭାଳି ପାରିନଥିଲେ । ସୋମବାରଦିନ ପ୍ରଶାସନ କଟକଣା ଉଲ୍ଲଙ୍ଘନ ଯୋଗୁଁ ଏଠାରେ ଅନେକ ଦୋକାନ ସିଲContinue reading “ସାବିତ୍ରୀ ପାଇଁ ଜାମ୍ ହୋଇଗଲା ବଜାର : ଭିଡ଼ ଭିତରେ ବାରମ୍ବାର ଫସିଲା ଆମ୍ବୁଲାନ୍ସ”

ଦେଶରେ ତଳକୁ ଖସୁଛି କରୋନା ମିଟର… ଲକ୍ଷ ତଳକୁ ରହିଛି ସଂକ୍ରମଣ ହାର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୯୨,୫୦୦ ଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୨୨୦୦ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୨,୫୯୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୨୧୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୦,୮୯,୦୬୯ ଓ ମୃତ୍ୟୁସଂଖ୍ୟା ୩,୫୩,୫୨୮ରେ ପହଞ୍ଚିଛି । ସେହିଭଳି,Continue reading “ଦେଶରେ ତଳକୁ ଖସୁଛି କରୋନା ମିଟର… ଲକ୍ଷ ତଳକୁ ରହିଛି ସଂକ୍ରମଣ ହାର”

କଳାହାଣ୍ଡିରେ କଂଟେନରରୁ ଅମ୍ଳଜାନ ଗ୍ୟାସ୍ ଲିକ୍ : କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅମ୍ଳଜାନ ଲିକ୍ ସୂଚନା; ଲିକ୍ ରୋକିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ

କନକ ବ୍ୟୁରୋ : ଟ୍ରେନ ଯୋଗେ ଅମ୍ଲଜାନ ପରିବହନ ବେଳେ କଂଟେନରରୁ ଅମ୍ଲଜାନ ନିର୍ଗତ । କେସିଙ୍ଗା ରେଳଷ୍ଟେସନ ନିକଟରେ କଂଟେନରରୁ ଅମ୍ଲଜାନ ନିର୍ଗତ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି ଏହି ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ୨୦ରୁ ଅଧିକ କଂଟେନରରେ ଅମ୍ଲଜାନ ଝାରୁସୁଗୁଡାଠାରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ କେସିଙ୍ଗା ଷ୍ଟେସନ ନିକଟରେ ଲିକ ବିଷୟ ଜଣାପଡିଥିଲା । ଝାରୁସୁଗୁଡାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଳବାଇ ପକ୍ଷରୁ କୁହାଯାଇଛି ।Continue reading “କଳାହାଣ୍ଡିରେ କଂଟେନରରୁ ଅମ୍ଳଜାନ ଗ୍ୟାସ୍ ଲିକ୍ : କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅମ୍ଳଜାନ ଲିକ୍ ସୂଚନା; ଲିକ୍ ରୋକିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ”

ଭାରତର ନିର୍ବାଚନ କମିଶନର ଭାବେ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ମିଳିଲା ଦାୟିତ୍ୱ । ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର୍‌ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ଜୁନ୍‌ ୮ ତାରିଖରେ ‘ଦି ଗେଜେଟ୍‌’ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ସମ୍ବିଧାନର ଧରା ୩୨୪ (୨) ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ଭାରତର ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଏହିContinue reading “ଭାରତର ନିର୍ବାଚନ କମିଶନର ଭାବେ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ମିଳିଲା ଦାୟିତ୍ୱ । ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ”

Design a site like this with WordPress.com
Get started