କନକ ବ୍ୟୁରୋ : ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତେଲ ଦର । ଏପରି ଦର ବୃଦ୍ଧି ଖାଉଟିଙ୍କୁ ପୁରା ଘାଇଲା କରିଛି । ଏହାରି ଭିତରେ ମାଲକାନଗିରି କାଲିମେଳାରେ ୧୦୦ ଟପିଲା ଡିଜେଲ ଦର । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ କେବେ ହେଲେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିନଥିଲା । ବର୍ତମାନ ଡିଜେଲର ଏପରି ଦର ବୃଦ୍ଧି ସର୍ବକାଳୀନ ସର୍ବାଧିକ ବୋଲି କୁହାଯାଉଛି । ପେଟ୍ରୋଲContinue reading “କରୋନା କାଳରେ ପୁଣି ଘାଇଲା କଲାଣି ତେଲ ଦର : କାଲିମେଳାରେ ୧୦୦ ଟପିଲା ଡିଜେଲ ଦର; ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ”
Author Archives: Raghaba
ଲଦାଖ ସୀମାରେ ପୁଣି ହଲଚଲ : କିଛି ମାସର ନୀରବତା ପରେ ପୁଣି ଘନେଇଲାଣି ସ୍ଥିତି; ମୁକାବିଲା ପାଇଁ ରାଫେଲ୍ ମୁତୟନ କଲା ଭାରତ
କନକ ବ୍ୟୁରୋ : ଦେଶ ଏବେ କରୋନା ସହିତ ଲଢେଇ କରୁଛି । ସେପଟେ ସୀମାରେ ଚୀନ୍ ପୁଣି ଆରମ୍ଭ କରିଛି ଚାଲ୍ । ପୂର୍ବ ଲଦାଖ ଆକାଶରେ ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି । ପୂର୍ବ ଲଦାଖରେ ଭାରତୀୟ ସେନା ରହୁଥିବା ଅଂଚଳ ନିକଟରେ ଚୀନ୍ ର ବାୟୁସେନା ଏକ ବଡ ଧରଣର ଅଭ୍ୟାସ କରିଥିବା ଜଣାପଡିଛି । ଶୀର୍ଷ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପୂର୍ବ ଲଦାଖର ଆଗୁଆ ଘାଟିରେContinue reading “ଲଦାଖ ସୀମାରେ ପୁଣି ହଲଚଲ : କିଛି ମାସର ନୀରବତା ପରେ ପୁଣି ଘନେଇଲାଣି ସ୍ଥିତି; ମୁକାବିଲା ପାଇଁ ରାଫେଲ୍ ମୁତୟନ କଲା ଭାରତ”
ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ ଘଂଟାରେ ୬୦୧୯ ପଜିଟିଭ୍, ୪୩ ମୃତ ; କ୍ୱାରେଂଟାଇନରୁ ୩୩୯୭ ଏବଂ ସ୍ଥାନୀୟ ଅଂଚଳରୁ ୨୬୨୨ ପଜିଟିଭ୍
କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୬୦୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରେ ୩୩୯୭ ଥିବାବେଳେ ସ୍ଥାନୀୟ ସଂକ୍ରମଣ ୨୬୨୨ ରହିଛି । ସେହିଭଳି ୪୩ଜଣଙ୍କ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୩୫ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୨୨ ଜଣ, ଭଦ୍ରକରୁ ୨୬୨ ଜଣ, ବଲାଙ୍ଗୀରରୁ ୬୬ ଜଣ, ମୟୁରଭଞ୍ଜରୁ ୩୩୩ ଜଣ, ନବରଙ୍ଗପୁରରୁContinue reading “ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ ଘଂଟାରେ ୬୦୧୯ ପଜିଟିଭ୍, ୪୩ ମୃତ ; କ୍ୱାରେଂଟାଇନରୁ ୩୩୯୭ ଏବଂ ସ୍ଥାନୀୟ ଅଂଚଳରୁ ୨୬୨୨ ପଜିଟିଭ୍”
ଶ୍ରୀମନ୍ଦିର ଫାଣ୍ଡି ନିକଟରେ ମଦ୍ୟପର ହଙ୍ଗାମା : ପୋଲିସକୁ ଦେଖାଇଲେ ନାଲିଆଖି
କନକ ବ୍ୟୁରୋ : ଶ୍ରୀମନ୍ଦିର ଫାଣ୍ଡି ନିକଟରେ ପୁଲିସକୁ ନାଲିଆଖି ଦେଖାଇଛି ଜଣେ ଯୁବକ । ମୋବାଇଲ ନ ଫେରାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ପୁଲିସକୁ ଚେତାବନୀ ଦେଇଥିଲା ଗଞ୍ଜାମ ଅଂଚଳର ଅଚ୍ୟୁତ ପାଣିଗ୍ରାହୀ । ଏହାପରେ ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଶହେ ଟଙ୍କା ଜୋରିମାନା ଦେଇ ମୁକୁଳିଥିଲା ଯୁବକ । ଖବର ଅନୁସାରେ, ସଂପୃକ୍ତ ଯୁବକ ସାବିତ୍ରୀ ଭାରContinue reading “ଶ୍ରୀମନ୍ଦିର ଫାଣ୍ଡି ନିକଟରେ ମଦ୍ୟପର ହଙ୍ଗାମା : ପୋଲିସକୁ ଦେଖାଇଲେ ନାଲିଆଖି”
ଓଡିଆ ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଟୋକିଓ ଟିକେଟ୍ : ବିଶ୍ୱ ବ୍ୟାଡମିଂଟନ ସଂଘର ସୂଚନା ପରେ ଓଡିଶା କ୍ରୀଡା ଜଗତରେ ଖୁସିର ଲହରୀ
କନକ ବ୍ୟୁରୋ : ଓଡିଆ ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଟୋକିଓ ଟିକେଟ୍ ମିଳିଛି । ବିଶ୍ୱମାନ୍ୟତାରେ ଏକ ନଂବରରେ ଥିବା ଏହି ବ୍ୟାଡମିଂଟନ ଖେଳାଳି ଆଗାମୀ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ବିଦ୍ଧିବଦ୍ଧ ଯୋଗ୍ୟତା ମିଳିଥିବା ସ୍ପଷ୍ଟ କରାଯାଇଛି । ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଦ୍ଧିବଦ୍ଧ ଯୋଗ୍ୟତା ହାସଲ କରିଥିବା ଭାରତୀୟ ବ୍ୟାଡମିଂଟନ ସଂଘ ଓ ଭାରତୀୟ ପାରା ଅଲିମ୍ପିକ୍ସ କମିଟିକୁ , ବିଶ୍ୱ ବ୍ୟାଡମିଂଟନ ସଂଘ ପକ୍ଷରୁ ସୂଚନା ଦିଆଯାଇଛିContinue reading “ଓଡିଆ ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଟୋକିଓ ଟିକେଟ୍ : ବିଶ୍ୱ ବ୍ୟାଡମିଂଟନ ସଂଘର ସୂଚନା ପରେ ଓଡିଶା କ୍ରୀଡା ଜଗତରେ ଖୁସିର ଲହରୀ”
ଆଜି ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା ବ୍ୟବସ୍ଥା; କୋଭିଡରେ ଫୁସଫୁସ୍ ହୋଇଛି ସଂକ୍ରମିତ
କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଜି ଏଥିପାଇଁ ଅଭିଷେକଙ୍କୁ ଏୟାର ଆଂବୁଲାନ୍ସ ଯୋଗେ କୋଲକାତା ନିଆଯିବ ବୋଲି ସୂଚନା ମିଳିଛି । କୋଲକତାରContinue reading “ଆଜି ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା ବ୍ୟବସ୍ଥା; କୋଭିଡରେ ଫୁସଫୁସ୍ ହୋଇଛି ସଂକ୍ରମିତ”
ଅନଲକର ସଙ୍କେତ ଦେଲେ ସରକାର : କମ ସଂକ୍ରମଣ ହାର ଥିବା ଜିଲ୍ଲାରେ ତାଲାବନ୍ଦ ଖୋଲିବାକୁ କରୁଛନ୍ତି ବିଚାର
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର କମୁଥିବାବେଳେ ଅନଲକର ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ଭିଡିଓ କନଫରେନ୍ସିଂରେ କୋଭିଡ ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ହାର କମୁଛି ସେଠାରେ ପର୍ଯ୍ୟାୟକ୍ରମେ ଅନଲକ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚରାଧୀନ ରହିଛି । ବର୍ତମାନ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ବିଶେଷକରି ପଶ୍ଚିମ ଜିଲ୍ଲାଗୁଡିକରେ ପଜିଟିଭ ହାର କମିଛି । ତେଣୁContinue reading “ଅନଲକର ସଙ୍କେତ ଦେଲେ ସରକାର : କମ ସଂକ୍ରମଣ ହାର ଥିବା ଜିଲ୍ଲାରେ ତାଲାବନ୍ଦ ଖୋଲିବାକୁ କରୁଛନ୍ତି ବିଚାର”
ଓଡ଼ିଶା ଛୁଇଁବ ମୌସୁମୀ : ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ; ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
କନକ ବ୍ୟୁରୋ : ଓଡ଼ିଶାକୁ ମୌସୁମୀ ଆଗମନ ସାମୟିକ ବିପର୍ଯ୍ୟୟ ଆଣିପାରେ। ୧୦ରୁ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ମାଟିରାସ୍ତା ଧସିଯିବା, ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗContinue reading “ଓଡ଼ିଶା ଛୁଇଁବ ମୌସୁମୀ : ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ; ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ”
କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଦମ୍ପତ୍ତି
କନକ ବ୍ୟୁରୋ: ଦିନକୁ ଦୁଇଥର ମାଗଣାରେ ୩୦୦ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରୁଥିବା ୫୬ ବର୍ଷର ଏନ କଲ୍ୟାଣସୁନ୍ଦରମ୍ ଏବଂ ତାଙ୍କ ପତ୍ନୀ ପଦ୍ମାବତୀ କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ମାଗଣାରେ ଖାଦ୍ୟ ବାଣ୍ଟୁଥିବା ଷ୍ଟଲକୁ ଦମ୍ପତ୍ତି ଶ୍ରୀ ସାବରୀ ବାଜୀ ଷ୍ଟଲ୍ ଏବଂ କ୍ୟାଟରିଂ ଷ୍ଟଲ୍ ନାମରେ ନାମିତ କରିଛନ୍ତି । ଚେନ୍ନାଇର ମଧ୍ୟଭାଗରେ ଥିବା ପଶ୍ଚିମ ମାମ୍ବାଲାମର ଭକ୍ତଭାଟସାଲମ୍ ଛକରେ ଦମ୍ପତ୍ତି ଘର ସମ୍ମୁଖରେ ଏହି ଷ୍ଟଲ ଲଗାଇContinue reading “କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଦମ୍ପତ୍ତି”
ଘରୋଇ ହସ୍ପିଟାଲ ପାଇଁ ଟୀକା ଦର ନିର୍ଦ୍ଧାରଣ । ଜାଣନ୍ତୁ କେଉଁ ଟୀକା ପାଇଁ କେତେ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର ?
କନକ ବ୍ୟୁରୋ: ଧାର୍ଯ୍ୟ ହେଲା ଟୀକା ଦର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୀକା ଦର ଧାର୍ଯ୍ୟ । ଘରୋଇ ହସ୍ପିଟାଲ ପାଇଁ ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର । କୋଭାକ୍ସିନ ଟୀକା ଦର ୧୪୧୦ ଟଙ୍କା ଧାର୍ଯ୍ୟ । କୋଭିସିଲ୍ଡ ଟୀକା ଦର ୭୮୦ ଟଙ୍କା ଧାର୍ଯ୍ୟ । ସ୍ପୁଟନିକ ଟୀକା ଦର ୧୧୪୫ ଟଙ୍କା ଧାର୍ଯ୍ୟ । ତେବେ ପ୍ରତି ଟୀକା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ତେବେContinue reading “ଘରୋଇ ହସ୍ପିଟାଲ ପାଇଁ ଟୀକା ଦର ନିର୍ଦ୍ଧାରଣ । ଜାଣନ୍ତୁ କେଉଁ ଟୀକା ପାଇଁ କେତେ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର ?”