କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନିସିପାଲିଟିରେ ଲୋକଙ୍କ ଟିକାକରଣ ପାଇଁ ଅଭିନବ ପ୍ରୟାସ । ଲୋକଙ୍କ ଭିତରେ ଟିକା ନେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି ମ୍ୟୁନିସିପାଲିଟି କର୍ତୃପକ୍ଷ । ଏଥିରେ ସହାୟତା କରୁଛନ୍ତି ବ୍ୟବସାୟୀ ସଂଘ । କଥାହେଲା ଦୁଇଟି ଡୋଜ୍ ଟିକା ନେଇଥିଲେ ରାସନ ସାମଗ୍ରୀ ଉପରେ ମିଳିବ ୫ ପ୍ରତିଶତ ରିହାତି । ଅର୍ଥାତ ଗ୍ରାହକ ଦୁଇଟି ଡୋଜ୍ ଟିକା ନେଇଥିଲେ ଯେକୌଣସି ଗ୍ରୋସରୀContinue reading “ହିଞ୍ଜିଳି ମ୍ୟୁନିସିପାଲିଟି ଓ ବ୍ୟବସାୟୀ ସଂଘର ଅଭିନବ ପଦକ୍ଷେପ : ଦୁଇଟି ଡୋଜ ଟିକା ନେଇଥିଲେ ରାସନ ସାମଗ୍ରୀରେ ମିଳିବ ୫% ରିହାତି “
Author Archives: Raghaba
ଦକ୍ଷୀଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡ । ତାଙ୍କ ନାମରେ ଥିଲା ଅର୍ଥ ହେରଫେର ଭଳି ଗମ୍ଭୀର ମାମଲା ।
କନକ ବ୍ୟୁରୋ : ଦକ୍ଷୀଣ ଅଫ୍ରିକା ଡର୍ବାନର ଏକ ଅଦାଲତ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୬୦ ଲକ୍ଷ ରେଣ୍ଡ (ସାଉଥ୍ ଅଫ୍ରିକାର ମୁଦ୍ରା) ହେରଫେର ମାମଲା ଓ କିଛି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ଡର୍ବାନ କୋର୍ଟ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀ ଆଶିଷ ଲତା ରାମଗୋବେନଙ୍କ ବିରୋଧରେ ଏଭଳି ଦଣ୍ଡ ଶୁଣାଇଛନ୍ତି । ରାମଗୋବେନଙ୍କ ଉପରେ ଶିଳ୍ପପତି ଏସଆର ମହାରାଜଙ୍କୁContinue reading “ଦକ୍ଷୀଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡ । ତାଙ୍କ ନାମରେ ଥିଲା ଅର୍ଥ ହେରଫେର ଭଳି ଗମ୍ଭୀର ମାମଲା ।”
ନିଲାମପ୍ରାପ୍ତ ବାଲିଘାଟରେ ବିଜେପି ନେତ୍ରୀଙ୍କ ଦାଦାଗିରି : ବାଲି ଟ୍ରକ ଅଟକାଇବା ସହ ଲୋକ ଲଗାଇ ଖୋଳିଲେ ରାସ୍ତା
କନକ ବ୍ୟୁରୋ : କୋଭିଡ ନିୟମକୁ ଉଲଂଘନ କରି ବାଲିଘାଟରେ ବିଜେପି ନେତ୍ରୀଙ୍କ ହଙ୍ଗାମା । ଏଭଳି ଚିତ୍ରଧର୍ମଶାଳା ତହସିଲର ଉତରପ୍ରତାପ ପଂଚାୟତରେ ଦେଖିବାକୁ ମିଳିଛି । ସରକାରୀ ଭାବେ ନିଲାମପ୍ରାପ୍ତ ବାଲିଘାଟରେ ଧର୍ମଶାଳାର ବିଜେପି ନେତ୍ରୀ ସ୍ମୃତିରେଖା ପହି ନିଜର ୨ଶହରୁ ଅଧିକ ସମର୍ଥକଙ୍କୁ ଧରି ବାଲି ବୋଝେଇ ଗାଡ଼ି ଗୁଡ଼ିକ ଅଟକାଇବା ସହ ଲୋକ ଲଗାଇ ବାଲିଘାଟ ରାସ୍ତାକୁ ତାଡି ଦେଇଛନ୍ତି । ତେବେ ବିଜେପି ନେତ୍ରୀଙ୍କ ଏପରି କାର୍ଯ୍ୟକୁ ଲିଜଧାରୀ ବିରୋଧ କରିବାContinue reading “ନିଲାମପ୍ରାପ୍ତ ବାଲିଘାଟରେ ବିଜେପି ନେତ୍ରୀଙ୍କ ଦାଦାଗିରି : ବାଲି ଟ୍ରକ ଅଟକାଇବା ସହ ଲୋକ ଲଗାଇ ଖୋଳିଲେ ରାସ୍ତା”
ବ୍ରାଉନସୁଗାର କାରବାର ଓ ଚୋରାଚାଲାଣ ରୋକିବାରେ ଏସଟିଏଫ ସଫଳ : ପ୍ରେସମିଟରେ ପ୍ରଶଂସା କଲେ ପୋଲିସ ଡିଜି ଅଭୟ
କନକ ବ୍ୟୁରୋ : ବ୍ରାଉନସୁଗାର କାରବାର ଓ ଚୋରାଚାଲାଣ ରୋକିବାରେ ଏସଟିଏଫ ସଫଳ ହୋଇଛି । ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ନିଆଯିବ । ଡଗ୍ସ କାରବାର ଦମନରେ ଏସଟିଏଫର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା କହିବା ସହ ପ୍ରେସମିଟରେ ପ୍ରଶଂସା କରିଛନ୍ତି ଡିଜି ଅଭୟ । ଏହା ଛଡ଼ା ଚୋରାଚାଲଣ ରୋକିବାକୁ ଅଧିକ ଏସଟିଏଫ ନିଯୁକ୍ତ ଦେବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି । ଏସଟିଏଫ ପାଇଁContinue reading “ବ୍ରାଉନସୁଗାର କାରବାର ଓ ଚୋରାଚାଲାଣ ରୋକିବାରେ ଏସଟିଏଫ ସଫଳ : ପ୍ରେସମିଟରେ ପ୍ରଶଂସା କଲେ ପୋଲିସ ଡିଜି ଅଭୟ”
କେତେବେଳେ ବ୍ୟବହାର ହୁଏ ଇସିଏମଓ ମେସିନ ? ଜାଣନ୍ତୁ ରାଜ୍ୟରେ କାହିଁକି ଇସିଏମଓ ମେସିନର ବ୍ୟବହାର ଏତେ ହେଉନାହିଁ
କନକ ବ୍ୟୁରୋ : ଓଡିଶାରେ ନାହିଁ ଆବଶ୍ୟକ ଇସିଏମଓ ମେସିନ୍ । ଭୁବନେଶ୍ୱର ସମ୍ ହସ୍ପିଟାଲରେ କେବଳ ଗୋଟିଏ ଇସିଏମଓ ମେସିନ କାର୍ଯ୍ୟକ୍ଷମ ଥିବାବେଳେ, କିମ୍ସରେ ଥିବା ଆଉଗୋଟିଏ ମେସିନଟି ପ୍ରଶିକ୍ଷିତ ଲୋକବଳ ଅଭାବରୁ ଅଚଳ ରହିଛି । ତେବେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଏକ କୃତ୍ରିମ ଫୁସଫୁସ ଭଳି ଇସିଏମଓ ମେସିନ୍ । ଫୁସଫୁସ ବାହାରେ ଏକ ମେସିନ ଜରିଆରେ ରକ୍ତରେ ଆବଶ୍ୟକ ଅସ୍କିଜେନ୍ ମିଶ୍ରଣ କରାଯାଏ । ରୋଗୀର ଜୀବନ ବଂଚାଇବାContinue reading “କେତେବେଳେ ବ୍ୟବହାର ହୁଏ ଇସିଏମଓ ମେସିନ ? ଜାଣନ୍ତୁ ରାଜ୍ୟରେ କାହିଁକି ଇସିଏମଓ ମେସିନର ବ୍ୟବହାର ଏତେ ହେଉନାହିଁ”
କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ : କଟକଣା ଭୁଲି ଡଙ୍ଗାରେ ଏକାଠି ଯାଉଛନ୍ତି ୫୦ରୁ ଅଧିକ ଲୋକ
କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା ଏବଂ ସାତପଡ଼ା ଚିଲିକାର ଅକାତକାତ ପାଣିରେ ଘାଟ ଡ଼ଙ୍ଗାରେ ଚାଲିଛି ଯାତ୍ରୀ ପରିବହନ । କରୋନା କଟକଣା ନମାନି ଗୋଟିଏ ଡଙ୍ଗାରେ ୨୦ରୁ ୩୦ ବାଇକ୍, ଏବଂ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଡ଼ଙ୍ଗା ଚାଳକମାନେ ଚିଲିକା ପାର କରୁଛନ୍ତି । ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ନାହିଁ ସାମାଜିକ ଦୂରତା । ପୁରୀ ଜିଲ୍ଲାରେ କରୋନା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି ।Continue reading “କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ : କଟକଣା ଭୁଲି ଡଙ୍ଗାରେ ଏକାଠି ଯାଉଛନ୍ତି ୫୦ରୁ ଅଧିକ ଲୋକ”
ଏକମୋ ଚିକିତ୍ସା ପାଇଁ ଯିବେ ଅଭିଷେକ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର
କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଆଗରୁ ଡାକ୍ତରଖାନା ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହ ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କରContinue reading “ଏକମୋ ଚିକିତ୍ସା ପାଇଁ ଯିବେ ଅଭିଷେକ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର”
କେନ୍ଦ୍ର ସରକାର ଜାରି କଲେ ନୂଆ ଟିକାକରଣ ପଲିସି । ଲୋକ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ରାଜ୍ୟକୁ ଯୋଗାଇବେ ଟିକା ।
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମୁଥିବା ବେଳେ କେନ୍ଦ୍ର ସରକାର ଟିକାକରଣର ନୂଆ ପଲିସି ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂଆ ଟିକାକରଣ ନୀତିକୁ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ମାନଙ୍କର ଲୋକସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ଓ ଟିକାକରଣ ନୀତି ଆଧାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକା ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ଗୋଟିଏ ଦିନ ପରେ ଏଭଳି ନିଦ୍ଦେଶନାମା ଜାରି କରାଯାଇଛି । ସୋମବାରContinue reading “କେନ୍ଦ୍ର ସରକାର ଜାରି କଲେ ନୂଆ ଟିକାକରଣ ପଲିସି । ଲୋକ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ରାଜ୍ୟକୁ ଯୋଗାଇବେ ଟିକା ।”
୩୫ ଦିନ ପରେ ବିହାରରୁ ହଟିଲା ଲକଡାଉନ୍ , ନାଇଟ୍ କର୍ଫ୍ୟୁ ବଳବତ୍ତର
କନକ ବ୍ୟୁରୋ : ବିହାରରେ କରୋନା ସଂକ୍ରମଣକୁ ରୋକିବା ଉର୍ଦ୍ଦେଶ୍ୟରେ ୩୫ ଦିନ ଧରି ଲାଗିଥିବା ଲକଡାଉନ୍ ହଟାଇ ଦିଆଯାଇଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ କ୍ରାଇସେସ୍ ମ୍ୟାନେଜମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ କମୁ୍ଥିବା ସଂକ୍ରମଣକୁ ନଜରରେ ରଖି ମଙ୍ଗଳବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଲକଡାଉନ୍ ହଟାଇବା ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ରାଜ୍ୟସରକାର ରାଜ୍ୟରେ ଲକଡାଉନ ହଟାଇ ଦେଇଥିଲେ ବି ନାଇଟ୍ କର୍ଫ୍ୟୁ ସମେତ ଆଉକିଛି କଟକଣା ବଳବତ୍ତରContinue reading “୩୫ ଦିନ ପରେ ବିହାରରୁ ହଟିଲା ଲକଡାଉନ୍ , ନାଇଟ୍ କର୍ଫ୍ୟୁ ବଳବତ୍ତର”
ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ : ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା । ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ ରହିଛି । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ୍ ଯୋଗୁଁ ସହରାଞ୍ଚଳର ଉଠାଦୋକାନୀଙ୍କମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟରContinue reading “ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ : ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ”